Home

ଗୌତମ ଗମ୍ଭୀରଙ୍କ ପୋଲ୍‌ ଖୋଲିଦେଲେ କାର୍ତ୍ତିକ: ତାଙ୍କ ଭଳି ଅଳସୁଆ….

ନୂଆଦିଲ୍ଲୀ,୧୪।୧୦: ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ପ୍ରାୟତଃ ମ୍ୟାଚ ସମୟରେ ବହୁତ ଗମ୍ଭୀର ଦେଖାଯାନ୍ତି। ଏହା ଅତ୍ୟନ୍ତ ବିରଳ ଯେ ଗମ୍ଭୀର ଖୋଲାଖୋଲି ହସୁଥିବା ଦେଖାଯାଏ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ତାଙ୍କର ପରିଶ୍ରମ ଯୋଗୁ ସେ…

ବିରାଟ କୋହଲିଙ୍କ ଫର୍ମକୁ ନେଇ ଏମିତି କହିଦେଲେ ଗୌତମ ଗମ୍ଭୀର: ସବୁଠି ହେଉଛି ଚର୍ଚ୍ଚା

ବିରାଟ କୋହଲିଙ୍କ ଫର୍ମକୁ ନେଇ ଏମିତି କହିଦେଲେ ଗୌତମ ଗମ୍ଭୀର: ସବୁଠି ହେଉଛି ଚର୍ଚ୍ଚା ନୂଆଦିଲ୍ଳୀ,୧୪।୧୦: ଭାରତୀୟ ଷ୍ଟାର ଖେଳାଳି ବିରାଟ କୋହଲି ବାଂଲାଦେଶ ବିପକ୍ଷରେ ଫ୍ଲବ୍‌ ସାବ୍ୟସ୍ତ ହୋଇଥିଲେ। ସେ ୪ ପାଳିରେ ମାତ୍ର ୯୯ ରନ୍‌ ସ୍କୋର କରିଥିଲେ।…

ବଢୁଛି ଚୋରା ମଦ ବ୍ୟବସାୟ, ନାକେଦମ୍‌ ହେଲେଣି ଅଞ୍ଚଳବାସୀ

ଦାରିଙ୍ଗବାଡ଼ି,୧୪ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ିରେ ଚୋରା ମଦ କାରବାର ବେଧଡ଼କ ଚାଲିଛି। ଦିନରାତି ଏହି ବ୍ୟବସାୟ ଚାଲିଥିବା ବେଳେ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଶୂନ ରହିଛି। ଅବକାରୀ ଓ ପୋଲିସ ବିଭାଗ ଚିରନିଦ୍ରାରେ ଶୋଇଛି। ମଦ୍ୟପଙ୍କ ଦୌରାତ୍ୟ ବୃଦ୍ଧି…

ବୁଦାମୂଳରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ପାଖରେ ପଡ଼ିଥିଲା ମଦ ବୋତଲ

ବୌଦ୍ଧ,୧୪ା୧୦(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ପୁରୁଣା କଟକ ଥାନା ମଣିପୁର ନର୍ସରୀ ନିକଟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧ ଜିଲା ପୁରୁଣାକଟକ ଥାନା ମଣିପୁର ନର୍ସରୀର ଏକ ବୁଦାମୂଳରେ ଅଜଣା ମୃତଦେହ…

ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ, କହିଲେ ହାଇକୋର୍ଟ ଯାଅ

ନୂଆଦିଲ୍ଲୀ,୧୪।୧୦: ଜମ୍ମୁ-କଶ୍ମୀର ବିଧାନସଭାରେ ଉପ ରାଜ୍ୟପାଳଙ୍କ ଦ୍ୱାରା ୫ଜଣ ବିଧାୟକଙ୍କୁ ମନୋନୀତ କରିଥିବା ବିରୋଧରେ ଆବେଦନ ସୋମବାର (ଅକ୍ଟୋବର ୧୪)ରେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ପ୍ରଥମେ ହାଇକୋର୍ଟରେ ଶୁଣାଣି…

କାହିଁକି ଭୟ କରୁଛନ୍ତି ଖାର୍ଗେଙ୍କ ପରିବାର

ବେଙ୍ଗାଲୁରୁ,୧୪।୧୦: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମସ୍ୟା ବଢିବାରେ ଲାଗିଛି। ତେବେ ଖାର୍ଗେଙ୍କ ପରିବାର ଏହି ଗୋଟିଏ ଅସୁବିଧାକୁ ଦୂର କରିବାକୁ ନିଷ୍ପତ୍ତି ନେଇଛନ୍ତି। ବେଙ୍ଗାଲୁରୁର ଏରୋସ୍ପେସ ପାର୍କରେ ପାଞ୍ଚ ଏକର ଜମି ଆବଣ୍ଟନକୁ ନେଇ…

ଦିନ ଥିଲା ମୁଁ ବିଜେଡିରେ ଟିକେଟ୍‌ ବାଣ୍ଟୁଥିଲି, ଏବେ ମୁଁ ଦଳରେ ନାହିଁ, କାହିଁକି ଏପରି କହିଲେ ଅମର…

