Home

କୁଏଟ୍‌ ଅଗ୍ନିକାଣ୍ଡ: ୨ ଓଡ଼ିଆଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୬: କୁଏଟ୍‌ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୨ ଓଡିଆଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ତିଗିରିଆର ମହମ୍ମଦ ଜହୁର ଓ ଗଞ୍ଜାମ ଜିଲା ପୁରୁଷୋତମପୁର ବ୍ଲକ ରଣଝାଲି ଗାଁର ସନ୍ତୋଷ ଗୌଡଙ୍କ ପରିବାରକୁ…

କଇଁଛ ଚାଲାଣବେଳେ ୪ଗିରଫ, ୧୭୬ କଇଁଛ ଉଦ୍ଧାର

ଝରିଗାଁ,୧୫।୬(କିଶୋର ଚନ୍ଦ୍ର ମଣ୍ଡଳ): କଳାହାଣ୍ଡି ଜିଲାରୁ ନବରଙ୍ଗପୁର ଜିଲାକୁ କଇଁଛ ଚୋରା ଚାଲାଣ ବେଳେ ଝରିଗାଁ ବନ ବିଭାଗ ଦ୍ୱାରା ୧୭୬ କଇଁଛ ଉଦ୍ଧାର ହୋଇଛି। ଏଥିରେ ୪ଜଣ ଯୁବକଙ୍କୁ ଗିରଫ କରିବା ସହ ଦୁଇଟି ମୋଟର ସାଇକେଲ ଜବତ ହୋଇଛି।…

ବର୍ଷା ଆଶଙ୍କାରେ ଭାରତ-କାନାଡା

ଲୌଡରହିଲ, ୧୫।୬ (ପି.ଟି.): ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ସୁପର-୮ରେ ପ୍ରବେଶ କରିସାରିଥିବା ଭାରତ ଏହାର ଅନ୍ତିମ ଲିଗ୍‌ ମ୍ୟାଚରେ ଶନିବାର କାନାଡାକୁ ଭେଟିବ। ପୂର୍ବ ୩ ମ୍ୟାଚରେ ଯଥାକ୍ରମେ ଆୟର୍ଲାଣ୍ଡ, ପାକିସ୍ତାନ ଓ ଆମେରିକାକୁ ହରାଇ ସାରିଥିବା ଭାରତ ଆଗାମୀ…

ଓମାନକୁ ୮ ଉଇକେଟରେ ହରାଇଲା ଇଂଲଣ୍ଡ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ), ୧୫ା୬ (ଏପି): ଚଳିତ ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ର ଗ୍ରୁପ୍‌ ‘ବି’ରେ ଗୁରୁବାର ଖେଳାଯାଇଥିବା ଏକ ମ୍ୟାଚରେ ଆଦିଲ ରଶିଦ୍‌ (୪/୧୧)ଙ୍କ ବୋଲିଂ ସଫଳତାକୁ ପାଥେୟ କରି ଇଂଲଣ୍ଡ ୮ଉଇକେଟରେ ଓମାନକୁ ପରାସ୍ତ କରି ସୁପର-୮ ପାଇଁ…

ଓ୍ବାୟନାଡରୁ ନିର୍ବାଚନ ଲଢିବେ କି ପ୍ରିୟଙ୍କା? ଇସାରାରେ ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ,୧୫।୬: ଲୋକ ସଭା ନିର୍ବାଚନରେ କଂଗ୍ରେସ ନିଜର ଆସନ ବୃଦ୍ଧି କରିଛି। ଏଥର ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କେରଳର ଉଭୟ ୱାୟନାଡ ଲୋକ ସଭା ଆସନ ଏବଂ ଉତ୍ତରପ୍ରଦେଶର ରାଏବରେଲିରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ସେ ଉଭୟ…

ୟୁଟ୍ୟୁବର ଏହି ଥମ୍ବନେଲରେ ହେବ ଖୁବ ରୋଜଗାର, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧୫।୬: ୟୁଟ୍ୟୁବର୍ସ ଏହାର କ୍ରିଏଟରଙ୍କୁ ଧ୍ୟାନରେ ରଖି ୟୁଟ୍ୟୁବ ‘ଥମ୍ବନେଲ ଟେଷ୍ଟ ଆଣ୍ଡ କମ୍ପେୟାର’ ନାମକ ଏକ ନୂତନ ଉପକରଣ ବାହାର କରିଛି। ୟୁଟ୍ୟୁବ ବ୍ୟବହାରକାରୀଙ୍କ ପାଇଁ ଅନେକ ନୂତନ ଅପଡେଟ ଆଣିସାରିଛ। ଥମ୍ବନେଲ ଟେଷ୍ଟ ଆଣ୍ଡ କମ୍ପେୟାର ଏକ ଅତ୍ୟନ୍ତ…

କାହିଁକି ବିହାର ଯିବାକୁ ତରବର ହେଉଛନ୍ତି ମୋଦି, ନିଆଯାଇପାରେ କି ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଲାଭ ଲଶ୍କରଙ୍କ ସହ ଜୁନ ୧୯ରେ ରାଜଗିର ଆନ୍ତର୍ଜାତୀୟ ନାଲନ୍ଦା ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗଦେବେ। ସୂଚନାନୁସାରେ, ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ ଭାବେ ନିର୍ମିତ କ୍ୟାମ୍ପସର ଉଦଘାଟନୀ ସମାରୋହରେ ମୋଦି ପହଞ୍ଚିବାର ସମ୍ଭାବନା ରହିଛି। ଏବେ…

ଏଥର ଦୁଇ ଦିନ ହେବ ଗୁଣ୍ଡିଚା ଯାତ୍ରା, ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ

ଏଥର ଦୁଇ ଦିନ ହୋଇପାରେ ଗୁଣ୍ଡିଚା ଯାତ୍ରା । ୧୩ ଦିନ ଅଣସରରେ ରହିବେ ଶ୍ରୀଜିଉ । ଜୁଲାଇ ୭ ତାରିଖରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ୫୩ ବର୍ଷ ପରେ ଚଳିତ ଥର ୧୩ ଦିନ ପଡୁଛି…

ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗିଯିବ ଏନଡିଏ ସରକାର, ଖାର୍ଗେଙ୍କ ବୟାନକୁ ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ,୧୫।୬: ଲୋକ ସଭା ନିର୍ବାଚନର ଫଳାଫଳ ପରେ କଂଗ୍ରେସର ମନୋବଳ ଅଧିକ ଶକ୍ତିଶାଳୀ ହୋଇଛି। ଯଦିଓ ଏନଡିଏ ମିଳିତ ମଞ୍ଚ ସରକାର ଗଠନ କରିଛି, I.N.D.I. ମିଳିତ ମଞ୍ଚ ୨୩୪ ଟି ଆସନ ଜିତିବାରେ ସଫଳ ହୋଇଛି। ନୀତୀଶ କୁମାରଙ୍କ ଜେଡିୟୁ…

ପିତା ୟେଦୁରପ୍ପାଙ୍କ ଉପରେ ଲାଗିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଲେ ପୁଅ

ବେଙ୍ଗାଲୁରୁ,୧୫।୬: ପୋକସୋ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁୟୁରପ୍ପାଙ୍କୁ ଗିରଫ କରିବାରେ ସିଆଇଡି ରୋକିବାରୁ କର୍ନାଟକ ହାଇକୋର୍ଟ ପ୍ରତିକ୍ରିୟା ପ୍ରକାଶ କରି ତାଙ୍କ ପୁଅ ବିଓ୍ବାଇ ବିଜୟେନ୍ଦ୍ର ଶୁକ୍ରବାର କହିଛନ୍ତି ଯେ ନ୍ୟାୟ ମନ୍ଦିରରେ ସତ୍ୟର ଜୟ ହେବ। POCSO ଅଧିନିୟମ…

ସିରିଲ ରାମଫୋସା ପୁଣି ହେଲେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି

କେପଟାଉନ,୧୫।୬: ସିରିଲ ରାମାଫୋସା ପୁଣିଥରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ସଂସଦ ଶୁକ୍ରବାର ସିରିଲ ରାମାଫୋସାଙ୍କୁ ସପ୍ତମ ସଂସଦର ଜାତୀୟ ସଭାର ପ୍ରଥମ ବୈଠକରେ ରାଷ୍ଟ୍ରପତି ଭାବରେ ମନୋନୀତ କରିଛି। ରାମାଫୋସା ଆଫ୍ରିକୀୟ ଜାତୀୟ କଂଗ୍ରେସର…

ଭାବୁକ ହେଲେ କେଟ ମିଡଲଟନ, ସୁନକ କହିଲେ ପୁରା ଦେଶ ଆପଣଙ୍କ ସହ ଅଛି

ଲଣ୍ଡନ,୧୫।୬: ବ୍ରିଟେନର ପ୍ରିନ୍ସ ୱିଲିୟମଙ୍କ ପତ୍ନୀ ୱେଲ୍ସ ରାଜକୁମାରୀ କେଟ ମିଡଲଟନ କର୍କଟ ରୋଗ ସହ ଲଢୁଛନ୍ତି। ବର୍ତ୍ତମାନ ସେ ଚିକିତ୍ସିତ ହେଉଛନ୍ତି। ନିକଟରେ ଏକ ଖବର ଆସିଥିଲା ଯେ ତାଙ୍କ ସ୍ବାସ୍ଥ୍ୟ ହେତୁ ସେ ରାଜକୀୟ କାର୍ଯ୍ୟକୁ ଫେରି ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri