ଚିରାଗ ପାସଓ୍ବାନଙ୍କ ପରେ ଭାଜପାକୁ ପାନେ ଦେଲେ ଜିତନ ରାମ ମାନ୍ଝୀ
ପାଟନା,୧୧।୧୦: କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମାନ୍ଝୀଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ହମ) ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଅତି କମରେ ୧୦ଟି ଆସନରେ ପ୍ରାର୍ଥୀ ଦେବ। ହମ (ଧର୍ମନିରପେକ୍ଷ) କେନ୍ଦ୍ରରେ ଶାସକ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ର…
କଂଗ୍ରେସକୁ ଓମାର ଅବଦୁଲ୍ଲାଙ୍କ ଅଲ୍ଟିମେଟମ:ଗୋଟିଏ ଦିନ ସମୟ ଦେଲୁ…ନଚେତ୍
ନୂଆଦିଲ୍ଳୀ,୧୧।୧୦: ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ଓମାର ଅବଦୁଲ୍ଲା ପ୍ରସ୍ତୁତ ଅଛନ୍ତି। ଏହାପୂର୍ବରୁ ସେ କହିଛନ୍ତି, ଜମ୍ମୁ କଶ୍ମୀରରେ ନ୍ୟାଶନାଲ୍ କନଫରେନ୍ସ(ଏନ୍ସି)ର ଆସନ ୪୬ରେ ପହଞ୍ଚିଛି। କାରଣ ୪ଟି ସ୍ବାଧୀନ ବିଧାୟକ ଦଳକୁ ସମର୍ଥନ କରିଛନ୍ତି। ବର୍ତ୍ତମାନ ସରକାର…
ଲେବାନନ ଉପରେ ଇସ୍ରାଏଲର ରକେଟ୍ ମାଡ଼: ୨୨ ମୃତ, ଶତାଧିକ ଆହତ
ଜେରୁଜେଲମ୍,୧୧ା୧୦: ଥମୁନି ଇସ୍ରାଏଲ-ଇରାନ ଯୁଦ୍ଧ। ଲେବାନନ ଉପରେ ଇସ୍ରାଏଲ ଘନଘନ ରକେଟ୍ ମାଡ଼ କରିଛି। ବେରୁଟର ଏକ ଜନବସତି କୋଠା ଉପରେ ରକେଟ ମାଡ଼ କରିବାରୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଥିବା ସୂଚନାରୁ ଜଣାପଡ଼ିଛି। ବିନା ସତର୍କ…
୧୧ ଲକ୍ଷ ପିଲା ବାଲ୍ୟବିବାହ କରିବା ଆଶଙ୍କା
ନୂଆଦିଲ୍ଲୀ,୧୧ା୧୦: ୨୦୨୩-୨୪ ବର୍ଷରେ ୧୧.୪ ଲକ୍ଷ ପିଲା ବାଲ୍ୟବିବାହ କରିବା ଆଶଙ୍କା ରହିଥିଲା, ଯେଉଁମାନଙ୍କୁ ନ୍ୟାଶନାଲ କମିଶନ ଫର୍ ପ୍ରୋଟେକ୍ସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନ୍ସିପିସିଆର୍) ଚିହ୍ନଟ କରିଥିବା ଗୁରୁବାର କହିଛି। ସେମାନଙ୍କ ବାଲ୍ୟବିବାହକୁ ରୋକିବା ଦିଗରେ ଏନ୍ସିପିସିଆର୍ ପରିବାର କାଉନ୍ସେଲିଂ,…
ହରିୟାଣା ଖେଳକୁ ମହାରାଷ୍ଟ୍ରରେ ଦୋହରାଇବାକୁ ଚାହୁଁଛି ଭାଜପା!
ମୁମ୍ବାଇ,୧୦।୧୦: ହରିୟାଣାରେ ଚମତ୍କାର ବିଜୟ ଦ୍ୱାରା ଉତ୍ସାହିତ ହୋଇ ଭାଜପା ମହାରାଷ୍ଟ୍ରରେ ମଧ୍ୟ ସମାନ ସଫଳତାର ପୁନରାବୃତ୍ତି କରିବାକୁ ଚାହୁଁଛି। ଏଥିପାଇଁ ପ୍ରୟାସ ଜୋରଦାର ହୋଇସାରିଛି। ମହାରାଷ୍ଟ୍ର ସରକାର କ୍ଷମତାକୁ ଆସିବା ମାତ୍ରେ ଭାଜପା-ଶିବସେନା-ଏନସିପି ଓବିସି ଏବଂ ଏସସି ଭୋଟରଙ୍କୁ ନେଇ…
ମହାରାଷ୍ଟ୍ର-ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖକୁ ନେଇ ଆସିଲା ବଡ ଅପଡେଟ
ନୂଆଦିଲ୍ଲୀ,୧୦।୧୦: ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଶେଷ ହେବା ପରେ ନିର୍ବାଚନ ଆୟୋଗର ଧ୍ୟାନ ବର୍ତ୍ତମାନ ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଉପରେ ରହିଛି। ଯେକୌଣସି ସମୟରେ ଆୟୋଗ ଏହା ଘୋଷଣା କରିପାରେ। ସୂଚନାନୁସାରେ, ଆସନ୍ତା ସପ୍ତାହ ଆରମ୍ଭ…
ଦୁର୍ଗାପୂଜାକୁ ନେଇ ୟୁ ଟର୍ନ ନେଲା ବାଂଲାଦେଶ, କହିଲା ଏହା କେବଳ ହିନ୍ଦୁ ନୁହେଁ ସମସ୍ତଙ୍କର ଉତ୍ସବ…
ଢାକା,୧୦।୧୦: ବାଂଲାଦେଶରେ ଶେଖ ହାସିନା କ୍ଷମତାରୁ ବିଦାୟ ନେବା ପରେ ସେଠାରେ ଥିବା ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଇଛି ଏବଂ ସେମାନଙ୍କ ବିରୋଧରେ କ୍ରମାଗତ ଭାବରେ ହିଂସା ଘଟାଇଥିବାର ଖବର ରହିଛି। ଦୁର୍ଗା ପୂଜା ଆରମ୍ଭ ପୂର୍ବରୁ ମଧ୍ୟ ଏହାର…
ଭାରତକୁ କରିବାକୁ ଚାହୁଁଥିଲା ଇସଲାମିକ ରାଷ୍ଟ୍ର, ‘ହିଜବ-ଉତ-ତାହିର’ଉପରେ ପ୍ରତିବନ୍ଧକ ଲଗାଇଲେ ମୋଦି ସରକାର
ନୂଆଦିଲ୍ଲୀ,୧୦।୧୦: ୧୯୫୩ରେ ଜେରୁଜେଲମରେ ପ୍ରତିଷ୍ଠିତ ବିଶ୍ୱର ଇସଲାମିକ ଗୋଷ୍ଠୀ ହିଜବ-ଉତ-ତାହିର (ଏଚୟୁଟି) ଗୁରୁବାର ସରକାରଙ୍କ ଦ୍ୱାରା ନିଷିଦ୍ଧ ସଂଗଠନ ଭାବରେ ଘୋଷଣା କରାଯାଇଥିଲା। କାରଣ ଏହାର ଉଦ୍ଦେଶ୍ୟ ହେଉଛି ଜିହାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ମାଧ୍ୟମରେ ସମଗ୍ର ବିଶ୍ୱରେ ଏକ ଇସଲାମିକ…
ଭାଙ୍ଗିଗଲା ଭୁପେନ୍ଦ୍ର ହୁଡାଙ୍କ ସ୍ବପ୍ନ, ପୁଅକୁ କରିପାରିଲେନି…
ଚଣ୍ଡିଗଡ଼,୧୦।୧୦: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡା ଏଥର କେବଳ କ୍ଷମତା ହରାଇବାରେ ଦୁଃଖିତ ନୁହଁନ୍ତି, ବରଂ ତାଙ୍କ ଏମପି ପୁତ୍ର ଦୀପେନ୍ଦ୍ର ସିଂ ହୁଡାଙ୍କୁ ମୁଖ୍ୟମନ୍ତ୍ରୀ କରିପାରି ନ ଥିବାରୁ ଖୁବ୍ ଦୁଃଖିତ। ଯେତେବେଳେ କଂଗ୍ରେସ ସରକାର ଗଠନ…
ଆସିଲା ହରିୟାଣାର ଶପଥ ଗ୍ରହଣ ସମାରୋହର ତାରିଖ, ୫ ଦିନ ବନ୍ଦ ରହିବ ଦୋକାନ
ଚଣ୍ଡିଗଡ଼,୧୦।୧୦: ଅକ୍ଟୋବର ୧୫ରେ ପଞ୍ଚକୁଲାରେ ହରିୟାଣାର ନୂତନ ସରକାର ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ। ଅକ୍ଟୋବର ୧୫ରେ, ନୂତନ ମୁଖ୍ୟମନ୍ତ୍ରୀ ସେକ୍ଟର ୫ରେ ପ୍ୟାରେଡ ଗ୍ରାଉଣ୍ଡରେ ରାଜ୍ୟପାଳଙ୍କ ଦ୍ୱାରା ଶପଥ…
ଭାରତର ଶତ୍ରୁ ଏବେ ଚାଲିଲାଣି ‘ଲାଠି’ର ସାହାରାରେ!
ନୂଆଦିଲ୍ଲୀ,୧୦।୧୦: ଯଦି ଆମେ ଭାରତର ଶତ୍ରୁମାନଙ୍କ ବିଷୟରେ କହିବା, ତେବେ ଚାଇନା ଏବଂ ପାକିସ୍ତାନର ନାମ ସମସ୍ତଙ୍କ ମନକୁ ଆସିବ। ହେଲେ ଏବେ ସମୟ ବଦଳିଲାଣି। ଏହି ଦୁଇଦେଶର ନାଲି ଆଖି ଏବେ ଧିରେ ଧିରେ ଫିକା ପଡିବାରେ ଲାଗିଲାଣି। ପାକିସ୍ତାନ…
ଜୟଶଙ୍କର ହଁ କହିବାରୁ ଖୁସି ହୋଇଗଲା ପାକିସ୍ତାନ…,ହେଲେ ଖରାପ ହେବ କି ସମ୍ପର୍କ? ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ
ନୂଆଦିଲ୍ଲୀ/ଇସଲାମାବାଦ,୧୦।୧୦: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଚଳିତ ମାସ ଶେଷରେ ପାକିସ୍ତାନ ଗସ୍ତ କରି ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସେ ପ୍ରାୟ ୧୦ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପାକିସ୍ତାନ ଯାଉଛନ୍ତି। ସେ…
Archives


