Home

Grammy Awardରେ ସମ୍ମାନିତ ହେଲେ ଦଲାଇ ଲାମା, ଜାଣନ୍ତୁ କେଉଁ କାରଣ ପାଇଁ ବୌଦ୍ଧ ଧର୍ମଗୁରୁଙ୍କୁ ମିଳିଛି ପ୍ରତିଷ୍ଠିତ ସମ୍ମାନ

ନୂଆଦିଲ୍ଲୀ,୨।୨: ବୌଦ୍ଧ ଧାର୍ମ ସବୁଠାରୁ ବଡ଼ ଧର୍ମଗୁରୁ ଦଲାଇ ଲାମା ଗ୍ରାମୀ ପୁରସ୍କାର ଜିତିଛନ୍ତି। ୧୪ତମ ଦଲାଇ ଲାମା ୬୮ତମ ଗ୍ରାମୀ ପୁରସ୍କାରରେ ଏକ ପୁରସ୍କାର ଜିତିଛନ୍ତି। ଉଲ୍ଲେଖନୀୟ ଯେ ଗ୍ରାମୀ ପୁରସ୍କାର ସଂଗୀତ ଜଗତର ଏକ ଅତ୍ୟନ୍ତ ମର୍ଯ୍ୟାଦାଜନକ ପୁରସ୍କାର,…

ରାଜ୍ୟ ସଭା ନିର୍ବାଚନ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, ରାଜ୍ୟ ସ୍ବାର୍ଥ ପାଇଁ ନବୀନଙ୍କୁ ଭେଟିବି

ଭୁବନେଶ୍ୱର,୨ା୨: ରାଜ୍ୟ ସଭା ନିର୍ବାଚନକୁ ନେଇ ଆଜି ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଦାସ । ମର୍ଯ୍ୟାଦା ପାଇଁ ରାଜ୍ୟ ସଭା ନିର୍ବାଚନ ଲଢ଼ିବୁ ବୋଲି କହିଛନ୍ତି। ରାଜ୍ୟର ବୃହତ ସ୍ବାର୍ଥ ପାଇଁ ଦିନେ ଦୁଇଦିନ ଭିତରେ ନବୀନଙ୍କ ସହ…

ବ୍ରିଜ୍‌ରୁ ୩୦ ଫୁଟ ତଳକୁ ଖସିଲା ଟ୍ରକ୍‌, ହେଲ୍ପର ମୃତ, ଗୁରୁତର ହୋଇ ଚାଳକ…

ରାଉରକେଲା,୨ା୨(ସଙ୍ଗୀତା ଜେନା): ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ରାଉରକେଲାରୁ କୁଆଁରମୁଣ୍ଡା ଯାଉଥିବା ଏକ ୧୮ଚକିଆ ଟ୍ରକ୍‌ ରବିବାର ବିଳମ୍ବିତ ରାତିରେ ଅଣାୟତ ହୋଇ ଯମୁନା ନାକି ବ୍ରିଜର ପାଚେରି ଭାଙ୍ଗି ୩୦ ଫୁଟ ତଳକୁ ବ୍ରାହ୍ମଣୀ ନଦୀରେ ଖସିପଡ଼ିଛି। ଏଥିରେ ହେଲ୍ପରଙ୍କର…

ମିଲର୍ସଙ୍କ ମନମୁଖି କାର୍ଯ୍ୟ: ମଣ୍ଡିରେ ପଡ଼ିରହିଛି ୪ ହଜାର କ୍ୱିଣ୍ଟାଲ ଧାନ

କେସିଙ୍ଗା,୨।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟର ଧାନ ମଣ୍ଡିରେ ଦୀର୍ଘ ଦିନ ହେଲା ଧାନ ପଡ଼ିରହିଛି। ପ୍ରବଳ ଶୀତ କାକରରେ ଚାଷୀମାନେ ଖୋଲା ପଡ଼ିଆରେ ଦିନ ରାତି ପାଳିକରି ଧାନକୁ…

ଛାତିଥରା ଘଟଣା; ଏକାଥରେ ବିଷ ପିଇଲେ ୫ ନାବାଳିକା, ଏକାଠି ଜଳିଲା ଜୁଇ

ପାଟନା, ୨।୨: ବିହାରର ଔରଙ୍ଗାବାଦ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏଠାକାର ଏକ ଗାଁରେ ପାଞ୍ଚ ଜଣ ନାବାଳିକା ଏକାଠି ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁସାରେ, ଏହି ଝିଅମାନଙ୍କ ମଧ୍ୟରୁ ଚାରି ଜଣଙ୍କର…

ICCର ନିୟମ ଭାଙ୍ଗିଲେ ଏହି ଖେଳାଳି! ଖେଳ ସମୟରେ କଲେ ଏମିତି କାମ ଯାହା ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨।୨: ICC ପୁରୁଷ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ୧୨ତମ ମ୍ୟାଚ ରବିବାର, ଫେବୃଆରୀ ୧ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିଲା। ଏହି ମ୍ୟାଚ ବୁଲାୱାୟୋର କୁଇନ୍ସ ସ୍ପୋର୍ଟସ କ୍ଲବରେ ଖେଳାଯାଇଥିଲା। ପୂର୍ବତନ ପାକିସ୍ତାନ ଅଧିନାୟକ ସରଫରାଜ ଅହମ୍ମଦ…

ପୁଣି ହଜାର ହଜାର ଟଙ୍କା କମିଲା ସୁନା ଦର: ୧୦ ଗ୍ରାମ ପିଛା ଅଛି…

ନୂଆଦିଲ୍ଲୀ,୨।୨: ସୁନାର ମୂଲ୍ୟ ଆହୁରି ହ୍ରାସ ପାଇଛି। ସପ୍ତାହର ଆରମ୍ଭ ଦିନ ଅର୍ଥାତ୍‌ ସୋମବାର ପୁଣି ଖସିଛି ସୁନା, ରୁପା ଦର। ୨୪ କ୍ୟାରେଟ ସୁନା ଦର ୯ ହଜାର ୫୦ ଟଙ୍କା ଖସିଛି। ଫଳରେ ୧୦ ଗ୍ରାମ ପିଛା ୨୪…

ଅଜିତ ପାଓ୍ବାରଙ୍କ ଅନ୍ତିମ ସଂସ୍କାରରେ ୩୦ ଲକ୍ଷ ଟଙ୍କାର ଗହଣା ଚୋରି!

ମୁମ୍ବାଇ,୨।୨: ମହାରାଷ୍ଟ୍ରର ବାରାମତୀରେ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ପ୍ରିୟ ନେତା ‘ଅଜିତ ଦାଦା’ଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକତ୍ରିତ ହୋଇଥିବା ବେଳେ, ଚୋରମାନେ ଏହି ଦୁଃଖଦ ଘଟଣାର ସୁଯୋଗ ନେଇ ଏକ ବଡ଼ ଅପରାଧ ଘଟାଇଥିଲେ। ଅନ୍ତିମ ସଂସ୍କାର…

ଶରଦ ପାଓ୍ବାରଙ୍କୁ ଶକ୍ତ ଝଟକା, ଅଜିତ ଯିବା ପରେ ବଦଳିଗଲା NCP!

ମୁମ୍ବାଇ,୨।୨: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ମହାରାଷ୍ଟ୍ର ସଭାପତି ସୁନୀଲ ତତକରେ ସ୍ପଷ୍ଟ କରିଛନ୍ତି ଯେ ଏନଡିଏ ସହିତ ରହିବା ପାଇଁ ତାଙ୍କ ଦଳର ନିଷ୍ପତ୍ତି ଦୃଢ଼ ଏବଂ ଅଟଳ। ସେ କହିଛନ୍ତି ଯେ ଭାଜପା ନେତୃତ୍ୱାଧୀନ ଏନଡିଏ ସହିତ ରହିବାକୁ…

ସଂଗ୍ରାମଙ୍କ ଘରେ ପଶିଲେ ସଶସ୍ତ୍ର ଚୋର: ଆଉ ତା’ପରେ…

କେନ୍ଦୁଝର,୨।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରେ ବଢୁଛି ଚୋରି। ରବିବାର ରାତି ପ୍ରାୟ ୧୦ଟାରେ କାଞ୍ଜିପାଣି ଥାନା ବାୟାପଣ୍ଡାଧାର ଗ୍ରାମରେ ସଂଗ୍ରାମ କେଶରୀ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶି ସଶସ୍ତ୍ର ଲୁଟ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରାୟ…

ଭାଜପାର ବରିଷ୍ଠ ନେତାଙ୍କ ପରଲୋକ, ରାଜସ୍ଥାନ କ୍ୟାବିନେଟରେ ଥିଲେ ମନ୍ତ୍ରୀ

ଜୟପୁର,୨।୨: ସୋମବାର ସକାଳେ ବରିଷ୍ଠ ଭାଜପା ନେତା ହେମ ସିଂହ ଭଦାନାଙ୍କ ଦେହାନ୍ତ ହୋଇଛି। ତାଙ୍କର ୫୫ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ରାଜସ୍ଥାନ ରାଜନୀତିର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଥିଲେ ଏବଂ ଗତ ପାଞ୍ଚ…

T20 Pakistan Vs India: ପାକିସ୍ତାନୀ କହିଲେ, ‘ମରିବୁ ପଛେ, ହେଲେ…’

ଇସଲାମାବାଦ,୨।୨: ପାକିସ୍ତାନ ସରକାର ୨୦୨୬ ଟି-୨୦ ବିଶ୍ୱକପ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ଘୋଷଣା କରିଛି ଯେ ଦଳ ଫେବୃଆରୀ ୧୫ ରେ ଭାରତ ବିପକ୍ଷରେ ଖେଳିବ ନାହିଁ। ଏହି ନିଷ୍ପତ୍ତି ପରେ, ପାକିସ୍ତାନରେ ଏହି ପ୍ରସଙ୍ଗରେ ଆଲୋଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri