Home

ବାପାଙ୍କ କରଜ ଶୁଝିବାକୁ ନାବାଳକ ପୁଅ ବନ୍ଧକ

ମହାକାଳପଡ଼ା,୩ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):ଜଣେ କାରିଗରଙ୍କ କରଜ ଶୁଝିବା ପାଇଁ ତାଙ୍କ ନାବାଳକ ପୁଅଙ୍କୁ ବନ୍ଧକ ରଖିଥିଲେ କଟକ ଜିଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ଜନୈକ ତନ୍ତ ମିଲ୍‌ ମାଲିକ। ୭ ମାସ ନାବାଳକ ସେଠାରେ ରହି ଗୋତି ଖଟିବା ପରେ କୌଶଳ କ୍ରମେ…

ଛୁଟିରେ ଥିବା ଡାକ୍ତରଙ୍କୁ ଚେତାବନୀ ଦେଲେ ସରକାର, କାର୍ଯ୍ୟରେ ଯୋଗ ନ ଦେଲେ…

ଭୁବନେଶ୍ୱର,୩ା୧୨(ଅନିଲ ଦାସ):ଦୀର୍ଘଦିନ ଧରି ଛୁଟିରେ ଥିବା ୧୯୬ ଡାକ୍ତରଙ୍କୁ ସରକାର ଚେତାବନୀ ଦେଇଛନ୍ତି। ତୁରନ୍ତ କାର୍ଯ୍ୟରେ ଯୋଗ ନ ଦେଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଭିନ୍ନ କ୍ୟାଡରର ୧୯୬ ଡାକ୍ତର ଭିନ୍ନ ଭିନ୍ନ କାରଣ ଦର୍ଶାଇ ଛୁଟିରେ…

ଦିବ୍ୟାଙ୍ଗଙ୍କୁ ଉପେକ୍ଷା କରିବା ପାପ

ପ୍ରତିବର୍ଷ ୩ ଡିସେମ୍ବରରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଅକ୍ଷମତା ସହ ଜଡିତ ସମସ୍ୟାଗୁଡିକ ଉପରେ ସଚେତନତା ସୃଷ୍ଟି କରିବା ଏବଂ ସମାଜରେ ଦିବ୍ୟାଙ୍ଗଙ୍କ ଅଧିକାର ତଥା ସମାନ ସୁଯୋଗ ତଥା ସେମାନଙ୍କ କଲ୍ୟାଣ…

ପ୍ରଥମ ପୋଷ୍ଟିଂ ପାଇଁ ଯାଉଥିଲେ ଆଇପିଏସ୍‌ ଅଧିକାରୀ,ଫାଟିଲା ଟାୟାର: ଆଉ ତା’ପରେ…

ବେଙ୍ଗାଲୁରୁ, ୨।୧୨:କର୍ନାଟକର ହାସନ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ନିଜର ପ୍ରଥମ ପୋଷ୍ଟିଂ ପାଇଁ ଯାଉଥିବା ବେଳେ ଆଇପିଏସ୍‌ ଅଧିକାରୀ ହର୍ଷବର୍ଦ୍ଧନ(୨୬)ଙ୍କର ସୋମବାର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶର ସିଙ୍ଗରୌଲୀ ଜିଲା ନିବାସୀ ହର୍ଷବର୍ଦ୍ଧନ କର୍ନାଟକ…

ଚାଇନାକୁ ପାନେ ଦେଲା ଆମେରିକା: ଲାଗିଲା କଟକଣା

ଓ୍ବାଶିଂଟନ, ୨।୧୨:ସେମିକଣ୍ଡକ୍ଟର ଟେକ୍ନୋଲୋଜିକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଏକ ଆମେରିକୀୟ ନ୍ୟୁଜ୍‌ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ୩ ବର୍ଷ ମଧ୍ୟରେ ଚାଇନାର ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରି ଉପରେ ତୃତୀୟ ଥର ପାଇଁ କଟକଣା ଲଗାଇବାକୁ ଆମେରିକା…

ଶିନ୍ଦେ ଚାପ୍ଟର ଏବେ ବନ୍ଦ ହୋଇଯାଇଛି: କାହିଁକି ଏମିତି କହିଲେ ଏନ୍‌ସିପି ନେତା

ପୁଣେ,୨।୧୨: ମହାରାଷ୍ଟ୍ରରେ ଏକ ନୂତନ ମହାୟୁତି ସରକାର ଗଠନକୁ ନେଇ ବିବାଦ ବଢିବାରେ ଲାଗିଛି। ରାଜ୍ୟରେ ରାଜନୈତିକ ବିକାଶ ସମ୍ପର୍କରେ ଏନସିପି ଏମ୍‌ପି ସୁନୀଲ ଟାଟକେରେ କହିଛନ୍ତି, ସାଧାରଣ ପ୍ରକ୍ରିୟା ଅନୁଯାୟୀ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏବଂ ଅର୍ଥମନ୍ତ୍ରୀ…

