କନ୍ଧମାଳରେ ହଟହଟା କଳାହାଣ୍ଡି ପୋଲିସ: ଅପହରଣକାରୀ ଭାବି ନିର୍ଦ୍ଧୁମ ଛେଚିଲେ ଲୋକେ
ବାଲିଗୁଡ଼ା, ୧୧।୭:(ସଞ୍ଜୟ କୁମାର ପାଣିଗ୍ରାହୀ): ସାଧା ପୋଷାକଧାରୀ ପୋଲିସକୁ ଅପହରଣକାରୀ ଭାବି ନିର୍ଦ୍ଧୁମ ମାଡ଼ ମାରିଲେ ସାଧାରଣ ଲୋକେ। ଶେଷରେ ତୂମୁଡ଼ିବନ୍ଧ ପୋଲିସକୁ ଡାକି ପୋଲିସର ଜିମା ଦେଇଥିବା ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ…
୨ ଘଣ୍ଟା ହସ୍ପିଟାଲରେ ରହିଲେ ବି କରିପାରିବେ ଇନସ୍ୟୁରାନ୍ସ କ୍ଲେମ, ଶେଷ ହେଲା ରାତିସାରା ରହିବାର ସର୍ତ୍ତ, ଏହି କମ୍ପାନୀ ଦେଉଛି…
ନୂଆଦିଲ୍ଲୀ,୧୧।୭: ସ୍ବାସ୍ଥ୍ୟ ବୀମା ଦାବି କରିବା ପାଇଁ ୨୪ ଘଣ୍ଟା ପାଇଁ ହସ୍ପିଟାଲରେ ଭର୍ତ୍ତି ହେବାର ସର୍ତ୍ତ ଏବେ ଶେଷ ହୋଇଛି। ଅନେକ ବୀମା କମ୍ପାନୀ ମାତ୍ର ୨ ଘଣ୍ଟା ପାଇଁ ହସ୍ପିଟାଲରେ ରହିଥିଲେ ବି ମେଡିକ୍ଲେମ ଦେଉଛନ୍ତି। ନୂତନ ଯୁଗ…
ହୃଦୟ ଜିଣିଲେ ସିଦ୍ଧାନ୍ତ ମହାପାତ୍ର: ଗୁରୁଙ୍କ ଘରକୁ ଯାଇ କଲେ ପୂଜାର୍ଚ୍ଚନା
ଦିଗପହଣ୍ଡି,୧୧।୭(ଅଶେଷ ନାଥ ମିଶ୍ର) ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ଗୁରୁମାନଙ୍କ ବାସଭବନରେ ପହଞ୍ଚି ସେମାନଙ୍କୁ ବନ୍ଦାପନା ଓ ପୂଜାର୍ଚ୍ଚନା କରିବା ସହ ସମ୍ମାନିତ କରିଥିବା ଜଣାପଡିଛି।ସେହି ପୂଜ୍ୟ…
ଦମ୍ପତ୍ତିଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ଦିଗପହଣ୍ଡି,୧୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ନୂଆପଡା ଗ୍ରାମରେ ଘଟିଥିବା ଏକ ହତ୍ୟା ଉଦ୍ୟମ ଘଟଣାରେ କେ. ନୂଆଗାଁ ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଦିଗପହଣ୍ଡି କୋର୍ଟକୁ ଚାଲାଣ କରିଛନ୍ତି। ସେଠାରେ ତାଙ୍କର ଜାମିନ ଆବେଦନ ଖାରଜ ହେବାରୁ…
ବହୁ ଦିନର ଆଶା ହେବ ପୂରଣ: କଲେଜ ଦେଇ ଖୋଲିବ ଲଣ୍ଡେଇସାହି ବାଇପାସ ରାସ୍ତା
ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଲଣ୍ଡେଇସାହି ବାସିନ୍ଦାଙ୍କ ବହୁ ବର୍ଷର ବାଇପାସ ରାସ୍ତା ଆଶା ଆଗାମୀ ଦିନରେ ପୂରଣ ହେବା ସମ୍ଭାବନା ଦେଖାଦେଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶୁକ୍ରବାର ଅପରାହ୍ନରେ ଲଣ୍ଡେଇସାହି ବାଇପାସ ରାସ୍ତା ହେବାକୁ ଥିବା…
ଝିଅ କରୁଥିଲେ ରୋଷେଇ, ପଛରୁ ରିଭଲଭରରେ ଗୁଳି ଚଳାଇଲେ ବାପା: ଟେନିସ୍ ଷ୍ଟାରଙ୍କ ହତ୍ୟାକୁ ନେଇ ଦେଶ ସ୍ତବ୍ଧ
ଗୁରୁଗ୍ରାମ,୧୧।୭: ହରିୟାଣାର ଗୁରୁଗ୍ରାମରେ ଟେନିସ ଖେଳାଳି ରାଧିକା ଯାଦବଙ୍କ ହତ୍ୟାକାଣ୍ଡରେ ସାରା ଦେଶ ସ୍ତବ୍ଧ। ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ହେଉଛି କି ଜଣେ ପିତା ତାଙ୍କ ଝିଅକୁ କେମିତି ହତ୍ୟା ହତ୍ୟା କରିପାରେ। କାରଣ ସମାଜ ତାଙ୍କୁ ତାଙ୍କ…
ମାଡ଼ମାରି ନେଇଯାଇଥିଲେ ବଳଦ, ୧୩ ବର୍ଷ ପରେ ମିଳିଲା ଏମିତି ଦଣ୍ଡ
ଦିଗପହଣ୍ଡି,୧୧୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ନିଳିମା ଷଡ଼ଙ୍ଗୀ ଗତ ୨୦୧୨ ମସିହାର ଏକ ଆକ୍ରମଣ ଓ ଚୋରି ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତ ଦୁଇଭାଇଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ…
ବାରମ୍ବାର ମୁଣ୍ଡବିନ୍ଧା ହେଉଛି କି, ହୋଇଯାନ୍ତୁ ସାବଧାନ: ହୋଇପାରେ ଗମ୍ଭୀର ରୋଗ
ନ୍ୟୁରୋଲୋଜି ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ପ୍ରାୟତଃ ଚିହ୍ନଟ ହୁଏ ନାହିଁ କିମ୍ବା ସାମାନ୍ୟ ମନେହୁଏ, କିନ୍ତୁ ଏହା ଏକ ଗମ୍ଭୀର ରୋଗର ଲକ୍ଷଣ ମଧ୍ୟ ହୋଇପାରେ। ସଠିକ ସମୟରେ ନ୍ୟୁରୋଲୋଜିଷ୍ଟଙ୍କ ସହିତ ପରାମର୍ଶ କରିବା ଗୁରୁତ୍ୱପୂର୍ଣ୍ଣ, ଯାହା ଦାରା ସଠିକ ଚିକିତ୍ସା ସମୟ…
ହଁ ପାକିସ୍ତାନ ପାଳୁଛି ଆତଙ୍କବାଦୀ, ଏମିତି କଥାକହି ସମସ୍ତଙ୍କୁ ଚମକାଇ ଦେଲେ ବିଲାଓ୍ବଲ
ଇସଲାମାବାଦ,୧୧।୭: ପାକିସ୍ତାନ ନିଜର ସତ୍ୟକୁ ଲୁଚାଇବାକୁ ଯଥାସମ୍ଭବ ଚେଷ୍ଟା କରିପାରେ, କିନ୍ତୁ ଏହାର ନେତାମାନେ ନିଜେ ନିଜ ଦେଶ ବିଷୟରେ ସତ୍ୟ ପ୍ରକାଶ କରନ୍ତି। ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ଏବଂ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ସ୍ବୀକାର…
ଭାଜପାର ମୁହଁ ବନ୍ଦ କରିଦେଲେ ରାହୁଲ, ଓଡ଼ିଶାରେ କଲେ ବଡ଼ ଘୋଷଣା
ଭୁବନେଶ୍ୱର,୧୧।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୁବନେଶ୍ବରରର ବରମୁଣ୍ଡା ପଡ଼ିଆ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ଭାଜପାକୁ କଡ଼ା ଟାର୍ଗେଟ୍ କରିଛନ୍ତି ରାହୁଲ। ଏହା ସହିତ ରଥଯାତ୍ରା ଅଘଟଣକୁ ନେଇ ମଧ୍ୟ ଟାର୍ଗେଟ କରିଛନ୍ତି ରାହୁଲ। ଆଦାନୀ ପାଇଁ…
ପିଉସୀ-ପୁତୁରାଙ୍କ ପ୍ରେମସମ୍ପର୍କକୁ ବିରୋଧ: ଦଣ୍ଡ ପୂର୍ବକ ଚାଷଜମିରେ ବଳଦ ଭାବେ ହଳ କରାଇଲେ ଗ୍ରାମବାସୀ
ରାୟଗଡ଼ା,୧୧ା୭(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ସମ୍ପର୍କୀୟ ପିଉସୀ ଓ ପୁତୁରାଙ୍କ ପ୍ରେମସମ୍ପର୍କକୁ ନେଇ ଗାଁ ଲୋକେ ବୈଠକ କରି ପ୍ରେମୀଯୁଗଳଙ୍କୁ ଚାଷଜମିରେ ହଳ କରି ଦଣ୍ଡ ଦେଇଥିବା ଘଟଣା ଏବେ ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି।। ଏହିଭଳି ଘଟଣା ଦେଖିବାକୁ…
ମୁନିରଙ୍କ ନିଦ ହଜାଇଲେ ଅଜିତ ଡୋଭାଲ! ବାରମ୍ବାର ନେଉଛନ୍ତି ନାମ
ଇସଲାମାବାଦ/ନୂଆଦିଲ୍ଲୀ,୧୧।୭: ପାକିସ୍ତାନରେ ପୁଣିଥରେ ଏକ ବଡ଼ ଆକ୍ରମଣ ହୋଇଛି। କିଛି ଆକ୍ରମଣକାରୀ ଏକ ବସ୍କୁ ଟାର୍ଗେଟ କରି ୯ ଜଣ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହା ପୂର୍ବରୁ ପାକିସ୍ତାନରେ ଅନେକ ଆକ୍ରମଣ ହୋଇଛି। ପାକିସ୍ତାନକୁ ବେଲୁଚିସ୍ତାନ ପକ୍ଷରୁ ଲଗାତାର…
Archives


