Home

ଅଗ୍ନିବୀରଙ୍କ ଆତ୍ମହତ୍ୟା

ଆଗ୍ରା,୫।୭: ଆଗ୍ରା ବାୟୁସେନା ଷ୍ଟେଶନ କମ୍ପ୍ଲେକ୍ସରେ ପୋଷ୍ଟ ହୋଇଥିବା ଅଗ୍ନିବୀର ଶ୍ରୀକାନ୍ତ ଚୌଧୁରୀ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ରାତି ପ୍ରାୟ ୧ଟା ୩୦ ସମୟରେ ଏହି ଘଟଣା ଘଟିଥିବା ଜଣାଯାଇଛି। ବୁଧବାର ସକାଳ ୭ଟାରେ ବାୟୁସେନା ଷ୍ଟେଶନରୁ…

ମଲ୍‌ରେ ଲାଗିଲା ନିଆଁ

ଲକ୍ଷ୍ନୌ,୫ା୭: ଶୁକ୍ରବାର ଉତ୍ତରପ୍ରଦେଶର ଗୌତମ ବୁଦ୍ଧନଗରର ସେକ୍ଟର ୩୪ରେ ଥିବା ଲଜିକ୍ସ ମଲ୍‌ରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ସୂଚନାନୁଯାୟୀ, ଏକ ପୋଷାକ ଶୋ’ ରୁମ୍‌ରେ ନିଆଁ ଲାଗିଯାଇଥିଲା। ମଲ୍‌କୁ…

କେଉଁ କାରଣ ପାଇଁ ଚିନ୍ତାରେ ଅଛନ୍ତି ସିଜେଆଇ, କହିଲେ ଏହି ବଡ କଥା…

ନୂଆଦିଲ୍ଲୀ,୫।୭: ପ୍ରଧାନ ବିଚାରପତି (ସିଜେଆଇ) ଡି ଓ୍ବାଇ ଚନ୍ଦ୍ରଚୁଡ ଶୁକ୍ରବାର ସୁପ୍ରିମକୋର୍ଟରେ ବିଚାରାଧୀନ ବିବାଦର ସମାଧାନ ପାଇଁ ନାଗରିକମାନଙ୍କୁ ସ୍ବତନ୍ତ୍ର ଲୋକ ଅଦାଲତରେ ଭାଗ ନେବାକୁ ଅନୁରୋଧ କରିଛନ୍ତି। ଏହା ୨୯ ଜୁଲାଇରୁ ୩ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେଉଛି। ସର୍ବୋଚ୍ଚ ନ୍ୟାୟାଳୟରେ…

ହାଥରସ୍‌ ମାମଲା: ଯୋଗୀଙ୍କୁ ଏସ୍‌ଆଇଟି ରିପୋର୍ଟ, ଏଥିରେ ରହିଛି…

ଲକ୍ଷ୍ନୌ,୫ା୭: ଉତ୍ତରପ୍ରଦେଶର ଭୋଲେ ବାବାଙ୍କ ସତ୍‌ସଙ୍ଗରେ ଦଳଚକଟା ମାମଲା ସମ୍ପର୍କରେ ଏସ୍‌ଆଇଟି ରିପୋର୍ଟ ପହଞ୍ଚିଛି। ୟୁପି ଡିଜି ପ୍ରଶାନ୍ତ କୁମାର ଏବଂ ମୁଖ୍ୟ ସଚିବ ମନୋଜ କୁମାର ସିଂ ଶୁକ୍ରବାର ୫- କାଳୀଦାସ ମାର୍ଗରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରୀ ବାସଭବନରେ…

ଅଚାନକ ଲଣ୍ଡନ ପଳାଇଲେ କୋହଲି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୫।୭: ଟି-୨୦ ବିଶ୍ୱକପ ୨୦୨୪ ଟ୍ରଫି ଜିତିବା ପରେ ଟିମ ଇଣ୍ଡିଆଙ୍କୁ ଭାରତରେ ଜୋରଦାର ସ୍ବାଗତ କରାଯାଇଛି। ପୁରା ଦଳ ମୁମ୍ବାଇରେ ବିଜୟ ପରେଡରେ ଯୋଗ ଦେଇଥିଲେ। ଏହି ବିଶାଳ ଉତ୍ସବ ପରେ ବିରାଟ କୋହଲିଙ୍କୁ ବିଳମ୍ବିତ ରାତିରେ ମୁମ୍ବାଇ ବିମାନବନ୍ଦରରେ…

ମୋଦିଙ୍କୁ କଥା ଦେଲେ ପିଭି ସିନ୍ଧୁ

ନୂଆଦିଲ୍ଲୀ,୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବାର୍ତ୍ତାଳାପ ସମୟରେ ବ୍ୟାଡମିଣ୍ଟନ ଖେଳାଳି ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ପି.ଭି ସିନ୍ଧୁ କହିଛନ୍ତି ଯେ ମୁଁ ଆଶା କରୁଛି ଯେ ଜୁଲାଇ ୨୬ରେ ପ୍ୟାରିସ ଅଲିମ୍ପିକରେ ମୁଁ ସ୍ବର୍ଣ୍ଣ ପଦକ ଜିତିବି।…

