Home

ଜଳିଗଲା ସ୍କୁଲ ବସ୍‌: ୨୫ ଛାତ୍ରୀଛାତ୍ର ଜୀବନ୍ତ ଦଗ୍ଧ

ବ୍ୟାଙ୍କକ,୧।୧୦: ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ଏଠାରେ ଛାତ୍ର ଓ ଶିକ୍ଷକଙ୍କୁ ନେଇ ଯାଉଥିବା ଏକ ବସ୍‌ରେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ୨୫ ଜଣ ଛାତ୍ରୀଛାତ୍ର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବସ୍‌ରେ ମୋଟ ୪୪ ଜଣ…

ବାଂଲାଦେଶକୁ ଧୂଳିଚଟେଇଲା ଭାରତ: ୨-୦ରେ ସିରିଜ୍‌ ଜିତିଲା

କାନପୁର,୧।୧୦:କାନପୁର ଟେଷ୍ଟରେ ଭାରତ ବାଂଲାଦେଶକୁ ୭ ଉଇକେଟରେ ପରାସ୍ତ କରି ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ ଜିତିଛି। ଟିମ ଇଣ୍ଡିଆର ୯୫ ରନ ଲକ୍ଷ୍ୟ ଥିଲା। ଭାରତ ମାତ୍ର ୩ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲେ। ବିରାଟ…

ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ୨ ଯୁବକଙ୍କ ଜୀବନ ଗଲା

ପୁରୀ,୧।୧୦(ଅଜିତ କୂମାର ମହାନ୍ତି): ପୁରୀର ନରେନ୍ଦ୍ର ପୁଷ୍କରିଣୀଠାରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜେଜେମା’ଙ୍କ ଶ୍ରାଦ୍ଧ ଦେବା ପାଇଁ ପୁରୀ ଆସିଥିବା ଦୁଇ ଯୁବକ ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ପିତୃପକ୍ଷ ଚାଲିଥିବାରୁ ରାଜ୍ୟ…

ରାଜନୈତିକ ରୁଟି ସେକିବାକୁ ନବୀନଙ୍କ ସାମ୍ପ୍ରଦାୟିକ ବୟାନବାଜି, କାହିଁକି ଏମିତି କହିଲେ ଏହି ଭାଜପା ନେତା

ଭୁବନେଶ୍ୱର,୧ା୧୦: ନବୀନଙ୍କ ମନ୍ତବ୍ୟ ଉପରେ କଡ଼ା ଜବାବ ଦେଇଛି ଭାଜପା। ଦଳ କହିଛି, ନବୀନଙ୍କ ବକ୍ତବ୍ୟରୁ ଜଣାପଡୁଛି ସେ ନିଜେ ଓଡ଼ିଶାରେ ଅଶାନ୍ତି କରିବାକୁ ଚାହୁଁଛନ୍ତି। ‘ଏକ୍ସ’ ଜରିଆରେ ଭାଜପା ପକ୍ଷରୁ ମୁଖପାତ୍ର ଅନିଲ ବିଶ୍ବାଳ ପ୍ରତିକ୍ରିୟା ଦେଇଛନ୍ତି। ‘ଏକ୍ସ’ ପୋଷ୍ଟରେ…

ରାହୁଲ ଗାନ୍ଧୀଙ୍କ ପରିବାର ୫୦ ବର୍ଷ ପର୍ଯ୍ୟନ୍ତ ଦେଶକୁ ଲୁଟିଛନ୍ତି, ଏମିତି କହି ସମସ୍ତଙ୍କୁ ଚମକାଇ ଦେଲେ ଗିରିରାଜ

ନୂଆଦିଲ୍ଲୀ,୧।୧୦: କେନ୍ଦ୍ର ବୟନ ମନ୍ତ୍ରୀ ଗିରିରାଜ ସିଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ନିର୍ବାଚନ ଅଭିଭାଷଣ ଉପରେ ଦୃଢ ଆପତ୍ତି ଜଣାଇ ଗାନ୍ଧୀ ପରିବାରର ଇତିହାସକୁ ମନେ ପକାଇ ଦେଇଛନ୍ତି। ଏହା ବ୍ୟତୀତ ମହାରାଷ୍ଟ୍ର ସରକାରଙ୍କୁ ଗୋମାତାକୁ ରାଜ ମାତା ମାନ୍ୟତା…

ଗାଦିମଡ଼ା ଅଧିକାରୀଙ୍କୁ ପୋଲିସ କମିଶନରଙ୍କ କଡ଼ା ଚେତାବନୀ, କହିଲେ ସମ୍ପୂର୍ଣ୍ଣ ତଥ୍ୟ ନେବାକୁ…

କଟକ,୧ା୧୦: ଡିସିପି ଅଫିସରେ ପହଞ୍ଚି କଟକ ଡିସିପି ଜଗମୋହନ ମୀନାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପ୍ରଥମ ବୈଠକ କରିଛନ୍ତି ନୂଆ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ। ପାର୍ବଣ ସମେତ ଆଇନଶୃଙ୍ଖଳା ନେଇ ଆଲୋଚନା କରିଛନ୍ତି। ଏହି ସମୟରେ…

ବାଂଲାଦେଶ ଚିତ୍‌ପଟାଙ୍ଗ: ଭାରତକୁ ମାତ୍ର ୯୫ ରନ୍‌ର ଟାର୍ଗେଟ୍‌

କାନପୁର,୧।୧୦: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ କାନପୁରରେ ଚାଲିଛି। ଆଜି ଏହି ଟେଷ୍ଟର ଶେଷ ଦିନ। ଦ୍ୱିତୀୟ ଇନିଂସରେ ବାଂଲାଦେଶ ୧୪୬ ରନ୍‌ରେ ଅଲଆଉଟ୍‌ ହୋଇଛି। ପ୍ରଥମ ଇନିଂସରେ ବାଂଲାଦେଶ…

ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଜନସାଧାରଣଙ୍କ କ୍ଷତି ପହଞ୍ଚାଉଥିବା ଧାର୍ମିକ କୋଠାକୁ…

ନୂଆଦିଲ୍ଲୀ,୧ା୧୦: ମଙ୍ଗଳବାର ସୁପ୍ରିମକୋର୍ଟରେ ବୁଲଡୋଜର ଆକ୍ସନ ମାମଲାର ଶୁଣାଣି ହୋଇଛି। ଏହି ସମୟ ମଧ୍ୟରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଜନସାଧାରଣଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସଡ଼କ, ଜଳରାଶି କିମ୍ବା ରେଲଓ୍ବେ ଟ୍ରାକ୍‌ରେ କୌଣସି ଧାର୍ମିକ କୋଠା…

ରାଜ ଘାଟରେ ତାଲା, କୃଷକଙ୍କ ଏଣ୍ଟ୍ରି ବ୍ୟାନ, ମୋଦି ସରକାର କରୁଛନ୍ତି ପାପ, କାହିଁକି ଏମିତି କହିଲା କଂଗ୍ରେସ

ନୂଆଦିଲ୍ଲୀ,୧।୧୦: ଦିଲ୍ଲୀ ପୋଲିସ ସିନ୍ଧୁ ସୀମାରୁ ସମାଜସେବୀ ସୋନମ ୱାଙ୍ଗଚୁକଙ୍କୁ ଗିରଫ କରିଛି। ୭୦୦ କିଲୋମିଟର ଲମ୍ବା ‘ଦିଲ୍ଲୀ ୱାଲୋ ପଦଯାତ୍ରା’ ସମୟରେ ସେ ଦିଲ୍ଲୀ ପ୍ରବେଶ କରୁଥିଲେ। ସେ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜଘାଟ ପରିଦର୍ଶନ କରିବାକୁ ଘୋଷଣା…

ଅମିତାଭଙ୍କ ସହ କାମ କରିବାକୁ ମନା କରିଦେଇଥିଲେ ଏହି ଅଭିନେତ୍ରୀ:ଆଉ ତା’ପରେ ବିଗ୍‌ ବି’ କରିଥିଲେ ଏମିତି କାମ…

ହିନ୍ଦୀ ସିନେମାର କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନଙ୍କ ସହ କାମ କରିବା ପ୍ରତ୍ୟେକ କଳାକାରଙ୍କ ସ୍ବପ୍ନ ଥାଏ। ତେବେ ଇଣ୍ଡଷ୍ଟ୍ରୀରେ ଏମିତି ଜଣେ ଭେଟେରାନ ଅଭିନେତ୍ରୀ ଥିଲେ, ଯିଏ ବିଗ ବିଙ୍କ ସହ କାମ କରିବାକୁ ପ୍ରସ୍ତୁତ ନ ଥିଲେ। ପରେ…

ଦୁର୍ଗାପୂଜାକୁ ମିଳିବ କି ନାହିଁ ମଞ୍ଜୁରୀ ସ୍ପଷ୍ଟ କଲା ବାଂଲାଦେଶ

ଢାକା,୧।୧୦: ନ୍ୟୁୟର୍କରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିବା ପରେ ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତାହିଦ ହୁସେନ ଏକ ବଡ଼ ବୟାନ ଦେଇଛନ୍ତି। ସେ ଭାରତକୁ ବାଂଲାଦେଶର ସବୁଠାରୁ ବଡ ପଡ଼ୋଶୀ ବୋଲି ବର୍ଣ୍ଣନା କରିଛନ୍ତି। ହୁସେନ କହିଛନ୍ତି…

କ୍ୟାବିନେଟ ସହ ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ, ଏବେ ଏହି ନେତା ହେବେ…

ଟୋକିଓ,୧।୧୦: ଜାପାନରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଙ୍ଗଳବାର ତାଙ୍କ କ୍ୟାବିନେଟ ସହିତ ଇସ୍ତଫା ଦେଇଛନ୍ତି। କିଶିଦା ୨୦୨୧ରେ ଦାୟିତ୍ୱ ଗ୍ରହଣ କରିଥିଲେ, କିନ୍ତୁ ଏବେ ସେ ଇସ୍ତଫା ଦେଉଛନ୍ତି ଯାହା ଦ୍ୱାରା ତାଙ୍କ ଦଳ ଏକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?