Home

‘ମୋଦି ଆଦାନୀ ଏକ ହୈ’, ଏମିତି ଲେଖାଥିବା ଜ୍ୟାକେଟ ପିନ୍ଧି ଚର୍ଚ୍ଚାରେ ପ୍ରିୟଙ୍କା-ରାହୁଲ

ନୂଆଦିଲ୍ଲୀ,୫।୧୨: ଆଦାନୀ ପ୍ରସଙ୍ଗରେ ଏକ ନିଆରା ଶୈଳୀରେ କଂଗ୍ରେସ ଏମପିମାନେ ଗୁରୁବାର ପାର୍ଲାମେଣ୍ଟରେ ‘ମୋଦୀ ଆଦାନୀ ଗୋଟିଏ’ ସ୍ଲୋଗାନ ଦେଇ ଜ୍ୟାକେଟ ପିନ୍ଧି ପ୍ରଦର୍ଶନ କରିଥିଲେ। ଆମେରିକୀୟ ଓକିଲମାନେ ଆଦାନୀ ଗ୍ରୁପ ଉପରେ ଲାଞ୍ଚ ଅଭିଯୋଗ କରିଛନ୍ତି। ମୋଦି-ଆଦାନୀ ସ୍ଲୋଗାନ ଦେଇ…

ତାଲା ଭାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ରରୁ ଦୁର୍ବୃତ୍ତ ଲୁଟିନେଲେ ଏଲ୍‌ଇଡି ଟିଭି, ପ୍ରିଣ୍ଟର

ଭୁବନ,୫ା୧୨(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଓଡ଼ିଶ ଗ୍ରାମରେ ଥିବା ପ୍ରାଥମିକ ସାସ୍ଥ୍ୟକେନ୍ଦ୍ରରୁ ବୁଧବାର ବିଳମ୍ବିତ ରାତିରେ ଏଲ୍‌ଇଡି ଟିଭି ଓ ପ୍ରିଣ୍ଟର ଚୋରି ହୋଇଯାଇଛି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଘରକୁ ଫେରିବାର ପରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି…

ଶପଥ ପୂର୍ବରୁ ପୁଣି ସର୍ତ୍ତ ରଖିଦେଲେ ଶିନ୍ଦେ, ହରଡ଼ଘଣାରେ ଭାଜପା

ମୁମ୍ବାଇ,୫।୧୨: ମହାରାଷ୍ଟ୍ରରେ ମହା ସସପେନ୍ସ ଶେଷ ହୋଇଛି। ଗୁରୁବାର ଦେବେନ୍ଦ୍ର ଫଡନଭିସ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। କକିନ୍ତୁ ଶପଥ ଗ୍ରହଣ ପୂର୍ବରୁ ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ପୁଣି ଚିନ୍ତା ବଢାଇଛନ୍ତି। ଶିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଛନ୍ତି, ହେଲେ…

ଓ୍ବାଚ୍‌ ଟାଓ୍ବାର ନିର୍ମାଣ ଅଧାପନ୍ତରିଆ: ପର୍ଯ୍ୟଟକ ନିରାଶ, ଅନୁଦାନ ପାଇଁ ଚିଠି

ଦାରିଙ୍ଗବାଡ଼ି,୫ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଏବେ ପର୍ଯ୍ୟଟକଙ୍କ ଆଗମନ ହେଉଥିବାବେଳେ ଡିସେମ୍ବର ୨୦ରୁ ଜାନୁଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପ୍ରତିବର୍ଷ ପର୍ଯ୍ୟଟକଙ୍କ ଭିଡ଼ ଅଧିକ ଦେଖିବାକୁ ମିଳିଥାଏ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ଥାନୀୟ ଓ ଜିଲା ପ୍ରଶାସନ ପକ୍ଷରୁ…

ସବୁ ବିଗାଡ଼ିବା ମୁଡରେ ଅଛନ୍ତି ଅଜିତ, ଚାଚା ଶରଦ ପାଓ୍ବାରଙ୍କୁ ଦେବେ ବଡ଼ ଝଟ୍‌କା!

ମୁମ୍ବାଇ,୫।୧୨: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ ସରିଯାଇଥିଲେ ମଧ୍ୟ ଅନେକ ଟୁଇଷ୍ଟ ଜାରି ରହିଛି। ଗୋଟିଏ ପଟେ ଦେବେନ୍ଦ୍ର ଫଡନାଭିସ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବାବେଳେ ଅନ୍ୟପକ୍ଷରେ ଅଜିତ ପାୱାର ଷଷ୍ଠ ଥର…

ବାଂଲାଦେଶରେ କମୁନି ହିନ୍ଦୁଙ୍କ ଉପରେ ହିଂସା, ଘର ଛାଡିଲେଣି ୨୦୦ ପରିବାର

ଢାକା,୫।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ହିଂସା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଛି। ୟୁନୁସ ସରକାରଙ୍କ ହସ୍ତକ୍ଷେପ ସତ୍ତ୍ୱେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି। ମୌଳବାଦୀଙ୍କ ଏକ ଦଳ ସୁମଙ୍ଗଞ୍ଜ ଜିଲାର ହିନ୍ଦୁମାନଙ୍କ ଘର ଉପରେ ଆକ୍ରମଣ କରିଥିବା ଜଣାପଡିଛି। ବୁଧବାର ପୁଣିଥରେ…

ଲଗେଜ ବ୍ୟାଗରେ ନେଉଥିଲେ ୫୮ କେଜି ରୁପା, ରେଲ୍‌ଓ୍ବେ ଷ୍ଟେଶନରେ ପଡ଼ିଲେ ଧରା

ରାଉରକେଲା,୫।୧୨(ସଙ୍ଗୀତା ଜେନା): ରାଉରକେଲା ରେଳ ଷ୍ଟେଶନ ପରିସରରୁ ଯାଞ୍ଚ ସମୟରେ ବିପୁଳ ପରିମାଣର ରୁପା ଜବତ ହୋଇ ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟକୁ ହସ୍ତାନ୍ତର କରାଯାଇଛି। ଏଥିସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ବ୍ୟକ୍ତି ଜଣଙ୍କ ତାଙ୍କ ଲଗେଜ ବ୍ୟାଗରେ ପ୍ରାୟ ୫୮…

ଶଶି ଥରୁରଙ୍କୁ ଆଲିଙ୍ଗନ କଲା ମାଙ୍କଡ, ଛାତିରେ ଭରା ଦେଇ ଶୋଇବା ପରେ…

ନୂଆଦିଲ୍ଲୀ,୫ା୧୨: କଂଗ୍ରେସ ନେତା ଶଶୀ ଥରୁର ନିଜ ‘ଏକ୍ସ’ ଆକାଉଣ୍ଟରେ ୟୁଜର୍ସଙ୍କ ସହ ଏକ ଅଭୂତପୂର୍ବ ଅନୁଭୂତି ବାଣ୍ଟିଛନ୍ତି। ଥିରୁଭାନନ୍ତପୁରମ୍‌ ଏମ୍‌ପି ଥରୁ ଘର ବଗିଚାରେ ବସିଥିବାବେଳେ ଏକ ମାଙ୍କଡ଼ ଆସି ତାଙ୍କ କୋଳରେ ବସିଥିଲା। ମାଙ୍କଡ଼ ଥରୁରଙ୍କୁ ଆଲିଙ୍ଗନ କରିବା…

ଦେବେନ୍ଦ୍ର ଫଡ଼ନାଭିସଙ୍କ ଶପଥ ଗ୍ରହଣର ଗେଷ୍ଟ ଲିଷ୍ଟ ଆସିଲା ସାମ୍ନାକୁ, ମୋଦି ଶାହାଙ୍କ ସମେତ ଜାଣନ୍ତୁ କିଏ କିଏ ହେବେ ସାମିଲ

ମୁମ୍ବାଇ,୫।୧୨: ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ ନୂତନ ସରକାର ଗଠନ ପାଇଁ ବରିଷ୍ଠ ଭାଜପା ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ଆମନ୍ତ୍ରଣ କରିଛନ୍ତି। ସେ ଗୁରୁବାର ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଦକ୍ଷିଣ ମୁମ୍ବାଇର ଆଜାଦ ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଫିଲ୍ମ ଷ୍ଟାଇଲ୍‌ରେ ଘର ଭିତରେ ପଶି ହାଣିଲେ, ଲୁଟି ନେଲେ ସୁନାଗହଣା-ଟଙ୍କା

ଭଦ୍ରକ, ୫।୧୨(ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ବଡ଼ ନପଙ୍ଗ ଗାଁରେ ସଶସ୍ତ୍ର ଡକାୟତି ହୋଇଛି l ଗାଁର ମାଧବ ସେଠୀଙ୍କ ଘରେ ପଶି ଦୁର୍ବୁତ୍ତମାନେ ଭୁଜାଲି ଦେଖାଇ ଭୟଭୀତ କରିବା ସହିତ କୋଦାଳରେ ଆକ୍ରମଣ କରି ଡକାୟତି କରିଛନ୍ତି…

ବିଶ୍ୱକୁ ସ୍ତବ୍ଧ କଲା ଭାରତ: ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ

ମସ୍କୋ,୫।୧୧:ଭାରତ ପୁଣି ଥରେ ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଏଥର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ ପଦକ୍ଷେପକୁ ବିଶେଷ କରି ମେକ ଇନ ଇଣ୍ଡିଆ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଭାରତରେ କ୍ଷୁଦ୍ର ଓ ମଧ୍ୟମ…

ପରିତ୍ୟକ୍ତ ଅବସ୍ଥାରେ ଜନଜାତି ସଂଗ୍ରାହାଳୟ:ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡି, ୫।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ହିଲିଭିୟୁ ପାର୍କ ପରିସର ମଧ୍ୟରେ ରହିଛି ଜନଜାତି ସଂଗ୍ରାହାଳୟ। ହେଲେ ଖୋଲିବାର ମାତ୍ର କିଛି ଦିନ ମଧ୍ୟରେ ଉକ୍ତ ସଂଗ୍ରାହାଳୟଟିରେ ତାଲା ଝୁଲୁଛି। ଏବେ ଉକ୍ତ କୋଠା ବିପଦପୂର୍ଣ୍ଣ ଅବସ୍ଥାରେ ପଡିରହିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri