Home

ପୋଖରୀରେ ବୁଡି ବ୍ୟକ୍ତିଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୩୦।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା କୁରିଗାଁ ପଞ୍ଚାୟତ ଅସିହା ଗ୍ରାମ ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ମାୟାଧର ବାରିକ(୫୬)। ସୋମବାର ରାତିରେ ମାୟାଧର ଶୌଚହେବା ପାଇଁ ଯାଇ ଘରକୁ ଫେରି…

ଦେଶଭକ୍ତି ଏବଂ ନୈତିକ ମୂଲ୍ୟବୋଧ ଫିଲ୍ମକୁ ପୁରସ୍କୃତ କରିବ ଆର୍‌ଏସ୍‌ଏସ୍‌

ନୂଆଦିଲ୍ଲୀ,୩୦।୭: ଦେଶଭକ୍ତି, ରାଷ୍ଟ୍ରୀୟ ସୁରକ୍ଷା, ନୈତିକ ତଥା ପାରିବାରିକ ମୂଲ୍ୟବୋଧ ଫିଲ୍ମକୁ ଆର୍‌ଏସ୍‌ଏସ୍‌ ପକ୍ଷରୁ ପୁରସ୍କୃତ କରାଯିବ। ଆର୍‌ଏସ୍‌ଏସ୍‌ର ଶାଖା ଭାରତୀୟ ଚିତ୍ର ସାଧନା ପକ୍ଷରୁ ଫେବୃୟାରୀ ୨୧ରୁ ୨୩ ପର୍ଯ୍ୟନ୍ତ ହେବାକୁ ଥିବା ତୃତୀୟ ବାର୍ଷିକ ଫିଲ୍ମ ଉତ୍ସବରେ ଏଭଳି…

କଂଗ୍ରେସକୁ ଝଟ୍‌କା: ସଞ୍ଜୟ ସିଂ ରାଜ୍ୟ ସଭାରୁ ଦେଲେ ଇସ୍ତଫା; ଭାଜପାରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ,୩୦।୭: କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗି ଚାଲିଛି। ମଙ୍ଗଳବାର କଂଗ୍ରେସ ବରିଷ୍ଠ ରାଜ୍ୟ ସଭା ସଦସ୍ୟ ଇସ୍ତଫା ଦେଇଛନ୍ତି। ସେ ଖୁବ୍‌ ଶୀଘ୍ର ଭାଜପାରେ ଯୋଗଦେବାର ସମ୍ଭାବନା ଥିବା କୁହାଯାଉଛି। ସେ ଗାନ୍ଧୀ ପରିବାରର ଅତି ନିକଟତମ ନେତା…

ମାତାଲ୍‌ ହୋଇ ପାଠ ପଢ଼ାଇଲେ ପ୍ରାଥମିକ ଶିକ୍ଷକ: ଭିଡ଼ିଓ ଭାଇରାଲ

ରାୟପୁର,୩୦।୭: ଛତିଶଗଡ଼ରେ ଜଣେ ପ୍ରାଥମିକ ଶିକ୍ଷକ ମାତାଲ ହୋଇ ଶ୍ରେଣୀ କକ୍ଷରେ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଉଥିବା ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯଶପୁର ଜିଲାର ତୁରଙ୍ଗଖର ପ୍ରାଥମିକ ବିଦ୍ୟାଳୟର ପ୍ରାଥମିକ ଶିକ୍ଷକ ଅଜୟଦାନ ମିଞ୍ଜ୍‌ ମଦ୍ୟପାନ କରି…

କୁକୁଡ଼ା ମୃତ୍ୟୁକୁ ନେଇ ଅଘଟଣ: କାଠ ଫାଳିଆ ମାଡ଼ରେ ନାବାଳିକାଙ୍କ ଜୀବନ ଗଲା

ନୂଆଗାଁ, ୩୦।୭: ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅନ୍ତର୍ଗତ ଗୋପୁର କୁମ୍ଭାରପଡ଼ା ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କୁକୁଡ଼ାର ମୃତ୍ୟୁକୁ ନେଇ ଦୁଇ ପରିବାର ମଧ୍ୟରେ କଳହ ହୋଇଥିଲା। ଶେଷରେ ସମ୍ପର୍କୀୟ କାକାଙ୍କ…

୮୦ ବିସ୍ଥାପିତ ଶ୍ରମିକଙ୍କୁ ଉଠାଇନେଲା ପୋଲିସ

ଛତ୍ରପୁର, ୩୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟା ପ୍ରକଳ୍ପ କାର୍ଯ୍ୟାଳୟରେ ସ୍ଥାୟୀ ନିଯୁକ୍ତି ଦାବିରେ ଗତ ଶନିବାରଠାରୁ ୮୦ ଶ୍ରମିକ ଧାରଣାରେ ବସିଥିଲେ। ଧାରଣାରେ ବସିଥିବା ବିସ୍ଥାପିତ ପରିବାରର ଉକ୍ତ ଶ୍ରମିକମାନଙ୍କୁ ମଙ୍ଗଳବାର ପୋଲିସ ସେଠାରୁ ଉଠାଇନେଇଛି। ସେମାନଙ୍କୁ…

କଂଗ୍ରେସ-ଏନ୍‌ସିପିର ୪ ବିଧାୟକଙ୍କ ଇସ୍ତଫା: ବୁଧବାର ଭାଜପାରେ ଦେବେ ଯୋଗ

ମୁମ୍ବାଇ,୩୦।୭: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ-ଏନ୍‌ସିପିର ୪ ବିଧାୟକ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ସେମାନେ ବୁଧବାର ଭାଜପାରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍‌ଙ୍କ ଉପସ୍ଥିିତିରେ ସେମାନେ ଭାଜପାରେ ଯୋଗଦେବେ। ରାଜ୍ୟ ମନ୍ତ୍ରୀ ଗିରିଶ…

ଦିନେ ପଡିଆରେ କ୍ୟାମେରା ଅପରେଟର ଭାବେ କାର୍ଯ୍ୟ କରୁଥିଲେ, ଏବେ ଅଷ୍ଟ୍ରେଲିଆ ପକ୍ଷରୁ ଖେଳିବେ ଆସେସ୍‌ ସିରିଜ୍‌

ସିଡନୀ, ୩୦।୯: କୁହାଯାଏ, ସମୟ କେତେବେଳେ କାହାକୁ କୋଉଠି ନେଇ ପହଞ୍ଚାଏ ତାହା କହିବା ମୁସ୍କିଲ। ସେମିତି ଏକ ଘଟଣା ଘଟିଛି ଅଷ୍ଟ୍ରେଲିଆରେ। ୯ ବର୍ଷ ପୂର୍ବରୁ ଏକ ଚ୍ୟାନେଲ ପାଇଁ ପଡିଆରେ କ୍ୟାମେରା ଅପରେଟର ଭାବେ କାର୍ଯ୍ୟ କରୁଥିବା ମାର୍ନସ…

ଫୁଟବଲ୍‌ ଖେଳିଲେ ଧୋନୀ

ମୁମ୍ବାଇ,୩୦।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସେନାରେ ଟ୍ରେନିଂ ନେବା ପୂର୍ବରୁ ବଲିଉଡ ଅଭିନେତାଙ୍କ ସହ ଫୁଟବଲ ଖେଳିଛନ୍ତି। ଏକ ଦାତବ୍ୟ ଅନୁଷ୍ଠାନକୁ ପାଣ୍ଠି ଯୋଗାଡ ପାଇଁ ଆୟୋଜିତ ଏକ ଫୁଟବଲ ମ୍ୟାଚ୍‌ରେ ଭାଗ ନେଇଥିଲେ ଧୋନୀ। ଅର୍ଜୁନ କପୁର…

ଚନ୍ଦ୍ରାୟନ ବୈଜ୍ଞାନିକଙ୍କ ଦରମା କାଟ୍‌: ରାଜ୍ୟ ସଭାରେ ପ୍ରସଙ୍ଗ ଉପସ୍ଥାପନ କଲା କଂଗ୍ରେସ

ନୂଆଦିଲ୍ଲୀ,୩୦।୭: ଚନ୍ଦ୍ରାୟନ ମିଶନରେ କାର୍ଯ୍ୟ କରୁଥିବା ବୈଜ୍ଞାନିକଙ୍କ ଦରମା କାଟ୍‌ ପ୍ରସଙ୍ଗ ନେଇ ରାଜ୍ୟ ସଭାରେ ବିରୋଧୀ ଦଳ ପକ୍ଷରୁ ସରକାରଙ୍କୁ ସମାଲୋଚନା କରାଯାଇଛି। କଂଗ୍ରେସ ଏହି ପ୍ରସଙ୍ଗ ଗୃହରେ ଉପସ୍ଥାପନ କରିଛି। କଂଗ୍ରେସ ସଦସ୍ୟ ମୋତିଲାଲ୍‌ ଭୋରା ଏନେଇ କହିଛନ୍ତି…

ରାଜ୍ୟ ସଭାରେ ତିନି ତଲାକ୍‌ ତାତି: ଜେଡିୟୁ କଲା ଗୃହତ୍ୟାଗ

ନୂଆଦିଲ୍ଲୀ,୩୦।୭: ରାଜ୍ୟ ସଭାରେ ମଙ୍ଗଳବାର ତିନି ତଲାକ୍‌ ବିଲ୍‌ ଉପରେ ତର୍କ ବିତର୍କ ଜାରି ରହିଛି। ଏହାକୁ ବିରୋଧ କରି ଜେଡିୟୁ ସଦସ୍ୟ ଗୃହତ୍ୟାଗ କରିଛନ୍ତି। ଜେଡିୟୁର ବଶିଷ୍ଠ ନାରାୟଣ ସିଂ ଏହି ବିଲ୍‌ ସପକ୍ଷରେ ଜେଡିୟୁ ନ ଥିବା କହିଛନ୍ତି।…

୧୩ଜଣଙ୍କ ଜୀବନ ବଞ୍ଚାଇଲେ ୫ବର୍ଷର ଶିଶୁ

ଓ୍ବାଶିଂଟନ୍‌, ୩୦।୭: ଆମେରିକାର ଚିକାଗୋ ସହରରେ ଜଣେ ୫ବର୍ଷର ଶିଶୁ ପାଇଁ ଘରର ୧୩ ଜଣ ସଦସ୍ୟଙ୍କ ଜୀବନ ବଞ୍ଚିଯାଇଛି। ରୋଷେଇ ଘରେ ନିଆଁ ଲାଗିଥିବାର ଦେଖି ଜୟଦେନ ଏସ୍ପିନୋସା ନିଜ ପରିବାର ସଦସ୍ୟଙ୍କୁ ପାଟିକରି ଡାକିଥିଲେ। ଫଳରେ ସମସ୍ତଙ୍କୁ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?