Home

ଫଳାଫଳ ପୂର୍ବରୁ ଶଙ୍ଖ ଭବନରେ ପୂଜାର୍ଚ୍ଚନା

ଭୁବନେଶ୍ୱର,୪।୬:ଇଭିଏମରେ ସିଲ୍‌ ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଖୋଲିବ। କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ, ତାକୁ ନେଇ ପ୍ରାର୍ଥୀଙ୍କର ହାର୍ଟବିଟ୍‌ ବଢ଼ି ଯାଇଛି। ବିଗତ ନିର୍ବାଚନ ଠାରୁ ଚଳିତ ନିର୍ବାଚନ ଅଧିକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିବାରୁ ରାଜ୍ୟ ଶାସନ…

ଭୋଟ ଗଣନା ପୂର୍ବରୁ ପଶ୍ଚିମବଙ୍ଗରେ ହିଂସା, ବୋମା ବିସ୍ଫୋରଣରେ ୫ ଆହତ

କୋଲକାତା,୪।୬: ଦେଶରେ ୪୫ ଦିନ ଧରି ଚାଲିଥିବା ଗଣତନ୍ତ୍ରର ପର୍ବ ପରେ ମଙ୍ଗଳବାର ଲୋକ ସଭା ନିର୍ବାଚନର ଫଳାଫଳ ସହିତ ଶେଷ ହେବାକୁ ଯାଉଛି। ଭୋଟ ଗଣନା ଆରମ୍ଭ ହେବାକୁ ବର୍ତ୍ତମାନ ମାତ୍ର କିଛି ସମୟ ବାକି ଅଛି। ଗଣନା ଆରମ୍ଭ…

ଆଉ ମାତ୍ର କିଛି ସମୟ ପରେ ଆସିବ ନିର୍ବାଚନ ଫଳାଫଳ, ବଢିଲା ମତ ଗଣନା କେନ୍ଦ୍ରର ସୁରକ୍ଷା

ନୂଆଦିଲ୍ଲୀ,୪।୬: ନିକଟରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ। ଦେଶର ୫୪୩ ଟି ଆସନରେ ଭୋଟ ଦେବାର ଫଳାଫଳ ଘୋଷଣା କରାଯିବ, ଯେଉଁଥି ପାଇଁ ଗଣନା ଆଉ ମାତ୍ର କିଛି ସମୟପରେ ଆରମ୍ଭ ହେବ ଅର୍ଥାତ୍‌ ମଙ୍ଗଳବାର…

ଭାଜପାର ତୃତୀୟ କାର୍ଯ୍ୟକାଳ ଉପରେ ନଜର, ୨୦୦୪ର ପ୍ରଦର୍ଶନ ଦୋହରାଇବାକୁ ଆଶା ରଖିଛି ‘ଇଣ୍ଡିଆ’

ନୂଆଦିଲ୍ଲୀ,୪।୬: ମଙ୍ଗଳବାର ହେଉଛି ଭାଜପା ନେତୃତ୍ୱାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଇଣ୍ଡିଆ ଆଲାଇନ୍ସ ପାଇଁ ଶେଷ ପରୀକ୍ଷା। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଆଶା ରଖିଥିବାବେଳେ,…

ଆଜି ଏହି ରେକର୍ଡ ଭାଙ୍ଗିବେ ମୋଦି

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣନା ଆଜି ସକାଳ ୮ଟାରୁ ଆରମ୍ଭ ହେବ। ଜୁନ ୧ରେ ପ୍ରକାଶିତ ସର୍ଭେ ଅନୁଯାୟୀ, ଭାଜପା ସରକାର ଗଠନ କରିବାର ସମ୍ଭାବନା ରହିଛି। ଯଦି ଏକଜିଟ ପୋଲ ବିଶ୍ୱାସ କରାଯାଏ, ତେବେ ତୃତୀୟ…

ଫେରିନି ୭୭୫୫ କୋଟିର ୨୦୦୦ ଟଙ୍କିଆ ନୋଟ୍‌

ଭୁବନେଶ୍ୱର,୪।୬,(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୨୦୦୦ ଟଙ୍କା ନୋଟ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହାସତ୍ତ୍ୱେ ପ୍ରାୟ ୭୭୫୫ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍‌ ବର୍ତ୍ତମାନ ସୁଦ୍ଧା ଫେରସ୍ତ କରାଯାଇ ନାହିଁ। ଆରବିଆଇ ଅନୁଯାୟୀ, ୨୦୦୦ ଟଙ୍କିଆ ନୋଟର…

ବେଙ୍ଗାଲୁରୁରେ ଦିନକର ବର୍ଷା ୧୩୩ ବର୍ଷର ରେକର୍ଡ ଭାଙ୍ଗିଲା

ବେଙ୍ଗାଲୁରୁ, ୪।୬: କର୍ନାଟକରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପହଞ୍ଚିବା ସହ ଗତ ୨ ଦିନ ଧରି ୪୦ରୁ ୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ସହ ପ୍ରବଳ ବର୍ଷା ଲାଗି ରହିଛି। ରବିବାର ରାଜଧାନୀ ବେଙ୍ଗାଲୁରୁରେ ୧୧୧.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି,…

ବାପାଙ୍କ ଚିତ୍କାର ଶୁଣି ଫେରିଗଲା ହାତୀ:ମରଣ ମୁହଁରୁ ବଞ୍ଚିଗଲେ ଝିଅ

ନୀଳଗିରି, ୪।୬(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିର ବ୍ଲକ କୁଲଡ଼ିହା ଅଭୟାରଣ୍ୟ ପାଦଦେଶ କେସିପୁର ପଞ୍ଚାୟତ ଅଧୀନ ଟୁଲୁଙ୍କଡ଼ାବ ଗାଁର ଏକ ନାବାଳିକା ମରଣମୁହଁରୁ ରକ୍ଷା ପାଇଯାଇଛନ୍ତି। ଖାଦ୍ୟ ଅନ୍ବେଷଣରେ ଗଁା ଭିତରକୁ ପଶିଆସିଥିବା ଏକ ହାତୀ ଝିଅଟିକୁ ଦଳି ଦେବାକୁ ଉଦ୍ୟମ…

ଆଜି ଫିଟିବ ଭାଗ୍ୟ ପେଡ଼ି

ଭୁବନେଶ୍ୱର,୪ା୬(ଅନିଲ ଦାସ):ନିର୍ବାଚନ ସରିଛି। ନେତାଠୁ ଜନତା ସଭିଏଁ ଚାହିଁ ରହିଛନ୍ତି ଫଳାଫଳକୁ। ମଙ୍ଗଳବାର ପ୍ରତୀକ୍ଷାର ଅନ୍ତ ଘଟିବ। ଇଭିଏମରେ ସିଲ୍‌ ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ଖୋଲିବ। କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ, ତାକୁ ନେଇ ପ୍ରାର୍ଥୀଙ୍କର ହାର୍ଟବିଟ୍‌ ବଢ଼ି…

ଆସିଲା ଫାଇନାଲ ଏକ୍‌ଜିଟ୍‌ ପୋଲ! ଏନଡିଏ ନୁହେଁ ଇଣ୍ଡିଆ ମେଣ୍ଟ ଗଢିବ ସରକାର, ଜାଣନ୍ତୁ କିଏ ପାଇବ କେତେ ସିଟ୍‌

ନୂଆଦିଲ୍ଲୀ,୩।୬: ଜୁନ୍‌ ୧ରେ ଦେଶରେ ନିର୍ବାଚନ ଶେଷ ହୋଥିବା ବେଳେ ବର୍ତ୍ତମାନ ସମଗ୍ର ଦେଶ ନିର୍ବାଚନରର ଫଳାଫଳକୁ ଅପେକ୍ଷା କରିଛି। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ପରେ, ଲୋକ ସଭା ନିର୍ବାଚନ ୨୦୨୪କୁ ଅନେକ ଏକ୍‌ଜିଟ୍‌ ପୋଲ ସାମ୍ନାକୁ ଆସିଛି।…

ରାତି ପାହିଲେ ଭୋଟଗଣତି, ସମାନ ସଂଖ୍ୟାକ ସର୍ବାଧିକ ଭୋଟ ପାଇଥିଲେ ଏହିଭଳି ଘୋଷଣା ହେବ ଫଳାଫଳ

ନୂଆଦିଲ୍ଲୀ,୩ା୬:ଲୋକ ସଭା ନିର୍ବାଚନର ଭୋଟଗଣତି ମଙ୍ଗଳବାର ଆରମ୍ଭ ହେଉଥିବାବେଳେ ଗଣନା ପ୍ରକ୍ରିୟା ସମ୍ପର୍କରେ ନିର୍ବାଚନ କମିଶନ ସକ୍ଷିପ୍ତ ସୂଚନା ଦେଇଛନ୍ତି। ନିର୍ବାଚନ ପରିଚାଳନା ନିୟମାବଳୀ, ୧୯୬୧ର ନିୟମ ୫୪ଏ ଅନୁଯାୟୀ ପ୍ରଥମେ ପୋଷ୍ଟାଲ ବାଲଟ୍‌ ପେପରଗୁଡ଼ିକର ଗଣନା ରିଟର୍ନିଂ ଅଫିସର(ଆର୍‌ଓ)ଙ୍କ ଟେବୁଲରେ…

ଫଳାଫଳ ଏକ୍‌ଜିଟ୍‌ ପୋଲ୍‌ ବିପରୀତ ହେବ: ସୋନିଆଙ୍କ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩ା୬: ଲୋକ ସଭା ନିର୍ବାଚନ ଫଳାଫଳ ଏକ୍‌ଜିଟ୍‌ ପୋଲ୍‌ଗୁଡ଼ିକର ପୂର୍ବାନୁମାନର ସମ୍ପୂର୍ଣ୍ଣ ବିପରୀତରେ ଯିବା ନେଇ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଆଶାବ୍ୟକ୍ତ କରିଛନ୍ତି। ଫଳାଫଳ ଆସିବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ହେବ ବୋଲି ସୋମବାର ସୋନିଆ ଏକ ଗଣମାଧ୍ୟମକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri