Home

ବଲିଉଡ୍‌ ପରେ ଏବେ ଟଲିଉଡ୍‌ ଷ୍ଟାରଙ୍କ ‘ଫେସ୍‌ ଅପ୍‌’ ନିଶା

ମୁମ୍ବାଇ: ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ‘ଫେସ୍‌ ଅପ୍‌’ ଚ୍ୟାଲେଞ୍ଜର ନିଶା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବଲିଉଡ୍‌ ସେଲିବ୍ରେଟିଙ୍କ ପରେ ଏବେ ଏହି ନିଶା ଟେଲି କଳାକାରଙ୍କ ଉପରେ ପଡ଼ିଛି। ବହୁ କଳାକାର ନିଜର ବୃଦ୍ଧବୃଦ୍ଧା ସମୟର ଫଟୋକୁ…

ଇନ୍‌ଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୧୮।୭(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲା ଅନ୍ତର୍ଗତ ଚିନ୍ତାପାଲ୍ଲୀ ମଣ୍ଡଳର ଭୀରାଭରମ ଗ୍ରାମର ୨ ଜଣଙ୍କୁ ମାଓବାଦୀମାନେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ହତ୍ୟା କରିଛନ୍ତି। ଅନ୍ୟ ଜଣଙ୍କୁ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି। ବୁଧବାର ରାତିରେ ୨୦ରୁ ଊର୍ଦ୍ଧ୍ୱ ମାଓବାଦୀ…

ପାକିସ୍ତାନ କୁଳଭୂଷଣଙ୍କୁ ତୁରନ୍ତ ମୁକ୍ତ କରୁ: ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ, ୧୮।୭: ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ପାକିସ୍ତାନରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କୁ ନେଇ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ) ଦେଇଥିବା ରାୟ ଉପରେ ନିଜ ମତ ରଖିଛନ୍ତି। ଗୁରୁବାର ରାଜ୍ୟସଭାରେ ସେ କହିଛନ୍ତି, ଆଇସିଜେ ଭାରତ ସପକ୍ଷରେ…

କୋହିମା ଯୁଦ୍ଧ ସ୍ମାରକୀର ପ୍ରତିଟି କାର୍ଯ୍ୟରେ ଭାରତ ଲୋଡିଥାଏ ବ୍ରିଟେନ୍‌ ସରକାରଙ୍କ ଅନୁମତି

କୋହିମା,୧୮।୭: ଭାରତ ସ୍ବାଧୀନତା ପାଇବାକୁ ଢ଼େର ବର୍ଷ ବିତିଯାଇଛି। ତେବେ ଭାରତରେ ଏପରି ସ୍ଥାନ ରହିଛି ଯାହାର ପ୍ରତିଟି କାର୍ଯ୍ୟରେ ବ୍ରିଟେନ୍‌ ସରକାରଙ୍କ ଅନୁମତି ଲୋଡାଯାଇଥାଏ। ଏପରି ଏକ ସ୍ଥାନ ହେଉଛି ନାଗାଲାଣ୍ଡର କୋହିମାଠାରେ ଥିବା ‘କୋହିମା ଓ୍ବାର ସିମେଟ୍ରି’। ଏଠାରେ…

କୁମାରସ୍ବାମୀଙ୍କ ଶକ୍ତି ପରୀକ୍ଷା: ସମର୍ଥକଙ୍କ ସଂଖ୍ୟା ଶହେରୁ କମି ୯୮ ହେଲା

ବେଙ୍ଗାଲୁର୍‌,୧୮।୭: କର୍ନାଟକରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ଗୁରୁବାର ମୁଖ୍ୟମନ୍ତ୍ରୀ ଏଚ୍‌.ଡି.କୁମାରସ୍ବାମୀ ବିଧାନସଭାରେ ଶକ୍ତି ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି। କର୍ନାଟକ ବିଧାନସଭାରେ ୧୯ ଜଣ ସଦସ୍ୟ ଅନୁପସ୍ଥିତ ଥିବା କୁହାଯାଉଛି। ଫଳରେ ମୋଟ ୨୨୪ ଜଣ ସଦସ୍ୟ ୧୯ ଜଣଙ୍କୁ ବାଦ୍‌…

ଆସାମ ବନ୍ୟା ପୀଡିତଙ୍କୁ ୨ କୋଟି ଟଙ୍କା ଦେଲେ ଅକ୍ଷୟ

ମୁମ୍ବାଇ,୧୮।୭: ବଲିଉଡ୍‌ ଖିଲାଡି ବୟେ ଅକ୍ଷୟ କୁମାରଙ୍କ ବଦାନ୍ୟତା ପୁଣି ଥରେ ଦେଖିବାକୁ ମିଳିଛି। ଆସାମ ବନ୍ୟା ପୀଡିତ ଓ କାଜିରଙ୍ଗା ନ୍ୟାସନାଲ ପାର୍କର ପୁନରୁଦ୍ଧାର ପାଇଁ ଅକ୍ଷୟ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ୧ କୋଟି ହିସାବରେ ୨କୋଟି ଟଙ୍କା ଦାନ…

କୁଳଭୂଷଣଙ୍କ ଭଳି ପାକିସ୍ତାନ ଜେଲ୍‌ରେ ଅଛନ୍ତି ୨୭୩ ଭାରତୀୟ

ନୂଆଦିଲ୍ଲୀ,୧୮।୭: କୁଳଭୂଷଣ ଯାଦବଙ୍କ ଭଳି ପାକିସ୍ତାନ ଜେଲ୍‌ରେ ୨୭୩ ଜଣ ଭାରତୀୟ ବନ୍ଦୀ ଭାବେ ରହିଛନ୍ତି। ପାକିସ୍ତାନରେ ବିଭିନ୍ନ ଜେଲ୍‌ରେ ଏହି ଭାରତୀୟମାନେ ରହିଛନ୍ତି। ସେମାନଙ୍କ ମଧ୍ୟରେ ୬୪ ସାଧାରଣ ଲୋକ ଏବଂ ୨୦୯ ଜଣ ଧୀବର ରହିଥିବା କୁହାଯାଉଛି। ୨୦୧୬ରେ…

ଦେଶ ଛାଡ଼ି ପଳାଉଥିବାବେଳେ ଦାଉଦ୍‌ଙ୍କ ପୁତୁରା ଗିରଫ

ମୁମ୍ବାଇ,୧୮।୭: ଦେଶ ଛାଡ଼ି ପାଉଥିବାବେଳେ ଅଣ୍ଡରଓ୍ବାଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ପୁତୁରା ରିଜ୍‌ଓ୍ବାନ କାସକରଙ୍କୁ ଗିରଫ କରାଯାଇଛି। ରିଜ୍‌ଓ୍ବାନ ଦାଉଦ୍‌ଙ୍କ ସାନଭାଇ ଇକବାଲ୍‌ କାସକରଙ୍କ ପୁଅ। ରିଜ୍‌ଓ୍ବାନଙ୍କୁ ମୁମ୍ବାଇ ବିମାନ ବନ୍ଦରରୁ ଗିରଫ କରାଯାଇଛି। ତାଙ୍କ ନାମରେ ହତ୍ୟା କରିବା ପାଇଁ…

କାଗଜକଲମରେ ଚାଲିଛି ଉଠା ଜଳସେଚନ ପ୍ରକଳ୍ପ : ବର୍ଷା ଅଭାବରୁ ତଳିଘେରା ଫାଟି ଆଁ କରିଛି

ନାଉଗାଁ,୧୮।୭(ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ବ୍ଲକରେ ଚଳିତବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷକାର୍ଯ୍ୟରେ ବାଧା ଉପୁଜିଛି। ବ୍ଲକର ୧୬ଟି ପଞ୍ଚାୟତ ମଧ୍ୟରୁ ତିରୁଣା, ଡାବର ପଞ୍ଚାୟତରେ ଜୁନ୍‌ ପ୍ରଥମ ସପ୍ତାହରେ ଖରୁଡ଼ି ବୁଣାକାର୍ଯ୍ୟ ସରିଥିବାବେଳେ କୋରୁଅ, ଶିଖର, ଓଷକଣା, ଡେରିକି ପଞ୍ଚାୟତରେ…

ଧୋନୀ ଆଉ କ୍ରିକେଟ ଖେଳନ୍ତୁ, ଚାହୁଁନାହାନ୍ତି ମାତାପିତା

ରାଞ୍ଚି, ୧୮।୭: ଆଇସିସି ବିଶ୍ୱକପରେ ଭାରତ ସେମିଫାଇନାଲରୁ ବିଦା ହେବା ପରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କ୍ରିକେଟ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଧୋନୀଙ୍କ କ୍ରିକେଟରୁ ସନ୍ନ୍ୟାସକୁ ନେଇ ଆଲୋଚନା ଚାଲିଥିବାବେଳେ ତାଙ୍କ ପିତା ପାନ୍‌…

ପିଆଇସିଟିରେ ଅଘଟଣ : ଶ୍ରମିକ ଆହତ, ପ୍ରତିବାଦରେ ବିକ୍ଷୋଭ

ପାରାଦୀପ,୧୮।୭(ସ୍ବ.ପ୍ର.) : ପାରାଦୀପ ବନ୍ଦରରେ ୩୦ ବର୍ଷ ପାଇଁ କାମ ପାଇଥିବା ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ)ରେ ଗୁରୁବାର ସକାଳେ ଏକ ଅଘଟଣ ଘଟିଛି। ବ୍ୟାଗିଂ ସାଇଟ୍‌ରେ ଜଣେ ଶ୍ରମିକ ସାର ଅନ୍‌ଲୋଡ୍‌ କରୁଥିବାବେଳେ କନ୍‌ଭେୟର ବେଲ୍ଟରେ ତାଙ୍କ ହାତ…

ଟ୍ରାଫିକ୍‌ ପୋଲିସ ପୋଷାକରେ ଲାଗିଲା କ୍ୟାମେରା: ଆଇନ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ କାର୍ଯ୍ୟକଳାପ ହେବ ରେକର୍ଡ

କୋଏମ୍ବାଟୁର,୧୮।୭: ତାମିଲନାଡୁ କୋଏମ୍ବାଟୁରରେ ବୁଧବାର ଟ୍ରାଫିକ୍‌ ପୋଲିସଙ୍କୁ ଏକ କ୍ୟାମେରା ବଣ୍ଟନ କରାଯାଇଛି। ଏହି କ୍ୟାମେରାକୁ ସେମାନେ ନିଜ ପୋଷାକରେ ଲଗାଇପାରିବେ। ଏହାଦ୍ୱାରା ଘଟଣାସ୍ଥଳରେ ଟ୍ରାଫିକ୍‌ ନିୟମକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ତୁରନ୍ତ ଭିଡିଓ ରେକର୍ଡ ହେବା ସହ ତାଙ୍କ ଉପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri