ମାଲକାନଗିରି ଉବୁଟୁବୁ
ମାଲକାନଗିରି/ କାଲିମେଳା,୨୧ା୭(ଦୁର୍ଯ୍ୟୋଧନ ପାତ୍ର/ ଜୀବନକୃଷ୍ଣ ଦାସ)ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଜିଲା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। କାଲିମେଳା ବ୍ଲକ୍ର ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମ୍ଭି ୯୦ ଓ ଏମ୍ଭି ୯୬ ଓ ପଡିଆ ବ୍ଲକ କନ୍ୟାଶ୍ରମ ନଦୀ ପୋଲ ଉପରେ ପ୍ରାୟ…
ସ୍କୁଲରେ ପ୍ରାର୍ଥନା ପରେ ଛାତ୍ରୀଛାତ୍ରଙ୍କୁ ଯୋଗଶିକ୍ଷା
ଭୁବନେଶ୍ୱର, ୨୧ା୭(ଅସମାପିକା ସାହୁ): ରାଜ୍ୟର ସ୍କୁଲଗୁଡିକରେ ପିଲାଙ୍କ ପାଠପଢ଼ା ସହ ଖେଳକୁଦକୁ ଗୁରୁତ୍ୱ ଦିଆଯାଉଛି। ଏବେ କ୍ରୀଡ଼ା ସହିତ ସ୍କୁଲରେ ଯୋଗଶିକ୍ଷା ଦେବା ପାଇଁ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏଥିସହ ଛାତ୍ରୀଛାତ୍ରଙ୍କୁ କ୍ରୀଡ଼ା ପ୍ରୋତ୍ସାହନ ପାଇଁ…
ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଟଳି ପଡ଼ିଲେ ମାଓବାଦୀ
ମାଲକାନଗିରି,୨୦ା୭(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକ୍ମା ଜିଲାରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଜଗରଗୁଣ୍ଡା ଥାନା ଅଞ୍ଚଳର ପାହାଡ଼ ଏବଂ ଜଙ୍ଗଲରେ ମାଓବାଦୀ ସଂଗଠନ ଏରିଆ କମିଟି କର୍ମକର୍ତ୍ତା ଉପସ୍ଥିତି ଖବର ପୋଲିସକୁ ମିଳିବା ପରେ ଏକ ଦଳ ସର୍ଚ୍ଚ…
ଲଗାଣ ବର୍ଷାରେ ଧାନତଳି ନଷ୍ଟ ଆଶଙ୍କାରେ ଚାଷୀ
ନିରାକାରପୁର,୨୦ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୨ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଧାନଜମିରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ତଳି କିଆରିରେ ପାଣି ବୁଡି ରହିବା କାରଣରୁ ଗଜା ଧାନ ନଷ୍ଟ…
IPL 2025ରେ ଧୋନୀଙ୍କ ସ୍ଥାନ ନେବେ ପନ୍ତ, ମୁମ୍ବାଇ ଛାଡ଼ିବେ ରୋହିତ-ସୂର୍ଯ୍ୟକୁମାର; ଆର୍ସିବିରେ ବି…
ନୂଆଦିଲ୍ଲୀ,୨୦।୭: ଆଇପିଏଲ ୨୦୨୫ ପୂର୍ବରୁ ମେଗା ଅକ୍ସନ କରାଯିବ। ଏହି ନିଲାମୀ ଯୋଗୁ ସମସ୍ତ ଦଳରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଗତ ଅକ୍ସନରେ ବରିଷ୍ଠ ଖେଳାଳିଙ୍କୁ ରିଟେନ୍ କରାଯାଉଥିବା ନଜର ଆସିଥିଲେ ହେଁ ୨୦୨୫ରେ ଏଭଳି ହୋଇ ନ ପାରେ।…
କିଏ ସେହି ବ୍ୟକ୍ତି ଯାହାଙ୍କ ଗୋଟିଏ ଟୁଇଟ୍ ପାଇଁ IAS ପୂଜା ଖେଡକର୍ ଏବେ ରାଜରାସ୍ତାରେ? ଜାଣନ୍ତୁ…
ନୂଆଦିଲ୍ଲୀ,୨୦।୭: ଆଜିକାଲି ଟ୍ରେନିଂ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ କାରନାମାର ଚର୍ଚ୍ଚା ସାରା ଦେଶରେ ହେଉଛି। ଏହି ମାମଲାରେ ୟୁପିଏସ୍ସି ପ୍ରଶ୍ନ ଘେରକୁ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ମାମଲାର ତଦାରଖ ଉପରେ ନଜର ରଖିଛି। ଏବେ ତାଙ୍କର ଚାକିରି ଉପରେ…
