ଅଧା ରାତିରେ ଦଳ ବଦଳାଇଲେ ୬ ବିଧାୟକ, କଂଗ୍ରେସ କରୁଛି…
ହାଇଦ୍ରାବାଦ,୫।୭: ତେଲଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ବିଧାୟକଙ୍କ ଦଳ ଛାଡି କଂଗ୍ରେସରେ ଯୋଗଦେବା ପ୍ରକ୍ରିୟା ଜାରି ରହିଛି। ଗୁରୁବାର ବିଳମ୍ବିତ ରାତିରେ ତେଲଙ୍ଗାନାରେ ଶାସକ ଦଳରେ ବିଆରଏସର ୬ ଜଣ ଏମଏଲସି ଯୋଗ ଦେଇଥିଲେ। ଏହି ସମସ୍ତ ୬ ଏମଏଲସି…
ଦାରିଙ୍ଗବାଡ଼ିରେ ଲାଗିବ ଜାପାନ ଚେରି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୫ା୭: ରାଜ୍ୟରେ ୫ କୋଟି ଗଛ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ବୃକ୍ଷରୋପଣରେ ଓଡ଼ିଶା ଦେଶରେ ଏକ ନମ୍ବର ହେବ। ‘ଏକ୍ ପେଡ୍ ମାଆ କେ ନାମ୍’ କାର୍ଯ୍ୟକ୍ରମରେ ୧ ଲକ୍ଷ ୪୫ ହଜାର ଗଛ ଲାଗିଛି।…
ମୁଁ ଆତଙ୍କବାଦୀ ନୁହେଁ…ହାଇକୋର୍ଟରେ କାହିଁକି ଏମିତି କହିଲେ କେଜ୍ରିୱାଲ
ନୂଆଦିଲ୍ଲୀ,୫।୭: ଦିଲ୍ଲୀ ଏକ୍ସାଇଜ ପଲିସି ସ୍କାମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି। ଏହି ଆବେଦନରେ କେଜ୍ରିୱାଲଙ୍କ ଗିରଫଦାରୀକୁ ମଧ୍ୟ ସିବିଆଇ ଚ୍ୟାଲେଞ୍ଜ କରିଥିଲା। ଏହି ମାମଲାର ଶୁଣାଣି ବେଳେ ହାଇକୋର୍ଟ ସିବିଆଇକୁ…
ସୁନକ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ପାଇଁ ସିଟ୍ ଅଛି, କାହିଁକି ଏମିତି କହି ମଜା ଉଡ଼ାଇଲା ଏୟାରଲାଇନ୍ ଜାଣନ୍ତୁ…
ଲଣ୍ଡନ,୫ା୭: ବ୍ରିଟେନ ସାଧାରଣ ନିର୍ବାଚନରେ ଋଷି ସୁନକଙ୍କ କଞ୍ଜରଭେଟିଭ୍ ପାର୍ଟି ପରାଜୟର ସମ୍ମୁଖୀନ ହୋଇଛି। ନିର୍ବାଚନରେ ଲେବର ପାର୍ଟି ବହୁମତ ହାସଲ କରିଛି ଏବଂ ବର୍ତ୍ତମାନ କିର୍ ଷ୍ଟାର୍ମର ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ଏହି ସମୟରେ ସୁନକଙ୍କ ପରାଜୟକୁ ନେଇ…
ଖୁବ୍ଶୀଘ୍ର ବ୍ଲୁ-ଜର୍ସିରେ ନଜର ଆସିବେ ଜୁନିଅର୍ ଦ୍ରାବିଡ
ନୂଆଦିଲ୍ଲୀ,୫।୭: ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ୨୦୨୪ ଜିତିଛି। ଏହି ବିଜୟ ପାଇଁ ପୁରା ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଟିମ ଇଣ୍ଡିଆର ଏହି ବିଜୟର ହିରୋ ମଧ୍ୟ ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଥିଲେ, ଯିଏ ଦଳର ଖେଳାଳିଙ୍କୁ ଉଚ୍ଚକୋଟୀର…
ଅଗ୍ନିବୀରଙ୍କ ଆତ୍ମହତ୍ୟା
ଆଗ୍ରା,୫।୭: ଆଗ୍ରା ବାୟୁସେନା ଷ୍ଟେଶନ କମ୍ପ୍ଲେକ୍ସରେ ପୋଷ୍ଟ ହୋଇଥିବା ଅଗ୍ନିବୀର ଶ୍ରୀକାନ୍ତ ଚୌଧୁରୀ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ରାତି ପ୍ରାୟ ୧ଟା ୩୦ ସମୟରେ ଏହି ଘଟଣା ଘଟିଥିବା ଜଣାଯାଇଛି। ବୁଧବାର ସକାଳ ୭ଟାରେ ବାୟୁସେନା ଷ୍ଟେଶନରୁ…
