Home

ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, ଓଡ଼ିଶା. ପଶ୍ଚିମ ବଙ୍ଗରେ ଏମିତି ଫଳାଫଳ ଆସିବ ଯାହା କଳ୍ପନା କରାଯାଇ ନ ପାରେ : ମୋଦି

ପାଟନା,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତି ଯେ ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗରେ ଏପରି ଫଳାଫଳ ଆସିବ ଯାହାକୁ ଆପଣ କଳ୍ପନା କରିପାରିବେ ନାହିଁ। ଉତ୍ତର, ଦକ୍ଷିଣ, ପୂର୍ବ ଏବଂ ପଶ୍ଚିମର ସବୁ ସ୍ଥାନରେ ପ୍ରବଳ ଝଡ଼ ସୃଷ୍ଟି ହୋଇଛି।…

କଂଗ୍ରେସର ପରାଜୟକୁ ଲୁଚାଇବାକୁ ବାହାନା ଖୋଜୁଛନ୍ତି ବିରୋଧୀ: ପୀୟୁଷ

ନୂଆଦିଲ୍ଲୀ,୧୨।୫: କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ରବିବାର କହିଛନ୍ତି ଯେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ବିରୋଧରେ ଟାମ୍ପରିଂ କରୁଥିବା ଅଭିଯୋଗ ଲୋକ ସଭା ନିର୍ବାଚନରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ପରାଜୟକୁ ଲୁଚାଇବା ପାଇଁ…

ଇତିହାସ ରଚିଲେ ମୋଦି

ପାଟନା,୧୨।୫: ବିହାରର ରାଜଧାନୀ ପାଟନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ରୋଡ ଶୋ ଆରମ୍ଭ ହୋଇଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ରବିବାର ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ପାଟନା ବିମାନବନ୍ଦରରେ ପହଞ୍ଚି ସେଠାରୁ ପାଟଣାର ଭଟ୍ଟାଚାର୍ଯ୍ୟ ରୋଡରେ ପହଞ୍ଚିଥିଲେ। ତାଙ୍କ ରୋଡ ଶୋ…

ଛକା-ଚୌକା ମାରି ପ୍ରଥମେ ଚିଡ଼ାଇଲେ କୋହଲି, ଆଉଟ୍‌ ହେବା ପରେ ଇଶାନ୍ତ ନେଲେ ବଦ୍‌ଲା: ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ,୧୨।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଇଶାନ୍ତ ଶର୍ମା ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଏକ ମଜାଦାର ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ମ୍ୟାଚରେ ଇଶାନ୍ତ ଶର୍ମା ବିରାଟ କୋହଲିଙ୍କୁ…

ମୋଦି କହିଲେ ରାଜକୁମାରଙ୍କୁ ତାଙ୍କ ବୟସଠାରୁ ବି ମିଳିବ କମ ଆସନ, ଜବାବ ରଖିଲେ ଶଶି ଥରୁର

ନୂଆଦିଲ୍ଲୀ,୧୨।୫: ଲୋକ ସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟସ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆରମ୍ଭ କରିଥିବା ବିତର୍କକୁ ନେଇ ରାଜନୈତିକ ବାତାବରଣ ସରଗରମ ହୋଇଛି। ଏବେ ରାହୁଲ ଗାନ୍ଧୀଙ୍କ ବୟସ ବିଷୟରେ ମଧ୍ୟ…

କ୍ରିକେଟ୍‌ରେ ଓବିଏସ୍‌ ଆଉଟ୍‌ କ’ଣ? ଆଇପିଏଲ୍‌ ଇତିହାସରେ ମାତ୍ର ୩ ଜଣ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି ଏମିତି ଆଉଟ୍‌

ଚେନ୍ନାଇ,୧୨।୫: ଆଇପିଏଲ ୨୦୨୪ର ୬୧ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଚେନ୍ନାଇ ଜିତିଥିଲା। ଏହି ମ୍ୟାଚ୍‌ରେ ଫିଲ୍ଡରେ ବାଧା ସୃଷ୍ଟି (Obstructing the field dismissals) ହେତୁ…

ଶକ୍ତିଶାଳୀ ଭୂକମ୍ପରେ ଥରିଲା ମେକ୍ସିକୋ

ମେକ୍ସିକୋ ସିଟି,୧୨।୫: ମେକ୍ସିକୋ-ଗ୍ବାଟେମାଲା ସୀମାରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୪ଥିବା ରେକର୍ଡ କରାଯାଇଛି। ଏପର୍ଯ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତିର ଖବର ନାହିଁ। ଭୂକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ। ମେକ୍ସିକୋର…

ଷ୍ଟମ୍ପ୍‌ରେ ବାଜି ନ ଥିଲା ବଲ୍‌, ଆଉଟ୍‌ ହୋଇଗଲେ ଜାଡେଜା: ଦେଖନ୍ତୁ ଭିଡିଓ

ଚେନ୍ନାଇ,୧୨।୫: ଆଇପିଏଲ୍‌ରେ ରବିବାର ଖେଳାଯାଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ବନାମ ରାଜସ୍ଥାନ ରୟାଲ୍ସ ମ୍ୟାଚରେ ଏବେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପ୍ରଥମେ ଖେଳି ଆରଆର ୨୦ ଓଭରରେ ୧୪୧ ରନ ସ୍କୋର କରିଥିଲା। ଟାର୍ଗେଟକୁ ପିଛା କରି ଚେନ୍ନାଇ…

କଂଗ୍ରେସର ଦାବି ଶାହାଙ୍କ ରାଲିରେ ଖବରଦାତାଙ୍କୁ ମାଡ ମାରିଛନ୍ତି ଭାଜପା କର୍ମୀ

ଲକ୍ଷ୍ନୌ,୧୨।୫: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉତ୍ତରପ୍ରଦେଶର ରାଏବରେଲି ଗସ୍ତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁଠିକୁ ଅମିତ ଶାହା ସମ୍ବୋଧିତ କରିବାକୁ ଆସିଥିଲେ ସେହି ନିର୍ବାଚନ ରାଲିରେ ଜଣେ ଖବରଦାତାଙ୍କୁ ଭାଜପା କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗହୋଇଛି। ସୂଚନାଯୋଗ୍ୟ, ଅଭିଯୋଗ…

ପ୍ୟାକିଂ ଖାଦ୍ୟର ଲେବୁଲ ବିଭ୍ରାନ୍ତ କରିପାରେ ସତର୍କ କରାଇଲା ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୧୨ା୫: ବଜାରରେ ଉପଲବ୍ଧ ହେଉଥିବା ପ୍ୟାକେଜିଂ ଖାଦ୍ୟସାମଗ୍ରୀଗୁଡ଼ିକରେ ଲାଗିଥିବା ଲେବୁଲ୍‌ର ଦାବି ବିଭ୍ରାନ୍ତିକର ହୋଇପାରେ। ଦେଶର ଶୀର୍ଷ ସ୍ବାସ୍ଥ୍ୟ ଗବେଷଣା ସଂସ୍ଥା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ଏନେଇ ସତର୍କ କରାଇଛି। ସ୍ବାସ୍ଥ୍ୟକର ଖାଦ୍ୟ ଚୟନ କରିବା ସମୟରେ ଗ୍ରାହକମାନେ…

୨୦୨୫ ସୁଦ୍ଧା ୪ର୍ଥ ବୃହତ୍‌ ଅର୍ଥବ୍ୟବସ୍ଥା ହେବ ଭାରତ:ନୀତି ଆୟୋଗର ପୂର୍ବତନ ସିଇଓଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୨ା୫:ଭାରତ ୨୦୨୫ ସୁଦ୍ଧା ଜାପାନକୁ ଟପି ବିଶ୍ୱର ଚତୁର୍ଥ ବୃହତ୍‌ ଅର୍ଥ ବ୍ୟବସ୍ଥାରେ ପରିଣତ ହେବ ବୋଲି ନୀତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ ପୂର୍ବାନୁମାନ କରିଛନ୍ତି। ଭାରତର ଜି-୨୦ ଶେର୍ପା ଥିବା ଅମିତାଭ ବିଭିନ୍ନ ସକାରାତ୍ମକ ମାକ୍ରୋ ଅର୍ଥନୀତି…

ପ୍ଲେ ଅଫ୍‌ ରାସ୍ତାକୁ ଆହୁରି ସହଜ କଲା ଚେନ୍ନାଇ: ରାଜସ୍ଥାନ ପାଇଁ ବଢିଲା ଚିନ୍ତା

ଚେନ୍ନାଇ,୧୨।୫: ଆଇପିଏଲ ୨୦୨୪ର ୬୧ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ରାଜସ୍ଥାନ ରୟାଲ୍ସକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହ ପ୍ଲେ ଅଫରେ ପହଞ୍ଚିବା ପାଇଁ ସେମାନଙ୍କର ଦାବିକୁ ଆହୁରି ମଜଭୁତ କରିଛି। ଟାର୍ଗେଟକୁ ପିଛା କରି ଚେନ୍ନାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri