Home

ଭାଗ୍ୟ ଖୋଲିଦେବ ଏହି ଗଛ

ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି, ବାଡ଼ି ବଗିଚାରେ ଗଛଲତାର ଯନତ୍ ନେଲେ ଆରୋଗ୍ୟ ଲାଭ ସହ ଗ୍ରହଦୋଷ ମଧ୍ୟ କଟିଯାଏ। ତେବେ ଘରେ କେଉଁସବୁ ଗଛ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ ସେ ସମ୍ପର୍କରେ… + ଲାଜକୁଳି ଲତା ଯଦି…

୨୦୨୧ରେ ପଶ୍ଚିମବଙ୍ଗରୁ ମୂଳପୋଛ ହେବ ତୃଣମୂଳ କଂଗ୍ରେସ: ବାବୁଲ୍‌ ସୁପ୍ରିୟୋ

କୋଲକାତା,୨୧।୭: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ଦିନ ଶେଷ ହେବାକୁ ବସିଛି। ଆସନ୍ତା ୨୦୨୧ ବିଧାନସଭା ନିର୍ବାଚନରେ ଏହା ରାଜ୍ୟରୁ ମୂଳପୋଛ ହେବ ବୋଲି ଜଙ୍ଗଲ ଓ ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ୍‌ ସୁପ୍ରିୟୋ ରବିବାର ଟୁଇଟ୍‌ କରିଛନ୍ତି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

ପେଶା ଶିକ୍ଷକତା: ନିଶା ପ୍ରତିଦିନ ଗଛ ଲଗାଇବା

ଜୟପୁର,୨୧।୭: ପରିବେଶ ସୁରକ୍ଷା ପ୍ରତି ଜଣେ ଶିକ୍ଷକ ଗତ ୯ ବର୍ଷ ଧରି ପ୍ରତିଦିନ ଗୋଟିଏ ଗଛ ଲଗାଇବା ଜାରି ରଖିଛନ୍ତି। ୨୦୧୦ ଜୁଲାଇ ୧ରୁ ସେ ଏପରି ମହତ୍‌ କାର୍ଯ୍ୟ ଆରମ୍ଭ କରିଥିଲେ। ରାଜସ୍ଥାନ ଅଜମେର ରୋଡ୍‌ ସ୍ଥିତ ଗଜସିଂହପୁରାରେ…

କ୍ରିକେଟରଙ୍କ ଡୋପ୍‌ ଟେଷ୍ଟ ପାଇଁ ବିସିସିଆଇର ସର୍ତ୍ତ

ନୂଆଦିଲ୍ଲୀ,୨୧।୭(ପି.ଟି.): ଶେଷରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରିକେଟରଙ୍କ ଡୋପ୍‌ ଟେଷ୍ଟ ନେଇ ରାଜି ହୋଇଛି। ଏଥିପାଇଁ ବିସିସିଆଇ ଅବଶ୍ୟ ନୂଆ ସର୍ତ୍ତ ରଖିଛି। ବୋର୍ଡର ଅନୁମତି ନେବା ପରେ ଯାଇ କ୍ରିକେଟରଙ୍କ ଡୋପ୍‌ ଟେଷ୍ଟ କରାଯାଇପାରିବ ବୋଲି ବିସିସିଆଇ…

ପେଟଜନିତ ସମସ୍ତ ସମସ୍ୟା ଦୂର କରେ ଏହି ଯୋଗାସନ

ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗାସନର ମହତ୍ତ୍ୱ ଅଲଗା। ଏମିତି କିଛି ଯୋଗାସନ ରହିଛି ଯାହାକୁ ନିୟମିତ ଅଭ୍ୟାସ କଲେ ଆମେ ଫିଟ୍‌ ରହିପାରିବା। କିଛି ଆସନ ମଧ୍ୟରୁ ‘ଗୋରକ୍ଷାସନ’ହେଉଛି ଗୋଟିଏ। ଏହି ଯୋଗାସନ ନିମୟିତ କଲେ ସମସ୍ତ ପେଟରୋଗ ଜନିତ…

ସ୍କୁଲ ନିର୍ମାଣ ପାଇଁ ୧୪ ବର୍ଷ ତଳେ ମଞ୍ଜୁର ହୋଇଥିଲା ୫ ଲକ୍ଷ: ୧୨ ଖମ୍ବ ପୋତି ଅନୁଦାନ ହଡ଼ପ ଅଭିଯୋଗ

ଭୋପାଳ,୨୧।୭: ସ୍କୁଲ ନିର୍ମାଣ ପାଇଁ ୧୪ ବର୍ଷ ତଳେ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିଲା। ତେବେ ନିର୍ଦ୍ଧାରିତ ସ୍ଥାନରେ କେବଳ ୧୨ଟି କାଠ ଖମ୍ବ ପୋତି ସମସ୍ତ ଟଙ୍କାକୁ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶ…

ମୂଷାଗାତ ନଦୀବନ୍ଧକୁ କରୁଛି ଦୁର୍ବଳ: ପଦକ୍ଷେପ ନେବାକୁ ଏସ୍‌ଡିଏମ୍‌ ଦେଲେ ନିର୍ଦ୍ଦେଶ

ପାଟନା,୨୧।୭: ବିହାର ପଶ୍ଚିମ ଚମ୍ପାରଣରେ ପିପରା-ପିପରାସିଠାରେ ଗଣ୍ଡକ ନଦୀର ବନ୍ଧ ଦୁର୍ବଳ ହେବାରେ ଲାଗିଛି। ଏଠାରେ ନଦୀବନ୍ଧରେ ମୂଷାଗାତ କରିଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏହାର ମରାମତି କରା ନ ଗଲେ ବନ୍ୟା ହେବାର ଆଶଙ୍କା ଥିବା କୁହାଯାଉଛି। ନଦୀବନ୍ଧ…

ଅନୁଗୋଳରେ ଲଜ୍ଜା: ଶୋଇଥିବା ବେଳେ ଉଠାଇନେଇ ୮ ବର୍ଷର ନାବାଳିକାଙ୍କୁ ବଳାତ୍କାର, ମୃତ ଭାବି ଅଳିଆ ଗଦାରେ ଫିଙ୍ଗିଲେ

ଅନୁଗୋଳ ଅଫିସ,୨୧।୭: ଅନୁଗୋଳ ଥାନା ଅଞ୍ଚଳରେ ଜନୈକ ୮ ବର୍ଷର ନାବାଳିକାଙ୍କୁ ଶନିବାର ରାତିରେ ବଳାତ୍କାର ହୋଇଥିବା ସୂଚନା ମିଳିଛି। ତେବେ ଦୁର୍ବୃତ୍ତ ତାଙ୍କୁ ମୃତ ଭାବି ଅଳିଆ ଗଦାରେ ଫିଙ୍ଗି ଚାଲି ଯାଇଥିଲେ। ରବିବାର ସକାଳେ ତାଙ୍କୁ ଉଦ୍ଧାର କରାଯାଇ…

ହସ୍ପିଟାଲ ନିକଟରେ ବିସ୍ଫୋରଣ: ୩ ମୃତ, ୮ ଆହତ

ଇସଲାମାବାଦ,୨୧।୭: ପାକିସ୍ତାନର ଡେରା ଇସମେଲ ଖାଁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଟ୍ରମା ସେଣ୍ଟରରେ ରବିବାର ହୋଇଥିବା ଏକ ଆତ୍ମଘାତୀ ବୋମା ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୮ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଏହି ବିସ୍ଫୋରଣ…

ବନ୍ୟା କଲା ବେଘର: ଜାତୀୟ ରାଜପଥର ରୋଡ୍‌ ଡିଭାଇଡର ଏବେ ପାଲଟିଛି ଆଶ୍ରୟ ସ୍ଥଳ

ପାଟନା,୨୧।୭: ବିହାରରେ ପ୍ରଳୟଙ୍କରୀ ବନ୍ୟା ତାଣ୍ଡବ ରଚିଛି। ବେଘର ହୋଇ ଜୀବନ ବିକଳରେ ଲୋକେ ଉଚ୍ଚାସ୍ଥାନକୁ ପଳାଇ ଆସିଛନ୍ତି। କମଳା ନଦୀରେ ବନ୍ୟା ଯୋଗୁ ୧୫ ଶହରୁ ଅଧିକ ପ୍ରଭାବିତଙ୍କ ଆଶ୍ରୟ ସ୍ଥଳ ପାଲଟିଛି ଜାତୀୟ ରାଜପଥର ରୋଡ୍‌ ଡିଭାଇଡର। ଜାତୀୟ…

ବିଦ୍ୟୁତ୍‌ ବିଭାଗର ଦାଦାଗିରି: ଭୁଲରେ ପଠାଇଲେ ୧୨୮ କୋଟି ଟଙ୍କାର ବିଲ୍‌; ସଂଯୋଗ ବି କାଟିଲେ

ଲକ୍ଷ୍ନୌ,୨୧।୭: ବିଦ୍ୟୁତ୍‌ ବିଭାଗର ଭୁଲ୍‌ ଯୋଗୁ ଜଣେ ବରିଷ୍ଠ ନାଗରିକ ଏବେ ଅସୁବିଧାରେ ପଡ଼ିଛନ୍ତି। ତାଙ୍କ ପାଖକୁ ୧୨୮ କୋଟି ୪୫ ଲକ୍ଷ ୯୫ ହଜାର ୪ ଶହ ୪୪ ଟଙ୍କାର ବିଲ୍‌ ଆସିଛି। ଏହା ସହିତ ଟଙ୍କା ପୈଠ କରା…

ପ୍ରଥମ ଥର ଆମେରିକା ଗଲେ ଇମ୍ରାନ

ଇସଲାମାବାଦ,୨୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ୩ ଦିନିଆ ଆମେରିକା ଗସ୍ତ କାର୍ଯ୍ୟକ୍ରମରେ ରବିବାର ଓ୍ବାଶିଂଟନ ପହଞ୍ଚିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ବହନ କରିବା ପରେ ଏହା ତାଙ୍କର ପ୍ରଥମ ଆମେରିକା ଗସ୍ତ। ପାକିସ୍ତାନ ଖବରକାଗଜ ଡନର ସୂଚନା ଅନୁଯାୟୀ, ଇମ୍ରାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?