Home

ଶେଷରେ ବିସିସିଆଇ କଥା ମାନିଲେ କୋହଲି-ରୋହିତ

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ୨୦୨୪ ଦୁଲିପ ଟ୍ରଫିରେ ଖେଳୁଥିବା ଦେଖିବାକୁ ମିଳିବ। ବିରାଟ ଏବଂ ରୋହିତ ଦୀର୍ଘ ଦିନ ଧରି ଘରୋଇ କ୍ରିକେଟ ଖେଳି…

ଅଧ୍ୟକ୍ଷାଙ୍କ ବିପକ୍ଷରେ ସମସ୍ତ କାଉନସିଲର ଦେଲେ ଭୋଟ୍‌, ହାରିଗଲେ ଅଧ୍ୟକ୍ଷା

ଭବାନୀପାଟଣା,୧୨ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକାରେ ସୋମବାର ପୂର୍ବାହ୍ନ ୧୧ ଟାରେ ଅନାସ୍ଥା ଭୋଟ ଗ୍ରହଣ କରାଯାଇଥିଲା। ସ୍ଥାନୀୟ ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିପକ୍ଷରେ ସମସ୍ତ ୨୦ କାଉନସିଲର ଭୋଟ୍‌ ଦେଇଥିଲେ ବୋଲି ଉପାଧ୍ୟକ୍ଷା ବିଷ୍ଣୁ ପ୍ରଧାନ…

ବିବାହ ପକ୍କା! ନୀରଜ ଚୋପ୍ରାଙ୍କୁ ଭେଟିଲେ ମନୁ ଭାକରଙ୍କ ମା’, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୧୨ା୮: ଶେଷ ହୋଇଛି ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସ। ଏହି ଅଲିମ୍ପିକ୍ସରେ ଭାରତ ମୋଟ୍‌ ୬ଟି ପଦକ ଜିତିଥିଲା। ଏହି ଅଲିମ୍ପିକ୍ସର ଭାରତର ପ୍ରଥମ ପଦକ ମହିଳା ଶୁଟର ମନୁ ଭାକର ଜିତିଥିଲେ। ଭାରତ ମୋଟ୍‌ ପାଞ୍ଚଟି ବ୍ରୋଞ୍ଜ ପଦକ ଜିତିଥିବା ବେଳେ…

ରାହୁଲ ଗାନ୍ଧୀ ସବୁଠାରୁ ଅଧିକ ଭୟଙ୍କର…

ନୂଆଦିଲ୍ଲୀ, ୧୨।୮: ବଲିଉଡ ଅଭିନେତ୍ରୀ ତଥା ଏମପି କଙ୍ଗନା ରାନାଓ୍ବତ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ଭାଜପା ଏମପି ରାହୁଲଙ୍କୁ ସବୁଠାରୁ ବିପଜ୍ଜନକ ବ୍ୟକ୍ତି ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଦେଶ ନଷ୍ଟ କରିବା ପରେ…

ଭିନେଶଙ୍କୁ ଦିଆଯାଉ ଭାରତ ରନ୍ନ… ସପକ୍ଷରେ ବାହାରିଲା ଖାପ ପଞ୍ଚାୟତ

ନୂଆଦିଲ୍ଲୀ,୧୨।୮: ରବିବାର ହରିୟାଣାର ଅନେକ ଖାପ ପଞ୍ଚାୟତ ମହିଳା ରେସଲର ଭିନେଶ ଫୋଗଟଙ୍କ ସମର୍ଥନରେ ବାହାରିଥିଲେ। ସୂଚନାଯୋଗ୍ୟ,, ୧୦୦ଗ୍ରାମ ଅଧିକ ଓଜନ ହେତୁ ପ୍ୟାରିସ ଅଲିମ୍ପିକ୍ସର ଫାଇନାଲରୁ ଭିନେଶ ଫୋଗଟ ଅଯୋଗ୍ୟ ହୋଇଥିଲେ। ତେବେ ଖାପ ପଞ୍ଚାୟତ (ଜାତି ଆଧାରରେ) ହରିୟାଣାର…

ବାଇକ୍‌ ଉପରେ ମାଡ଼ିଗଲା ଟ୍ରକ୍‌, କୁନି ପୁଅ ଆଗରେ ଚାଲିଗଲା ମା-ବାପାଙ୍କ ଜୀବନ

ଉମରକୋଟ,୧୨ା୮(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟର କୁନ୍ଦେଇ ଥାନା ରାବଣାଗୁଡ଼ା ଛକ ନିକଟରେ ସୋମବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକ୍‌ ଉପରେ ଏକ ଟ୍ରକ୍‌ ମାଡ଼ି ଯିବାରୁ ମା-ବାପାଙ୍କ ଜୀବନ ଚାଲିଯାଇଥିବା ବେଳେ ୯ ବର୍ଷର ପୁଅ ଅଳ୍ପକେ…

ଜ୍ୟାକଲିନଙ୍କ ଜନ୍ମଦିନରେ ପୁଣି ମହଙ୍ଗା ଉପହାର ଦେଲେ ସୁକେଶ

ମୁମ୍ବାଇ,୧୨।୮: ଦିଲ୍ଲୀର ତିହାର ଜେଲରେ ରହୁଥିବା ଠକ ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଜ୍ୟାକଲିନ ଫନାଡିଜଙ୍କୁ ଏକ ୟାଚ ବା ଜାହାଜ ଉପହାର ଦେଇଛନ୍ତି। ଜ୍ୟାକଲିନ ତାଙ୍କର ୩୯ତମ ଜନ୍ମଦିନକୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ରବିବାର ଦିନ ପାଳନ କରିଥିଲେ। ସୁକେଶ…

ରାଜ୍ୟପାଳ-ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରୁ ହଟିବେ ୧୦୨ ପୋଲିସ କର୍ମଚାରୀ

ନୂଆଦିଲ୍ଲୀ,୧୨।୮: ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ୧୦୨ ପୋଲିସ କର୍ମଚାରୀଙ୍କୁ ହଟାଇ ଦିଆଯିବ। ସେମାନଙ୍କ ସ୍ଥାନରେ ପିଏସି, କମିଶନରେଟ୍‌, ଏସ୍‌ଡିଆର୍‌ଏଫ୍‌ ଏବଂ ସ୍ବତନ୍ତ୍ର ସୁରକ୍ଷା ବଳରେ ନିୟୋଜିତ କନଷ୍ଟେବଳ ଏବଂ ହେଡ କନଷ୍ଟେବଳଙ୍କୁ ନିଯୁକ୍ତ କରାଯିବ। ମାନ୍ୟଗଣ୍ୟ ବ୍ୟକ୍ତିଙ୍କ…

ସିସୋଡିଆଙ୍କ ପରେ ଜେଲ୍‌ରୁ ବାହାରିବେ କେଜ୍‌ରିଓ୍ବାଲ!

ନୂଆଦିଲ୍ଲୀ,୧୨ା୮: ସୁପ୍ରିମକୋର୍ଟରେ ସିବିଆଇ ଗିରଫକୁ  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଚ୍ୟାଲେଞ୍ଜ କରିଛନ୍ତି। କେଜ୍‌ରିଓ୍ବାଲଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି ଶୀଘ୍ର ଶୁଣାଣି କରିବାକୁ ଦାବି କରିଛନ୍ତି। ପ୍ରଧାନ ବିଚାରପତି ତାଙ୍କୁ ଆନୁଷ୍ଠାନିକ ଭାବେ ଏକ ଇମେଲ ପଠାଇବାକୁ…

ହୋଟେଲ ଛାତ ଉପରେ ହେଲିକପ୍ଟର କ୍ରାସ, ୪୦୦ ଲୋକ ଉଦ୍ଧାର

ସିଡନୀ,୧୨।୮: ଅଷ୍ଟ୍ରେଲିଆର କେନର୍‌ସ ସହରର ଏକ ହୋଟେଲ ଛାତରେ ଏକ ହେଲିକପ୍ଟର ଖସିପଡିଛି। ଏହାନରେ ତୁରନ୍ତ ଜରୁରୀକାଳୀନ ଦଳକୁ ଡକାଯାଇଥିଲା। ପୋଲିସ ତୁରନ୍ତ ପୁରା ହୋଟେଲରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ପ୍ରାୟ ୪୦୦ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଅଷ୍ଟ୍ରେଲୀୟ ଗଣମାଧ୍ୟମ ଅନୁଯାୟୀ…

ବାଂଲାଦେଶର ନୂଆ ବସ୍‌ ମହମ୍ମଦ ୟୁନୁସଙ୍କୁ ମିଳିଲା ପୁରସ୍କାର! ପ୍ରଥମେ ୬ ମାସର ଜେଲଦଣ୍ଡରୁ ମୁକ୍ତି

ଢାକା,୧୨।୮: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ପଦରୁ ଇସ୍ତଫା ଦେବା ପରେ ସେଠାକାର ସ୍ଥିତିରେ କୌଣସି ସୁଧାର ଆସିନାହିଁ। ଏବେବି ହିଂସା ଲାଗି ରହିଛି। ତାଙ୍କ ପରେ ଦେଶର ଦାୟିତ୍ୱ ଗ୍ରହଣ କରିଛନ୍ତି ମହମ୍ମଦ ୟୁନୁସ। ଏହି ଦାୟିତ୍ୱ ଗ୍ରହଣ…

ଜୟଶଙ୍କର ପହଞ୍ଚିବା ପରେ ମାଳଦ୍ୱୀପର ଅହଂକାର ଭାଙ୍ଗିଲା

ମାଲେ,୧୨।୮: ଭାରତ ଏବଂ ଏହାର ଛୋଟ ପଡୋଶୀ ଦେଶ ମାଲଦ୍ୱୀପ ମଧ୍ୟରେ ସମ୍ପର୍କ ପୁଣି ଥରେ ଟ୍ରାକ୍‌କୁ ଫେରୁଛି। ଚାଇନା ସମର୍ଥନ ସତ୍ତ୍ୱେ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତ ସହ ସମ୍ପର୍କ ନଷ୍ଟ କରିବାକୁ ଚାହୁଁନାହାଁନ୍ତି। ଏହି କାରଣରୁ ସେ ବର୍ତ୍ତମାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri