Home

କୋଲକାତାରେ ବଡ଼ ଧରଣର ବିସ୍ଫୋରଣ

କୋଲକାତା,୧୪।୯: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ବ୍ଲୁଚମାନ ସେଣ୍ଟ ଏବଂ ଏସ.ଏନ ବାନାର୍ଜୀ ରୋଡ କ୍ରସିଂରେ ଶନିବାର ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। କୋଲକାତା ପୋଲିସ କହିଛି ଯେ ଅପରାହ୍ନ ପ୍ରାୟ ୧ଟା ୩୦ ସମୟରେ ଏହି ବିସ୍ଫୋରଣ ଘଟିଛି। ୧ଟା…

ବୈଜ୍ଞାନିକ ହେବେ ବର୍ଷାର ଭଗବାନ, ଦେଶର ଯେ କୌଣସ ସ୍ଥାନରେ କରିପାରିବେ ବର୍ଷା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧୪।୯: ଜଳବାୟୁ ପରିବର୍ତ୍ତନ ଯୋଗୁଁ, ବେଳେବେଳେ ପ୍ରବଳ ବର୍ଷା ହେଉଛି ଫଳରେ ଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ଏବଂ ବେଳେବେଳେ ବର୍ଷା ଅଭାବରୁ କେତେକ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୁଏ। ଏଭଳି ପାଣିପାଗର ମୁକାବିଲା ପାଇଁ କେନ୍ଦ୍ର ସରକାର…

ହାସିନାଙ୍କୁ ଦିଲ୍ଲୀରୁ ଢାକା ନେବା ୟୁନୁସ ସରକାରଙ୍କ ପାଇଁ ହେବ ନାହିଁ ଏତେ ସହଜ

ନୂଆଦିଲ୍ଲୀ/ଢାକା,୧୪।୯: ଯେତେବେଳେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ତାଙ୍କ ଦେଶରେ ବ୍ୟାପକ ବିରୋଧର ସମ୍ମୁଖୀନ ହୋଇଥିଲେ, ସେ ଅଗଷ୍ଟ ୫ରେ ଭାରତ ପଳାଇ ଆସିଥିଲେ। ସେ ତାଙ୍କ ସରକାର ହଟାଇବା ପରଠାରୁ ଭାରତରେ ରହିଆସୁଛନ୍ତି। ଶେଖ ହାସିନାଙ୍କୁ ତାଙ୍କ ଭଉଣୀ…

ଏଏପିକୁ ଲାଗିଲା ଜୋରଦାର ଝଟ୍‌କା

ନୂଆଦିଲ୍ଲୀ,୧୪।୯: ଆମ ଆଦମୀ ପାର୍ଟି ହରିୟାଣା ବିଧାନସଭା ନିର୍ବାଚନରେ ସମସ୍ତ ୯୦ ଟି ଆସନରେ ପ୍ରାର୍ଥୀ ଦେଇଛି ଏବଂ ରାଜ୍ୟରେ ସ୍ଥାନଖୋଜିବାକୁ ଚେଷ୍ଟା କରୁଛନ୍ତି। ଶନିବାର କୈଥଲ ଜିଲା ସଭାପତି ଗଜ୍ଜନ ସିଂ ଗୋବିନ୍ଦପୁରା ଦଳରୁ ଇସ୍ତଫା ଦେବାବେଳେ ଦଳକୁ ଏକ…

ପାକିସ୍ତାନକୁ ହରାଇ ସେମିରେ ଭାରତ

ହୁଲୁନବୁଇର (ଚାଇନା), ୧୪।୯: ଏସିଆନ ପୁରୁଷ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ କ୍ରମାଗତ ଚମତ୍କାର ପ୍ରଦର୍ଶନ କରିଆସୁଛି। ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୨-୧ ଗୋଲ୍‌ରେ ପାକିସ୍ତାନକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି। ଭାରତର ଅଧିନାୟକ ହରମାନପ୍ରୀତ ସିଂ ୨ଟି…

କୋଲକାତା ଘଟଣାର ଚମକାଇବା ଭଳି ତଥ୍ୟ ଦେଲା ସିବିଆଇ, ଘଟଣା ଦିନ ସଞ୍ଜୟଙ୍କୁ ଫୋନ କରି ହସ୍ପିଟାଲକୁ ଡକା ଯାଇଥିଲା

କୋଲକାତା,୧୪।୯: ପଶ୍ଚିମବଙ୍ଗର ଆରଜି କର ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବିରୋଧରେ ଅତ୍ୟାଚାର ଘଟଣାର ତଦନ୍ତ କରୁଥିବା ସିବିଆଇ ଏକ ବଡ଼ ତଥ୍ୟ ଦେଇଛି। ସିବିଆଇ ଅନୁଯାୟୀ, ଘଟଣା ଦିନ ରାତିରେ କେହି ଜଣେ ମୁଖ୍ୟ ଅଭିଯୁକ୍ତ କୋଲକାତା ପୋଲିସର…

ଶେଷ ନିଶ୍ୱାସ ନେଉଛି ଆତଙ୍କବାଦ, ନିର୍ବାଚନ ପୂର୍ବରୁ ଗୋଟିଏ ତୀରରେ ୩ ଶିକାର କଲେ ମୋଦି

ଶ୍ରୀନଗର,୧୪।୯: ଜମ୍ମୁ କଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସବୁ ଦଳର ନେତାମାନେ ଜୋରଦାର ପ୍ରଚାର କରୁଛନ୍ତି। ଏହି ପରିପ୍ରେକ୍ଷୀରେ ନିର୍ବାଚନ ରାଲିରେ ସମ୍ବୋଧିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଡୋଡା ପହଞ୍ଚିିଥିଲେ। ଏଠାରେ ଏକ ନିର୍ବାଚନ ସମାବେଶକୁ…

ବିଶ୍ୱର ସବୁଠୁ ଶୂନ୍‌ଶାନ ଦେଶ କିଏ ଜାଣନ୍ତି

ଦୁନିଆରେ ଏକ ଶୂନ୍‌ଶାନ ଦେଶ ଅଛି। ଏହା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସତ୍ୟ। ମଙ୍ଗୋଲିଆ ଶୂନ୍‌ଶାନ ଦେଶ ଭାବେ ଜଣାଶୁଣା। ଏହି ଦେଶର ଜନସଂଖ୍ୟା ବହୁତ କମ, ତେଣୁ ଏହି ଦେଶରେ ପ୍ରତି ବର୍ଗ କିଲୋମିଟର ପିଛା ଦୁଇ…

ଇମୋଶନାଲ କାର୍ଡ ଖେଳିଲେ ଦିଦି: ମୁଁ ରାତିରେ ଶୋଇପାରୁନାହିଁ…

କୋଳକାତା,୧୪।୯: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଆନ୍ଦୋଳନରତ ଡାକ୍ତରଙ୍କ ନିକଟରେ ପହଞ୍ଚିଛନ୍ତି। ଏହି ସମୟ ମଧ୍ୟରେ ସେ ଡାକ୍ତରମାନଙ୍କୁ କାମକୁ ଫେରିବା ପାଇଁ ମନାଇବା ପାଇଁ ଏକ ଭାବପ୍ରବଣ ପଦକ୍ଷେପ ମଧ୍ୟ ନେଇଥିଲେ। ଡାକ୍ତରଙ୍କ ବିରୋଧସ୍ଥଳରେ ପହଞ୍ଚି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

ସୁଭଦ୍ରା ଯୋଜନାକୁ ନେଇ ମହିଳାଙ୍କ ଭିତରେ ବଢ଼ିଲା ଉତ୍ସାହ, ୧୭କୁ ଅପେକ୍ଷା

ଦାରିଙ୍ଗବାଡ଼ି,୧୪ା୯(ଅରୁଣ ସାହୁ): ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସରକାର ଯେତିକି ତତ୍ପରତା ଦେଖାଉଛନ୍ତି ସେତିକି ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପକ୍ଷରୁ ଯୋଜନାକୁ ନେଇ ତତ୍ପରତା ବୃଦ୍ଧି ପାଉଛି। ସେହି କ୍ରମରେ ଗାଁ ତଥା ଦୁର୍ଗମ ଗାଁଗୁଡ଼ିକରେ ମଧ୍ୟ…

ମୋଦିଙ୍କ ବାସଭବନରେ ନୂଆ ଅତିଥି: ନାମକରଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଏକ ନୂତନ ଅତିଥି ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରି ଏହି ସୂଚନା ଦେଇଛନ୍ତି। ଏହି ଭିଡିଓରେ ତାଙ୍କୁ ଏକ ବାଛୁରୀ ସହିତ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦି…

ସ୍କୁଲ ଚାଲିଥିବାବେଳେ ପଶିଗଲା ଚିତାବାଘ: ଆଉ ତା’ପରେ

ଲକ୍ଷ୍ନୌ,୧୪।୮: ଉତ୍ତରପ୍ରଦେଶର ବିଜନୋର ଜିଲାର ହାଲଦୌର ଅଞ୍ଚଳରେ ଏକ ଚିତାବାଘ ଆତଙ୍କ ସୃଷ୍ଟି କରିଛି। ସ୍କୁଲ ଚାଲିଥିବାବେଳେ ଚିତାବାଘ ପଶିଯିବାରୁ ସ୍କୁଲ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ଚିତାବାଘ ପଜାନିଆର ଇସାପୁର ଗ୍ରାମରେ ଅବସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ କରିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri