Home

ମୋଦି ସମାଲୋଚନା କରିବା ଅପେକ୍ଷା ଆଗ ପ୍ରତିଶୃତି ପାଳନ କରନ୍ତୁ: ଆନନ୍ଦ ଶର୍ମା

ନୂଆଦିଲ୍ଲୀ, ୨୬।୬: କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ଭାଜପା ସରକାର ଉପରେ ବର୍ଷିଛନ୍ତି। ବୁଧବାର ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ରାଜ୍ୟସଭାରେ ଚାଲିଥିବା ଆଲୋଚନାରେ ଭାଗ ନେଇ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହାକୁ ସମାଲୋଚନ କରିବା ଅପେକ୍ଷା ନିର୍ବାଚନ…

କମଲନାଥଙ୍କୁ ଡ୍ରୋନ ପ୍ଲେନ ମାଗିଲେ କମ୍ପ୍ୟୁଟର ବାବା

ଭୋପାଳ,୨୬।୬: ଚଳିତ ବର୍ଷ ଭୋପାଳରେ କମଲନାଥ ସରକାରଙ୍କ ଦ୍ୱାରା ରିଭର ଟ୍ରଷ୍ଟର ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଥିବା କମ୍ପ୍ୟୁଟର ବାବା ରାଜ୍ୟ ସଚିବାଳୟରେ ଏକ କାର୍ଯ୍ୟାଳୟ ପାଇଁ ଦାବି କରିଛନ୍ତି। ଏଥିସହ ସେ ଏକ ଡ୍ରୋନ ପ୍ଲେନ ପାଇଁ ମଧ୍ୟ ସରକାରଙ୍କୁ…

ପାକିସ୍ତାନରେ ଆର୍ଥିକ ସଙ୍କଟ: ରୋଷେଇ ଗ୍ୟାସ୍‌ ଦର ୨୦୦ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା

ଇସଲାମାବାଦ, ୨୬।୬: ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି ପାକିସ୍ତାନର ଅର୍ଥ ବ୍ୟବସ୍ଥା। ପୂର୍ବ ଋଣ ପାକିସ୍ତାନ ସରକାର ପରିଶୋଧ ନ କରିପାରିବା ଫଳରେ ଏବେ ପରିସ୍ଥିତି ଆହୁରି ଭୟଙ୍କର ହୋଇପଡିଛି। ବର୍ତ୍ତମାନ ଦେଶର ରାଜକୋଷ ଦେବାଳିଆ ଥିବା…

ଗୁରମିତ୍‌ ରାମରହିମଙ୍କ ସମର୍ଥନରେ ବାହାରିଲେ ହରିୟାଣା ସରକାର

ଚଣ୍ଡିଗଡ, ୨୬।୬:ବଳାତ୍କାର ମାମଲାରେ ଜେଲଦଣ୍ଡ ଭୋଗୁଥିବା ରାମ ରହିମ ୪୨ ଦିନ ପାରୋଲରେ ଯିବା ପାଇଁ ଆବେଦନ କରିବା ପରେ ହରିୟାଣାରେ ରାଜନୈତିକ ପାଣିପାଗ ଉଷ୍ମ ହୋଇଛି। ରାମ ରହିମଙ୍କୁ ହରିୟାଣା ସରକାର ସମର୍ଥନ କରୁଛନ୍ତି। ହାଇକୋର୍ଟ ତାଙ୍କ ଜାମିନ ଆବେଦନ…

ସରକାରୀ ଅଧିକାରୀଙ୍କୁ ବ୍ୟାଟରେ ପିଟିଲେ ବିଧାୟକ

ଇନ୍ଦୋର, ୨୬।୬: ଭାଜପା ମହାସଚିବ ତଥା ପଶ୍ଚିମବଙ୍ଗରେ ଦଳର ସଫଳାର ସୁତ୍ରଧର କୈଳାସ ବିଜୟବର୍ଗୀୟଙ୍କ ପୁଅ ଆକାଶ ବିଜୟବର୍ଗୀୟ ସରକାରୀ ଅଧିକାରୀଙ୍କୁ ମାରପିଟ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। କ୍ରିକେଟ ବ୍ୟାଟରେ ଆକାଶ ଜଣେ ନିଗମ ଅଧିକାରୀଙ୍କୁ ମାଡ଼ ମାରୁଥିବା…

ଏୟାର ଇଣ୍ଡିଆ ସମେତ ୨୮ କମ୍ପାନୀ ବିକିବେ ମୋଦି ସରକାର: ମିଳୁ ନାହାଁନ୍ତି ମନ ପସନ୍ଦର କ୍ରେତା

ନୂଆଦିଲ୍ଲୀ,୨୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏୟାର ଇଣ୍ଡିଆ, ପଓ୍ବନ ହଂସ ସମେତ କ୍ଷତିରେ ଚାଲୁଥିବା ୨୮ଟି ପବ୍ଲିକ୍‌ ସେକ୍ଟର କମ୍ପାନୀରେ ବିନିବେଶ ଯୋଜନା କରିଛନ୍ତି। ଏସବୁ କମ୍ପାନୀଙ୍କୁ ବିକ୍ରି କରିଦିଆଯିବ। ତେବେ ମନପସନ୍ଦର କ୍ରେତା ମିଳୁ ନ ଥିବାରୁ ସରକାରଙ୍କୁ…

ମାଲକାନଗିରି ଜିଲା ଚିକିତ୍ସାଳୟ: ସେବା ଛାଡ଼ି ଟିକ୍‌ଟକ୍‌ରେ ମାତୁଛନ୍ତି ନର୍ସ, ଭିଡିଓ ଭାଇରାଲ

ମାଲକାନଗିରି,୨୬।୬(ସ୍ବ.ପ୍ର.): ସରକାରୀ ଡାକ୍ତରଖାନାରେ ନିୟୋଜିତ ଡାକ୍ତର ତଥା ନର୍ସମାନଙ୍କର ରୋଗୀଙ୍କୁ ଅବହେଳାର ଅନେକ ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ଶିଶୁମାନେ ଏଥିରୁ ବାଦ୍‌ ପଡ଼ୁନାହାନ୍ତି। ଏଭଳି ଏକ ଘଟଣାକ୍ରମରେ ମାଲକାନଗିରି ଜିଲା ଚିକିତ୍ସାଳୟରେ ସ୍ବତନ୍ତ୍ର ନବଜାତ ଶିଶୁ ସୁରକ୍ଷା କକ୍ଷ(ଏସ୍‌ଏନ୍‌ସିୟୁ)ରେ…

ଭୋକିଲା ବୃଦ୍ଧଙ୍କୁ ନିଜ ହାତରେ ଖୁଆଇଲେ ପୋଲିସ ଅଧିକାରୀ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୬।୬: ଦିଲ୍ଲୀ ନୋଏଡା ଥାନା ସେକ୍ଟର ୨୦ର ଜଣେ ପୋଲିସ ଅଧିକାରୀ ମଣିଷପଣିଆର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ମଙ୍ଗଳବାର ରାସ୍ତାରେ ବସିଥିବା ଜଣେ ଭୋକିଲା ବୃଦ୍ଧଙ୍କୁ ସବ୍‌ ଇନ୍ସପେକ୍ଟର ସୌରଭ ଯାଦବ ନିଜ ହାତରେ ଖୁଆଇଦେଇଥିଲେ। ଏହାପରେ ସୌରଭ ନିଜ…

ସାମନ୍ତ ଗୋଏଲ ‘ର’ ଚିଫ୍‌ ନିଯୁକ୍ତ

ନୂଆଦିଲ୍ଲୀ,୨୬।୬: ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌(ର) ଚିଫ୍‌ ଭାବେ ସାମନ୍ତ ଗୋଏଲଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ନିଯୁକ୍ତ କରିଛନ୍ତି। ୧୯୮୪ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଫିସର ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ର ପ୍ଲାନିଂ କରିଥିବା କୁହାଯାଉଛି। ସେ ବର୍ତ୍ତମାନ ‘ର’ ଚିଫ୍‌…

୫୮ ଶିଖ୍‌ ତୀର୍ଥଯାତ୍ରୀଙ୍କୁ ଭିଜା ମନା କଲା ପାକିସ୍ତାନ

ଲାହୋର,୨୬।୬: ପାକିସ୍ତାନ ୫୮ ଶିଖ୍‌ ତୀର୍ଥଯାତ୍ରୀଙ୍କୁ ଭିଜା ଦେବାକୁ ପାକିସ୍ତାନ ମନା କରିଛି। ମହାରାଜ ରଣଜିତ୍‌ ସିଂଙ୍କ ମୃତ୍ୟୁ ବାର୍ଷିକୀ ପାଳନ ଅବସରରେ ଶିଖ୍‌ ତୀର୍ଥଯାତ୍ରୀ ପାକିସ୍ତାନ ଯାତ୍ରା କରିଥାନ୍ତି। ଏଥି ପାଇଁ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ପକ୍ଷରୁ ୨୮୨…

ଫୁଟପାଥରେ ଶୋଇଥିବା ୩ ଶିଶୁଙ୍କ ଉପରେ ଚଢିଗଲା ଗାଡି

ପାଟନା, ୨୬।୬: ବିହାରର ଅଗମାକୁଆଁ ଥାନା ଅନ୍ତର୍ଗତ କୁମହରାରରେ ଏକ ଅଭାବନୀୟ ଘଟଣା ଘଟିଛି। ଫୁଟପାଥରେ ଶୋଇଥିବାବେଳେ ୩ ଶିଶୁଙ୍କ ଉପରେ ଗାଡି ଚଢିଯାଇଛି। ଫଳରେ ଡ୍ରାଇଭର ସମେତ ତିନି ଶିଶଙ୍କ ମୃତ୍ୟୁ ଘଟିଛି। ଗାଡିରେ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ…

ଶିବ ମନ୍ଦିର ଖନନ ବେଳେ ମାଟିତଳୁ ମିଳିଲା ଜୀବନ୍ତ ନାଗସାପ ଯୋଡ଼ା

ଚଣ୍ଡିଗଡ଼,୨୬।୬: ପଞ୍ଜାବର ଲୁଧିୟାନାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ଏକ ପୁରାତନ ଶିବ ମନ୍ଦିରର ଖନନ ବେଳେ ମାଟି ତଳୁ ଜୀବନ୍ତ ନାଗସାପ ଯୋଡ଼ା ମିଳିଛନ୍ତି। ମନ୍ଦିରରେ ଥିବା ଶିବଲିଙ୍ଗ ଭାଙ୍ଗିରୁଜି ଯାଇଥିବାରୁ ଏହାକୁ ବାହାର କରି ସେଠାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri