Home

ରାଜନଗର ବ୍ଲକର ସବୁ ଗ୍ରାମକୁ ବିଦ୍ୟୁତ୍‌ ମିଳୁଛି, ୨୦୨୦ରେ ଶେଷ ହେବ କୁନ୍ଦୁପୁର ଗ୍ରୀଡ୍‌ କାର୍ଯ୍ୟ: ମନ୍ତ୍ରୀ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାଜ୍ୟରେ ଚଳିତ ବର୍ଷ ୫ଲକ୍ଷ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଇଛି। ବିଦ୍ୟୁତ୍‌ ଯୋଗାଣ ପାଇଁ ଅର୍ଥର କୌଣସି ଅଭାବ ନାହିଁ। କେବଳ ଫନୀ ଯୋଗୁ ଟିକିଏ ଅସୁବିଧା ହୋଇଥିଲା। ବିଦ୍ୟୁତ୍‌ ଭିତ୍ତିଭୂମି କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି ବୋଲି…

୩ ବର୍ଷରେ ଓଏସ୍‌ଏଫ୍‌ଡିସି ଏସ୍‌ସି,ଏସ୍‌ଟି ଯୁବତୀଯୁବକଙ୍କୁ ୨୧୪୧.୪୬ ଲକ୍ଷ ଟଙ୍କା ସବ୍‌ସିଡି ଦେଇଛି

ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାଜ୍ୟର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ତଥା ଅନ୍ୟ ଜିଲାରେ ବାସ କରୁଥିବା ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଯୁବତୀଯୁବକ ଏବଂ ସ୍ବୟଂସହାୟକ ଗୋଷ୍ଠୀମାନଙ୍କୁ ଆତ୍ମନିଯୁକ୍ତି ପାଇଁ ବିଭିନ୍ନ ଯୋଜନାରେ ବ୍ୟାଙ୍କରୁ ସବ୍‌ସିଡିରେ ଋଣ ଯୋଗାଇ ଦିଆଯାଉଛି। ଏହି ଋଣ ଓଡ଼ିଶା ଏସ୍‌ସି/ଏସ୍‌ଟି,…

କେନାଲରେ ବୁଡ଼ି ୨ ଛାତ୍ର ମୃତ: ବିଦ୍ୟାଳୟରେ ଉତ୍ତେଜନା

ଖଇରା, ୨୬।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଆମ୍ବହତା କେନାଲରେ ବୁଡ଼ି ଶୁକ୍ରବାର ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ରଟିଣା ନୋଡ଼ାଲ ହାଇସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ଧନଞ୍ଜୟ ଜେନା ଓ ରାଜେଶ ସାହୁ। ପ୍ରକାଶ ଯେ,…

ରକ୍ତ ଦାନ କରି ଗୋଟିଏ କୁକୁରକୁ ବଞ୍ଚାଇଲା ଆଉ ଏକ କୁକୁର

ନରସିଂହପୁର,୨୬।୭: ମଧ୍ୟ ପ୍ରଦେଶର ନରସିଂହପୁର ଅନ୍ତର୍ଗତ ସୈସରା ଗାଁରେ ରକ୍ତଦାନକୁ ନେଇ ଏକ ଭିନ୍ନ ଉଦାହରଣ ଦେଖିବାକୁ ମିଳିଛି। ମନୁଷ୍ୟ ରକ୍ତଦାନ କରିବା କଥା ସମସ୍ତେ ଜାଣିଥିବେ। ହେଲେ ଏଠାରେ ଗୋଟିଏ କୁକୁର ରକ୍ତଦାନ କରି ଏବେ ଉଦାହରଣ ସୃଷ୍ଟି କରିଛି।…

ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ଅନୁଗୋଳ ଅଫିସ, ୨୬।୭: ଅନୁଗୋଳ ଜିଲାର ବହୁ ଚର୍ଚ୍ଚିତ କାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅନୁଗୋଳ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ଶୁକ୍ରବାର ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।…

ମୁଁ କୌଣସି ପୁରସ୍କାର କିଣିବାକୁ ଚାହିଁନି: ଗୋବିନ୍ଦା

ବଲିଉଡ୍‌ ହିରୋ ଗୋବିନ୍ଦାଙ୍କୁ ଶେଷଥର ପାଇଁ ଫିଲ୍ମ ‘ରଙ୍ଗିଲା ରାଜା’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ବକ୍ସ ଅଫିସରେ ସେତେଟା କମାଲ ଦେଖାଇ ପାରି ନ ଥିଲା। ମାତ୍ର ୯୦ ଦଶକରେ ସେ ଅନେକ ସଫଳ ଫିଲ୍ମରେ କାମ କରିସାରିଛନ୍ତି। ହେଲେ…

୫ ମାସ ହେଲା ଅକାମୀ ହୋଇ ପଡ଼ିଛି କେସିଙ୍ଗା ରେଳଷ୍ଟେଶନର ନୂତନ କାର୍ଯ୍ୟାଳୟ, ଗେଟ୍‌: ଗମନାଗମନରେ ସମସ୍ୟା

କେସିଙ୍ଗା, ୨୬।୭ (ଡି.ଏନ୍‌.ଏ.): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗାସ୍ଥିତ ରେଳ ଷ୍ଟେଶନର ନୂତନ ମୁଖ୍ୟ କାର୍ଯ୍ୟାଳୟ ଓ କମ୍ପ୍ୟୁଟର ଗୃହ ଆଜକୁ ୫ମାସ ହେବ ଅକାମୀହୋଇ ପଡ଼ିରହିଛି । ଗତ ୨୦୧୬-୧୭ ଆର୍ଥତ୍କ ବର୍ଷରେ କେସିଙ୍ଗା ରେଳ ଷ୍ଟେଶନରେ ଆଧୁନିକ…

ଅଟ୍ଟାଳିକାରେ ଲାଗିଲା ନିଆଁ: ୧୫-୨୦ ଜଣ ଲୋକ ଫଶିଥିବା ସନ୍ଦେହ

ଅହମଦାବାଦ୍‌, ୨୬।୭: ଗୁଜୁରାଟର ଅହମଦାବାଦରେ ଏକ ବିରାଟ ଅଟ୍ଟାଳିକାରେ ନିଆଁ ଲାଗିଯାଇଛି। ସେଠାରେ ୧୫ରୁ ଜଣଙ୍କ ଲୋକ ଫଶିଯାଇଥିବା ସନ୍ଦେହ କରାଯାଉଛି। ନିଆଁ ଲିଭାଇବା ପାଇଁ ଦମକଳବାହିନୀର ୧୦ଟି ଗାଡି ଘଟଣାସ୍ଥଳରେ ପହଞ୍ଚିଛି। ଘଟଣାସ୍ଥଳରୁ ୧୫ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏପର୍ଯ୍ୟନ୍ତ…

ଏମ୍‌ସିଏଲ୍‌ କୋଇଲା ଖଣି ଦୁର୍ଘଟଣା : ୨ ମୃତଦେହ ଉଦ୍ଧାର

ତାଳଚେର,୨୬।୭(ନି.ପ୍ର.) : ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ମାଟି ଅତଡ଼ା ଧସି ପୋତି ହୋଇ ରହିଥିବା ୩ ଶ୍ରମିକଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହକୁ ଶୁକ୍ରବାର ଏନ୍‌ଡିଆରଏଫ୍‌ ଟିମ୍‌ ଓ ଏମ୍‌ସିଏଲର ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି।…

ଖାଲି ପେଟରେ କରନ୍ତୁ ନାହିଁ ବ୍ୟାୟାମ, ଜାଣି ରଖନ୍ତୁ କ’ଣ ଖାଇବେ..

ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ଯୋଗୁ ନିଜ ପାଇଁ ସମୟ ବାହାର କରିବା କଷ୍ଟକର। ଦୈନନ୍ଦିନ ଜୀବନଚର୍ଯ୍ୟା ଆରମ୍ଭ କରିବା ପୂର୍ବରୁ କିଛି ସମୟ ବ୍ୟାୟାମ କରିବା ଉଚିତ। ତେବେ ବ୍ୟାୟାମ କରିବା ସମୟରେ ଅନେକଙ୍କୁ ଥକ୍କା ଲାଗିଥାଏ। ଏପରି କିଛି ଖାଦ୍ୟ…

ଲୁଙ୍ଗି ପିନ୍ଧି ପରଦାକୁ ଆସିବେ ଖିଲାଡି କୁମାର

ବଲିଉଡରେ ଆଜିକାଲି ଅକ୍ଷୟ କୁମାରଙ୍କ ରାଜ୍‌ ଚାଲିଛି। ଗୋଟିଏ ପରେ ଗୋଟିଏ ସୁପର୍‌ହିଟ୍‌ ଫିଲ୍ମ ଦେଇଚାଲିଥିବା ଅକ୍ଷୟ ନିଜ ଆଗାମୀ ସିନେମା ‘ବଚନ୍‌ ପାଣ୍ଡେ’ରେ ଏକ ଭିନ୍ନ ଲୁକ୍‌ରେ ନଜର ଆସିବେ। ନିକଟରେ ଫିଲ୍ମର ପୋଷ୍ଟର ରିଲିଜ୍‌ ହୋଇଯାଇଛି। ଅକ୍ଷୟ ମଥାରେ…

ମାଉଜର ଦେଖାଇ ଡାକ୍ତରଙ୍କ ଘରୁ ସୁନାଗହଣା, ୩ ଲକ୍ଷ ଟଙ୍କା, କାର ଲୁଟ୍‌

ଖୋର୍ଦ୍ଧା ଅଫିସ,୨୬।୭: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଲକ୍ଷ୍ମୀଧରପୁର ଗ୍ରାମରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି । ଦୁର୍ବୃତ୍ତମାନେ ମାଉଜର ଦେଖାଇ ସୁନାଗହଣା, ନଗଦ ୩ ଲକ୍ଷ ଟଙ୍କା ସହ ଗୋଟିଏ ମାରୁତି କାରକୁ ମଧ୍ୟ ଲୁଟି ନେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?