ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ହକି ଦଳ
ପ୍ୟାରିସ,୮।୮: ସ୍ପେନକୁ ୨-୧ରେ ପରାସ୍ତ କରି ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତି ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛି। ଅଧିନାୟକ ହରମନପ୍ରୀତ ସିଂଙ୍କ ଡବଲ ଗୋଲ ବଳରେ ଭାରତ ଏହି ବିଜୟ ହାସଲ କରିଛି। ପ୍ରଥମ କ୍ୱାର୍ଟରରେ ଉଭୟ…
୭୮ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କଲେ ମନ୍ତ୍ରୀ
ମୋରଡ଼ା,୮ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ାସ୍ଥିତ ତହସିଲ କାର୍ଯ୍ୟାଳୟରେ ‘ମୋ ଜଙ୍ଗଲ ମୋ ଜମି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନ୍ତର୍ଜାତୀୟ ବିଶ୍ୱ ଜନଜାତି ଦିବସ ଅବସରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୋରଡ଼ା ବିଧାୟକ ତଥା ଗୃହ ଓ଼…
ଭିନେଶଙ୍କ ପାଇଁ ଖୁସିଖବର, ମିଳିପାରେ ପଦକ!
ନୂଆଦିଲ୍ଲୀ,୮।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ ସ୍ବର୍ଣ୍ଣ ପଦକ ମ୍ୟାଚ ପୂର୍ବରୁ ଭାରତୀୟ ମହିଳା ରେସଲର ଭିନେଶ ଫୋଗଟଙ୍କୁ ନିର୍ଦ୍ଦିଷ୍ଟ ଓଜନଠାରୁ ୧୦୦ ଗ୍ରାମ ଅଧିକ ଥିବାରୁ ଅଯୋଗ୍ୟ କରାଯାଇଥିଲା। ଏହି ନିଷ୍ପତ୍ତି ପରେ ଭାରତୀୟ ଅଲିମ୍ପିକ ଆସୋସିଏସନ…
ସଂସଦ ଚାଲିଥିବା ବେଳେ ଶୋଇପଡ଼ିଲେ ଏହି ନେତା, ଗିରିରାଜ ସିଂ ଇସାରା କରି କହିଲେ…
ନୂଆଦିଲ୍ଲୀ,୮ା୮: କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଗୁରୁବାର ଲୋକ ସଭାରେ ଓ୍ବାକଫ ବୋର୍ଡ ସଂଶୋଧନ ବିଲ୍ ଆଗତ କରିଛନ୍ତି ଏବଂ ବିଭିନ୍ନ ଦଳର ଦାବି ଅନୁଯାୟୀ ସଂସଦର ମିଳିତ କମିଟି ନିକଟକୁ ଏହି ବିଲ୍ ପଠାଇବାକୁ ପ୍ରସ୍ତାବ ଦେଇଛନ୍ତି। ସେ କହୁଥିବା ସମୟରେ…
ଚକିତ ହୋଇଯାଇଥିଲା ବ୍ରିଟିଶ୍ ଶାସନ
ଭାରତର ସ୍ବାଧୀନତା ସହ ଜଡ଼ିତ ଏମିତି କେତେକ ଘଟଣା ରହିଛି, ଯାହା ଅବିସ୍ମରଣୀୟ ଇତିହାସରେ ପରିଣତ ହୋଇଛି। ସେଥିମଧ୍ୟରୁ ଅନ୍ୟତମ ହେଉଛି ଭାରତ ଛାଡ଼ ଆନ୍ଦୋଳନ। ୧୯୪୨ ମସିହା ଆଜିର ଦିନ ଅର୍ଥାତ୍ ୮ ଅଗଷ୍ଟରେ ଭାରତଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିଲା।…
ବଡ଼ ହୃଦୟ ଦେଖାଇଲେ ଅକ୍ଷୟ କୁମାର: ଏତିକି ଟଙ୍କା କଲେ ଦାନ
ଜଣେ ଭଲ ଅଭିନେତା ହେବା ବ୍ୟତୀତ ଅକ୍ଷୟ କୁମାର ତାଙ୍କର ଉଦାରତା ପାଇଁ ଜଣାଶୁଣା। ଅକ୍ଷୟ କୁମାର ଲୋକଙ୍କୁ ସାହାଯ୍ୟ କରିବାରେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ। ନିକଟରେ ଅକ୍ଷୟ କୁମାର ମୁମ୍ବାଇର ହାଜିଅଲି ଦର୍ଘା ପରିଦର୍ଶନ କରିଥିଲେ। ଅକ୍ଷୟ କୁମାରଙ୍କ…
ନାଗା ଚୈତନ୍ୟଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି: ଭାବି ସ୍ତ୍ରୀଙ୍କ ଅପେକ୍ଷା….
ଦକ୍ଷିଣ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ନାଗାର୍ଜୁନ ଫଟୋ ଶେୟାର କରି ଏହି ଖୁସିଖବର ପ୍ରଶଂସକଙ୍କୁ ଦେଇଛନ୍ତି। ସାମନ୍ଥା ରୁଥ୍ ପ୍ରଭୁଙ୍କଠାରୁ ଛାଡପତ୍ର ପରେ ନାଗା ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କୁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି।…
ରସିକ ସତ୍ୟଜିତ୍ଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇଛନ୍ତି ମହିଳା, ଏକାଧିକ ଡିଭୋର୍ସିଙ୍କ ସହ ଥିଲା ସମ୍ପର୍କ
ଭୁବନେଶ୍ୱର,୮ା୮: ୫ ସ୍ତ୍ରୀଙ୍କ ସ୍ବାମୀ ତଥା ୯୯ ରାଣୀ ରାଣୀଙ୍କ ହୃଦୟର ରାଜା ରସିକ ପ୍ରେମିକ ସତ୍ୟଜିତ୍ ସାମଲଙ୍କ ପାଇଁ କମିଶନରେଟ ପୋଲିସ ରାଜ୍ୟ ବାହାରକୁ ଯିବ। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ। ସତ୍ୟଜିତ୍ ସମ୍ପର୍କ ରଖିଥିବା…
ମନୁ ଭାକରଙ୍କ ଉପରେ ଟଙ୍କା ବର୍ଷା: ଖେଳ ମନ୍ତ୍ରୀ ଦେଲେ…
ପ୍ୟାରିସ,୮।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ଶୁଟର ମନୁ ଭାକର ଦେଶ ପାଇଁ ପ୍ରଥମ ପଦକ ଜିତିଥିଲେ। ସେ ବ୍ରୋଞ୍ଜ ପଦକ ଦେଶକୁ ଆଣିଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ ୩ଟି ପଦକ ଜିତିଛି ଏବଂ ୩ଟି ଶୁଟିଂରୁ ଆସିଛି। କ୍ରୀଡା…
୨ ପୋଲିସ କମର୍ଚାରୀ ନିଲମ୍ବିତ
ସାଲେପୁର,୮ା୮: କଟକ ଜିଲା ସାଲେପୁର ଥାନାର ଦୁଇ ପୋଲିସ କର୍ମଚାରୀଙ୍କୁ ଗୁରୁବାର ଚାକିରିରୁ ନିଲମ୍ବନ କରାଯାଇଛି। ଦୁଇ କର୍ମଚାରୀ ହେଲେ ସାଲେପୁର ଥାନାର ହୋମ୍ଗାର୍ଡ ସୁଶାନ୍ତ ସ୍ବାଇଁ ଏବଂ କନଷ୍ଟେବଳ ସଞ୍ଜୟ ଦାସ। ଅସଦାଚରଣ ଅଭିଯୋଗରେ ଗିରଫ ଅଭିଯୁକ୍ତ ସାଲେପୁର ଡାକ୍ତରଖାନାରୁ…
ସଂସଦର ମାହୋଲକୁ କରିଦେଉଛ ଗୋଳିଆ: ଅଖିଳେଶଙ୍କୁ କାହିଁକି ଏମିତି କହିଲେ ଅମିତ ଶାହା
ନୂଆଦିଲ୍ଲୀ,୮।୮: ମୋଦି ସରକାର ଗୁରୁବାର ଲୋକ ସଭାରେ ୱାକଫ ସଂଶୋଧନ ବିଲ ଉପସ୍ଥାପନ କରିଛନ୍ତି। ବିରୋଧୀମାନେ ସର୍ବସମ୍ମତି କ୍ରମେ ଏହି ବିଲ୍ ବିରୋଧ କରି ହଟ୍ଟଗୋଳ ସୃଷ୍ଟି କରିଥିଲେ। ଗୃହର ପ୍ରକ୍ରିୟା ସମୟରେ ଏସପି ସଭାପତି ଅଖିଳେଶ ଯାଦବ ଏବଂ ଅମିତ…
୨ ମିନିଟ୍ରେ ଦୁଇ ଶକ୍ତିଶାଳୀ ଭୂକମ୍ପ, ସୁନାମୀ ଆଲର୍ଟ ଜାରି
ଟୋକିଓ,୮ା୮: ଜାପାନରେ ଦୁଇ ମିନିଟ୍ ମଧ୍ୟରେ ୨ଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ଯଥାକ୍ରମେ ୬.୯ ଓ ୭.୧ ରହିଥିଲା। ଦକ୍ଷିଣପଶ୍ଚିମରେ ଥିବା କ୍ୟୁଶ୍ୟୁ ଦ୍ୱୀପ ଓ ଶିକୋକୁରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଦୁଇ…
Archives


