Home

ଆଖି ବୁଜିଲେ ବଳଙ୍ଗା ପୀଡିତା, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା!

ଭୁବନେଶ୍ୱର,୨।୮: ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡିତା। ଏତେଦିନର ସଂଘର୍ଷ ପରେ ଜୀବନ ହାରିଛନ୍ତି ପୀଡିତା। ଆଖିବୁଜିଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା । ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ…

ଆଖି ବୁଜିଲେ ବଳଙ୍ଗା ପୀଡ଼ିତା, ଦିଲ୍ଲୀ AIIMSରୁ ଆସିଲା ବଡ଼ ଖବର

ଭୁବନେଶ୍ୱର,୨।୮: ଦିଲ୍ଲୀ ଏମ୍ସରୁ ଆସିଲା ବଡ଼ ଖବର। ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟିଛି। ତେବେ ଉକ୍ତ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତ ନିଆଁ ଲଗାଇ ଦେବା ଯୋଗୁ ସେ ଗୁରୁତର ଥିଲେ। ଏଣୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଦିଲ୍ଲୀ…

କାହିଁକି ଏହିି ମହିଳାଙ୍କୁ ମିଳିଲା ନାହିଁ ଟଙ୍କା? ସୁଭଦ୍ରାର ୩ୟ କିସ୍ତି ଆସିବ କି ନାହିଁ? ଜାଣନ୍ତୁ…

ଭୁବନେଶ୍ୱର,୨।୮: ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା । ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ଟଙ୍କା । ଏ ନେଇ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ କରିଡା । ପୂର୍ବରୁ ୨ଟି ପୂର୍ଯ୍ୟାୟରେ ୧୦…

ଘରୋଇ ସହାୟିକାଙ୍କୁ ବଳାତ୍କାର, ପୂର୍ବତନ PM ଦେବଗୌଡ଼ାଙ୍କ ନାତି ପ୍ରଜ୍ୱଳ ରେବନ୍ନାଙ୍କୁ ଆଜୀବନ କାରାଦଣ୍ଡ, କୋର୍ଟରେ…

ବେଙ୍ଗାଲୁରୁ,୨।୮: ଜନତା ଦଳ (ସେକ୍ୟୁଲାର)ର ନିଲମ୍ବିତ ନେତା ତଥା ପୂର୍ବତନ ଏମ୍‌ପି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ନାତି ପ୍ରଜ୍ୱଳ ରେବନ୍ନାଙ୍କ ଅଡୁଆ ବଢିଛି। ବେଙ୍ଗାଲୁରୁର ଏକ ସ୍ବତନ୍ତ୍ର କୋର୍ଟ ଘରୋଇ ସହାୟିକାଙ୍କୁ ବଳାତ୍କାର ମାମଲାରେ ପ୍ରଜ୍ୱଳଙ୍କୁ ଆଜୀବନ କାରାଦଣ୍ଡରେ…

ଅବ୍ୟବସ୍ଥା ଘେରରେ କେର୍ଣ୍ଣାପଲା ଗାଁ, ପ୍ରାକ୍‌ ଶିକ୍ଷାରୁ ବଞ୍ଚିତ କୋମଳମତି ଶିଶୁ

କର୍ଲାମୁଣ୍ଡା,୨ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରମହକୁମାଠାରୁ ୨୦ କିମି ଦୂରରେ ଅବସ୍ଥିତ ବୋରାପଦର ପଞ୍ଚାୟତର କେର୍ଣ୍ଣାପଲା ଗାଁ। ୩୫ ପରିବାର ବିଶିଷ୍ଟ ଏହି ଗାଁରେ ୧୦୫ ଜଣ ମହିଳା ପୁରୁଷ ରହିଛନ୍ତି। ୨୦୨୦ରେ ଗାଁରେ ଥିବା ପ୍ରାଥମିକ…

ଭାଉଜଙ୍କ ଗୁରୁତର ଅଭିଯୋଗ ପରେ ପୁଣି ଚର୍ଚ୍ଚାକୁ ଆସିଲେ ରାଜା ରଘୁବଂଶୀଙ୍କ ପରିବାର

ଇନ୍ଦୋର,୨।୮: ଇନ୍ଦୋରର ବହୁ ଚର୍ଚ୍ଚିତ ହନିମୁନ ହତ୍ୟା ମାମଲା ପରେ ଏକ ନୂଆ ଏବଂ ଆଶ୍ଚର୍ଯ୍ୟଜନକ ମୋଡ଼ ସାମ୍ନାକୁ ଆସିଛି। ରାଜା ରଘୁବଂଶୀଙ୍କ ଭାଇ ସଚିନ ରଘୁବଂଶୀଙ୍କ ଅଭିଯୁକ୍ତ ପତ୍ନୀ ତାଙ୍କ ଦେଢ଼ ବର୍ଷର ପୁଅର ଡିଏନଏ ରିପୋର୍ଟ ଗଣମାଧ୍ୟମ ସମ୍ମୁଖରେ…

ଅଭିନୟ ଦୁନିଆରେ ପାଦ ରଖିଲେ ସଲମାନଙ୍କ ବଡିଗାର୍ଡ, ଭିଡିଓ ହେଉଛି ଭାଇରାଲ

ମୁମ୍ବାଇ,୨।୮: ସଲମାନ ଖାନଙ୍କ ବଡିଗାର୍ଡ ଶେରା, ଯିଏ ସବୁବେଳେ ତାଙ୍କ ସହିତ ଛାଇ ପରି ରୁହନ୍ତି, ସେ ଖୁବ୍‌ ଲୋକପ୍ରିୟ। ଶେରା କେବେ ପରଦାରେ ଦେଖାଯାଇ ନାହାଁନ୍ତି। ଏବେ ପ୍ରଥମ ଥର ପାଇଁ ସଲମାନ ଖାନଙ୍କ ବଡିଗାର୍ଡ ଶେରା ଅଭିନୟରେ ପ୍ରବେଶ…

ଭୋଟର ଲିଷ୍ଟରେ ନାହିଁ ତେଜସ୍ବୀ ଯାଦବଙ୍କ ନାମ! ଉତ୍ତର ରଖିଲେ ନିର୍ବାଚନ କମିଶନ

ପାଟନା,୨।୮: ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ବୀ ପ୍ରସାଦ ଯାଦବ ଶନିବାର (୦୨ ଅଗଷ୍ଟ, ୨୦୨୫) ଦାବି କରିଛନ୍ତି ଯେ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରକାଶିତ ଡ୍ରାଫ୍ଟ ଭୋଟର ତାଲିକାରେ ତାଙ୍କ ନାମ ନାହିଁ। ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀରେ…

ତହସିଲ କାର୍ଯ୍ୟାଳୟରେ ଫାଇଲ ଯାଞ୍ଚ କଲେ ଅତିରିକ୍ତ ଜିଲାପାଳ

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲାର ଅତିତିକ୍ତ ଜିଲାପାଳ ରମେଶ ଜେନା ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟାଳୟକୁ ଶନିବାର ପରିଦର୍ଶନ କରିଛନ୍ତି। ସେ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତହସିଲଦାରଙ୍କ ପ୍ରକୋଷ୍ଠକୁ ଯାଇଥିଲେ ସେଠାରେ ଦାୟିତ୍ୱରେ ଥିବା ତହସିଲଦାର ଫାଲ୍ଗୁନୀ କୁମାର, ଅତିତିକ୍ତ ତହସିଲଦାର ଦୁଃଶାସନ…

ମଧ୍ୟାହ୍ନଭୋଜନରେ ଝିଟିପିଟି, ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ

ବଲାଙ୍ଗୀର/ଟିଟିଲାଗଡ଼,୨ା୮(ସୁନୀଲ ମହାନ୍ତି/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଳିଖୁଣ୍ଟି ଗ୍ରାମର ଉଚ୍ଚ ବିଦ୍ୟାଳୟରେ ଝିଟିପିଟି ପଡ଼ିଥିବା ମଧ୍ୟାହ୍ନଭୋଜନ ଖାଇବା ପରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ଏହି ଘଟଣା ସମ୍ପର୍କରେ ଅଭିଭାବକମାନେ ଜାଣିବା…

ଗୋଟିଏ ଓଭର୍‌ରେ ୪୫ ରନ୍‌! କ୍ରିକେଟ୍‌ ପଡ଼ିଆରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ କେମିତି ହେଲା ସମ୍ଭବ

ନୂଆଦିଲ୍ଲୀ,୨।୮: ଗୋଟିଏ ଓଭର୍‌ରେ ୪୫ ରନ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ ଉସମାନ ଘନି ଏହି ଅସମ୍ଭବ ସମ୍ଭବ କରିଦେଇଛନ୍ତି। ସେ ଗୋଟିଏ ଓଭରରେ ୪୫ ରନ ମାରି ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।…

ଟ୍ରମ୍ପଙ୍କୁ ମୁହଁତୋଡ଼ ଜବାବ ଦେଲେ ମୋଦି: କହିଲେ, ଭାରତ ବିଶ୍ୱର…

ବାରାଣସୀ,୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବାରାଣସୀରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି। ଟାରିଫ୍‌ ଘୋଷଣା କରି ଟ୍ରମ୍ପ ଭାରତର ଅର୍ଥନୀତିକୁ ‘ମୃତ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?