ମୁଁ ତୁମକୁ ବିଧବା ଭାବରେ ହିଁ ବିବାହ କରିବି…ପ୍ରେମିକଙ୍କୁ ଏମିତି ପ୍ରତିଶ୍ରୁତି ଦେଇଥିଲେ ସୋନମ
ଇନ୍ଦୋର,୧୦।୬: ମଧ୍ୟପ୍ରଦେଶର ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ହତ୍ୟା ଏବେ ସାରା ଦେଶରେ ଚହଳ ପକାଇଛି। ତାଙ୍କ ନିଜ ସ୍ତ୍ରୀ ସୋନମ ରଘୁବଂଶୀ ତାଙ୍କ ପ୍ରେମିକ ଏବଂ ବନ୍ଧୁମାନଙ୍କ ସହାୟତାରେ ରାଜାଙ୍କୁ ହତ୍ୟା କରିଥିଲେ। ରାଜା ଏବଂ ସୋନମ ମେ ୧୧ରେ…
ଜ୍ୱାଇଁ ସହ ଶାଶୁ ଫେରାର: ୩ ଛୁଆଙ୍କୁ ଧରି ଥାନାରେ ପହଞ୍ଚିଲେ ଝିଅ,ଆଉ ତା’ପରେ…
ଲକ୍ଷ୍ନୌ,୧୦।୬: ଆଜିକାଲି ଶାଶୁ ଏବଂ ଜ୍ୱାଇଁଙ୍କ ଅନେକ ପ୍ରେମ କାହାଣୀ ସାମ୍ନାକୁ ଆସୁଛି। ଆଲିଗଡ଼ ପରେ, ଉତ୍ତର ପ୍ରଦେଶର ଗୋଣ୍ଡାରୁ ଶାଶୁ ଏବଂ ଜ୍ୱାଇଁଙ୍କ ଆଉ ଏକ କାହାଣୀ ସାମ୍ନାକୁ ଆସିଛି। ଏଠାରେ, ଜଣେ ବ୍ୟକ୍ତି ଗତ ଚାରି ବର୍ଷ ଧରି…
ହନିମୁନ୍ରେ କେମିତି ସ୍ବାମୀଙ୍କୁ ମାରିଥିଲେ ସୋନମ: ସମ୍ପୂର୍ଣ୍ଣ ଘଟଣାର ହେଲା ପର୍ଦ୍ଦାଫାସ
ନୂଆଦିଲ୍ଲୀ,୧୦।୬: ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ମେଘାଳୟରେ ହନିମୁନ୍ ବେଳେ ହତ୍ୟା କରାଇଥିଲେ ତାଙ୍କ ସ୍ତ୍ରୀ ସୋନମ। ମେ’ ୨୩ରୁ ନିଖୋଜ ଥିବା ରାଜାଙ୍କ ମୃତଦେହ ଜୁନ୍ ୨ରେ ଠାବ ହେବା ପରେ ନବବିବାହିତା ସୋନମଙ୍କୁ ଜୀବିତ ଉଦ୍ଧାର କରିବା ମଧ୍ୟପ୍ରଦେଶ…
ଭାରତୀୟ ଛାତ୍ରଙ୍କୁ ହାତକଡ଼ି ପକାଇ ତଳେ କଚାଡି ଦେଲେ ଆମେରିକା ସୁରକ୍ଷାକର୍ମୀ
ଓ୍ବାଶିଂଟନ,୧୦ା୬:ଆମେରିକାର ନ୍ୟୁଜର୍ସିସ୍ଥିତ ନଓ୍ବୋର୍କ ଲିବର୍ଟି ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ଭାରତୀୟ ଛାତ୍ରଙ୍କୁ ହାତକଡ଼ି ପକାଇ ସୁରକ୍ଷାକର୍ମୀମାନେ ତାଙ୍କୁ ତଳେ ଚାପି ଧରିଥିବାର ଭିଡିଓ ଭାଇରାଲ ହୋଇଛି। ଏହା ଜଣାପଡ଼ିବା ପରେ ନ୍ୟୁୟର୍କସ୍ଥିତ ଭାରତୀୟ ବାଣିଜି୍ୟକ ଦୂତାବାସ ପକ୍ଷରୁ କର୍ତ୍ତୃପକ୍ଷଙ୍କୁ ଜବାବ ମଗାଯାଇଛି।…
ମାତ୍ର ୨୯ ବର୍ଷ ବୟସରେ କ୍ରିକେଟ୍ରୁ ସନ୍ୟାସ ଘୋଷଣା କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୧୦।୬: ୱେଷ୍ଟଇଣ୍ଡିଜ କ୍ରିକେଟ ଷ୍ଟାର କ୍ରିକେଟର୍ ନିକୋଲାସ ପୁରନ ତାଙ୍କ ପ୍ରଶଂସକମାନଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସେ ମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏହି ଖବର କ୍ରିକେଟ ଜଗତ ପାଇଁ ଏକ ବଡ଼…
ପରକୀୟା ପ୍ରୀତି ହେଲା କାଳ: ସ୍ତ୍ରୀଙ୍କ ଗଳା କାଟି ହତ୍ୟା ପରେ ଗଛରେ ଝୁଲିପଡ଼ିଲେ ସ୍ବାମୀ
ପାରଳାଖେମୁଣ୍ଡି, ୧୦ା୬(ଗିରଧାରୀ ପରିଛା):ଗଜପତି ଜିଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଭୋର ସମୟରେ ସ୍ତ୍ରୀଙ୍କ ଗଳାକାଟି ହତ୍ୟା କରିବା ପରେ ଅପରାହ୍ନରେ ସ୍ବାମୀ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତା…
ପ୍ରେମିକଙ୍କୁ ପ୍ରତିଶ୍ରୁତି,ସ୍ବାମୀଙ୍କୁ ଧୋକା: ବିବାହର ମାତ୍ର ୫ ଦିନ ପରେ ସ୍ବାମୀଙ୍କ ହତ୍ୟାର ସ୍କ୍ରିପ୍ଟ ପ୍ରସ୍ତୁତ କରିଥିଲେ ସୋନମ
ଶିଲଂ/ଇନ୍ଦୋର/ଗାଜିପୁର,୧୦ା୬:ନବ ଦମ୍ପତି ରାଜା ରଘୁବଂଶୀ ଓ ସୋନମ ହନିମୁନ୍ରେ ଇଷ୍ଟ୍ ଖାସି ହିଲ୍ସ ଚେରାପୁଞ୍ଜି ବୁଲିବାକୁ ଯାଉଥିଲେ। ମେ’ ୨୩ରେ ଉଭୟେ ନିଖୋଜ ହୋଇଯାଇଥିଲେ। ଏହାର ଦିନକ ପରେ ଦୁହଁିଙ୍କୁ ଶେଷଥର ପାଇଁ ନୋଙ୍ଗ୍ରିଆଟ୍ର ବାଲାଜୀ ହୋମ୍ଷ୍ଟେ’ରେ ଦେଖିବାକୁ ମିଳିଥିଲା। ରାଜା…
ବ୍ରହ୍ମୋସ ଭୟରେ ଏବେ ବି ଥରୁଛି ପାକିସ୍ତାନ: ଭାରତର ବନ୍ଧୁକୁ ମାଗିଲା ସାହାଯ୍ୟ
ନୂଆଦିଲ୍ଲୀ,୧୦।୬: ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡିଥିଲା। ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ସମୟରେ ଏହାର ଅନେକ ବାୟୁସେନା ଘାଟି ନଷ୍ଟ ହୋଇଯାଇଥିଲା। ପାକିସ୍ତାନ ଏପର୍ଯ୍ୟନ୍ତ ଏହାକୁ ଭୁଲିନାହିଁ। ଏବେ ସେ ସାହାଯ୍ୟ ପାଇଁ ପର ଦୁଆର ଠକ…
ପାକିସ୍ତାନର ବଡ଼ ଗେମ୍ ପ୍ଲାନ୍; ବିପଦରେ ଭାରତ: ଇସଲାମିକ ଦେଶ ହୋଇଯିବ…
ନୂଆଦିଲ୍ଲୀ/ଢାକା,୧୦।୬: ଭାରତର ପଡ଼ୋଶୀ ଦେଶ ବାଂଲାଦେଶ ଆଗାମୀ କିଛି ସପ୍ତାହ ମଧ୍ୟରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ବାଂଲାଦେଶର ପ୍ରସିଦ୍ଧ ଲେଖକ ଏବଂ ସାମ୍ବାଦିକ ସଲାହୁଦ୍ଦିନ ସୋଏବ ଚୌଧୁରୀଙ୍କ ଦ୍ୱାରା ଲିଖିତ ଏକ ଆର୍ଟିକିଲ ଅନୁଯାୟୀ, ମହମ୍ମଦ ୟୁନୁସ…
ଏବେ ଡିଜିପିନ୍
ଭାରତୀୟ ଡାକ ୧ ଅକ୍ଟୋବର ୧୮୫୪ରେ ଇଂରେଜ ଅମଳରେ ପ୍ରତିଷ୍ଠା କରାଯାଇଥିଲା। ଯୋଗାଯୋଗର ପ୍ରମୁଖ ମାଧ୍ୟମ ରହିଆସିଥିବା ଏହି ବିଭାଗର ଗୁରୁତ୍ୱ ପୋଷ୍ଟକାର୍ଡ ଭଳି ଚିଠିପତ୍ର, ମନି ଅର୍ଡର ପରି ଅତ୍ୟାବଶ୍ୟକ ସେବା ଯୋଗାଇ ଲୋକଙ୍କ ପ୍ରିୟ ହୋଇପାରିଥିଲା। ହାତପାଆନ୍ତାରେ ଥିବା…
ଟେରାକୋଟା ଦେଇଛି ସ୍ବତନ୍ତ୍ର ପରିଚୟ: ବଦଳିଯାଇଛି ଜୀବନଧାରା
ନୂଆପଡ଼ା,୧୦ା୬ (ମକାରୁ ବେମାଲ):ନୂଆପଡ଼ା ଜିଲା ବୋଡ଼େନ ବ୍ଲକ୍ ମହରାଜୋର ଗାଁର କୁମ୍ଭକାର ସମ୍ପ୍ରଦାୟର ପରିବାରକୁ ଟେରାକୋଟା ଦେଇଛି ସ୍ବତନ୍ତ୍ର ପରିଚୟ। ଜିଲା ପ୍ରଶାସନ ଓ ହସ୍ତଶିଳ୍ପ ବିଭାଗର ସହାୟତା ସେମାନଙ୍କ ଜୀବନଧାରାକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି। ଅଭାବ ଅନଟନରେ ଥିବା ଏହି ଗାଁର…
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ୧୪ରୁ ବଢ଼ିବ ବର୍ଷା
ଭୁବନେଶ୍ୱର,୧୦ା୬(ଅନୁରାଧା ମହାରଣା):ଦକ୍ଷିଣ ପୂର୍ବ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୋମବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଘନୀଭୂତ ହୋଇ ଆସନ୍ତା ୧୪ରୁ ୧୬ ତାରିଖ ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ତେଣୁ ୧୨ ତାରିଖ ପରଠାରୁ…

