କିଏ ସେହି ରହସ୍ୟମୟ ଯୁବତୀ, ଯାହାଙ୍କ ସହିତ ଏୟାରପୋର୍ଟରେ ନଜର ଆସିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୧୦।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ଆଜିକାଲି ଆମେରିକା ଗସ୍ତରେ ଅଛନ୍ତି। ତାଙ୍କର ଅନେକ ଫଟୋ ସେଠାରୁ ଭାଇରାଲ ହୋଇଛି। କେତେକ ଫଟୋ ସ୍ବାଗତ ବେଳର ହୋଇଥିବାବେଳେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ସହିତ…
ପୁରୁଷ କର୍ମଚାରୀଙ୍କ ସହ ଜବରଦସ୍ତି ଯୌନ ସମ୍ପର୍କ ରଖୁଥିଲେ ମହିଳା ସିନେଟର, ଇଚ୍ଛା ପୂରଣ ନ ହେବାରୁ…
ଓ୍ବାଶିଂଟନ,୧୦।୯: ଆମେରିକା କାଲିଫର୍ନିଆର ମହିଳା ସିନେଟର ମେରି ଆଲଭାରାଡୋ-ଗିଲଙ୍କ ନାମରେ ତାଙ୍କର ଜଣେ ପୂର୍ବତନ କର୍ମଚାରୀ ଅଭିଯୋଗ କରିଛନ୍ତି। ତାଙ୍କୁ ସେ ‘ଯୌନ ଦାସ’ ଭାବରେ ବ୍ୟବହାର କରୁଥିବା ଗିଲଙ୍କ ପୂର୍ବତନ ମୁଖ୍ୟ କର୍ମଚାରୀ ଗୁରୁତର ଅଭିଯୋଗ କରିଛନ୍ତି। ପୀଡିତ ସିନେଟରଙ୍କ…
ଭାଙ୍ଗୁଛି କି ଏନଡିଏ? ଖୋଲାଖୋଲି ଶୁଣାଇଦେଲେ ଚିରାଗ ପାସୱାନ, ରାଜନୀତିରେ ହଇଚଇ
ନୂଆଦିଲ୍ଲୀ,୧୦।୯: ସୋମବାର ବିହାରର ବେଗୁସରାଇରେ ମାଟିହାନି ବିଧାନସଭାରେ ଆୟୋଜିତ ସମାରୋହରେ ଏଲଜେପି ରାମବିଳାସର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ ଅଂଶଗ୍ରହଣ କରିଥିଲେ। ଚିରାଗ ପାସୱାନଙ୍କ ଏହି ଗସ୍ତ ବିହାର ବିଧାନସଭା ନିର୍ବାଚନର ଆରମ୍ଭ ଭାବରେ ଦେଖାଯାଇଛି। ଏଥି…
ମୁଁ ମୋଦିଙ୍କୁ ପସନ୍ଦ କରେ, ଆମେରିକାରେ ଚମକାଇବା ଭଳି ବୟାନ ଦେଲେ ରାହୁଲ
ଟେକ୍ସାସ,୧୦।୯: କଂଗ୍ରେସ ଏମପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଆମେରିକା ଗସ୍ତ ସମୟରେ ପୁଣିଥରେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପର୍କରେ ସେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।…
ଉତ୍ତର ପ୍ରଦେଶ ପରେ କାନପୁରର ପାଳି, ଟ୍ରେନ ଓଲଟାଇ ଦେବାକୁ ହୋଇଥିଲା ବଡ ଷଡ଼ଯନ୍ତ୍ର
ଆଜମେର,୧୦।୯: ଉତ୍ତରପ୍ରଦେଶର କାନପୁର ପରେ ଏବେ ରାଜସ୍ଥାନରେ ଏକ ଟ୍ରେନ ଓଲଟାଇବା ପାଇଁ ଷଡ଼ଯନ୍ତ୍ରର ମାମଲା ସାମ୍ନାକୁ ଆସିଛି। ରାଜସ୍ଥାନର ଆଜମେର ଜିଲାର ରେଳ ଟ୍ରାକରେ ବିଭିନ୍ନ ସ୍ଥାନରେ ପ୍ରାୟ ଏକ କ୍ୱିଣ୍ଟାଲ ମୂଲ୍ୟର ସିମେଣ୍ଟ ବ୍ଲକ ଦେଖିବାକୁ ମିଳିଛି। ଏହି…
ଆରଜି କର ମାମଲା ମମତା ସରକାରଙ୍କ ପାଇଁ ଚେତାବନୀ, କାହିଁକି ଏମିତି କହିଲେ ଦଳ ଛାଡିଥିବା ନେତା
କୋଲକାତା,୧୦।୯: ପଶ୍ଚିମବଙ୍ଗର ତ୍ରୁଣମୂଳ କଂଗ୍ରେସ (ଟିଏମସି) ଛାଡିବା ପରେ ଜବାହର ସରକାର ସୋମବାର କହିଛନ୍ତି ଯେ ସେ ରାଜନୀତିରୁ ବାହାରିବା ତାଙ୍କ ମୂଲ୍ୟବୋଧକୁ ହ୍ରାସ କରିବ ନାହିଁ ଏବଂ ମହିଳା ଅଧିକାରକୁ ସମର୍ଥନ କରିବା ଦିଗରେ ଦେଇଥିବା ପ୍ରତିବଦ୍ଧତାକୁ ହ୍ରାସ କରିବ…
ସନ୍ଦୀପ ଘୋଷଙ୍କ ଆଉ ଏକ କଳାଧନ୍ଦା! ଷ୍ଟୁଡେଣ୍ଟଙ୍କ ପ୍ରାଇଭେଟ ପାର୍ଟ ଛୁଇଁ ପଚାରୁଥିଲେ…
କୋଲକାତା,୧୦।୯: ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ସ୍କାନରରେ ଅଛନ୍ତି। ଘୋଷଙ୍କ କଳାଧନ୍ଦାର ପରଦା ଉଠାଇବାରେ ସିବିଆଇ କ୍ରମାଗତ ଭାବରେ ଚେଷ୍ଟା…
ନଭେମ୍ବର ୨୫ରୁ ଭାରତରେ ବିଶ୍ୱ ସମବାୟ ସମ୍ମିଳନୀ
ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଭାରତରେ ପ୍ରଥମ ଥର ପାଇଁ ଏକ ୬ ଦିନିଆ ବିଶ୍ୱ ସମବାୟ ସମ୍ମିଳନୀ ୨୦୨୪ ନଭେମ୍ବର ୨୫ରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍, ଆଇଟିପିଓ, ପ୍ରଗତି ମଇଦାନଠାରେ ଆରମ୍ଭ ହେବାକୁ ଯାଉଛି। ବିଶ୍ୱସ୍ତରରେ ସମବାୟ ଆନ୍ଦୋଳନ ନିମନ୍ତେ ରହିଥିବା…
ଏସ୍ବିଆଇ ପ୍ରପର୍ଟି ଏକ୍ସପୋ ଉଦ୍ଘାଟିତ
ଭୁବନେଶ୍ୱର,୧୦।୯ (ଅଭୟ ଦାଶ): ଭାରତୀୟ ଷ୍ଟେଟ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ପ୍ରପର୍ଟି ଏକ୍ସପୋ-୨୦୨୪ ଭୁବନେଶ୍ୱରର ୟୁନିଟ-୧ସ୍ଥିତ ଏସବିଆଇ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ଶାଖା ପରିସରରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଏସବିଆଇ ଭୁବନେଶ୍ୱର…
ପିଏମ୍ବିଆଇ ସହ ସିଆଇଏଲ୍ର ବୁଝାମଣା
ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଦେଶର ପ୍ରମୁଖ ସରକାରୀ ପ୍ରତିଷ୍ଠାନ ତଥା ଫାର୍ମାସ୍ୟୁଟିକାଲ୍ସ ଆଣ୍ଡ ମେଡିକାଲ ଡିଭାଇସ ବ୍ୟୁରୋ ଅଫ୍ ଇଣ୍ଡିଆ ବା ପିଏମ୍ବିଆଇ ଏବଂ କୋଲ୍ ଇଣ୍ଡିଆ ଲିମିଟେଡ (ସିଆଇଏଲ୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ ସଂସ୍ଥାର…
ସେମିକନ ଇଣ୍ଡିଆକୁ ଉଦ୍ଘାଟନ କରିବେ ମୋଦି
ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଦେଶର ଆବଶ୍ୟକତା ଓ ଶିଳ୍ପର ଚାହିଦାକୁ ପୂରଣ କରିବା ଲକ୍ଷ୍ୟରେ ଭାରତ ସରକାର ଓ ଘରୋଇ ଶିଳ୍ପୋଦ୍ୟୋଗୀଙ୍କ ମିଳିତ ସହଯୋଗରେ ଏକ ୩ ଦିନିଆ ଜାତୀୟ ସମ୍ମିଳନୀ ‘ସେମିକନ ଇଣ୍ଡିଆ-୨୦୨୪’ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ହେବାକୁ ଯାଉଛି।…
ମେଡିକୋଭର ଓ୍ବାର୍ଲଡ କ୍ଲାସ କ୍ୟାନ୍ସର ସେଣ୍ଟର
ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଅନ୍ତଃରାଷ୍ଟ୍ରୀୟ ହେଲ୍ଥ କେୟାର ଚେନ ‘ମେଡିକୋଭର କ୍ୟାନସର ଇନ୍ଷ୍ଟିଚ୍ୟୁଟ’ର ନୂତନ ଏବଂ ଅତ୍ୟାଧୁନିକ କ୍ୟାନସର ୟୁନିଟ୍ ବା ଓ୍ବାର୍ଲଡ କ୍ଲାସ କ୍ୟାନସର ସେଣ୍ଟର ନିକଟରେ ବିଶାଖାପାଟଣାର ଆରିଲୋଭା ହେଲ୍ଥ ସିଟିଠାରେ…
Archives


