Home

ଏହା ମୋଦିଙ୍କ ବ୍ୟକ୍ତିଗତ ପରାଜୟ, କାହିଁକି ଏମିତି କହିଲେ ଯୋଗେନ୍ଦ୍ର ଯାଦବ

ନୂଆଦିଲ୍ଲୀ,୪।୬: ନିର୍ବାଚନ ବିଶ୍ଳେଷକ ତଥା ସମାଜସେବୀ ଯୋଗେନ୍ଦ୍ର ଯାଦବ ଲୋକ ସଭା ନିର୍ବାଚନ ୨୦୨୪ର ଟ୍ରେଣ୍ଡ୍‌ ମଧ୍ୟରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ମୁସଲମାନମାନଙ୍କ ବିଷୟରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ପ୍ରଦାୟ ପାଇଁ କିଛି କହି…

ବାରାଣସୀରେ ଦେଢ଼ ଲକ୍ଷରୁ ଅଧିକ ଭୋଟରେ ଜିତିଲେ ମୋଦି

ବାରାଣସୀ,୪।୬: କେନ୍ଦ୍ରରେ ଭାଜପାର ‘୪୦୦ ପାର୍‌’ ସ୍ଲୋଗାନ ଫେଲ୍‌ ମାରିଥିବା ପ୍ରତ୍ୟୟ ହେଉଛି। ସାଧାରଣ ନିର୍ବାଚନରେ କଂଗ୍ରେସ ଦଳକୁ କଡ଼ା ଟକ୍କର ଦେଉଛି। ଏମିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଆସନରୁ ବିଜେତା ହୋଇଛନ୍ତି। ଏହି ଆସନରେ ମୋଦିଙ୍କୁ ୬,୧୨,୯୭୦ ଖଣ୍ଡ…

ନିରଞ୍ଜନ ପୂଜାରୀଙ୍କ ବଡ଼ ବିଜୟ

ଭୁବନେଶ୍ୱର,୪।୬: ସୋନପୁରରୁ ଜିତିଛନ୍ତି ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ। ଭାଜପା ପ୍ରାର୍ଥୀ ପ୍ରମୋଦ କୁମାର ମହାପାତ୍ରଙ୍କୁ ୧୫,୧୨୧ ଭୋଟରେ ହରାଇ ସେ ବିଜୟୀ ହୋଇଛନ୍ତି।

ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନ: ୧୬୪ ଆସନରେ ଆଗରେ ଥିବାରୁ ଟିଡିପି, ଭାଜପା, ଜେଜେପି ମନାଇଲେ ଉତ୍ସବ

ନୂଆଦିଲ୍ଲୀ,୪।୬: ମିଳିଥିବା ସଦ୍ୟ ସୂଚନା ଅନୁଯାୟୀ,ନିର୍ବାଚନ କମିଶନ କହିଛନ୍ତି, ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେଏନଡିଏ ସହଯୋଗୀ ଦଳମାନେ ବହୁ ଆଗରେ ରହିଛନ୍ତି।ଏହିସବୁ ସହଯୋଗୀ ଦଳ ମଧ୍ୟରୁ ଟିଡିପି, ଭାଜପା ଓ ଜନସେନା ଉତ୍ସବ ମୁଡରେ ଅଛନ୍ତି। ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ…

ଏତିକି କମ୍‌ ଭୋଟରେ ଜିତିଲେ ଅରୁଣ ସାହୁ

ଭୁବନେଶ୍ୱର,୪।୬:ନୟାଗଡର ବିଜେଡି ପ୍ରାର୍ଥୀ ଅରୁଣ ସାହୁ ବିଜୟୀ ହୋଇଛନ୍ତି। ୮୧,୪୭୦ ଭୋଟ ପାଇ ସେ ଭାଜପାର ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ପରାସ୍ତ କରିଛନ୍ତି। ହେଲେ ସେଠାରେ ଦୁହିଁଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ଅରୁଣ ମାତ୍ର ୩୯୬ ଭୋଟରେ ବିଜୟୀ…

ଖଲ୍ଲିକୋଟରେ ଭାଙ୍ଗିଲା ବିଜେଡି ଦୁର୍ଗ, ପୂର୍ଣ୍ଣଚନ୍ଦ୍ର ସେଠୀ ବିଜୟୀ

ପୁରୁଷୋତ୍ତମପୁର,୪ା୬(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ଏକଦା ବିଜେଡିର ଦୁର୍ଗ କୁହାଯାଉଥିବା ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ଦୁର୍ଗକୁ ଭାଙ୍ଗି ଇତିହାସ ରଚିଛି ଭାଜପା। ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ ୨୨ହଜାର ୯୩୦ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ସେ ୨୦୦୮…

ମହାକାଳପଡ଼ାରେ ହାରିଗଲେ ଅତନୁ, ବାଜି ମାରିଲେ ଦୁର୍ଗାପ୍ରସନ୍ନ

ମହାକାଳପଡ଼ା,୪ା୬: ମହାକାଳପଡ଼ା ବିଧାନସଭା ଆସନରେ ଭାଜପା ବିଧାୟକ ପ୍ରାର୍ଥୀ ଦୁର୍ଗାପ୍ରସନ୍ନ ନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡିର ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ୩୩,୪୫୧ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି।

ସନ୍ଧ୍ୟା ୭ଟାରେ ଭାଜପା କାର୍ଯ୍ୟାଳୟ ଯିବେ ମୋଦି, ୫ଟାରେ ରାହୁଲ କହିବେ ପ୍ରେସ କନଫରେନ୍ସ

ନୂଆଦିଲ୍ଲୀ,୪।୬: ମଙ୍ଗଳବାର ଲୋକ ସଭା ନିର୍ବାଚନର ଫଳାଫଳ ଆସୁଛି। ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ, ଭାଜପା ନେତୃତ୍ୱାଧୀନ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଜଣାପଡିଛି। ତେବେ ଏହି ନିର୍ବାଚନରେ ଆଶା କରାଯାଉଥିବା ପରି ଭାଜପା ପ୍ରଦର୍ଶନ କରୁ ନ ଥିବା ଜଣାପଡିଛି। ସମାଜବାଦୀ…

ବାୟୁସେନା ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ନାଶିକ,୪।୬: ଭାରତୀୟ ବାୟୁସେନାର ଏକ ସୁଖୋଇ ଯୁଦ୍ଧ ବିମାନ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ମହାରାଷ୍ଟ୍ରର ନାଶିକରେ ଏହି ଦୁର୍ଘଟଣା ଘଟିଛି। ନାଶିକ ରେଞ୍ଜ ସ୍ପେଶାଲ ଇନ୍ସପେକ୍ଟର ଜେନେରାଲ ଡି ଆର କରାଲେ କହିଛନ୍ତି, ସୁଖୋଇ ସୁ -୨୦ ଏମକେ ବିମାନର ପାଇଲଟ…

ଜିତିବା ପରେ ସମସ୍ତଙ୍କୁ ଧନ୍ୟବାଦ ଦେଲେ କଙ୍ଗନା

ମଣ୍ଡି,୪।୬: ମଙ୍ଗଳବାର ଲୋକ ସଭା ନିର୍ବାଚନ ଫଳାଫଳ ଉପରେ ସମଗ୍ର ଦେଶର ନଜର ରହିଛି। ହିମାଚଳର ସବୁଠାରୁ ଲୋକପ୍ରିୟ ଆସନ, ଅଭିନେତ୍ରୀ ତଥା ଭାଜପା ପ୍ରାର୍ଥୀ କଙ୍ଗନା ରାନାୱତ ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। କଙ୍ଗନା ୬୯,୩୩୫…

କଟକ ସଦରରେ ଫୁଟିଲା ପଦ୍ମ

କଟକ,୪ା୬: କଟକ ସଦର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଇଂ ପ୍ରକାଶ ଚନ୍ଦ୍ର ସେଠୀ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଚନ୍ଦ୍ରସାରଥୀ ବେହେରାଙ୍କୁ ପରାସ୍ତ କରିଛନ୍ତି।

ହାରିଗଲେ ଅରିନ୍ଦମ: ସାଲେପୁରରେ ପ୍ରଶାନ୍ତ ବିଜୟୀ

କଟକ,୪।୬: ସାଲେପୁର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ତଥା ଓଲିଉଡ୍‌ ଅଭିନେତା ଅରିନ୍ଦମ ରାୟଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏଠାରେ ବିଜେଡିର ପ୍ରଶାନ୍ତ ବେହେରା ବିଜୟୀ ହୋଇଛନ୍ତି। ଆରମ୍ଭରୁ ପ୍ରଶାନ୍ତ ଆଗୁଆ ରହିଥିଲେ ହେଁ ମଝିରେ କିଛି ରାଉଣ୍ଡରେ ଅରିନ୍ଦମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri