ରକ୍ଷଣଶୀଳ ଚିନ୍ତାଧାରାରେ ବୁଡି ଯାଇଛି କଂଗ୍ରେସ: ମୋଦି
ମଣ୍ଡି,୨୪।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ମେ ୨୪) ହିମାଚଳ ପ୍ରଦେଶର ମଣ୍ଡିରେ ପହଞ୍ଚି ଭାଜପା ପ୍ରାର୍ଥୀ କଙ୍ଗନା ରାନାୱତଙ୍କ ପାଇଁ ପ୍ରଚାର କରୁଛନ୍ତି। ଏହି ସମୟରେ ଏକ ସମାବେଶକୁ ସମ୍ବୋଧିତ…
ବାତ୍ୟା ‘ରେମଲ’ର ପ୍ରଭାବ: ଆରମ୍ଭ ହେଲାଣି ବର୍ଷା-ପବନ
ଭୁବନେଶ୍ୱର,୨୪।୫: ବାତ୍ୟା ପ୍ରଭାବରେ ଆରମ୍ଭ ହେଲାଣି ବର୍ଷା ,ପବନ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲାରେ। ବାତ୍ୟା ‘ରେମଲ’ ଅବପାତର ରୂପ ନେଲାଣି। ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ୱର ଜିଲାରେ ବର୍ଷା ପବନ ଆରମ୍ଭ ହୋଇଯାଇଛି । ଅବପାତ…
ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ଭାଜପା ମିଛ କହିବାର ସବୁ ସୀମା ଟପିଯାଇଛି: ନବୀନ
ଭୁବନେଶ୍ୱର,୨୪।୫: ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଏନେଇ ନିଜେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଛ କହିବାର ଗୋଟିଏ ସୀମା ଥାଏ। ଭାଜପା ମିଛ କହିବାର ସବୁ ସୀମା ଟପି ଯାଇଛି। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ମାସେ…
ସ୍ବାମୀଙ୍କ ପାଇଁ ଏମିତି କହିଲେ ଦୀପିକା ପାଲିକଲ
ନୂଆଦିଲ୍ଲୀ,୨୪।୫: ଚାରିଥର କମନୱେଲଥ ଗେମ୍ସରେ ପଦକ ଜିତିଥିବା ଦୀପିକା ପାଲିକଲ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଉଇକେଟ କିପର-ବ୍ୟାଟ୍ସମ୍ୟାନ ତଥା ତାଙ୍କ ସ୍ବାମୀ ଦୀନେଶ କାର୍ତ୍ତିକଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, କାର୍ତ୍ତିକ ତାଙ୍କ କ୍ୟାରିଅର୍ ସମୟରେ ଅନେକ ଉତ୍ଥାନର ସମ୍ମୁଖୀନ ହୋଇଥିଲେ।…
ସୋସିଆଲ ମିଡିଆ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ: ସତର୍କ କଲେ ଏଲନ ମସ୍କ
କାଲିଫର୍ନିଆ,୨୪।୫: ଦୁନିଆର ସବୁଠୁ ବଡ ମାଇକ୍ରୋବ୍ଲଗିଂ ସାଇଟ ଏକ୍ସର ମାଲିକ ଏଲନ ମସ୍କ ସତର୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୋସିଆଲ ମିଡିଆ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ। ପିଲାମାନଙ୍କୁ ସୋସିଆଲ ମିଡିଆରୁ ଦୂରରେ ରଖିବା ଜରୁରୀ। ଦୀର୍ଘ ସମୟ…
ସ୍ତ୍ରୀଙ୍କଠାରୁ ଅଲଗା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା!
ମୁମ୍ବାଇ,୨୪।୫: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସ୍ତ୍ରୀ ନତାଶା ଷ୍ଟାନକୋଭିକଙ୍କ ମଧ୍ୟରେ ସବୁକିଛି ଚାଲି ନ ଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଉପରେ ପରସ୍ପରଠାରୁ ଅଲଗା ରହୁଥିବା କୁହାଯାଉଛି। ନତାଶା ଇନଷ୍ଟାଗ୍ରାମ ଆକାଉଣ୍ଟରୁ ପାଣ୍ଡ୍ୟା ସରନେମ୍ ହଟାଇ ଦେଇଛନ୍ତି।…
ଦିନକୁ ପରେ ନିର୍ବାଚନ:ମତଦାନ କେନ୍ଦ୍ର ଅଭିମୁଖେ ପୋଲିଂ ଟିମ୍
କଟକ,୨୪।୫(କାର୍ତ୍ତିକ ସାହୁ):କଟକ ଜିଲାର ୬ଟି ନିର୍ବାଚନ ମଣ୍ଡଳୀରେ ୨୫ ତାରିଖରେ ମତଦାନ ହେବ। ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ହୋଇଥିବା ମତଦାନ କେନ୍ଦ୍ର ଅଭିମୁଖେ ପୋଲିଂ ଦଳଗୁଡିକ ଜିଲା ମୁଖ୍ୟାଳୟରୁ ଶୁକ୍ରବାର ଯାତ୍ରାରମ୍ଭ କରିଛନ୍ତି। ରେଭେନ୍ଶା ବିଶ୍ୱବିଦ୍ୟାଳୟର୍ ମହାନଦୀ କ୍ୟାମ୍ପସରେ ସକାଳୁ ଇଭିଏମ…
ସାର୍ବଜନିକ ହେଉ ଭୋଟିଂ ଡାଟା, ADRର ଆବେଦନକୁ ନିନ୍ଦା କଲେ ସୁପ୍ରିମକୋର୍ଟ, ଆବେଦନ ଟାଇମିଂକୁ ନେଇ ଉଠିଲା ପ୍ରଶ୍ନ
ନୂଆଦିଲ୍ଲୀ,୨୪।୫: ସୁପ୍ରିମକୋର୍ଟ ଶୁକ୍ରବାର (୨୪ ମେ’)ରେ ନିର୍ବାଚନ ଆୟୋଗଙ୍କୁ ଏକ ଆଶ୍ୱସ୍ତିକର ଖବର ଦେଇଛନ୍ତି। ସଂପୂର୍ଣ୍ଣ ଭୋଟିଂ ଆକଳନ ବିଳମ୍ବରେ ପ୍ରକାଶ ପାଇବା ନେଇ ପ୍ରଶ୍ନ ଉଠାଇ ସୁପ୍ରିମକୋର୍ଟ ଏକ ପିଟିସନ ଶୁଣାଣି କରିଥିଲେ। ଲୋକ ସଭା ନିର୍ବାଚନ ସମୟରେ ଭୋଟ…
କଂଗ୍ରେସ ସମୟରେ ପାକିସ୍ତାନ ଭାରତର ଛାତି ଉପରେ ଚଢି ନାଚୁଥିଲା: ଏମିତି କାହିଁକି କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏକ ସମୟରେ ପାକିସ୍ତାନ ଭାରତର ଛାତି ଉପରେ ଚଢି ନାଚୁଥିଲା। କିନ୍ତୁ ଯେତେବେଳେ ମୋଦି ନିଷ୍ପତ୍ତି ନେଲେ ଯେ ଭାରତ ଘରେ ପଶି କରି ହତ୍ୟା କରିବ, ଦେଖନ୍ତୁ ଆଜି ଏହାର ଅବସ୍ଥା…
ଦୀନେଶ କାର୍ତ୍ତିକଙ୍କ ପରେ ଏବେ ଶିଖର ଧଓ୍ବନ ନେବେ ସନ୍ୟାସ? ଆସିଲା ବଡ ଅପଡେଟ୍ସ
ନୂଆଦିଲ୍ଲୀ,୨୪।୫: ନିକଟରେ ଦୀନେଶ କାର୍ତ୍ତିକ କ୍ରିକେଟକୁ ବିଦାୟ ଦେଇଛନ୍ତି। ଏଥି ସହିତ, ଶିଖର ଧୱନଙ୍କ ସହ ଜଡିତ ବଡ ଖବର ଏବେ ସାମ୍ନାକୁ ଆସୁଛି। ସୂଚନାଯୋଗ୍ୟ, ଶିଖର ଧୱନଙ୍କ ଅବସର ନେଇ ନିରନ୍ତର କଳ୍ପନାଜଳ୍ପନା ଚାଲିଥିଲା। ବିଶ୍ୱାସ କରାଯାଉଥିଲା ଯେ ଦୀନେଶ…
କାନାଡାରେ ଖଲିସ୍ତାନ ସମର୍ଥକଙ୍କ ଟାର୍ଗେଟରେ ଭାରତୀୟ, ହିନ୍ଦୁଙ୍କ ପାଇଁ ବିପଦ ହୋଇଚାଲିଛି ଟ୍ରୁଡୋଙ୍କ ଦେଶ
ଓଟାଓ୍ବା,୨୪।୫: ଖାଲିସ୍ତାନର ସମର୍ଥକମାନେ ଭାରତୀୟଙ୍କ ପାଇଁ ବିପଦ ପାଲଟିଛନ୍ତି ଏବଂ ଭାରତୀୟ ମୂଳବାସିନ୍ଦାଙ୍କ ପାଇଁ କାନାଡା ସବୁଠାରୁ ବିପଜ୍ଜନକ ଦେଶ ଭାବରେ ଉଭା ହେଉଛି। ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। କାନାଡାରେ ଉଗ୍ରବାଦୀଙ୍କ ଟାର୍ଗେଟ ହେଉଛି ହିନ୍ଦୁ ଏବଂ ଭାରତୀୟ…
ମୋତେ କେତେଦିନ ଜେଲରେ ରଖାଯିବ ଏହାର ଉତ୍ତର କେବଳ ମୋଦି ଦେଇପାରିବେ, ଗିରଫକୁ ନେଇ କହିଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୨୪।୫: ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଜାମିନ ପାଇବା ପରଠାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କ୍ରମାଗତ ଭାବେ ଭାଜପା ଉପରେ ଆକ୍ରମଣ କରୁଛନ୍ତି। ସଦ୍ୟତମ ସାକ୍ଷାତକାରରେ ସେ କହିଛନ୍ତି ଯେ ଆମ ଆଦମୀ ପାର୍ଟିର…
Archives