ଭୁବନେଶ୍ୱର,୧୪ା୧୦: ବିଜେଡିରେ ଚାଲିଥିବା ଅନ୍ତଃକନ୍ଦଳ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି। ଦଳର ବରିଷ୍ଠ ନେତାମାନେ ଜଣେ ଜଣଙ୍କୁ ଆକ୍ଷେପ ପ୍ରତି ଆକ୍ଷେପ କରି ଚାଲିଛନ୍ତି। ସବୁଠୁ ଚମକାଇ ଦେଇଛି ଦଳର ବରିଷ୍ଠ ନେତା ତଥା ବଡ଼ଚଣାର ପୂର୍ବତନ ବିଧାୟକ ଅମର…

ଯାହାକୁ ଅଣନିଃଶ୍ୱାସୀ ଲାଗୁଛି ସେ ବିଜେଡି ଛାଡ଼ି ପଳାନ୍ତୁ, ଅମରଙ୍କୁ ଏପରି କହିଲେ ଲେନିନ

ଭୁବନେଶ୍ୱର,୧୪ା୧୦: ବିଜେଡି କନ୍ଦଳ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଉ ଏହି କନ୍ଦଳରେ ନିଆଁ ଲଗାଇ ଦେଇଛି ଲେନିନ ମହାନ୍ତିଙ୍କ ବିସ୍ଫୋରକ ବୟାନ। ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ କଡ଼ା ଆକ୍ରମଣ କରିଛନ୍ତି ଲେନିନ।…

ଏମିତି ତୀର ମାରିଲେ ନୀତୀଶ, ମୁଣ୍ଡରେ ହାତ ଦେଲେ ବଡ ବଡ ଧନୁର୍ଦ୍ଧର

ପାଟନା,୧୪।୧୦: ବିଜୟା ଦଶମୀ ଅବସରରେ ବିହାର ପାଟଣାର ଗାନ୍ଧୀ ମଇଦାନରେ ରାବଣ ପୋଡି କାର୍ଯ୍ୟକ୍ରମରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଧନୁରୁ ତୀର ମାରିବା ପରିବର୍ତ୍ତେ ଏହାକୁ ଫିଙ୍ଗି ଦେଇଥିଲେ। ତାଙ୍କ ସହ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, ଉପମୁଖ୍ୟମନ୍ତ୍ରୀ…

‘ଜନସାଧାରଣ-ପୋଲିସ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ଅଞ୍ଚଳରେ ଶାନ୍ତି ବଜାୟ ରହିପାରିବ’

ଦାରିଙ୍ଗବାଡ଼ି,୧୪ା୧୦(ଅରୁଣ ସାହୁ): ପୋଲିସର ନୀତି ବ୍ରିଟିଶ ଅମଳରୁ ଚାଲିଆସିଥିବା ଢଙ୍ଗକୁ ବଦଳାଇବା ପାଇଁ ଏବେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଛି। ଧିରେ ଧିରେ ପୋଲିସ ଆଉ ସାଧାରଣଙ୍କ ସମ୍ପର୍କ ମଜଭୁତ କରିବାକୁ ପୋଲିସ ପ୍ରୟାସ କରିଆସୁଥିବାବେଳେ ପୋଲିସ ସହ ଲୋକଙ୍କ…

ବହରାଇଚରେ ବଢୁଛି ହିଂସା, ଗାଡି ଶୋ’ରୁମରେ ନିଆଁ ଲଗାଇଲେ ଲୋକେ

ବହରାଇଚ,୧୪।୧୦: ଉତ୍ତର ପ୍ରଦେଶର ବହରାଇଚରେ ହାର୍ଦ୍ଦିକ ପୋଲିସ ଷ୍ଟେଶନର ମହାରାଜଗଞ୍ଜରେ ରବିବାର ବିଳମ୍ବିତ ରାତିରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ପଥର ଫିଙ୍ଗିବା ଏବଂ ଗୁଳି ଚଳାଇବା ପରେ ଉତ୍ତେଜନା ଜାରି ରହିଛି। ଶାନ୍ତି ବଜାୟ ରଖିବା ପାଇଁ ବହୁ ସଂଖ୍ୟକ…

ରାଜଧାନୀରେ ବାଣଫୁଟା ମନା, କଟକଣା ଜାରିକଲେ ସରକାର

ନୂଆଦିଲ୍ଲୀ,୧୪ା୧୦: ରାଜଧାନୀ ଦିଲ୍ଲୀ ଏନ୍‌ସିଆର୍‌ରେ ବାଣ ପ୍ରସ୍ତୁତି ସହ ବିକ୍ରି ଓ ଫୁଟାଇବା ମନା। ୨୦୨୫ ଜାନୁଆରୀ ୧ ଯାଏ କଟକଣା ଜାରି କରିଛନ୍ତି ସରକାର। ଅନ୍‌ଲାଇନ୍‌ ବିକ୍ରି ଉପରେ ମଧ୍ୟ କଟକଣା ଲଗାଇଛନ୍ତି ସରକାର। ରବିବାର ଦିଲ୍ଲୀ ପୋଲିସ କହିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri