Home

ଆମେରିକାରେ ଇମ୍ରାନଙ୍କୁ ସ୍ବାଗତ କରିବାକୁ କେହି ଆସିଲେନି: ମେଟ୍ରୋ ଟ୍ରେନରେ କଲେ ଯାତ୍ରା

ଓ୍ବାଶିଂଟନ୍‌, ୨୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ତିନିଦିବସୀୟ ଆମେରିକା ଗସ୍ତରେ ଯାଇଛନ୍ତି। ସେଠାରେ ପହଞ୍ଚିବା ପରେ ତାଙ୍କ ହଟହଟା ହେବାକୁ ପଡିଛି। ଆମେରିକାର କୌଣସି ବରିଷ୍ଠ ଅଧିକାରୀ ତାଙ୍କୁ ସ୍ବାଗତ କରିବାକୁ ବିମାନବନ୍ଦର ଆସି ନ ଥିଲେ। ଶେଷରେ ତାଙ୍କ…

ଲାଲ୍‌ ହେଲା ଟମାଟୋ

ନୂଆଦିଲ୍ଲୀ,୨୧।୭: ବର୍ଷାଋତୁରେ ଟମାଟୋ ଦର ସାଧାରଣତଃ ୨୦-୩୦ ଟଙ୍କା ମଧ୍ୟରେ ରହିଥାଏ। ତେବେ ଦେଶର କେତେକ ରାଜ୍ୟରେ ବନ୍ୟା ଯୋଗୁ ଦିଲ୍ଲୀରେ ଟମାଟୋ ପୁଣି ଲାଲ୍‌ ହୋଇଛି। ଏହାର ଦର କିଲୋପିଛା ୮୦ ଟଙ୍କାରେ ପହଞ୍ଚିଛି। ଗତ ସପ୍ତାହରେ ଏହାର ଦାମ୍‌…

ମେନି ପାକ୍ୱିୟୋଙ୍କୁ ଡବ୍ଲ୍ୟୁବିଏ ସୁପର ଓ୍ବେଲଟରଓ୍ବେଟ୍‌ ଟାଇଟଲ

ଲସ ଭେଗାସ,୨୧।୭(ଏଏଫପି)-ଫିଲିପାଇନ୍ସ ବକ୍ସିଂ କିମ୍ବଦନ୍ତୀ ମେନି ପାକ୍ୱିୟୋ ଡବ୍ଲ୍ୟୁବିଏ (ବିଶ୍ୱ ବକ୍ସିଂ ଆସୋସିଏଶନ) ସୁପର ଓ୍ବେଲଟରଓ୍ବେଟ୍‌ ଟାଇଟଲ ହାସଲ କରିଛନ୍ତି। ଶନିବାର ଏଠାରେ ଖେଳାଯାଇଥିବା ମୁକାବିଲାରେ ସେ ସ୍ପିଲ୍ଟ ଡିସିଶନ୍‌ ମାଧ୍ୟମରେ ଡବ୍ଲ୍ୟୁବିଏ ସୁପର ଚାମ୍ପିୟନ ତଥା ଆମେରିକାର ପେସାଦାର ବକ୍ସର…

ଭିଡ଼ ହିଂସା ପୁଣି ନେଲା ୪ ଜୀବନ: ଡାହାଣି ସନ୍ଦେହରେ ହତ୍ୟା

ରାଞ୍ଚି,୨୧।୭: ଦେଶରେ ଭିଡ଼ ହିଂସା ଥମିବାର ନାଁ ଧରୁନି। ରବିବାର ଭୋର୍‌ ୩ଟାରେ ଝାଡ଼ଖଣ୍ଡର ଗୁମଲାରେ ୪ ଜଣ ଲୋକଙ୍କୁ ହତ୍ୟା କରାଯାଇଛି। କିଛି ଲୋକ ଏକାଠି ହୋଇ ଏଭଳି କାଣ୍ଡ ଭିଆଇଛନ୍ତି। ଡାହାଣୀ ସନ୍ଦେହରେ ୪ ଜଣଙ୍କୁ ଗଳା କାଟି…

ସିରିଜ ଚୋରି ଘଟଣା : ମାଷ୍ଟରମାଇଣ୍ଡ ଗିରଫ, ଅଳଙ୍କାର ଓ ଟଙ୍କା ଜବତ

ବ୍ରହ୍ମପୁର ଅଫିସ,୨୧।୭: ସଦର ଥାନା ପୋଲିସ ଫେରାର ଥିବା ଏକ ପେସାଦାର ଚୋର ତଥା ସିରିଜ ଚୋରି ଘଟଣାର ମାଷ୍ଟରମାଇଣ୍ଡ ରାମ ବେଲମା (୧୯)ଙ୍କୁ ଶନିବାର ଅପରାହ୍ନରେ ଗିରଫ କରିଛି। ତାଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ ହୋଇଛି। ଏକ ଟିଭିଏସ…

ଆମେରିକାରେ ଗ୍ରୀଷ୍ମ ପ୍ରବାହ: ୧୫୦ ନିୟୁତ ଲୋକେ ପ୍ରଭାବିତ

ଓ୍ବାଶିଂଟନ,୨୧।୭: ଆମେରିକାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାଦ୍ୱାରା ୧୫୦ ନିୟୁତରୁ ଅଧିକ ଲୋକ ବ୍ୟତିବ୍ୟସ୍ତ ହେଉଥିବା କୁହାଯାଉଛି। ନ୍ୟୁୟର୍କ, ଫିଲାଡେଲଫିହା ତଥା ଓ୍ବାଶିଂଟନରେ ତାପମାତ୍ରା ୩୮ ଡିଗ୍ରୀ ହୋଇଛି। ଇତିମଧ୍ୟରେ ଏଠାରେ ୬ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଏଠାରେ…

ବୁଢ଼ିଆଣୀ ପିଠିରେ ମଣିଷ ମୁହଁ

ସେଣ୍ଟ୍ରାଲ ଚାଇନାର ହ୍ୟୁନାନ୍‌ ଅଞ୍ଚଳରୁ ଏକ ଭିନ୍ନ ପ୍ରଜାତିର ବୁଢ଼ିଆଣୀ ପିଠିରେ ଅବିକଳ ମଣିଷ ମୁହଁ ଭଳି ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ଏହି ବୁଢ଼ିଆଣୀର ଭିଡିିିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ମୁହଁରେ ପୂରା ଆଖି, ପାଟି…

ଅନୁଗୋଳରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଉଦ୍ୟମ ଘଟଣା: ନିଜ ଆଡୁ ମାମଲା ରୁଜୁ କଲା ପୋଲିସ, ଅଭିଯୁକ୍ତଙ୍କୁ ଧରିବା ଲାଗି ଗଠନ ହେଲା ୩ ଟିମ୍‌

ଅନୁଗୋଳ ଅଫିସ,୨୧।୭: ଅନୁଗୋଳ ଥାନା ଅଞ୍ଚଳରେ ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯିବା ଘଟଣାରେ ପୋଲିସ ରବିବାର ନିଜ ଆଡ଼ୁ ବଳାତ୍କାର ଓ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି ବୋଲି ଡିଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ଘଟଣାଟି…

ପଞ୍ଚାୟତ ନିର୍ବାଚନକୁ ବାଲଟ ପେପରରେ କରିବାକୁ ଅନୁରୋଧ କଲେ ମମତା

କୋଲକତା,୨୧।୭: ଆସନ୍ତା ପଞ୍ଚାୟତ ଓ ମ୍ୟୁନିସପାଲ ନିର୍ବାଚନକୁ ବାଲଟ ପେପର ମାଧ୍ୟମରେ କରିବାକୁ ନିର୍ବାଚନ କମିଶନଙ୍କୁ ଅନୋରାଧ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତ ଲୋକ ସଭା ନିର୍ବାଚନରେ ତାଙ୍କ ଦଳ ମାତ୍ର ୧୮ଟି ଆସନ ପାଇଥିବାରୁ ଏଥିରେ ଠକେଇ…

କର୍ନାଟକ ବିଧାନସଭାରେ ଯୋଗ ଦେବେ ନାହିଁ ଏନ୍‌ ମହେଶ

ବେଙ୍ଗାଲୁରୁ,୨୧।୭: କର୍ନାଟକ ବିଧାନସଭାରେ ଏଚ୍‌ଡି କୁମାରସ୍ବାମୀଙ୍କ ମେଣ୍ଟ ସରକାର ସୋମବାର ଫ୍ଲୋର ଟେଷ୍ଟ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏଥିରେ ବହୁଜନ ସମାଜ ପାର୍ଟି ବିଧାୟକ ଏନ୍‌ ମହେଶ ଯୋଗ ଦେବେ ନାହିଁ ବୋଲି ରବିବାର କହିଛନ୍ତି। ସେ କହିଛନ୍ତି, ମାୟାବତୀଙ୍କ…

ଫିଲ୍ମ ଲାଇନ୍‌ ଛାଡ଼ି ଚାଷକାର୍ଯ୍ୟରେ ବ୍ୟସ୍ତ ଜୁହି

ସୁନ୍ଦର ଚେହେରା ଏବଂ ହସରେ କୋଟି କୋଟି ଦର୍ଶକଙ୍କ ମନ କିଣି ନେଇଥିବା ଅଭିନେତ୍ରୀ ଜୁହି ଚାଓ୍ବାଲା ଏବେ ଫିଲ୍ମ କରୁନାହାନ୍ତି ସତ ମାତ୍ର ସୋସିଆଲ ମିଡିିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଜୁହି ଲାଇମ୍‌ଲାଇଟ୍‌ରୁ ଦୂରେଇ ଯାଇ ଚାଷକାମରେ ବ୍ୟସ୍ତ ରହୁଛନ୍ତି।…

ବିବେକ କୋହଲି ସିଟିଟିଏଫ୍‌ ଅଧ୍ୟକ୍ଷ ନିର୍ବାଚିତ

କଟକ,୨୧।୭: ଭାରତର ବିବେକ କୋହଲି ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଫେଡେରେଶନ (ସିଟିଟିଏଫ୍‌) ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସେହିପରି ଏମ୍‌.ପି. ସିଂ ସିଟିଟିଏଫ୍‌ର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। କଟକରେ ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପ୍‌ ଚାଲୁରହିଥିବା ବେଳେ ଭୁବେନେଶ୍ୱରରେ ଶନିବାର ଫେଡେରେଶନର ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?