ଆଣି ପୁଣି ଏକ ବିଜୟ ରାଲି: ସମୟ ଘୋଷଣା କଲେ ଟିମ୍‌ ଇଣ୍ଡିଆର ଏହି ଖେଳାଳି

ନୂଆଦିଲ୍ଲୀ,୫।୭: ୧୭ ବର୍ଷ ଧରି ଅପେକ୍ଷା କରି ଭାରତୀୟ ଦଳ ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିଥିଲା। ଫାଇନାଲ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଏହାପୂର୍ବରୁ ୨୦୦୭ରେ ଭାରତ ଟି-୨୦ ବିଶ୍ୱକପ ଟ୍ରଫି ଜିତିଥିଲା। ବିଶ୍ୱକପ ଜିତିବା ପରେ…

ଆସାମ ବନ୍ୟାରେ ୫୨ ମୃତ, ୨୧ ଲକ୍ଷରୁ ଅଧିକ ପ୍ରଭାବିତ

ଗୁହାହାଟି,୫।୭: ଆସାମରେ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି। ୨୯ଟି ଜିଲାର ୨୧.୧୩ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ରାଜ୍ୟର ଅଧିକାଂଶ ପ୍ରମୁଖ ନଦୀରେ ଜଳ ସ୍ତର ବିପଦ ସଙ୍କେତଠାରୁ ଅଧିକ ରହିଛି। ସୋନିତପୁର ଜିଲାରେ…

ସ୍ବାମୀଙ୍କ ତୀରମାଡ଼ରେ ସ୍ତ୍ରୀ ଗୁରୁତର

ପାଟଣା,୫ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ହରିଡ଼ାଗୋଠ ଗ୍ରାମରେ ଗୁରୁବାର ରାତିରେ ଜଣେ ମହିଳାଙ୍କ ତାଙ୍କ ସ୍ବାମୀ ତୀରମାଡ଼ କରିଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି। ଗୁରୁତର ମହିଳା ଜଣକ ହେଲେ ସଜନୀ ମୁଣ୍ଡା। ସୂଚନାନୁଯାୟୀ, ସଜନୀ ବାପଘରେ ରହୁଥିବା…

ପ୍ୟାରିସ ଅଲିମ୍ପିକ୍ସ ୨୦୨୪କୁ ନେଇ ଭାରତୀୟ ଦଳ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ୟାରିସ ଅଲିମ୍ପିକ ୨୦୨୪କୁ ନେଇ ଭାରତୀୟ ଦଳ ସହ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜାତୀୟ ରାଜଧାନୀ ଦିଲ୍ଲୀରେ ଅଲିମ୍ପିକ୍ସ ୨୦୨୪ପାଇଁ ଭାରତୀୟ କଣ୍ଟିଜେଣ୍ଟ ସହ ଯୋଗାଯୋଗ କରିଛନ୍ତି। ଏହି ସମୟରେ…

ମାୟାବତୀ-ଆକାଶ ଆନନ୍ଦଙ୍କୁ ଚ୍ୟାଲେଞ୍ଜ ଦେଲେ ଚନ୍ଦ୍ରଶେଖର, କହିଲେ ସେମାନେ ନୂଆ ନୂଆ…

ଲକ୍ଷ୍ନୌ,୫ା୭: ଉତ୍ତରପ୍ରଦେଶର ନାଗିନା ଲୋକ ସଭା ନିର୍ବାଚନମଣ୍ଡଳୀରୁ ଜିତିଥିବା ଏମ୍‌ପି ଚନ୍ଦ୍ରଶେଖର ଆଜାଦ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଏବଂ ଦଳର ସଂଯୋଜକ ଆକାଶ ଆନନ୍ଦଙ୍କୁ ଏକ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ବିଏସ୍‌ପି ଦୁର୍ବଳ ହେବାର କାରଣ ମଧ୍ୟ କହିଛନ୍ତି।…

ବଳାତ୍କାର ମାମଲା ବଢିବା ପଛରେ ମହିଳାଙ୍କ ପୋଷାକ ପିନ୍ଧିବା ଦାୟୀ: ହରଭଜନଙ୍କ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ,୫।୭: ପୂର୍ବତନ ଭାଜପା ବିଧାୟକ ହରଭଜନ ସିଂ ଖେମା କାଶୀପୁରରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ବଳାତ୍କାର ଘଟଣାରେ ମହିଳାମାନଙ୍କ ପୋଷାକକୁ ସେ ଦାୟୀ କରିଛନ୍ତି। ସେ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ମହିଳା ଏବଂ ବାଳିକାଙ୍କ ପ୍ରତି ବଢୁଥିବା ଘୃଣ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri