ପରାଜୟ ପରେ ମୁହଁ ଖୋଲିଲେ ରୋହିତ: କହିଲେ, ଏହି କାରଣରୁ ହାରିଲୁ
ମୁମ୍ବାଇ,୪ା୧୧:ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜରେ ହ୍ବାଇଟଓ୍ବାଶ୍ ପରେ ବ୍ୟାଟରଙ୍କ ପ୍ରଦର୍ଶନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା। ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପୂର୍ବରୁ ଏହା ଟିମ୍ ମ୍ୟାନେଜମେଣ୍ଟର ଚିନ୍ତା ବଢ଼ାଇଛି ବୋଲି…
ରାଜ୍ୟ ସରକାରଙ୍କ ବଡ଼ ସୂଚନା: ଏହି ଦିନଠୁ ଆରମ୍ଭ ହେବ ଧାନ କିଣା
ଭୁବନେଶ୍ୱର,୪।୧୧: ଚଳିତ ଖରିଫ ଋତୁ ପାଇଁ ନଭେମ୍ବର ୨୧ ତାରିଖରୁ ଧାନ କିଣା ଆରମ୍ଭ ହେବ। ଧାନ କିଣା ନେଇ ମନ୍ତ୍ରିସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବରଗଡ଼ ଜିଲାରୁ ଧାନ କିଣା ଆରମ୍ଭ ନେଇ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ୮୦…
ଡବ୍ଲ୍ୟୁଟିସି ପାଇଁ ଯୋଗ୍ୟତା ଅର୍ଜନ କରିପାରିବ କି ଭାରତ: ଜାଣନ୍ତୁ ଏବେ କ’ଣ ରହିଛି ପରିସ୍ଥିତି
ଦୁବାଇ, ୪ା୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ୩-୦ରେ ଲଜ୍ଜାଜନକ ପରାଜୟ ପରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ରେ ପ୍ରଥମରୁ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ମୁମ୍ବାଇରେ ଅନୁଷ୍ଠିତ ତୃତୀୟ ତଥା ଫାଇନାଲ ଟେଷ୍ଟରେ ଭାରତ ରବିବାର ନ୍ୟୁଜିଲାଣ୍ଡଠାରୁ ୨୫…
ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିଥିବା ପରିବାକୁ ସହାୟତାର ହାତ ବଢାଇଲେ ପ୍ରତାପ
ଦାରିଙ୍ଗବାଡି, ୪।୧୧ (ଅରୁଣ ସାହୁ): କଂଗ୍ରେସ ନେତା ତଥା ସମାଜସେବୀ ପ୍ରତାପ ପ୍ରଧାନ ମାଣ୍ଡିପଙ୍କା ଗ୍ରାମରେ ପହଞ୍ଚିଛନ୍ତି। ସେଠାରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ରହିଥିବା ପରିବାର ଲୋକଙ୍କୁ ଭେଟି ସମବେଦନା…
ନ୍ୟୁଜିଲାଣ୍ଡଠାରୁ ଳଜ୍ଜାଜନକ ପରାଜୟ ପାଇଁ ଦାୟୀ କିଏ? ସଚିନ ତେନ୍ଦୁଲକର ଖୋଲିଦେଲେ ପୋଲ୍
ମୁମ୍ବାଇ,୪।୧୧:ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୩-୦ ହରାଇଛି। ଭାରତର ଏଭଳି ଲଜ୍ଜାଜନକ ପରାଜୟ ପରେ ସିନିୟର୍ ଖେଳାଳିଙ୍କ ଉପରେ ଚାପ ବଢିବାରେ ଲାଗିଛି। ପୂର୍ବତନ ଖେଳାଳିମାନେ ଖେଳାଳିଙ୍କ ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠାଇଛନ୍ତି। ମାଷ୍ଟରବ୍ଲାଷ୍ଟର ସଚିନ…
ବିଜେଡିର ଜନ ସମ୍ପର୍କ ପଦ ଯାତ୍ରା: ପ୍ରବଳ ଜନସମାଗମ
ପାଟଣା,୪।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାର ପଡ଼ା ବ୍ଲକ ରେ ସୋମବାର ବିଜେଡିର ଜନ ସମ୍ପର୍କ ପଦ ଯାତ୍ରା ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି। ପଦ ଯାତ୍ରା ବାଇକଳା ପଞ୍ଚାୟତ…
ବଦଳିଲା ଉପ ନିର୍ବାଚନ ତାରିଖ
ନୂଆଦିଲ୍ଲୀ,୪।୧୧: ଉତ୍ତରପ୍ରଦେଶ, ପଞ୍ଜାବ ଏବଂ କେରଳର ୧୪ ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନର ତାରିଖ ପରିବର୍ତ୍ତନ କରାଯାଇଛି। ଏହି ଆସନଗୁଡିକରେ ଭୋଟ ବର୍ତ୍ତମାନ ନଭେମ୍ବର ୧୩ ପରିବର୍ତ୍ତେ ନଭେମ୍ବର ୨୦ରେ ହେବ। ନିର୍ବାଚନ ଆୟୋଗଙ୍କ କହିବାନୁସାରେ, ବିଭିନ୍ନ ପର୍ବ ଯୋଗୁଁ…
ଜିଲାପାଳଙ୍କ ସୂଚନା: ମାଣ୍ଡିପଙ୍କାରେ ହେବ ସାଧାରଣ ବଣ୍ଟନ ସାମଗ୍ରୀ ଉପକେନ୍ଦ୍ର
ଦାରିଙ୍ଗବାଡ଼ି,୪ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କାରେ ଆମ୍ବ୍ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ଘଟଣାକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି। ତେବେ ଏହି ସ୍ଥିତିରେ ଏବେ ସୁଧାର ଆସିଛି। କନ୍ଧମାଳ…
ବାତ୍ୟା କ୍ଷୟକ୍ଷତି ରିପୋର୍ଟ ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, କହିଲେ ପ୍ରାଥମିକ ଆକଳନ ଅନୁସାରେ ହୋଇଛି…
ଭୁବନେଶ୍ୱର,୪ା୧୧: ବାତ୍ୟା ଦାନା ରାଜ୍ୟର କିଛି ଜିଲାରେ ଘଟାଇଥିବା କ୍ଷୟକ୍ଷତିର ରିପୋର୍ଟ ଆସିଛି। କ୍ଷୟକ୍ଷତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୋମବାର ସୂଚନା ଦେଇଛନ୍ତି। ପ୍ରାଥମିକ ଆକଳନ ଅନୁସାରେ କ୍ଷତି ପ୍ରାୟ ୬ଶହ କୋଟି ହୋଇଥିବା ସେ ସୂଚନା ନେଇଛନ୍ତି।…
ଏନକାଉଣ୍ଟର ସ୍ପେଶାଲିଷ୍ଟ ପତ୍ନୀଙ୍କ ସମେତ ୩ ବଡ଼ ନେତା ପ୍ରତ୍ୟାହାର କଲେ ନାମାଙ୍କନ ପତ୍ର
ମୁମ୍ବାଇ,୪।୧୧: ମହାରାଷ୍ଟ୍ର ନିର୍ବାଚନକୁ ଆଉ କିଛି ଦିନ ବାକି ଅଛି ଏବଂ ସମସ୍ତ ଦଳ ଜିତିବାକୁ ଚେଷ୍ଟା କରୁଛନ୍ତି। ପ୍ରାର୍ଥୀଙ୍କ ନାମାଙ୍କନ ପରେ, ବର୍ତ୍ତମାନ ଏମଭିଏ ଏବଂ ମହାୟୁତି ନିଜ ବିଦ୍ରୋହୀଙ୍କୁ ଭୟ କରୁଛନ୍ତି। ଏହି ସମୟରେ ନାମାଙ୍କନ ପ୍ରତ୍ୟାହାରର ଶେଷ…
ରଣଜୀ ଟ୍ରଫି ପରେ ସନ୍ୟାସ ନେବେ ଏହି ଓ୍ବିକେଟ କିପର
ନୂଆଦିଲ୍ଲୀ,୪।୧୧: ଭାରତୀୟ କ୍ରିକେଟ ଟିମର ୱିକେଟ କିପର ରିଦ୍ଧିମାନ ଶାହା ଘୋଷଣା କରିଛନ୍ତି ଯେ ସେ ଚଳିତ ବର୍ଷ ୨୦୨୪-୨୫ ରଣଜୀ ଟ୍ରଫି ସିଜନ ପରେ ସେ କ୍ରିକେଟରୁ ଅବସର ନେବେ ଏବଂ ତାଙ୍କର ୧୭ ବର୍ଷର କ୍ୟାରିୟରକୁ ଶେଷ କରିବେ।…
କମଲା ଜିତିଲେ ଅପରାଧୀଙ୍କ ପାଇଁ ଖୋଲିଦେବେ ବର୍ଡର: ଟ୍ରମ୍ପ
ଓ୍ବାଶିଂଟନ,୪।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଟାର୍ଗେଟ କରି କହିଛନ୍ତି, ଯଦି କମଲା ହାରିସ ଚଳିତ ନିର୍ବାଚନରେ ବିଜୟୀ ହୁଅନ୍ତି ତେବେ ସେ ପ୍ରବାସୀ ଏବଂ ଅପରାଧୀଙ୍କ ପାଇଁ ବର୍ଡର ଖୋଲିଦେବେ। ଉତ୍ତର କାରୋଲିନାର କିଂଷ୍ଟନଠାରେ…
Archives


