Home

କୋଲକାତା ବଳାତ୍କାର-ହତ୍ୟା ମାମଲା: ଟ୍ରେନି ଡାକ୍ତରଙ୍କ ଡାଏରୀ ଖୋଲିବ ଗୁମର!

କୋଲକାତା,୫।୯: ଅଗଷ୍ଟ ୯ରେ କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟିଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି। ଏପରିକି ଏହି ଅମାନୁଷିକ କାର୍ଯ୍ୟପରେ ମଧ୍ୟ ଅପରାଧୀଙ୍କୁ ଦଣ୍ଡ…

୭୦୦ ଫୁଟ ଗଭିର ଖାଲକୁ ଖସିଲା ସେନା ଟ୍ରକ, ୪ ଯବାନ ମୃତ

ସିକ୍କିମ,୫।୯: ଭାରତ-ଚାଇନା ସୀମା ନିକଟ ଉତ୍ତର ସିକ୍କିମରେ ସେନାଙ୍କର ଏକ ଟ୍ରକ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି। ଏହି ଘଟଣାରେ ୪ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଏହି ଟ୍ରକ ରାସ୍ତାରୁ ଖସି ପ୍ରାୟ ୭୦୦ରୁ ୮୦୦ଫୁଟ ଗଭୀର ଖାଲରେ ଖସିପଡିଥିଲା।…

ଅଗ୍ନିବୀରଙ୍କ ପାଇଁ ଖୁସି ଖବର, ଏହି ସ୍କିମରେ ସରକାର କରିପାରନ୍ତି ବଡ ପରିବର୍ତ୍ତନ

ନୂଆଦିଲ୍ଲୀ,୫।୯: ବହୁ ଚର୍ଚ୍ଚିତ ଅଗ୍ନିବୀର ଯୋଜନାରେ ଏକ ପ୍ରମୁଖ ପରିବର୍ତ୍ତନ ଆଣିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। ସେନାରେ ଅଗ୍ନିବୀର ଯୋଦ୍ଧାମାନଙ୍କର ସ୍ଥାୟୀ ନିଯୁକ୍ତି ବୃଦ୍ଧି ପାଇଁ ଏହା ଏକ ଦୀର୍ଘ ଦିନର ଚାହିଦା ଭାବରେ ମଧ୍ୟ ବିବେଚନା କରାଯାଇପାରେ। ପ୍ରତିରକ୍ଷା…

‘ଥ୍ୟାଙ୍କ ୟୁ, ପୁଣି ମଙ୍ଗଳବାର ଦେଖାହେବ’, କେଜରିଓ୍ବାଲଙ୍କ ଜାମିନ ଆବେଦନ ଉପରେ ନିଷ୍ପତ୍ତି ସଂରକ୍ଷିତ ରଖିଲେ କୋର୍ଟ

ନୂଆଦିଲ୍ଲୀ,୫।୯: ସୁପ୍ରିମକୋର୍ଟ ଗୁରୁବାର ଦିଲ୍ଲୀର ମଦ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଜାମିନ ଉପରେ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି। ବର୍ତ୍ତମାନ ଅରବିନ୍ଦ କେଜରିୱାଲ ପୁଣି ଜେଲରେ ରହିବେ। ଏହି ପ୍ରସଙ୍ଗରେ ନିଷ୍ପତ୍ତି ୧୦ସେପ୍ଟେମ୍ବର ୨୦୨୪ରେ ଆସିପାରେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗୁରୁବାର…

ହରିୟାଣାରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ ଝଟକା

ଚଣ୍ଡିଗଡ଼,୫।୯: ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଦେବୀ ଲାଲଙ୍କ ନାତି ଆଦିତ୍ୟ ଦେବୀ ଲାଲ ଚୌତାଲା ଟିକେଟ ନ ପାଇ ଭାଜପା ଉପରେ ରାଗିଥିବା ଜଣାପଡିଛି। ଏଥିପାଇଁ ସେ ହରିୟାଣା ଷ୍ଟେଟ ଏଗ୍ରିକଲଚର ମାର୍କେଟିଂ ବୋର୍ଡର ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଛନ୍ତି। ଏଥି…

ଇସ୍ରାଏଲ ଦୂତାବାସ ବାହାରେ ଆଖିବୁଜା ଗୁଳିଚାଳନା, ଦେଖନ୍ତୁ ଭିଡିଓ

ଜେରୁଜେଲମ,୫।୯: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହାରି ଭିତରେ ଜର୍ମାନୀ ସ୍ଥିତ ଇସ୍ରାଏଲ ଦୂତାବାସ ବାହାରେ ଆଖିବୁଜା ଗୁଳିଚାଳନା ହୋଇଛି। ମ୍ୟୁନିଚ ସହରରେ ଅବସ୍ଥିତ ଦୂତାବାସ ବାହାରେ ଜଣେ ସୁଟର ଆଖିବୁଜା ଗୁଳି ଚଳାଇଥିଲା। ଯେଉଁଥିପାଇଁ ସେଠରେ…

ଆଧାର କାର୍ଡକୁ ନେଇ ଆସିଲା ବଡ଼ ଖବର: ୧୦ ବର୍ଷ ଭିତରେ ଅପ୍‌ଡେଟ୍‌ କରି ନ ଥିଲେ…

ଭୁବନେଶ୍ୱର,୫ା୯: ଆଧାର କାର୍ଡ ସବୁଥିରେ ଆବଶ୍ୟକ ପଡୁଥିବାରୁ ଏହାର ଅପ୍‌ଡେଟ୍‌ ଜରୁରୀ। ୧୦ ବର୍ଷ କିମ୍ବା ଏହା ପୂର୍ବରୁ ଆଧାର କାର୍ଡ ଯଦି ଆଧାର ଅପଡେଟ୍‌ କରିନାହାନ୍ତି ତେବେ ଏହାକୁ ତୁରନ୍ତ ଅପ୍‌ଡେଟ୍‌ କରିନିଅନ୍ତୁ। କାରଣ ଏଥିପାଇଁ ପରଚୟ ପ୍ରମାଣ ଓ…

ନୂଆ ଇନିଂସ ଆରମ୍ଭ କଲେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିକଟ ଅତିତରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରୁ ସନ୍ୟାସ ଘୋଷଣା କରିଥିଲେ। ଏବେ ସେ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଏହି କ୍ରିକେଟର ଏବେ ରାଜନୀତି ଦୁନିଆରେ ନିଜର କ୍ୟାରିୟର ଆରମ୍ଭ…

ୟୁକ୍ରେନ ଯୁଦ୍ଧରେ ମଧ୍ୟସ୍ଥି ହୋଇପାରନ୍ତି ୩ ଦେଶ, ଶାନ୍ତି ବାର୍ତ୍ତାକୁ ନେଇ ପୁଟିନଙ୍କ ବଡ ଘୋଷଣା

ମସ୍କୋ,୫।୯: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଶେଷ କରିବା ପାଇଁ ଭାରତ ଖୁବ ଚେଷ୍ଟା ଚଳାଇଛି। ପରସ୍ପର ମଧ୍ୟରେ ବାର୍ତ୍ତାଳାପ ମାଧ୍ୟମରେ ଏହି ଯୁଦ୍ଧ ଶେଷ ହେଉ ବୋଲି ଭାରତ ଚାହୁଁଛି। ଏଥିପାଇଁ ଭାରତ ଉଭୟ ରୁଷିଆ ଏବଂ ୟୁକ୍ରେନ ସହ କଥା ହୋଇଛି।…

ଗୋଟିଏ ଝଟ୍‌କାରେ ଧ୍ୱଂସ ହୋଇଯାଇଥାନ୍ତା ସାରା ବିଶ୍ୱ: ଏ ହେଉଛି ସବୁଠାରୁ ବିପଦପୂର୍ଣ୍ଣ ନ୍ୟୁକ୍ଲିୟର୍‌ ଟେଷ୍ଟ

ଦୁନିଆରେ ଅନେକ ଘଟଣା ଘଟିଛି, ଯାହା କେବଳ ସେହି ସମୟ ପାଇଁ ନୁହେଁ ବରଂ ଆଗାମୀ ସମୟ ମଧ୍ୟ ବଦଳାଇ ଦେଇଛି। ୧୯୬୧ରେ ସୋଭିଏତ୍‌ ୟୁନିଅନ ଦ୍ୱାରା ପରିଚାଳିତ ସାର୍‌ ବମ୍ବା (Tsar Bomba) ପରୀକ୍ଷା ସହିତ ଏହିପରି ଗୋଟିଏ ଘଟଣା…

ଡିସିପିଙ୍କୁ ଚିଠି ଲେଖିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ

କଟକ,୫ା୯: କଟକ ଡିସିପିଙ୍କୁ ଚିଠି ଲେଖିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। କ୍ୟାମ୍ପସ୍‌ରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ରେଜିଷ୍ଟ୍ରାର ଚିଠି ଲେଖିଛନ୍ତି। କାରଣ ଆନ୍ଦୋଳନ ପାଇଁ କ୍ୟାମ୍ପସ୍‌ରେ ବିଭିନ୍ନ ସଂଗଠନ ଓ ଅଣଛାତ୍ର ପ୍ରବେଶ କରୁଛନ୍ତି। ଫଳରେ କ୍ୟାମ୍ପସ୍‌ରେ ଶୈକ୍ଷିକ ବାତାବରଣ ନଷ୍ଟ…

ଗୁରୁ-ଶିଷ୍ୟ ପରମ୍ପରାର ବିରଳ ଉଦାହରଣ: ଗାଁ ମଝିରେ ନିର୍ମାଣ କଲେ ଗୁରୁଙ୍କ ପ୍ରତିମୂର୍ତ୍ତି

ଗଞ୍ଜାମ,୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଏକ ନିପଟ ପଲ୍ଲୀଗ୍ରାମ ତାରିଣୀ ପଲ୍ଲୀରେ ଗୁରୁ-ଶିଷ୍ୟଙ୍କ ମଧ୍ୟରେ ରହିଥିବା ଅନାବିଳ ସ୍ନେହ ଶ୍ରଦ୍ଧା ସମ୍ପର୍କର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି। ଗୁରୁଙ୍କ ଏପରି ମହାନତା ରହିଥିଲା ଯେ ତାଙ୍କ ମୃତ୍ୟୁ ପରେ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri