Home

ହାତର କାମ ଜାଣିପାରୁଛି ସ୍ମାର୍ଟଓ୍ବାଚ୍‌

କାର୍ନେଗି ମିଲନ ୟୁନିଭର୍ସିଟିର ହ୍ୟୁମାନ- କମ୍ପ୍ୟୁଟର ଇଣ୍ଟରଆକ୍ସନ ଇନଷ୍ଟିଚ୍ୟୁଟର ଗବେଷକମାନେ ଏକ ସ୍ମାର୍ଟ ଓ୍ବାଚ ପ୍ରସ୍ତୁତ କରିଛନ୍ତି ଯାହା ହାତର କାର୍ଯ୍ୟକୁ ସହଜରେ ଜାଣିପାରୁଛି। କଇଁଚିରେ କିଛି କାଟିବା, କି-ବୋର୍ଡରେ ଟାଇପ କରିବା, ବାସନ ମାଜିବା କିମ୍ବା ପୋଷାଜୀବଙ୍କ ଯନତ୍ ନେବା…

ଶୀଘ୍ର କ୍ଷତ ଉପଶମ କରେ ଇଲେକ୍ଟ୍ରୋସ୍ପିନିଂ ଡିଭାଇସ୍‌

ଇସ୍ରାଏଲର ନାନୋମେଡିକ କମ୍ପାନୀ ବିଶ୍ୱର ପ୍ରଥମ ଇଲେକ୍ଟ୍ରୋସ୍ପିନିଂ ଯନ୍ତ୍ର ବିକାଶ କରିଛି । କ୍ଷତ ସ୍ଥାନରେ ଏହି ଡିଭାଇସରେ ଥିବା ଇଲେକ୍ଟ୍ରୋସ୍ପୁନ ମାଟେରିଆଲ ଉପଯୋଗ କରି କ୍ଷତ ଉପଶମ କରିବାରେ ସାହାଯ୍ୟ କରେ। ଏହିି ଯନ୍ତ୍ର ବିଦ୍ୟୁତ ବ୍ୟବହାର କରି ଅତିସୂକ୍ଷ୍ମ…

ମେଟଲ୍‌ ମିଟ୍‌ ସିନିୟର ଗ୍ରାଣ୍ଡ ଫିନାଲେ ଆରମ୍ଭ: ମଞ୍ଚରେ ଶ୍ରେଷ୍ଠ ୮ଟିମ୍‌

ଭୁବନେଶ୍ୱର,୪।୮(ବ୍ୟୁରୋ): ମେଟଲ୍‌ ମିଟ୍‌ ସିନିୟର ଚାମ୍ପିୟନ୍‌ ଟାଇଟଲ ପାଇଁ ଆରମ୍ଭ ହୋଇଛି ଜୋରଦାର ଲଢ଼େଇ। ମଞ୍ଚରେ ଶ୍ରେଷ୍ଠ ୮ ଟିମ୍‌ ଏନ୍‌ଆଇଟି ରାଉରକେଲା, ଆଇଆଇଟି ଭୁବନେଶ୍ୱର, ଏମ୍‌ସ ଭୁବନେଶ୍ୱର, କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି(ସିଇଟି), ଏକ୍ସଆଇଏମ୍‌ବି, ଏସ୍‌ସିବି ମେଡିକାଲ କଲେଜ,…

ଭାବନାକୁ ଟାଇପ୍‌ କରିବ ଫେସ୍‌ବୁକ ଏଆର୍‌ ଡିଭାଇସ୍‌

ସାନ୍‌ଫ୍ରନସିସ୍କୋ:ଫେସ୍‌ବୁକ ଏକ ବ୍ରେନ୍‌ କମ୍ପ୍ୟୁଟର ଆଗ୍ୟୁମେଣ୍ଟେଡ ରିୟଲିଟି(ଏଆର) ଇଣ୍ଟରଫେସ ଡିଭାଇସ ବିକାଶ କରୁଛି ଯାହା ଆପଣଙ୍କ ଭାବନାକୁ ଟାଇପ କରିପାରିବ। ୨୦୧୮ରେ କମ୍ପାନୀ ତା’ର ବ୍ରେନ୍‌ କମ୍ପ୍ୟୁଟର ଇଣ୍ଟରଫରେନ୍ସ ପ୍ରୋଗ୍ରୋମରେ ଏଭଳି ଡିଭାଇସ ବିକାଶ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାାକୁ…

ଟାଇଟନ୍‌କୁ ଯିବ ରୋଟରକ୍ରାଫ୍ଟ

ପୃଥିବୀରେ ଜୀବ ଜଗତ ଆରମ୍ଭ ହେବା ସମୟରେ ଯେଭଳି ବାୟୁମଣ୍ଡଳ ଥିଲା ତାହା ସେଠାରେ ରହିଛି ବୋଲି ନାସାର ଗବେଷକମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଗବେଷକମାନେ ଟାଇଟନ୍‌କୁ ଏକ ଯାନ ପଠାଇବାର ଯୋଜନା କରିଛନ୍ତି…

ବିଭିନ୍ନ ରୋଗରୁ ବି ଦୂରେଇ ରଖେ କାନଫୁଲ…

କାନଫୁଲ ସୌନ୍ଦର୍ଯ୍ୟ ବଢାଇବା ସହିତ ଶରୀର ଉପରେ ଅନେକ ସକାରାତ୍ମକ ପ୍ରଭାବ ପକାଇଥାଏ। ଏହାଦ୍ୱାରା ପ୍ରଜନନ ଓ ମାସିକ ଋତୁସ୍ରାବ ସମସ୍ୟାକୁ ଦୂର ହୁଏ। ଆର୍ୟୁବେଦରେ କୁହାଯାଇଛି, ମହିଳାମାନଙ୍କ କର୍ଣ୍ଣବେଧ ଓ କାନରେ ସୁନା ଲଗାଇବା ଫଳରେ ସେମାନଙ୍କର ମାସିକ ଧର୍ମ…

ଏଲଓସି ଆକ୍ସନ ପରେ ପାକିସ୍ତାନ ଛାନିଆ: ଇମ୍ରାନ ଡକାଇଲେ ବୈଠକ

ଇସଲମାବାଦ୍‌, ୪।୮: ନିୟନ୍ତ୍ରଣ ରେଖା (ଏଲଓସି)ରେ ପାକିସ୍ତାନ ବର୍ଡର ଆକ୍ସନ ଟିମ (ବିଏଟି)ର ଏକ ଅନୁପ୍ରବେଶ ଯୋଜନାକୁ ଭାରତୀୟ ସେନା ପଣ୍ଡ କରିଛି। ସେନା କହିବା ଅନୁଯାୟୀ ଜୁଲାଇ ୩୧ ତାରିଖ ରାତିରେ ବିଏଟିର ସଦସ୍ୟମାନେ ଜାମ୍ମୁ-କାଶ୍ମୀରର କେରନ ସେକ୍ଟରରେ ଅନୁପ୍ରବେଶ…

ଜେଜେମା’ଙ୍କ ନିଷ୍ଠୁରତା, ପଡୋଶୀ ଘରେ ଖାଇବାରୁ ମା’ଛେଉଣ୍ଡ ନାତୁଣୀଙ୍କୁ ନିର୍ଦ୍ଧୁମ୍‌ ପିଟିଲେ

ବନ୍ତଳା, ୪।୮(ଡି.ଏନ.ଏ): ଜେଜେମା’ଙ୍କ ନିଷ୍ଠୁରତା। ପଡୋଶୀ ଘରେ ଯାଇ ଖାଇବାରୁ ତିନି ବର୍ଷର ଶିଶୁ କନ୍ୟାକୁ ଜେଜେମା ମାଡ଼ ମାରି ଘର ଭିତରେ ରଖି ତାଲା ପକାଇବା ଖବର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଅନୁଗୋଳ ଜିଲା ବନ୍ତଳା ଥାନା ଗଡ଼…

ଡେଙ୍ଗୁ ଭଲ କରେ ଅମୃତଭଣ୍ଡା ପତ୍ର ଜୁସ୍‌

ବର୍ଷାଋତୁରେ ଡେଙ୍ଗୁ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ତଥା ଭୟ ରହିଥାଏ। ଏପରିକି ବେଳେବେଳେ ଡେଙ୍ଗୁ ଜୀବନ ମଧ୍ୟ ନେଇଯାଇଥାଏ। ତେବେ ଏହି ମାରାତ୍ମକ ରୋଗରୁ ମୁକ୍ତି ପାଇବା ପାଇଁ ଘରୋଇ ଉପଚାର କଲେ ଫାଇଦା ମିଳିଥାଏ। ଜାଣନ୍ତୁ ଏହାର ଲକ୍ଷଣ ଏବଂ…

ମେଟଲ୍‌ ମିଟ୍‌ ଗ୍ରାଣ୍ଡ ଫିନାଲେ : ରାଉଣ୍ଡ ‘ଟିକ୍‌ଟାକ୍‌ଟୋ’ରେ ବାଜିମାରିଲା ୟୁନିଟ୍‌-୮ ଡିଏଭି

ଭୁବନେଶ୍ୱର,୪।୮(ବ୍ୟୁରୋ): ମେଟଲ୍‌ ମିଟ୍‌ ଜୁନିୟର ଗ୍ରୁପ୍‌ ଗ୍ରାଣ୍ଡ ଫିନାଲେ ଦ୍ୱିତୀୟ ରାଉଣ୍ଡ ତଥା ରାଉଣ୍ଡ୍‌ ‘ଟିକ୍‌ଟାକ୍‌ଟୋ’ରେ ବାଜି ମାରିଛି ୟୁନିଟ୍‌-୮ ଡିଏଭି ପବ୍ଲିକ୍‌ ସ୍କୁଲ୍‌। ସର୍ବାଧିକ ୭୩ ସ୍କୋର୍‌ କରି ଆଗରେ ରହିଛି ୟୁନିଟ୍‌-୮ ଡିଏଭି। ତେବେ ମଦର୍ସ ପବ୍ଲିକ୍‌ସ୍କୁଲ୍‌ସେହି ୭୦ରେ…

ଜୋତା କିଣିବାକୁ ଟଙ୍କା ନ ଥିଲା, ଏବେ ଭାରତ ପାଇଁ ଆଣିଲେ ସଫଳତା

ଲଡରହିଲ,୪।୮:ବିଶ୍ୱକପ ବିପର୍ଯ୍ୟୟ ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜର ପ୍ରଥମ ମ୍ୟାଚ ଖେଳି ବିଜୟ ହାସଲ କରିଛି। ଏହି ମ୍ୟାଚରେ ଭାରତ ପାଇଁ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳି ବେଶ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ଦ୍ରୁତ…

ମେଟଲ୍‌ ମିଟ୍‌ ଗ୍ରାଣ୍ଡ ଫିନାଲେ ଜୁନିୟର ଗ୍ରୁପ୍‌ ରାଉଣ୍ଡ-୧: ଆଗରେ ମଦର୍ସ ପବ୍ଲିକ ସ୍କୁଲ

ଭୁବନେଶ୍ୱର,୪।୮(ବ୍ୟୁରୋ): ମେଟଲ୍‌ ମିଟ୍‌-୨୦୧୯ ଜୁନିୟର ଗ୍ରୁପ୍‌ ଗ୍ରାଣ୍ଡ ଫିନାଲେର ରାଉଣ୍ଡ-୧ ଏହା ମଧ୍ୟରେ ଶେଷ ହୋଇଛି। ଏହି ‘ଇନ୍‌ଫିନାଇଟ୍‌’ ରାଉଣ୍ଡରେ ୧୬ଟି ପ୍ରଶ୍ନ ରହିଥିବା ବେଳେ ଏଥିରେ ସର୍ବାଧିକ ୭୦ ସ୍କୋର୍‌ କରି ଆଗରେ ରହିଛି ଭୁବନେଶ୍ୱରର ମଦର୍ସ ପବ୍ଲିକ୍‌ ସ୍କୁଲ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?