ନାବାଳିକାଙ୍କୁ ଅସଦାଚରଣ ପ୍ରତିବାଦରେ ଆକ୍ରମଣ ଘଟଣା: ଜେଲ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୪।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ତାଳପଡ଼ା ଗ୍ରାମର ନୀଳମଣି ପାଇକଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୪୧୧/୨୫ ଅନୁଯାୟୀ, ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ…
ଘର ବାରଣ୍ଡାରେ ରଖିଥିଲେ ପଲସର: ଆଉ ତା’ପରେ ଘଟିଲା…
ଦିଗପହଣ୍ଡି, ୪।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ରାଜନଗର ମେଇନ ରୋଡ଼ ବାସିନ୍ଦା ଜିତୁ ପଣ୍ଡା ନିଜ ଘର ବାରଣ୍ଡାରେ ରଖିଥିବା ପଲସର ବାଇକକୁ କୌଣସି ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ କରିଛନ୍ତି।…
8th Pay Commissionକୁ ଆସିଲା ନୂଆ ଅପ୍ଡେଟ୍: ଜାଣନ୍ତୁ କେବେଠୁ ହେବ ଲାଗୁ
ନୂଆଦିଲ୍ଲୀ,୪।୧୨: ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଖୁସି ଖବର। କେନ୍ଦ୍ର ସରକାର ନଭେମ୍ବର ୨୦୨୫ରେ 8th Pay Commission ଗଠନ କରିଥିଲେ ଏବଂ ଏହାର ସନ୍ଦର୍ଭର ସର୍ତ୍ତାବଳୀ (ToR) କୁ ଅନୁମୋଦନ କରିଥିଲେ। ସେବେଠାରୁ ସାରା ଦେଶର ଲକ୍ଷ…
ବାହା ହେଉ ହେଉ ଭାଙ୍ଗିଲା ସମ୍ପର୍କ, ଚତୁର୍ଥୀ ରାତିରେ ଛାଡ଼ପତ୍ର ପେପରରେ ସାଇନ୍ କଲେ କନ୍ୟା
ଲକ୍ଷ୍ନୌ,୪ା୧୨: ଉତ୍ତରପ୍ରଦେଶର ଦେଓରିଆରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଚତୁର୍ଥୀରେ ଜଣେ ନବବିବାହିତା କନ୍ୟା ସମ୍ପର୍କ ଭାଙ୍ଗି ତାଙ୍କ ବାପଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମାମଲାରେ ପୂଜା ନାମକ ଜଣେ ଯୁବତୀ ଏବଂ…
ଏକୁଟିଆ ହୋଇଗଲେ ବାଂସୁରୀ: ମା’ ସୁଷମା ସ୍ବରାଜଙ୍କ ପରେ ବାପା ବି ଚାଲିଗଲେ
ନୂଆଦିଲ୍ଲୀ,୪।୧୨: ସ୍ବର୍ଗତଃ ଭାଜପା ନେତ୍ରୀ ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୌଶଳଙ୍କ ପରଲୋକ ଘଟିଛି। ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। କିଛି ଦିନ ଧରି ଅସୁସ୍ଥ ଥିଲେ। ତାଙ୍କର ଜନ୍ମ ୧୨ ଜୁଲାଇ ୧୯୫୨ରେ ହିମାଚଳ ପ୍ରଦେଶର ସୋଲାନରେ ହୋଇଥିଲା।…
ସୟଦ ମୁସ୍ତାକ ଅଲି ଟ୍ରଫିର ଗୋଟିଏ ମ୍ୟାଚ୍ ଖେଳିବାକୁ କେତେ ଟଙ୍କା ନେବେ ବିରାଟ କୋହଲି: ଜାଣିଲେ ଉଡ଼ିଯିବ ହୋଶ୍
ନୂଆଦିଲ୍ଲୀ,୪।୧୨: ଭାରତୀୟ ଘରୋଇ କ୍ରିକେଟରେ ବର୍ତ୍ତମାନ ସୟଦ ମୁସ୍ତାକ ଅଲି ଟ୍ରଫି ଟି-୨୦ ଟୁର୍ନାମେଣ୍ଟ ଚାଲିଛି। ଏହା ପରେ ଡିସେମ୍ବର ୨୪ରେ ବିଜୟ ହଜାରେ ଟ୍ରଫି ଆରମ୍ଭ ହେବ। ଏଥିରେ ବିରାଟ କୋହଲି ଖେଳିବାକୁ ରାଜି ହୋଇଛନ୍ତି। ବିରାଟଙ୍କୁ ଶେଷ ଥର…
ଗାଧୋଇବାକୁ ଯାଇ ଘରକୁ ଫେରିଲେନି ବ୍ୟକ୍ତି, ଆଜି ନଦୀରୁ…
ଧର୍ମଶାଳା,୪ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ଲକ୍ଷ୍ମୀସାହି ଗ୍ରାମ ନିକଟ କେଲୁଅ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଲକ୍ଷ୍ମୀସାହି ଗ୍ରାମର ରଞ୍ଜନ ଗାହାଣ ବୟସ(୫୬)।…
ଅର୍ଜୁନ ତେନ୍ଦୁଲକରଙ୍କ ପ୍ରହାର କଲେ ବୈଭବ ସୂର୍ଯ୍ୟବଂଶୀ: ଚୌକା-ଛକା କଲେ ବର୍ଷା
ପାଟନା,୪।୧୨: ବିହାର ଏବଂ ଗୋଆ ମଧ୍ୟରେ ସୟଦ ମୁସ୍ତାକ ଅଲି ଟ୍ରଫି ମ୍ୟାଚ୍ରେ ସମସ୍ତଙ୍କ ନଜର ବୈଭବ ସୂର୍ଯ୍ୟବଂଶୀ ଏବଂ ଅର୍ଜୁନ ତେନ୍ଦୁଲକରଙ୍କ ମଧ୍ୟରେ ଥିଲା। ଗୋଆ ବୈଭବଙ୍କ ବିପକ୍ଷରେ ୪ ଜଣ ବୋଲରଙ୍କୁ ପଠାଇଥିଲା, ଏଥିରେ ଅର୍ଜୁନ ତେନ୍ଦୁଲକର ସର୍ବାଧିକ…
ଭାରତ ଗସ୍ତରେ ଆସିବା ପୂର୍ବରୁ ଏମିତି କହିଦେଲେ ଭ୍ଲାଦିମିର ପୁଟିନ: ବିଶ୍ୱରେ ପଡ଼ିଗଲା ଚହଳ
ମସ୍କୋ,୪।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ଗସ୍ତ ସମୟରେ ସେ ଅନେକ ବଡ଼ ଚୁକ୍ତି ସ୍ବାକ୍ଷର କରିବେ ବୋଲି ଆଶା କରାଯାଉଛି। ସେ ଭାରତ ଉପରେ ଲାଗୁ ହୋଇଥିବା ଆମେରିକାର ଟାରିଫ୍ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…
ଭିସୁଟ୍ ଛାତ୍ରୀଙ୍କୁ ନିର୍ଯାତନା, ଛାତ୍ର ଅଟକ
ସମ୍ବଲପୁର,୪ା୧୨: ଭିସୁଟ୍ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଜଣେ ଛାତ୍ର ଅଟକ ଅଛନ୍ତି। ଛାତ୍ରୀଙ୍କୁ ଛାତ୍ର ଜଣଙ୍କ ପ୍ରବଳ ମାଡ଼ ମାରିଥିବା ବୁର୍ଲା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ସଂପୃକ୍ତ ଛାତ୍ରଙ୍କୁ ସସ୍ପେଣ୍ଡ୍ କରିଛନ୍ତି ଭିସୁଟ୍ କର୍ତ୍ତୃପକ୍ଷ।…
ବିଶ୍ୱର ସବୁଠୁ ମହଙ୍ଗା ଅଣ୍ଡା: ଏହା ମୂଲ୍ୟରେ କିଣିହୋଇଯିବ ୧୦୦ ହେଲିକପ୍ଟର
ଗୋଟିଏ ଅଣ୍ଡାର ମୂଲ୍ୟ କେତେ ହୋଇପାରେ? ୮ ଟଙ୍କା, ୧୦ ଟଙ୍କା, କିମ୍ବା ସର୍ବାଧିକ ୨୫ ଟଙ୍କା। କିନ୍ତୁ ବିଶ୍ୱରେ ଏମିତି ଏକ ଅଣ୍ଡା ଅଛି, ଯାହାର ମୂଲ୍ୟ ପ୍ରାୟ ୨୭୩ କୋଟି ଟଙ୍କା। ଏହା ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ସତ।…
ମା’ର ମର୍ଡର ଦେଖିଦେବାରୁ ଆମ ଭାଣିଜୀକୁ ମାରିଦେଲେ, ଏମିତି ଅଭିଯୋଗ ଆଣି ମାମୁ-ମାଇଁ କହିଲେ…
ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ଗଳିର ଏକ ନାଳରୁ ବୁଧବାର ସକାଳେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ହେଉଛନ୍ତି ଶାନ୍ତିନଗର ଅଞ୍ଚଳର ଅଶୋକ କୁମାର ମିଶ୍ର ଓ ସୁରେଖା ମିଶ୍ରଙ୍କ ନାତୁଣୀ ତଥା ମା-ବାପା ଛେଉଣ୍ଡ…
Archives


