ମିଡିଆ ଦେଉଛି ଭୁଲ ଖବର, ମୋଦି ସରକାରଙ୍କ ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି ସୁରେଶ ଗୋପୀ
ନୂଆଦିଲ୍ଲୀ,୧୦।୬: ଗତକାଲି ଅର୍ଥାତ୍ ରବିବାର କେରଳର ନୂତନ ନିର୍ବାଚିତ ଭାଜପା ଏମପି ସୁରେଶ ଗୋପୀ ଟୁଇଟ କରି କହିଛନ୍ତି ଯେ ମୋଦି ସରକାରଙ୍କ ମନ୍ତ୍ରୀ ପରିଷଦରୁ ମୁଁ ଇସ୍ତଫା ଦେବାକୁ ଯାଉଛି ବୋଲି କିଛି ମିଡିଆ ପ୍ଲାଟଫର୍ମ ଭୁଲ ଖବର ପ୍ରଚାର…
କଂଗ୍ରେସ ଛାଡ଼ିଲେ ଭକ୍ତ ଦାସ, ପ୍ରତିକ୍ରିୟାରେ କହିଲେ…
ଭୁବନେଶ୍ୱର,୧୦ା୬: ରାଜ୍ୟରେ ସଦ୍ୟ ସମାପ୍ତ ହୋଇଥିବା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଘଟିଛି। ଏହା ପରେ ସୋମବାର ପଦ ଛାଡ଼ିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଭକ୍ତ ଚରଣ ଦାସ। ନିଜ ଉପରକୁ ନୈତିକ ଦାୟିତ୍ୱ ନେଇ ସେ…
ନୂଆ ମୁଖ୍ୟମନ୍ତ୍ରୀ କେତେବେଳେ ନେବେ ଶପଥ: ହେଲା ସମୟ ନିର୍ଘଣ୍ଟ
ଭୁବନେଶ୍ବର,୧୦।୬: ଓଡ଼ିଶାରେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସ୍ପେନ୍ସ ଲାଗିରହିଛି। ଭୁବନେଶ୍ୱରରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ବୈଠକ ପରେ ବୈଠକ ଚାଲିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାଁ ଚୂଡାନ୍ତ ହୋଇପାରୁନାହିଁ। ଏସବୁ ଭିତରେ ନୂଆ ମୁଖ୍ୟମନ୍ତ୍ରୀ ଆସନ୍ତା ବୁଧବାର ଅପରାହ୍ନ ୪.୪୫ରେ…
ବିଦ୍ୟୁତ୍ ଆଘାତରେ କର୍ମଚାରୀ ଗୁରୁତର, କଟକ ସ୍ଥାନାନ୍ତର
କନ୍ଧମାଳ,୧୦ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ଟ୍ରାନ୍ସଫର୍ମର ମରାମତି କାମ କରୁଥିବା ବେଳେ ଜଣେ ବିଦ୍ୟୁତ ବିଭାଗ କର୍ମଚାରୀ ଗୁରୁତର ହୋଇଛନ୍ତି। ତାଙ୍କୁ ବିଦ୍ୟୁତ ଆଘାତ ଲାଗିଛି। ଆହତ କର୍ମଚାରୀ ଜଣକ କନ୍ଧମାଳ ଜିଲା ଫୁଲବାଣୀ ଡାକପାଲା ଅଞ୍ଚଳର ସମରେନ୍ଦ୍ର ଘଟାଲ ବୋଲି ଜଣାପଡ଼ିଛି।…
ବାଲେଶ୍ୱର ଜିଲା ଚିକିତ୍ସାଳୟରୁ ଶିଶୁ ଚୋରି କରି ଗିରଫ ହେଲେ ମହିଳା
ବାଲେଶ୍ୱର,୧୦ା୬(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରୁ ଗତ ଶନିବାର ଜନ୍ମର ମାତ୍ର ୮ ଘଣ୍ଟା ପରେ ଏକ ଶିଶୁପୁତ୍ରକୁ ଚୋରି ହେବା ଘଟଣାରେ ବାଲେଶର ଜିଲା ପୋଲିସକୁ ମିଳିଛି ବଡ଼ ସଫଳତା। ସିସିଟିଭି ଫୁଟେଜ ତଥା ଗୋଇନ୍ଦା ସୂଚନା ଆଧାରରେ…
ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବାପରେ ଏମିତି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଇସଲାମାବାଦ୍,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ନେଇ ସମସ୍ତ ଦେଶ ଅଭିନନ୍ଦନ ବାର୍ତ୍ତା ପଠାଉଛନ୍ତି। ଏହି ସମୟରେ ପଡୋଶୀ ଦେଶ ପାକିସ୍ତାନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଛି। ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହାବାଜ…
ଗିରିଶ ମୁର୍ମୁ ହେବେ କି ଓଡ଼ିଶାର ମୁଖ୍ୟମନ୍ତ୍ରୀ: ଖୋଲାଖୋଲି ଏମିତି କହିଦେଲେ ତୋମାର
ଭୁବନେଶ୍ବର,୧୦।୬:ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସପେନ୍ସ ଲାଗିରହିଛି। ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଏବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଷୟରେ ଆଲୋଚନା ଶେଷ ହେବ ବୋଲି କୁହାଯାଉଛି। ଏସବୁ ଭିତରେ ମୁଖ୍ୟମନ୍ତ୍ରୀ…
ମୋଦି କଲେ ଦସ୍ତଖତ, ଚାଷୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା: ଜାଣନ୍ତୁ କେମିତି କରିବେ ଆବେଦନ
ନୂଆଦିଲ୍ଲୀ,୧୦।୬:ପ୍ରଧାନମନ୍ତ୍ରୀ କିଷାନ ନିଧି ଟଙ୍କାକୁ ଅପେକ୍ଷା କରିଥିବା ଚାଷୀଙ୍କ ପାଇଁ ଖୁସି ଖବର। ଏହି ଯୋଜନା ଅଧୀନରେ ଶୀଘ୍ର କୃଷକ ଭାଇଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି କିଷାନ ସମ୍ମାନ ନିଧି…
ଆଖଣ୍ଡଳମଣି ପୀଠ ଚଳଚଞ୍ଚଳ: ଆଜି ମଙ୍ଗନ, କାଲି ବାହାଘର
ଭଦ୍ରକ,୧୦ା୬(ସନାତନ ରାଉତ): ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରସିଦ୍ଧ ଶିବବିବାହ ପାଇଁ ଉତ୍ସବମୁଖର ହୋଇ ଉଠିଛି ସମଗ୍ର ପୀଠ। ମନ୍ଦିର ପରିସର ଓ ପୀଠକୁ ରଙ୍ଗିନ ଆଲୋକରେ ସୁସଜ୍ଜିତ କରାଯାଇଥିବା ବେଳେ ଫୁଲରେ ସଜ୍ଜିତ କରାଯିବ ମନ୍ଦିର ପରିସରକୁ। ସୋମବାର ବୈଦିକ…
ଖାଁ ଖାଁ ପାଣ୍ଡିଆନଙ୍କ ବାସଭବନ, ହଟିଲା ବ୍ୟାରିକେଡ୍
ଭୁବନେଶ୍ୱର,୧୦ା୬: ଭୁବନେଶ୍ୱର ୟୁନିଟ୍ ୬ରେ ଥିବା କାର୍ତ୍ତିକ ପାଣ୍ଡିଆନଙ୍କ କ୍ୱାର୍ଟର ନଂ ଭିଆଇଆର୍ ୭ ଆଗରେ କରାଯାଇଥିବା ବ୍ୟାରିକେଡ୍କୁ ହଟାଇ ଦିଆଯାଇଛି। ରାଜ୍ୟରେ ବିଜେଡି ସରକାର ଥିବା ବେଳେ ପାଣ୍ଡିଆନଙ୍କ ବାସଭବନକୁ ସୁରକ୍ଷା ଦିଆଯାଇଥିଲା। ଏପରିକି ସର୍ବସାଧାରଣ ରାସ୍ତାରେ ବ୍ୟାରିକେଡ ମଧ୍ୟ…
ସପ୍ତାହର ପ୍ରଥମ ୪ ଦିନ କାର୍ଯ୍ୟାଳୟ ଛାଡିବେ ନାହିଁ କୌଣସି ମନ୍ତ୍ରୀ
ନୂଆଦିଲ୍ଲୀ,୨୦।୬: ମୋଦି ସରକାର ୩.୦ର ଶୁଭାରମ୍ଭ ସହିତ ନୂତନ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି। କ୍ୟାବିନେଟ ମନ୍ତ୍ରୀ ହୋଇଥିବା ଜିତନ ରାମ ମାନଝୀ କହିଛନ୍ତି, ଏଥର ପୂର୍ବ ଅପେକ୍ଷା ଦୃଢ ସଂକଳ୍ପ ନେବାକୁ ପଡିବ, ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତକୁ…
୨୦୨୬ ନିର୍ବାଚନ ପାଇଁ ଟାର୍ଗେଟ ସେଟ! କେତେ ଆସନ ଜିତିବ ଭାଜପା? ଭବିଷ୍ୟବାଣୀ କଲେ ବରିଷ୍ଠ ନେତା
ନୂଆଦିଲ୍ଲୀ,୧୦।୬: ଆସାମରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆସାମ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ହିମନ୍ତ ବିଶ୍ୱ ଶର୍ମା ଭାଜପା ନେତୃତ୍ୱାଧୀନ ଏନଡିଏର ବିଜୟ ଦାବି କରିଛନ୍ତି। ସେ କହିଛନ୍ତି ଯେ ୨୦୨୬ ବିଧାନସଭା ନିର୍ବାଚନରେ ଭାଜପା ଏବଂ ଏହାର ସହଯୋଗୀମାନେ…
Archives