ମଲ୍ରେ ଲାଗିଲା ନିଆଁ
ଲକ୍ଷ୍ନୌ,୫ା୭: ଶୁକ୍ରବାର ଉତ୍ତରପ୍ରଦେଶର ଗୌତମ ବୁଦ୍ଧନଗରର ସେକ୍ଟର ୩୪ରେ ଥିବା ଲଜିକ୍ସ ମଲ୍ରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ସୂଚନାନୁଯାୟୀ, ଏକ ପୋଷାକ ଶୋ’ ରୁମ୍ରେ ନିଆଁ ଲାଗିଯାଇଥିଲା। ମଲ୍କୁ…
କେଉଁ କାରଣ ପାଇଁ ଚିନ୍ତାରେ ଅଛନ୍ତି ସିଜେଆଇ, କହିଲେ ଏହି ବଡ କଥା…
ନୂଆଦିଲ୍ଲୀ,୫।୭: ପ୍ରଧାନ ବିଚାରପତି (ସିଜେଆଇ) ଡି ଓ୍ବାଇ ଚନ୍ଦ୍ରଚୁଡ ଶୁକ୍ରବାର ସୁପ୍ରିମକୋର୍ଟରେ ବିଚାରାଧୀନ ବିବାଦର ସମାଧାନ ପାଇଁ ନାଗରିକମାନଙ୍କୁ ସ୍ବତନ୍ତ୍ର ଲୋକ ଅଦାଲତରେ ଭାଗ ନେବାକୁ ଅନୁରୋଧ କରିଛନ୍ତି। ଏହା ୨୯ ଜୁଲାଇରୁ ୩ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେଉଛି। ସର୍ବୋଚ୍ଚ ନ୍ୟାୟାଳୟରେ…
ହାଥରସ୍ ମାମଲା: ଯୋଗୀଙ୍କୁ ଏସ୍ଆଇଟି ରିପୋର୍ଟ, ଏଥିରେ ରହିଛି…
ଲକ୍ଷ୍ନୌ,୫ା୭: ଉତ୍ତରପ୍ରଦେଶର ଭୋଲେ ବାବାଙ୍କ ସତ୍ସଙ୍ଗରେ ଦଳଚକଟା ମାମଲା ସମ୍ପର୍କରେ ଏସ୍ଆଇଟି ରିପୋର୍ଟ ପହଞ୍ଚିଛି। ୟୁପି ଡିଜି ପ୍ରଶାନ୍ତ କୁମାର ଏବଂ ମୁଖ୍ୟ ସଚିବ ମନୋଜ କୁମାର ସିଂ ଶୁକ୍ରବାର ୫- କାଳୀଦାସ ମାର୍ଗରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରୀ ବାସଭବନରେ…
ଅଚାନକ ଲଣ୍ଡନ ପଳାଇଲେ କୋହଲି: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୫।୭: ଟି-୨୦ ବିଶ୍ୱକପ ୨୦୨୪ ଟ୍ରଫି ଜିତିବା ପରେ ଟିମ ଇଣ୍ଡିଆଙ୍କୁ ଭାରତରେ ଜୋରଦାର ସ୍ବାଗତ କରାଯାଇଛି। ପୁରା ଦଳ ମୁମ୍ବାଇରେ ବିଜୟ ପରେଡରେ ଯୋଗ ଦେଇଥିଲେ। ଏହି ବିଶାଳ ଉତ୍ସବ ପରେ ବିରାଟ କୋହଲିଙ୍କୁ ବିଳମ୍ବିତ ରାତିରେ ମୁମ୍ବାଇ ବିମାନବନ୍ଦରରେ…
ମୋଦିଙ୍କୁ କଥା ଦେଲେ ପିଭି ସିନ୍ଧୁ
ନୂଆଦିଲ୍ଲୀ,୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବାର୍ତ୍ତାଳାପ ସମୟରେ ବ୍ୟାଡମିଣ୍ଟନ ଖେଳାଳି ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ପି.ଭି ସିନ୍ଧୁ କହିଛନ୍ତି ଯେ ମୁଁ ଆଶା କରୁଛି ଯେ ଜୁଲାଇ ୨୬ରେ ପ୍ୟାରିସ ଅଲିମ୍ପିକରେ ମୁଁ ସ୍ବର୍ଣ୍ଣ ପଦକ ଜିତିବି।…
ଆଣି ପୁଣି ଏକ ବିଜୟ ରାଲି: ସମୟ ଘୋଷଣା କଲେ ଟିମ୍ ଇଣ୍ଡିଆର ଏହି ଖେଳାଳି
ନୂଆଦିଲ୍ଲୀ,୫।୭: ୧୭ ବର୍ଷ ଧରି ଅପେକ୍ଷା କରି ଭାରତୀୟ ଦଳ ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିଥିଲା। ଫାଇନାଲ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଏହାପୂର୍ବରୁ ୨୦୦୭ରେ ଭାରତ ଟି-୨୦ ବିଶ୍ୱକପ ଟ୍ରଫି ଜିତିଥିଲା। ବିଶ୍ୱକପ ଜିତିବା ପରେ…
Archives


