ଡରୁଥିଲେ ଚନ୍ଦ୍ରଚୁଡ଼ଙ୍କ ପିତା
ନୂଆଦିଲ୍ଲୀ,୭।୭: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ମୁହଁରେ ସବୁବେଳେ ହସ ଥାଏ। ନିଜକୁ ଫିଟ ରଖିବା ପାଇଁ ସିଜେଆଇ ନିଜର ବ୍ୟସ୍ତବହୁଳ ଜୀବନଶୈଳୀରୁ ସମୟ ବାହାର କରିବାକୁ ଭୁଲନ୍ତି ନାହିଁ। ସେ ଚଳିତ ବର୍ଷ ନଭେମ୍ବର ଶେଷରେ ଅବସର ନେବାକୁ…
ରେକର୍ଡ ବୁକ ହଲାଇ ଦେଲେ ଅଭିଷେକ
ହରାରେ,୭।୭: ଭାରତୀୟ ଦଳର ଯୁବ ଓପନର୍ ଅଭିଷେକ ଶର୍ମା ତାଙ୍କ ଟି -୨୦ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ସ୍କୋର କରି ରେକର୍ଡ ବୁକକୁ ହଲାଇ ଦେଇଛନ୍ତି। ରବିବାର ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚରେ ଶର୍ମା ମାତ୍ର…
ପରାଜୟର ପ୍ରତିଶୋଧ ନେଲା ଭାରତ
ହରାରେ,୭।୭: ହରାରେ ସ୍ପୋର୍ଟସ କ୍ଲବଠାର ରବିବାର ଖେଳାଯାଉଥିବା ଭାରତ-ଜିମ୍ବାଓ୍ବେ ଦ୍ୱିତୀୟ ଟି-୨୦ରେ ଜିମ୍ବାଓ୍ବେକୁ ୧୦୦ ରନ୍ରେ ପରାସ୍ତ କରି ପ୍ରଥମ ପରାଜୟର ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ। ଜିମ୍ବାଓ୍ବେ ଆଗରେ ୨୩୫ ରନ୍ର ବିଜୟ ଲକ୍ଷ୍ୟ ଥିବା ବେଳେ ଦଳ ୧୮.୪…
ମୋଦି ପ୍ରଧାନମନ୍ତ୍ରୀ ତ ହୋଇଗଲେ, ହେଲେ ବେଶୀଦିନ ଦିଲ୍ଲୀରେ ରହିପାରିବେନି: ସଞ୍ଜୟ
ନୂଆଦିଲ୍ଲୀ,୭।୭: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଅସ୍ଥିରତା ଜାରି ରହିଛି। ଉଦ୍ଧବ ଦଳର ଶିବସେନା ଏମପି ତଥା ଭେଟେରାନ ନେତା ସଞ୍ଜୟ ରାଉତ ପୁଣି ଥରେ ଭାଜପା ଏବଂ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି…
ବାଟରେ ଅଟକିଲେ ତିନି ଠାକୁର
ପୁରୀ,୭ା୭: ରବିବାର ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଚଳିତ ବର୍ଷ ଦୁଇ ଦିନ ହେବ ରଥ ଟଣା। ବଡ଼ ଦେଉଳରୁ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତ। ସମସ୍ତ ନୀତିକାନ୍ତି ପରେ ଧାଡ଼ି ପହଣ୍ଡିରେ ଆସି ରଥାରୂଢ଼…
ସିମେଣ୍ଟ ଫ୍ୟାକ୍ଟିରେ ବଡ ଧରଣର ବିସ୍ଫୋରଣ, ୧୬ ଆହତଙ୍କ ମଧ୍ୟରୁ ୧୦ ଗୁରୁତର
ଅମରାବତୀ,୭।୭: ଆନ୍ଧ୍ରପ୍ରଦେଶର ଏନଟିଆର ଜିଲ୍ଲାର ଏକ ସିମେଣ୍ଟ କାରଖାନାରେ ବିସ୍ଫୋରଣ ଘଟି ୧୬ଜଣ ଶ୍ରମିକ ଆହତ ହୋଇଥିଲେ। ଏହି ବିସ୍ଫୋରଣରେ ୧୦ଜଣ କର୍ମଚାରୀଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ପୀଡିତ କର୍ମଚାରୀଙ୍କ ମଧ୍ୟରୁ ୧୦ଜଣ ସ୍ଥାନୀୟ ଥିବାବେଳେ ଅବଶିଷ୍ଟ ଦଶ ଜଣ…
‘ମଙ୍ଗଳ ଗ୍ରହ’ରେ ୧ମାସ ବିତାଇ ଫେରିଲେ ଆମେରିକାର ୪ ବୈଜ୍ଞାନିକ!
ଓ୍ବାଶିଂଟନ,୭।୭: ଚନ୍ଦ୍ର ପରେ ମଣିଷ ଖୁବଶୀଘ୍ର ମଙ୍ଗଳ ଗ୍ରହରେ ପାଦ ଦେବ। ଏହି ଦିଗରେ ଏକ ବଡ଼ ସଫଳତା ହାସଲ କରାଯାଇଛି। ମଙ୍ଗଳ ଗ୍ରହର ବାୟୁମଣ୍ଡଳ ପରି ପରିକଳ୍ପିତ ଏକ ସ୍ବତନ୍ତ୍ର ଘରେ ୩୭୮ ଦିନ ବିତାଇବା ପରେ ନାସାର ଚାରିଜଣ…
କେରଳରେ ମାରି ଦିଆଗଲା ୩୧୦ ଘୁଷୁରି
ଥିରୁଭାନନ୍ତପୁରମ,୭।୭: ଆଫ୍ରିକୀୟ ସ୍ବାଇନ ଫିଭର (ଏଏସଏଫ) ଆରମ୍ଭ ହେବା ପରେ କେରଳର ତ୍ରୀସୁର ଜିଲାରେ ପ୍ରାୟ ୩୧୦ଘୁଷୁରିଙ୍କୁ ମାରି ଦିଆଯାଇଛି ବୋଲି କେନ୍ଦ୍ର ରବିବାର କହିଛି। ମଦକ୍କଥରନ ପଞ୍ଚାୟତରେ ଏହି ରୋଗ ଚିହ୍ନଟ ହୋଇଥିଲା ଯାହା ପରେ ରାଜ୍ୟ ପଶୁପାଳନ ବିଭାଗ…
ଗଡ଼ିଲା ୩ ରଥ ତାଳଧ୍ବଜ, ଦର୍ପଦଳନ, ନନ୍ଦିଘୋଷ
ପୁରୀ,୭ା୭: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ବଡ଼ ଦେଉଳରୁ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତ। ସମସ୍ତ ନୀତିକାନ୍ତି ପରେ ଧାଡ଼ି ପହଣ୍ଡିରେ ଆସି ରଥାରୂଢ଼ ହୋଇଥିଲେ ୩ ଠାକୁର। ପ୍ରଥମେ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ହୋଇ…
ଘୋଷଣା ହେଲା ରୋହିତ ଶର୍ମାଙ୍କ ଭବିଷ୍ୟତ!
ନୂଆଦିଲ୍ଲୀ,୭।୭: ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଏବଂ ଟି -୨୦ ବିଶ୍ୱକପର ବିଜୟ ଉତ୍ସବ ପାଳନ କରିବାକୁ ନେଇ ବିସିସିଆଇ ସଚିବ ଜୟ ଶାହା ଏକ ବଡ଼ ଘୋଷଣା କରିଛନ୍ତି। ଜୟ ଶାହା କହିଛନ୍ତି ଯେ ବର୍ତ୍ତମାନର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି)…
ପୁରୀ ରଥଟଣା ବେଳେ ଅଘଟଣ: ଜଣେ ପୁରୁଷ ଶ୍ରଦ୍ଧାଳୁ ମୃତ
ପୁରୀ,୭ା୭: ରବିବାର ପୁରୀରେ ରଥଟଣା ବେଳେ ଏକ ଅଘଟଣ ଘଟିଛି। ତାଳଧ୍ୱଜ ରଥଟଣା ସମୟରେ ଜଣେ ପୁରୁଷ ଭକ୍ତ ଅଣନିଃଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମଳିଛି। ହେଲେ ଶ୍ରଦ୍ଧାଳୁଙ୍କ ପରିଚୟ ଜଣାପଡି ନାହିଁ। ମିଳିଥିବା ସୂଚନା ମୁତାବକ, ତାଳଧ୍ୱଜ…
ବଢିଲା ମହୁଆଙ୍କ ଅଡୁଆ!
ନୂଆଦିଲ୍ଲୀ,୭।୭: ଅପମାନଜନକ ଭାଷା ବ୍ୟବହାର କରିଥିବା ଅଭିଯୋଗରେ ତ୍ରୁଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରାଙ୍କ ବିରୋଧରେ ଏକ ଏଫଆଇଆର ପଞ୍ଜିକୃତ ହୋଇଛି। ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ର ଧାରା ୭୯ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି, ଯେପରିକି…
Archives