ପାର୍ଲାମେଣ୍ଟ ଅଚଳାବସ୍ଥା ଦୂର: ସମ୍ବିଧାନ ଉପରେ ହେବ ବିତର୍କ

ନୂଆଦିଲ୍ଲୀ,୨ା୧୨(ପି.ଟି.):ସମ୍ବିଧାନରେ ଅଚଳାବସ୍ଥା ଦୂର କରିବା ପାଇଁ ସୋମବାର ସରକାର ଓ ବିରୋଧୀ ଦଳଗୁଡ଼ିକ ବୁଝାମଣାରେ ପହଞ୍ଚତ୍ଛନ୍ତି। ସମ୍ବିଧାନ ଗୃହୀତ ହେବାର ୭୫ତମ ବର୍ଷ ଅବସରରେ ଏହା ଉପରେ ଲୋକ ସଭା ଏବଂ ରାଜ୍ୟ ସଭାରେ ଆଲୋଚନା ପାଇଁ ସରକାର ରାଜି ହୋଇଛନ୍ତି।…

ଜିଅନ୍ତା ଘୁଷୁରି ଝୁଣି ଖାଇବା ପ୍ରସଙ୍ଗ: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ହିଞ୍ଜିଳିକାଟୁ, ୨ା୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ରାଳବ ଗ୍ରାମ କାଞ୍ଜିଅଁଳା ଯାତ୍ରାରେ ରାମାୟଣ ବାଦି ନାଟକରେ ଜିଅନ୍ତା ଘୁଷୁରିକୁ ଝୁଣି ଖାଇବା ଘଟଣାରେ ଜଣଙ୍କୁ ଗିରଫ କରିଛି ହିଞ୍ଜିଳି ପୋଲିସ। ନାଟ ମଞ୍ଚରେ ୨ ବିଷଧର ସାପକୁ ଖେଳାଇବା…

ଜିଦ୍‌ରେ ଅଟଳ ଦିଦି, ଆଳୁ ରପ୍ତାନିକୁ ନା: ବଙ୍ଗୀୟ ଆଳୁ ବ୍ୟବସାୟୀଙ୍କ ଧର୍ମଘଟ

ଭୋଗରାଇ, ୨।୧୨(ପ୍ରଦୀପ ଦାସ) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡିଶା ସମେତ ଭିନ୍ନ ରାଜ୍ୟକୁ ୪ ଦିନ ଧରି ଆଳୁ ରପ୍ତାନି ଉପରେ ଅଙ୍କୁଶ ଲଗାଇଥିବାବେଳେ ଆଳୁର ସଙ୍କଟ ଘନୀଭୂତ ହେବାରେ ଲାଗିଛି। ଆଳୁର ଅଭାବ ଯୋଗୁ ଓଡିଶା ହାଟ ବଜାରରେ…

ଦିନକୁ ଦିନ ବଢୁଛି ଚୋରି ଘଟଣା ବୃଦ୍ଧି:ଭୟରେ ସହରବାସୀ

ଥୁଆମୂଳ ରାମପୁର,୨।୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି ବୃଦ୍ଧି ପାଇବାରେ ଲାଗିଛି। ତେବେ ଥୁଆମୂଳ ରାମପୁର ସହରର ମୁଖ୍ୟ ରାସ୍ତାରେ ଥିବା ଘର ଓ ଦୋକାନ ଗୁଡ଼ାକ ମଧ୍ୟ ଅସୁରକ୍ଷିତ ହୋଇପଡିଛି।…

ତାରାତାରିଣୀଙ୍କ ଆର୍ଶୀବାଦ ନେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ପୁରୁଷୋତ୍ତମପୁର,୨।୧୨(ସିମାଞ୍ଚଳ ମିଶ୍ର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଓ ତାଙ୍କ ସ୍ତ୍ରୀ ସୋମବାର ଗଞ୍ଜାମ ଗ୍ରସ୍ତରେ ଆସି ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଆର୍ଶୀବାଦ ନେଇଛନ୍ତି। ଏହାସହ ମନ୍ଦିରରେ…

ବ୍ୟାପକ କରାଯିବ ମହୁଲ ଫୁଲରୁ ପ୍ରସ୍ତୁତ ଖାଦ୍ୟ: ମଧ୍ୟପ୍ରଦେଶ ପଦ୍ଧତି ଆପଣାଇବ ଓଡ଼ିଶା

ଦାରିଙ୍ଗବାଡି,୨।୧୨(ଅରୁଣ ସାହୁ):ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା ଟ୍ରାଇବାଲ କୋପେରେଟିଭ ମାର୍କେଟିଙ୍ଗ ଡେଭଲପମେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ଲିମିଟେଡ଼ (ଟିଆରଆଇଏଫଇଡି)ର ଉପାଧ୍ୟକ୍ଷ ପବିତ୍ର କଂହର ୫ ଦିନିଆ ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ସେ ଉକ୍ତ ରାଜ୍ୟରେ ବନ ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?