‘ଲଢେଇ ମନ୍ତ୍ରୀପଦ ପାଇଁ ନୁହେଁ, ଅସ୍ମିତା ପାଇଁ…’, ମହାୟୁତି ଛାଡିବେ ଭୁଜବଳ? ସମର୍ଥକଙ୍କ ସହ ବୈଠକରେ…
ମୁମ୍ବାଇ,୧୮।୧୨: ବରିଷ୍ଠ ଏନସିପି ନେତା ଛଗନ ଭୁଜବଳ ମହାରାଷ୍ଟ୍ର କ୍ୟାବିନେଟରେ ଅନ୍ତର୍ଭୁକ୍ତ ନ ହୋଇଥିବାରୁ ତାଙ୍କର କ୍ରୋଧ ପ୍ରକାଶ କରିଛନ୍ତି। ବୁଧବାର ତାଙ୍କ ନିର୍ବାଚନମଣ୍ଡଳୀ ନାଶିକ ୟେବଲାଠାରେ ସମର୍ଥକମାନଙ୍କର ଏକ ବୈଠକ ଡାକିଥିଲେ। ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା…
୭୬୫ ଉଇକେଟ୍, ୪୩୯୪ ରନ୍..ଅଶ୍ୱିନଙ୍କ ୧୪ ବର୍ଷ କ୍ରିକେଟ୍ କ୍ୟାରିୟର୍ ଥିଲା ଏମିତି
ନୂଆଦିଲ୍ଲୀ,୧୮।୧୨: ଭାରତର କିମ୍ବଦନ୍ତୀ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବର୍ଷା ଯୋଗୁ ଭାରତ ବନାମ ଅଷ୍ଟ୍ରେଲିଆ ବ୍ରିସବେନ ଟେଷ୍ଟକୁ ଡ୍ର ଘୋଷଣା କରାଯାଇଛି। ମ୍ୟାଚ ଡ୍ର ଘୋଷିତ ହେବା ପରେ ଅଶ୍ୱିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,…
ସିନିୟର ତୀରନ୍ଦାଜ ପ୍ରତିଯୋଗିତା: କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଲେ ସଞ୍ଜୟ
ଲାଞ୍ଜିଗଡ଼,୧୮।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟ୍ୟୁଷିତ ମଦନଗୁଡା ଗ୍ରାମର ଆଦିବାସୀ ଯୁବକ ସଞ୍ଜୟ ମାଝୀ ଜାତୀୟ ଏନଟିପିସି ସିନିୟର ତୀରନ୍ଦାଜ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଛନ୍ତି। ଝାଡଖଣ୍ଡର ଜାମସେଦପୁରସ୍ଥିତ ଗୋପାଲ ମୈଦାନରେ ଡିସେମ୍ବର ୧୫ ରୁ…
କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ
ରୁପ୍ରା ରୋଡ, ୧୮।୧୨ (ସଞ୍ଜିବ ଦାସ): କଳାହାଣ୍ଡି ଜିଲା ରୁପ୍ରା ରୋଡ ରେଳ ଷ୍ଟେଶନଠାରେ ସକାଳ ଛଅ ଘଣ୍ଟା ସମୟରେ ଏକ ମାଲ ବୋଝେଇ ଟ୍ରେନର ଏକ ବଗି ନିଆଁ ଲାଗିଥିବା କାର୍ଯ୍ୟରତ ରେଳ ବିଭାଗ କର୍ମଚାରୀ ଧନମତ ବାଗ ଦେଖିବାକୁ…
ନିଆରା ମୟୁର: ଜଙ୍ଗଲ ନୁହେଁ, ଲୋକଙ୍କ ଗହଣରେ ରହିବାକୁ କରୁଛି ପସନ୍ଦ
ଦାରିଙ୍ଗବାଡି,୧୮।୧୨ (ଅରୁଣ ସାହୁ): ଜଙ୍ଗଲରେ ରହୁଥିବା ପ୍ରାଣୀ ମଧ୍ୟ ମଣିଷକୁ ଭଲ ପାଏ। ଏଭଳି ପରିସ୍ଥିତି ହୁଏ ନିଜ ଜଙ୍ଗଲ ଛାଡି ଗାଁ ବସତିକୁ ଚାଲିଆସେ। ଆଉ ଲୋକଙ୍କ ଗହଣରେ ରହିବାକୁ ପସନ୍ଦ କରେ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି…
ଉତ୍ତର କୋରିଆ ସେନାଙ୍କ ମୃତଦେହ ଜଳାଇ ଦେଉଛି ରୁଷିଆ? ରାଷ୍ଟ୍ରପତି ଜେଲନସ୍କିଙ୍କ ଗୁରୁତର ଅଭିଯୋଗ
କ୍ୱିଭ,୧୮।୧୨: ରୁଷିଆ-ୟୁକ୍ରେନ ଯୁଦ୍ଧ ବିପଜ୍ଜନକ ସ୍ତରରେ ପହଞ୍ଚୁଛି। ମଙ୍ଗଳବାର ରୁଷିଆ ବିରୁଦ୍ଧରେ ଭୋଲୋଡିମିର ଜେଲେନସ୍କି ଏକ ନୂଆ ଦାବି କରିଛନ୍ତି ଯେ ରୁଷିଆ ଉତ୍ତର କୋରିଆ ସୈନିକମାନଙ୍କ ମୁହଁ ଜାଳି ସେମାନଙ୍କ ଉପସ୍ଥିତି ଲୁଚାଉଛି। ଏଥି ସହିତ, ଜେଲେନସ୍କି ଇନଷ୍ଟାଗ୍ରାମରେ ଏକ…
ହ୍ବିପ ଜାରି ପରେ ବି ନିଖୋଜ ଅଛନ୍ତି ଏମପି, ଜ୍ୟୋତିରାଦିତ୍ୟଙ୍କଠାରୁ ଗଡକରୀଙ୍କ ପର୍ଯ୍ୟନ୍ତ…, ଏବେ ହେବ ବଡ଼ ଆକ୍ସନ!
ନୂଆଦିଲ୍ଲୀ,୧୮।୧୨: ମଙ୍ଗଳବାର ଲୋକ ସଭାରେ ‘ଓ୍ବାନ ନେଶନ- ଓ୍ବାନ ଇଲେକ୍ସନ’ ଉପରେ ଏକ ବିତର୍କ ହେବାର ଥିଲା ଏବଂ ଏଥିପାଇଁ ଭାଜପା ଏହାର ସମସ୍ତ ଏମପିଙ୍କୁ ସଂସଦରେ ଉପସ୍ଥିତ ହେବାକୁ କହିଥିଲେ। ଏଥିପାଇଁ ସମସ୍ତଙ୍କୁ ଏକ ତିନି ଧାଡି ହ୍ବିପ ଦିଆଯାଇଥିଲା।…
ଅବସର ପ୍ରାପ୍ତ ଡିଏସପିଙ୍କ ଘରେ ଲାଗିଲା ନିଆଁ, ୬ ମୃତ
କଠୁଆ,୧୮।୧୨: ଜମ୍ମୁ କଠୁଆ ଜିଲାର ଶିବନଗରରେ ଏକ ଘରେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ସମୟରେ ୪ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ବୁଧବାର ସକାଳେ ଜମ୍ମୁ କଶ୍ମୀରର କଠୁଆରେ…
ମଣିପୁରରୁ ଷ୍ଟାରଲିଙ୍କ ଉପଗ୍ରହ ଇଣ୍ଟରନେଟ ଉପକରଣ ଜବତ
ଇମ୍ଫାଲ,୧୮।୧୨: ମଣିପୁରର କେରୋ ଖୁନାଓରେ ଉଗ୍ରବାଦୀ ଗୋଷ୍ଠୀ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଦ୍ୱାରା ବ୍ୟବହୃତ ହୋଇଥିବା ଅଭିଯୋଗରେ ଭାରତୀୟ ସୁରକ୍ଷା ବାହିନୀ ଷ୍ଟାରଲିଙ୍କ ଉପଗ୍ରହ ଇଣ୍ଟରନେଟ ଉପକରଣ ଜବତ କରିଛି। ଦୁଇ ମାସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା।…
ବଜାରକୁ ଆସିବ ଓମ୍ଫେଡ୍ ପାଣି, ଚକୋଲେଟ୍
ଭୁବନେଶ୍ୱର,୧୮ା୧୨(ଅନୁରାଧା ମହାରଣା):ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଗୁଜରାଟର ଆନନ୍ଦଠାରେ ଥିବା ଭାରତ ସରକାରଙ୍କ ସ୍ବୀକୃତିପ୍ରାପ୍ତ ନ୍ୟାଶନାଲ ଡାଏରୀ ଡେଭଲପ୍ମେଣ୍ଟ ବୋର୍ଡ (ଏନ୍ଡିଡିବି) ପରିଦର୍ଶନରେ ଯାଇଛନ୍ତି। ଏହି ଅବସରରେ ପରିଚାଳକଙ୍କ ତାଲିମ, କ୍ରୟ,…
ରାଜ୍ୟ ପର୍ଯ୍ୟଟନ ସଚିବଙ୍କ ଦିଗପହଣ୍ଡି ଗସ୍ତ: ୫-ଟି ହାଇସ୍କୁଲ, ମିଶନ ଶକ୍ତି ଗୃହ
ଦିଗପହଣ୍ଡି,୧୮ା୧୨(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ଗସ୍ତରେ ରାଜ୍ୟ ପର୍ଯ୍ୟଟନ ସଚିବ ତଥା କମିଶନର ବାଲୱନ୍ତ ସିଂ ଆସିଛନ୍ତି। ମଙ୍ଗଳବାର ବାସୁଦେବପୁର ପଞ୍ଚାୟତ କାର୍ଯ୍ୟାଳୟ, ଶ୍ରୀଜଗନ୍ନାଥ ୫-ଟି ହାଇସ୍କୁଲ, ମିଶନ ଶକ୍ତି ଗୃହ ଏବଂ ଅଙ୍ଗନୱାଡ଼ି ଗୃହ ପରିଦର୍ଶନ କରିଥିଲେ। ଅଙ୍ଗନୱାଡ଼ି ଶିଶୁମାନଙ୍କ ସହ…
ସଡ଼କ ଦୁର୍ଘଟଣାରେ ୩ ଗୁରୁତର
ହିଞ୍ଜିଳିକାଟୁ, ୧୮।୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ବେଲଗାଁ ଥାନା ଅନ୍ତର୍ଗତ ଗୋଦରାପଲ୍ଲୀ ଗ୍ରାମ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ମାନେ ବାଇକରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।…
Archives


