ରତ୍ନଭଣ୍ଡାର ଖୋଲିବା ନେଇ ସେବାୟତଙ୍କ ବଡ଼ ବୟାନ, ଘରେ ସାଆନ୍ତ ନାହାନ୍ତି ଖୋଲନି ନହେଲେ..
ଭୁବନେଶ୍ୱର,୧୩।୭: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ସେବାୟତ ଦାମୋଦର ମହାସୁଆର । ସେ କହିଛନ୍ତି, ୧୪ ନୁହେଁ ୨୪ରେ ରତ୍ନଭଣ୍ଡାର ଖୋଲିବା ଉଚିତ। ମହାପ୍ରଭୁଙ୍କ ଫେରିବା ବାଟକୁ ଅପେକ୍ଷା କର । କାରଣ ଘରେ ମୁରବୀ…
ଉପ ରାଜ୍ୟପାଳ ହେଲେ ଆହୁରି ଶକ୍ତିଶାଳୀ
ଜମ୍ମୁ,୧୩।୭: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଶନିବାର ଜମ୍ମୁ କଶ୍ମୀର ପୁନର୍ଗଠନ ଆଇନରେ ସଂଶୋଧନ କରିଛି। ଏହା ସହ ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବର୍ତ୍ତମାନ ଅଧିକ କ୍ଷମତା ପାଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସରକାର ମଧ୍ୟ ବିଜ୍ଞପ୍ତି ଜାରି କରିଛନ୍ତି। ଜମ୍ମୁ…
୨୦୬୦ ପରେ କମିବାକୁ ଲାଗିବ ଭାରତର ଜନସଂଖ୍ୟା, ରିପୋର୍ଟରେ ଚମକାଇବା ଭଳି ତଥ୍ୟ
ନୂଆଦିଲ୍ଲୀ,୧୩।୭: ୨୦୬୦ ପରେ ଭାରତରେ ଜନସଂଖ୍ୟା କମିବା ଆରମ୍ଭ କରିବ। ମିଳିତ ଜାତିସଂଘ ବା ସଂଯୁକ୍ତ ରାଷ୍ଟ୍ରର ବିଶ୍ୱ ଜନସଂଖ୍ୟା ରିପୋର୍ଟ ଅନୁଯାୟୀ ୨୦୬୦ରେ ଭାରତର ଜନସଂଖ୍ୟା ସର୍ବାଧିକ ହେବ, କିନ୍ତୁ ଏହା ପରେ ଜନସଂଖ୍ୟା ହ୍ରାସ ପାଇବା ଆରମ୍ଭ କରିବ।…
ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀଙ୍କ ବିସ୍ଫୋରକ ବୟାନ, ଗୁଣ୍ଡିଚା ଦିନ ଉପାସ ଥିଲେ ବଡ଼ ଠାକୁର…
ଭୁବନେଶ୍ୱର,୧୩।୭: ଗୁଣ୍ଡିଚା ବିଜେ ପହଣ୍ଡିବେଳେ ଚାରମାଳ ଉପରେ ବଡ଼ଠାକୁର ମୁହଁମାଡି ପଡିଯିବା ଘଟଣା ଏବେ ସମସ୍ତଙ୍କୁ ମର୍ମାହତ କରିଛି । ଏହାର ମୁଖ୍ୟ କାରଣ ସେବାୟତଙ୍କ ବେପୁରୁଆ ମନଭାବ ଓ ଅଣସେବାୟତଙ୍କ ପ୍ରବେଶକୁ ଅନେକ ସ୍ଥଳରେ ଦାୟୀ କରାଯାଇଥିବା ବେଳେ ଏନେଇ…
ଶହୀଦ ଅଂଶୁମାନଙ୍କ ବାପାଙ୍କ ବଡ଼ ବୟାନ, ବୋହୂ ଚାହିଁଲେ ସାନପୁଅ ସହ କରିଦେବୁ ବିବାହ
ନୂଆଦିଲ୍ଲୀ,୧୩।୭: ଶହୀଦ କ୍ୟାପଟେନ ଅଂଶୁମାନଙ୍କ ବାପା ରବି ପ୍ରତାପ ଗଣମାଧ୍ୟମରେ ଏପରି ଏକ ବୟାନ ଦେଇଛନ୍ତି ଯାହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଜାତୀୟ ଜଣମାଧ୍ୟମକୁ ରବି କହିଛନ୍ତି, ବର୍ତ୍ତମାନ ସେ ନିଜ ବୋହୂ ସ୍ମୃତିର ବିବାହ ତାଙ୍କ ସାନପୁଅ…
ବିମାନରେ ଫାଟିଲା ଲାପଟପ, ଯାତ୍ର୍ରୀ ଭୟଭିତ
ସାନ ଫ୍ୟାନସିସକୋ,୧୩।୭: ଆମେରିକାର ସାନ ଫ୍ରାନ୍ସିସ୍କୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ମିଆମି ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏକ ଯାତ୍ରୀଙ୍କ ବ୍ୟାଗରେ ରଖାଯାଇଥିବା ଲାପଟପ ବିସ୍ଫୋରଣ ହୋଇ ଧୂଆଁ ବାହାରିବା ଆରମ୍ଭ କରିଥିଲା। ସୂଚନଯୋଗ୍ୟ, ଆମେରିକୀୟ ଏୟାରଲାଇନ୍ସର ବିମାନରେ ଯାତ୍ରୀଙ୍କ ବ୍ୟାଗରେ ରଖାଯାଇଥିବା…
ଚାହୁଁ ଚାହୁଁ ଭାଙ୍ଗି ପଡିଲା ସ୍କୁଲ ଘର, ୨୨ ଛାତ୍ରଙ୍କ ମୃତ୍ୟୁ
ଅବୁଜା,୧୩।୭: ଆଫ୍ରିକୀୟ ଦେଶ ନାଇଜେରିଆରେ ଏକ ସ୍କୁଲ କୋଠା ଭୁଶୁଡ଼ିବା ପରେ ୨୨ଜଣ ଛାତ୍ରଙ୍କର ଦୁଃଖଦ ମୃତ୍ୟୁ ହୋଇଛି। କରିଥିଲେ। ଶୁକ୍ରବାର ସକାଳେ ଉତ୍ତର-ମଧ୍ୟ ନାଇଜେରିଆରେ ପିଲାମାନେ ଶ୍ରେଣୀରେ ଥିବାବେଳେ ଏହି ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ଅଳିଆ…
ବିହାରର ରୁପୌଲି ଆସନରେ ଜେଡିୟୁ ଆଗରେ, କମଳନାଥଙ୍କ ଗଡ଼ରେ ଭାଜପା ଅଗାରେ
ନୂଆଦିଲ୍ଲୀ,୧୩।୭: ଦେଶର ସାତୋଟି ରାଜ୍ୟରେ ୧୩ ଟି ବିଧାନସଭା ଆସନର ନିର୍ବାଚନ ଫଳାଫଳ ଆଜି ଅର୍ଥାତ୍ ଶନିବାର ଆସିବାକୁ ଯାଉଛି। ଏବେ ଦେଖିବାକୁ ବାକି ରହିଲା ଉପ-ନିର୍ବାଚନର କିଏ ବାଜି ମାରୁଛି। ଇଣ୍ଡିଆ ସହଯୋଗୀ ଦଳ ନା ଭାଜପା ନେତୃତ୍ୱ ନେଇଥିବା…
ରାଜ୍ୟପାଳଙ୍କ ପୁଅଙ୍କ ଦାଦାଗିରି: ଥାନାରେ ଅଭିଯୋଗ କଲେ ଏଏସଓ
ଭୁବନେଶ୍ୱର,୧୩।୭: ରାଜ୍ୟପାଳ ରଘୁବର ଦାସଙ୍କ ପୁଅଙ୍କ ଦାଦାଗିରି। ରଥଯାତ୍ରା ସମୟରେ ରାଜ୍ୟାପାଳ ପୁରୀ ରାଜଭବନରେ ଥିବା ସମୟରେ ତାଙ୍କ ପୁଅ ଲଳିତ କୁମାର ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣା ବିଷୟରେ ବୈକୁଣ୍ଠ…
ଲୋକ ସଭା ନିର୍ବାଚନ ପରେ ଉପ ନିର୍ବାଚନରେ ବି ମମତାଙ୍କ ଦବଦବା, ୪ ବିଧାନସଭା ଆସନରେ ଟିଏମସି ଆଗରେ
କୋଲକାତା,୧୩।୭: ୨୦୨୪ ଲୋକ ସଭା ନିର୍ବାଚନରେ ଚମତ୍କାର ପ୍ରଦର୍ଶନ କରିଥିବା ତ୍ରୁଣମୂଳ କଂଗ୍ରେସ (ଟିଏମସି) ପଶ୍ଚିମବଙ୍ଗରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ଏଥର ଦଳ ବିଧାନସଭା ଉପ-ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) କୁ ପରାସ୍ତ କରୁଥିବା ଦେଖାଯାଉଛି। ମାଣିକଟାଲା ବିଧାନସଭା…
ପ୍ରଡକ୍ଟ ପୋର୍ଟଫୋଲିଓକୁ ବିସ୍ତାର କରିବ ମେଡ୍ଜେନୋମ୍
ଭୁବନେଶ୍ୱର,୧୩।୭ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଡାଇଗ୍ନୋଷ୍ଟିକ ଲାବ୍ ଶୃଙ୍ଖଳା ଜେନ୍ଏକ୍ସ ଡାଇଗ୍ନୋଷ୍ଟିକ୍ସର ଏକ ଅଂଶଧନକୁ ଗ୍ଲୋବାଲ ଜେନୋମିକ୍ସ-ଡ୍ରିଭେନ ଡାଇଗ୍ନୋଷ୍ଟିକ୍ସ ଆଣ୍ଡ ରିସର୍ଚ୍ଚ ସର୍ଭିସ୍ କମ୍ପାନୀ ‘ମେଡ୍ଜେନୋମ୍’ ନିକଟରେ ଅଧିଗ୍ରହଣ କରିଛି। ଏ ନେଇ ମଧ୍ୟ ମେଡ୍ଜେନୋମ୍…
ଏସ୍ବିଆଇର ନୂତନ ଡିଜିଟାଲ ସେବା
ଭୁବନେଶ୍ୱର,୧୩।୭ (ଅଭୟ ଦାଶ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସ୍ବିଆଇ)ର ନୂତନ ଡିଜିଟାଲ ସେବାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ମ୍ୟୁଚୁଆଲ ଫଣ୍ଡ ବଦଳରେ ଅନ୍ଲାଇନ ଋଣ ସୁବିଧାର ଶୁଭାରମ୍ଭ କରାଯାଇଛି। ଏସ୍ବିଆଇର ଇଣ୍ଟଟରନେଟ୍ ବ୍ୟାଙ୍କିଙ୍ଗ୍ ଓ…
Archives


