Home

EPFO ନିୟମରେ ବଡ଼ ପରିବର୍ତ୍ତନ: ଆକାଉଣ୍ଟ ଥିଲେ ମିଳିବ ୫୦ ହଜାର ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୧।୭: EPFOର EDLI ବା ଏମ୍ପ୍ଲୋଇସ ଡିପୋଜିଟ ଲିଙ୍କଡ ଇନ୍ସୁରାନ୍ସ ଯୋଜନାର ନିୟମରେ ସରକାର ଏକ ବଡ଼ ପରିବର୍ତ୍ତନ କରିଛନ୍ତି ଯଦି ଜଣେ କର୍ମଚାରୀଙ୍କ ପିଏଫ ବାଲାନ୍ସ ୫୦,୦୦୦ ଟଙ୍କାରୁ କମ ଥାଏ, ତେବେ ମଧ୍ୟ ତାଙ୍କ ମୃତ୍ୟୁ ପରେ କର୍ମଚାରୀଙ୍କ…

ଘଣ୍ଟାଏ ବର୍ଷାରେ ଅବସ୍ଥା ବେହାଲ, ସାହିସାହିରେ କୁଢ଼କୁଢ଼ ଅଳିଆ ଆବର୍ଜନା

ଗଜପତି,୨୧ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ରାୟଗଡ଼ ବ୍ଲକ ସଦରମହକୁମାରେ ଘଣ୍ଟାଏ ବର୍ଷାରେ ରାୟଗଡ଼ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସାହିଗୁଡ଼ିକର ଡ୍ରେନ୍‌ ସବୁ ପୋତି ହୋଇ ଯାଇଥିବାରୁ ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏ ପାଣି ଓ କୁଢ଼କୁଢ଼ ଅଳିଆ ଆବର୍ଜନା ଭାସି ଆସି…

ପୁରୁଣା କାଗଜର ରଙ୍ଗ

ବହିଖାତା ଓ ଖବରକାଗଜର ରଙ୍ଗ ସାଧାରଣତଃ ଧଳା ବୋଲି ଆମେ ସମସ୍ତେ ଜାଣିଛୁ। କିନ୍ତୁ ଦୀର୍ଘ ଦିନ ଧରି ବହିଥାକରେ ଅବା ଷ୍ଟୋର୍‌ ରୁମ୍‌ରେ ରହିଗଲେ ବହିଖାତାର ରଙ୍ଗ ପୂର୍ବ ଭଳି ଆଉ ଧଳା ହୋଇ ରହି ନଥାଏ। ବହିଖାତାରେ ଥିବା…

ପୁଣି ବଡ଼ ଅଘଟଣ: ରନୱେରେ ଖସିପଡ଼ିଲା Air India ବିମାନ, ଫାଟିଲା ଟାୟାର

ମୁମ୍ବାଇ,୨୧।୭: କୋଚିରୁ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବା ସମୟରେ ରନୱେରେ ଖସି ପଡ଼ିଛି। ପ୍ରବଳ ବର୍ଷା ଯୋଗୁ ହୋଇଥିବା ଏହି ଦୁର୍ଘଟଣାରେ ବିମାନର ତିନୋଟି ଟାୟାର ଫାଟି ଯାଇଛି। ଆଶ୍ୱସ୍ତିର କଥା ହେଉଛି ଯେ…

ଭାରତ ବଡ଼ ଝଟ୍‌କା: ଇଂଲଣ୍ଡ ବିପକ୍ଷ ସିରିଜ୍‌ ମଝିରୁ ବିଦା ହେଲେ ୨ ଖେଳାଳି

ନୂଆଦିଲ୍ଲୀ,୨୧।୭: ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କୁ ଆଘାତ ଯୋଗୁ ଚତୁର୍ଥ ଟେଷ୍ଟ ଏବଂ ନୀତିଶ କୁମାର ରେଡ୍ଡିଙ୍କୁ ସମଗ୍ର ସିରିଜରୁ ବାଦ ଦିଆଯାଇଛି। ବିସିସିଆଇ ଅପଡେଟ ହୋଇଥିବା ଦଳ ଘୋଷଣା କରିଛି। ଅଂଶୁଲ କାମ୍ବୋଜଙ୍କୁ ଦଳରେ ସାମିଲ କରାଯାଇଛି। ଭାରତ ୫…

ଝିଅକୁ ହତ୍ୟା ଉଦ୍ୟମ: ଉଦ୍ଧାର କରିବାକୁ ଯାଇ ମା’ଙ୍କୁ ଛୁରାମାଡ଼

ବାରିପଦା,୨୧ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଭଞ୍ଜପୁର ଥାନା ମୁର୍ଗାବାଡ଼ି ଅଞ୍ଚଳରେ ସୋମବାର ପୂର୍ବାହ୍ନ ୧୧ଟା ସମୟରେ ଘରେ ପଶି ମହିଳାଙ୍କୁ ଛୁରିରେ ଆକ୍ରମଣ କରିଛନ୍ତି। ଫଳରେ ଗୁରୁତର ମହିଳାକୁ ବାରିପଦା ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି। ମହିଳା ଜଣକ…

ଏନ୍‌ସିଇଆର୍‌ଟି ବହିରୁ ପାଇକ ବିଦ୍ରୋହ ବାଦ୍‌

ଭୁବନେଶ୍ୱର,୨୧ା୭(ସୁଚିସ୍ମିତା ସାହୁ): ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ କୁହାଯାଉଥିବା ଓଡ଼ିଶାର ପାଇକ ବିଦ୍ରୋହକୁ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଏନ୍‌ସିଇଆର୍‌ଟି ଦ୍ୱାରା ପ୍ରକାଶିତ ୮ମ ଶ୍ରେଣୀର ଇତିହାସ ବହିରେ ସ୍ଥାନିତ କରାଯାଇଥିଲା। କିନ୍ତୁ ଗତ ସପ୍ତାହରେ ଏନ୍‌ସିଇଆରଟିର ନୂଆ ଇତିହାସ…

ପୁଣି ଭାରତ ବିରୋଧରେ ବିଷ ଓଗାଳିଲେ ଶାହିଦ ଆଫ୍ରିଦି: ଭାରତ ଖେଳିବାକୁ ମନା କରିବାପରେ…

ଇସଲାମାବାଦ୍‌,୨୧।୭: ବିଶ୍ୱ ଚାମ୍ପିଅନଶିପ ଅଫ ଲିଜେଣ୍ଡସ୍‌ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ବାତିଲ ହେବା ପରେ ଶାହିଦ ଆଫ୍ରିଦିଙ୍କ ପ୍ରତିକ୍ରିୟା ଆସିଛି। ଏହି ମ୍ୟାଚ ଜୁଲାଇ ୨୦ ତାରିଖରେ ବର୍ମିଂହାମରେ ଖେଳାଯିବାର ଥିଲା, କିନ୍ତୁ ଶିଖର ଧାୱନ, ସୁରେଶ ରାଇନା,…

ଖୋଲିଲା ୪୬ ମିଶ୍ରଣ ସ୍କୁଲ

ଭୁବନେଶ୍ୱର,୨୧ା୭(ସୁଚିସ୍ମିତା ସାହୁ): ରାଜ୍ୟରେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ମଧ୍ୟରୁ ରାଜ୍ୟ ସରକାର ୪୬ଟିରୁ ତାଲା ଖୋଲିଛନ୍ତି। ଆଉ ୪ଟି ସ୍କୁଲ ଖୁବ୍‌ଶୀଘ୍ର ଖୋଲିବାକୁ ଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ପୂର୍ବ ସରକାରଙ୍କ…

୭୦ ସେକେଣ୍ଡରୁ କମ୍‌ ସମୟ ମଧ୍ୟରେ ବୈଭବ ସୂର୍ଯ୍ୟବଂଶୀଙ୍କ ଖୋଲିଗଲା ୫ ବଡ ରାଜ୍‌: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୧।୭: ଭାରତର କ୍ରିକେଟ୍‌ ସେନସେସନ୍‌ ବୈଭବ ସୂର୍ଯ୍ୟବଂଶୀଙ୍କ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଅଧିକାଂଶ ଭିଡିଓ ତାଙ୍କ ବ୍ୟାଟିଂର। କିନ୍ତୁ ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯାହା ତାଙ୍କ ବ୍ୟାଟିଂ ଶୈଳୀର ନୁହେଁ ବରଂ ତାଙ୍କ ବିଷୟରେ କିଛି…

୨୦ ଦିନ ହେଲା ବିଏସ୍‌ଏନ୍‌ଏଲ ସେବା ଅଚଳ, ଉପଭୋକ୍ତା ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଗତ ୨୦ ଦିନରୁ ଊର୍ଦ୍ଧ୍ୱ ହେବ ବିଏସ୍‌ଏନ୍‌ଏଲର ମୋବାଇଲ ନେଟ୍‌ଓ୍ବର୍କ ସେବା ଅଚଳ ହୋଇପଡ଼ିଛି। ଫଳରେ ଉପଭୋକ୍ତାମାନେ ହଇରାଣ ଭୋଗୁଛନ୍ତି। ମୋବାଇଲ ସେବା ଅଚଳ ଯୋଗୁ ଗ୍ରାହକ ସେବାକେନ୍ଦ୍ର ସମେତ କ୍ଷୁଦ୍ର…

ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍‌ ନିଲମ୍ବିତ

ଭୁବନେଶ୍ୱର,୨୧ା୭: ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍‌ ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି। ତେବେ ଉଦିତ୍‌ଙ୍କୁ ଜାତୀୟ ଛାତ୍ର କଂଗ୍ରେସ ସଭାପତି(NSUI) ନିଲମ୍ବନ କରିଛନ୍ତି। ଉଦିତ୍‌ଙ୍କ ନାମରେ ବଳାତ୍କାର ଅଭିଯୋଗ ଆସିବା ପରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ସୂଚନାଯୋଗ୍ୟ, ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?