ବୈଠକ ପରେ ବିଜେଡି ଦେଲା ବଡ଼ ବୟାନ, କହିଲା ବିଧାନସଭାରେ…
ଭୁବନେଶ୍ୱର,୨୦ା୭: ଶନିବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର ବିଧାୟକ ଦଳ ବୈଠକ ବସିଥିଲା। ଉକ୍ତ ବୈଠକରେ ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ଉପମୁଖ୍ୟସଚେତକ ବିଧାୟକ ପ୍ରତାପ ଦେବଙ୍କ ସମେତ…
କର୍ନାଟକରେ ବଡ଼ଧରଣର ଭୂସ୍ଖଳନ: ୭ ମୃତ, ୩ ନିଖୋଜ
ବେଙ୍ଗାଲୁରୁ,୨୦ା୭: ଉତ୍ତର କର୍ନାଟକରେ ଭୂସ୍ଖଳନ ଯୋଗୁ ବଡ଼ ଧରଣର ଅଘଟଣ ଘଟିଛି। ଭୂସ୍ଖଳନ ଯୋଗୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ଡେପୁଟି କମିଶନର କହିଛନ୍ତି, ୧୦ ଜଣ ନିଖୋଜ ଥିଲେ। ସେମାନଙ୍କ…
କେଜ୍ରିଓ୍ବାଲଙ୍କୁ ନିଜ ହାତ ତିଆରି ଖାଇବା ଦିଅ, ନିର୍ବାଚନ ନୁହଁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅ, କାହିଁକି ଏପରି କହିଲା ଭାଜପା
ନୂଆଦିଲ୍ଲୀ,୨୦ା୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଆମ୍ ଆଦ୍ମୀ ଦଳ(ଏଏପି)ର ନେତାମାନେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରୁଥିବା ଦେଖିବାକୁ ମିଳୁଛି। ନିକଟରେ ତିହାର ଜେଲର ଅଧୀକ୍ଷକଙ୍କ ରିପୋର୍ଟକୁ ଦର୍ଶାଇ ଦିଲ୍ଲୀର ଏଲ୍ଜି ଭି.କେ ସାକ୍ସେନାଙ୍କ…
୧୦ ବର୍ଷ ବଡ଼ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କୁ ଡେଟ୍ କରୁଛନ୍ତି ଫହମାନ୍? ଖବରକୁ ନେଇ…
ବମ୍ବେ:ଟେଲି ଅଭିନେତା ଫହମାନ୍ ଖାନ୍ ପୁଣି ନିଜ ଡେଟିଂ ଲାଇଫ୍କୁ ନେଇ ଚର୍ଚ୍ଚାରେ। ‘ଇମ୍ଲି’ ଫେମ୍ ଏହି ଅଭିନେତା ନିଜଠାରୁ ଦଶ ବର୍ଷ ବଡ଼ ଶ୍ୱେତା ତିଓ୍ବାରୀଙ୍କୁ ଡେଟ୍ କରୁଥିଲେ। ଏଭଳି କିଛି ଖବର ସାମ୍ନାକୁ ଆସିବା ପରେ ଅଭିନେତା ନିଜେ…
କୋରାପୁଟରେ ୯୪୩.୧ ମିଲିଲିଟର ବର୍ଷା, କୋଟପାଡ଼ ବ୍ଲକରେ ରେକର୍ଡ ସର୍ବାଧିକ
କୋରାପୁଟ,୨୦ା୭(ଅମିତାଭ ବେହେରା): ଶନିବାର କୋରାପୁଟ ଜିଲାରେ ୯୪୩.୧ ମିଲିମିଟର ବର୍ଷା ହୋଇଥିବା ବେଳେ ଜିଲାର କୋଟପାଡ଼ ବ୍ଲକରେ ସର୍ବାଧିକ ୧୫୮ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଜିଲାର କୁନ୍ଦ୍ରା ବ୍ଲକରେ ୭୨.୪ ମିଲିମିଟର, ନନ୍ଦପୁର…
ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଏଭଳି ଭୁଲ କରିଦେଲେ ଓକିଲ, ରାଗରେ ବର୍ଷିଲେ CJI ଚନ୍ଦ୍ରଚୂଡ଼
ନୂଆଦିଲ୍ଲୀ,୨୦।୭: ଭାରତର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଜଣେ ଓକିଲଙ୍କ ଉପରେ ବର୍ଷିଛନ୍ତି। ସେ ନେକ୍ବ୍ୟାଣ୍ଡ ନ ପିନ୍ଧି କୋର୍ଟରୁମ୍ରେ ପହଞ୍ଚିଥିଲେ। ଏହାକୁ ନେଇ ଚନ୍ଦ୍ରଚୂଡ଼ ତାଙ୍କୁ କହିଥିଲେ ଯେ ଏହା କୌଣସି ଫ୍ୟାଶନ…
Archives


