Home

ମଣିପୁରରେ ପୁଣି ବ୍ୟାପିଲା ହିଂସା

ଇମ୍ଫାଲ,୩।୮: ଗୋଟିଏ ପଟେ ମଣିପୁରର ଜିରିବାମରେ ଶାନ୍ତି ବଜାୟ ରଖିବା ପାଇଁ ମୋତେଇ ଏବଂ ହମାର ସମ୍ପ୍ରଦାୟ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଚୁକ୍ତିନାମାର ୨୪ ଘଣ୍ଟା ମଧ୍ୟରେ ଜିରିବାମରେ ହିଂସା ଆରମ୍ଭ ହୋଇଥିଲା। ଏଠାରେ ମୋତେଇ କଲୋନୀରେ ଗୁଳି ଚାଳନା…

ଆରମ୍ଭ ହେଲା କୁଇଜ୍‌ର ମହାକୁମ୍ଭ ‘ମେଟଲ ମିଟ୍‌ ୨୦୨୪’

ଭୁବନେଶ୍ୱର,୩।୮: ଆରମ୍ଭ ହୋଇଛି କୁଇଜର ମହାକୁମ୍ଭ ‘ମେଟଲ ମିଟ୍‌ ୨୦୨୪’। ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା କୁଇଜର ମହାକୁମ୍ଭ ‘ମେଟଲ ମିଟ’ ଚଳିତବର୍ଷ ତା’ର ଷଷ୍ଠ ସଂସ୍କରଣ ଶନିବାର ୧୧.୩୦ରେ ଆରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ…

ବନ୍ଦ ହେଲା ଲକ୍ଷ୍ମୀ ବସ୍‌!, ଏହି ଜିଲାରେ ବନ୍ଦ ହେଲା ବସ୍‌ ଚଳାଚଳ

ଭୁବନେଶ୍ୱର,୩।୮:ବନ୍ଦ ହେଲା ଲକ୍ଷ୍ମୀ ବସ୍‌! ଆଉ ଗଡିବନି ଲକ୍ଷ୍ମୀ ଏସି ବସ୍‌। ମାଲକାନଗିରିରେ ଆଉ ଗଡିବନି ଲକ୍ଷ୍ମୀ ଏସି ବସ। ୬ଟି ରୁଟରେ ବସ ଚଳାଚଳ ବାତିଲ କରାଯାଇଛି। ଆରଟିଓ ବସ ଚଳାଚଳ ପରମିଟ ବାତିଲ କରିଛନ୍ତି। ସବୁ ବସ ଅପରେଟର…

ଆମର କୃଷି ପରମ୍ପରା ଦେଶ ଭଳି ପ୍ରାଚୀନ: ମୋଦି

ନୂଆଦିଲ୍ଲୀ,୩।୮: ଶନିବାର ଦିଲ୍ଲୀରେ ଅନୁଷ୍ଠିତ ୩୨ତମ ଆନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କୃଷି ଅର୍ଥନୀତିଜ୍ଞଙ୍କୁ ମଧ୍ୟ…

ପ୍ୟାରିସ ଅଲିମ୍ପିକ୍ସରେ ଗୋଟିଏ ବାଥରୁମ ବ୍ୟବହାର କରୁଛନ୍ତି ୫ ଆଥଲେଟ

ପ୍ୟାରିସ,୩।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ଅଧା ଯାତ୍ରା ସମାପ୍ତ ହୋଇଛି। ଏହି ସମୟରେ, ପ୍ୟାରିସ ସହରର ସେଇନ ନଦୀ ହେଉ କିମ୍ବା ପ୍ୟାରିସ ଅଲିମ୍ପିକ୍ସର ପରିଚାଳନା ହେଉ, ସମସ୍ତଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରାଯାଉଛି। ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ପୂର୍ବରୁ ପ୍ୟାରିସ ଅଲିମ୍ପିକ…

ମେଟଲ୍‌ ମିଟ୍‌ ପୂର୍ବରୁ କ୍ୱିଜ ମାଷ୍ଟର ଅଜୟ ପୁନିଆଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର,୩।୮: ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ କୁଇଜର ମହାକୁମ୍ଭ ‘ମେଟଲ ମିଟ୍‌। ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା କୁଇଜର ମହାକୁମ୍ଭ ‘ମେଟଲ ମିଟ’ ଚଳିତବର୍ଷ ତା’ର ଷଷ୍ଠ ସଂସ୍କରଣ ଶନିବାର ଆରମ୍ଭ…

ଫିଲିପିନ୍ସରେ ୬.୮ ତୀବ୍ରତାର ଭୂକମ୍ପ

ମନିଲା,୩।୮: ଶନିବାର ସକାଳେ ଫିଲିପିନ୍ସରେ ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ଫିଲିପିନ୍ସ ଇନଷ୍ଟିଚ୍ୟୁଟ ଅଫ ଆଗ୍ନେୟଗିରି ଏବଂ ଭୂକମ୍ପ ବିଜ୍ଞାନ କହିଛି ଯେ ଶନିବାର ସକାଳେ ଫିଲିପିନ୍ସର ଦକ୍ଷିଣ ଭାଗରେ ୬.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ଭୂକମ୍ପର…

ଇସ୍ରାଏଲର ସୁରକ୍ଷା କବଚ ହେବ ଆମେରିକା

ଓ୍ବାଶିଂଟନ,୩।୮: ଇସ୍ରାଏଲର ସୁରକ୍ଷା ପାଇଁ ଆମେରିକା ବର୍ତ୍ତମାନ ପଶ୍ଚିମ ଏସିଆରେ ଅତିରିକ୍ତ ଯୁଦ୍ଧ ବିମାନ ଏବଂ ନୌସେନା ଜାହାଜ ନିୟୋଜିତ କରିବ। ସୂଚନାଯୋଗ୍ୟ, ଇରାନ ଏବଂ ଇରାନ ସମର୍ଥିତ ମିଲିସିଆଙ୍କ ଧମକକୁ ଦୃଷ୍ଟିରେ ରଖି ଏହି ନିୟୋଜନ କରାଯିବ। ପେଣ୍ଟାଗନ ଡେପୁଟି…

କିଛି ସମୟ ମଧ୍ୟରେ ଆରମ୍ଭ ହେବ କୁଇଜର ମହାକୁମ୍ଭ ‘ମେଟଲ ମିଟ’

ଭୁବନେଶ୍ୱର,୩।୮: ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ କୁଇଜର ମହାକୁମ୍ଭ ‘ମେଟଲ ମିଟ। ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା କୁଇଜର ମହାକୁମ୍ଭ ‘ମେଟଲ ମିଟ’ ଚଳିତବର୍ଷ ତା’ର ଷଷ୍ଠ ସଂସ୍କରଣ ଶନିବାର ଆରମ୍ଭ…

ପରିସ୍ଥିତି ହେବ ଆହୁରି ଭୟଙ୍କର: ଜଳବାୟୁ ପରିବର୍ତ୍ତନ ଯୋଗୁ ବଦଳିଗଲା ବର୍ଷାର ଢାଞ୍ଚା, ଆରବ ସାଗର ଗରମ ହେବାରୁ ବଢିଲା ବର୍ଷା

ନୂଆଦିଲ୍ଲୀ,୩।୮: ଗତ ଶତାବ୍ଦୀରେ ଆନ୍ଥ୍ରୋପୋଜେନିକ ବା ମାନଜନିତ କାରଣରୁ ବଢୁଥିବା ଉତ୍ତାପ ପୃଥିବୀର ୭୫ ପ୍ରତିଶତରୁ ଅଧିକ ଅଞ୍ଚଳର ବୃଷ୍ଟିପାତକୁ ବଦଳାଇ ଦେଇଛି ବୋଲି ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି। ଏହି କଥା ଏକ ଅଧ୍ୟୟନରୁ ଜଣାପଡିଛି। ଜଳବାୟୁ ପରିବର୍ତ୍ତନ ସମଗ୍ର…

ୟୁପିଆଇ ମାଧ୍ୟମରେ ରେକର୍ଡ ପରିମାଣର କାରବାର

ଭୁବନେଶ୍ୱର,୩।୮ (ଅନୁରାଧା ମହାରଣା): ଡିଜିଟାଲ ଅର୍ଥନୀତିର ବିକାଶରେ ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୟୁପିଆଇ ମାଧ୍ୟମରେ ଆର୍ଥିକ କାରବାର ଅତି ସହଜ ହୋଇଛି। ଏଭଳି ପରିସ୍ଥିତିରେ ଏହା ଲୋକଙ୍କ ମଧ୍ୟରେ କାରବାରର ଏକ ଲୋକପ୍ରିୟ ମାଧ୍ୟମ…

ମିଆଁ ବାଇ ତନିସ୍କର ନୂତନ ଷ୍ଟୋର

ସମ୍ବଲପୁର,୩ା୮(ବି.ଶଙ୍କର): ମିଆଁ ବାଇ ତନିସ୍କର ନୂତନ ଷ୍ଟୋର ସମ୍ବଲପୁର ସହର ବୁଢ଼ାରଜା-ଅଇଁଠାପାଲି ରାସ୍ତାରେ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି ା ତନିସ୍କ ଫାଇନାନ୍ସ ମୁଖ୍ୟ ବିକ୍ରମ ରେଡ୍ଡୀ ଅତିଥି ଭାବେ ଯୋଗଦେଇ ସ୍ବତନ୍ତ୍ର ଷ୍ଟୋର୍‌କୁ ଶୁଭାରମ୍ଭ କରିଥିଲେ। ବ୍ୟବସାୟ ସହଯୋଗୀ ମଞ୍ଜିତ୍‌ ସିଂ ନୂତନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri