Home

କଣିହାଁ ଏନ୍‌ଟିପିସିରେ କୋଇଲା ସଙ୍କଟ : ବନ୍ଦ ହେଲା ୩ ୟୁନିଟ୍‌

ତାଳଚେର,୨୯।୭(ନି.ପ୍ର.): ଅନୁଗୋଳ ଜିଲା ତାଳଚେରର କଣିହାଁସ୍ଥିତ ୩ ହଜାର ମେଗାୱାଟ୍‌ ବିଶିଷ୍ଟ ମହାରତ୍ନ କମ୍ପାନୀ ଏନ୍‌ଟିପିସି ବିଦ୍ୟୁତ ପ୍ରକଳ୍ପରେ ଘୋର କୋଇଲା ସଙ୍କଟ ଦେଖାଦେଇଛି। ଏବେ ଏନ୍‌ଟିପିସି ପାଖରେ ଅଧାଦିନର କୋଇଲା ମହଜୁଦ ରହିଛି। ଯାହା ବିଭାଗୀୟ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥାକୁ ବଢ଼ାଇ…

କ୍ୟାନ୍‌ସର ଓ ମସଲାଯୁକ୍ତ ଖାଦ୍ୟ

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚିନ୍ତାର କାରଣ ସାଜିଥିବା କେତେକ ପ୍ରମୁଖ ରୋଗ ମଧ୍ୟରୁ କ୍ୟାନ୍‌ସର ଅନ୍ୟତମ। ଅବଶ୍ୟ ଏବେ କେତେକ କ୍ୟାନ୍‌ସରକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରି ତାହାର ସମ୍ପୂର୍ଣ୍ଣ ଚିକିତ୍ସା କରାଯାଇପାରୁଛି। ତେବେ ଏହାଠାରୁ ଦୂରେଇ ରହିବାର ଏକ ସରଳ…

ସ୍ମରଣ ଶକ୍ତି ବଢ଼ାଏ ନ୍ୟୁରନ୍‌

ସ୍ମରଣ ଶକ୍ତିରେ ତାରତମ୍ୟ ଦେଖାଦେଲେ ଆମେ ଜଟିଳ ପରିସ୍ଥିତିର ସାମ୍‌ନା କରିଥାଉ। ଏହା କିପରି ସକ୍ରିୟ ରହିବ ସେ ନେଇ ନ୍ୟୁରନ୍‌ ନାମକ ତତ୍ତ୍ୱର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନ୍ୟୁରନ ତତ୍ତ୍ୱ ଉପରେ ତନ୍ନ ତନ୍ନ ଗବେଷଣା କରିବା ସମୟରେ ୟୁନିଭର୍ସିଟି…

ବମ୍ବେ ଆଇଆଇଟି ଶ୍ରେଣୀ କକ୍ଷରେ ପାଠପଢ଼ା ସମୟରେ ପଶିଲା ବୁଲା ଗାଈ: ସୋସିଆଲ ମିଡ଼ିଆରେ ଭାଇରାଲ

ମୁମ୍ବାଇ,୨୯।୭: ବମ୍ବେ ଆଇଆଇଟିର ଶ୍ରେଣୀ କକ୍ଷରେ ପାଠପଢ଼ା ଚାଲିଥିବା ସମୟରେ ଏକ ବୁଲା ଗାଈ ହଠାତ୍‌ ପଶିଥିବା ଘଟଣା ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଆଇଆଇଟି କର୍ତ୍ତୃପକ୍ଷଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନ ଚିହ୍ନ…

ବନ୍ୟପ୍ରାଣୀ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ମତ୍ସ୍ୟଜୀବୀ ସଂଘର ବିକ୍ଷୋଭ

ରାଜନଗର,୨୯।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବନ୍ୟପ୍ରାଣୀ ଡିଭିଜନ କାର୍ଯ୍ୟାଳୟ(ଡିଏଫ୍‌ଓ) ସମ୍ମୁଖରେ ଅଖିଳ ଓଡ଼ିଶା ମତ୍ସ୍ୟ ଉତ୍ପାଦକ ମହାସଂଘ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗହୀର ମଥା ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ ମାଛ ଧରୁଥିବା ଟ୍ରଲରଗୁଡ଼ିକୁ ରାଜନଗର ବନ ବିଭାଗ ଜବତ…

ରମାଦେବୀଙ୍କ ଉପରେ ବିବାଦୀୟ ଟିପ୍ପଣୀ: କ୍ଷମା ମାଗିଲେ ଆଜମ୍‌ ଖାଁ

ନୂଆଦିଲ୍ଲୀ,୨୯।୭: ସମାଜବାଦୀ ପାର୍ଟି ଏମ୍‌ପି ଆଜମ୍‌ ଖାଁ ଭାଜପା ଏମ୍‌ପି ରମାଦେବୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିଲେ। ତେବେ ସୋମବାର ଲୋକସଭାରେ ଗୃହର ସାଧାରଣ କାର୍ଯ୍ୟ ପୂର୍ବରୁ ଆଜମ୍‌ ଖାଁ ଏନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ କ୍ଷମା ମାଗିଛନ୍ତି।…

କାଲିଫର୍ନିଆ ଫୁଡ୍‌ ଫେଷ୍ଟିଭାଲରେ ଗୁଳିକାଣ୍ଡ: ୪ ମୃତ, ୧୧ ଆହତ

କାଲିଫର୍ନିଆ,୨୯।୭: ଆମେରିକାର କାଲିଫର୍ନିଆରେ ଆୟୋଜିତ ହୋଇଥିବା ଫୁଡ୍‌ ଫେଷ୍ଟିଭାଲରେ ରବିବାର କେତେଜଣ ଅଜ୍ଞାତ ବ୍ୟକ୍ତି ଆଖିବୁଜା ଗୁଳି ଚାଳନା କରିଥିଲେ। ଏଥିରେ ଏବେ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଆହତ ହୋଇଛନ୍ତି। ତେବେ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣଙ୍କର…

ଭିଡ଼ ହିଂସା: ରକ୍ତରେ ମୋଦିଙ୍କ ପାଖକୁ ଚିଠି ଲେଖିଲେ ୧୦୧ ହିନ୍ଦୁ ମହାସଭା କର୍ମୀ

ଲକ୍ଷ୍ନୌ,୨୯।୭: ଭିଡ଼ ହିଂସା ନେଇ ଫିଲ୍ମ ଦୁନିଆର ୪୯ ଜଣ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ବିଶେଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଚିଠି ଲେଖିଥିଲେ। ଏହାର ଗୋଟିଏ ଦିନ ପରେ ବଲିଉଡ୍‌ ଦୁଇଫାଳ ହୋଇଥିଲା। ଫିଲ୍ମ ଦୁନିଆର ୬୧ ଜଣ ଏହାର…

କାଉଡି ଯାତ୍ରା ଉପରେ ନଜର ରଖିବାକୁ ଡ୍ରୋନ୍‌ ବ୍ୟବହାର କରୁଛି ଉତ୍ତର ପ୍ରଦେଶ ପୋଲିସ

ଲକ୍ଷ୍ନୌ,୨୯।୭: ଶ୍ରାବଣର କାଉଡି ଯାତ୍ରା ପାଇଁ କାଉଡିଆଙ୍କୁ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ସାରିବାକୁ ଚେଷ୍ଟା କରିଛନ୍ତି ଉତ୍ତର ପ୍ରଦେଶ ସରକାର। କାଉଡିଆ ଯାତ୍ରା କରୁଥିବା ସମୟରେ ସେମାନଙ୍କୁ ଚିକିତ୍ସା ସୁବିଧା ଠାରୁ ଆରମ୍ଭ କରି ରହିବାର ମଧ୍ୟ…

ନିଜ ରାଇଜରେ ବେଘର ଜଙ୍ଗଲ ରାଜା: ୨୦୨୨ସୁଦ୍ଧା ବାଘ ସଂଖ୍ୟା ୨ ଗୁଣା କରିବାକୁ ୧୩ ଦେଶର ମିଳିତ ପ୍ରୟାସ

ନୂଆଦିଲ୍ଲୀ,୨୯।୭: ଜନସଂଖ୍ୟା ବୃଦ୍ଧି ଯୋଗୁ ଜଙ୍ଗଲ ପରିସୀମା କମିବାରେ ଲାଗିଛି। ଏହାଦ୍ୱାରା ଜଙ୍ଗଲ ରାଜା ବାଘ ନିଜ ରାଇଜରେ ବି ବେଘର ହେବାରେ ଲାଗିଛି। ଏହାଯୋଗୁ ବାଘ ସଂଖ୍ୟା କମିବାରେ ଲାଗିଛି। ତେଣୁ ପ୍ରତିବର୍ଷ ଜୁଲାଇ ୨୯ରେ ବିଶ୍ୱ ବାଘ ଦିବସ…

ଅଣ୍ଟା ବିନ୍ଧା ଓ ମୋବାଇଲ୍‌

ବର୍ତ୍ତମାନ ଦୁନିଆରେ ମୋବାଇଲ୍‌ର ମହତ୍ତ୍ୱ କେତେ ତାହା କହିବା ବାହୁଲ୍ୟ। କାରଣ ପ୍ରତିଟି କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇପାରୁଛି। ହେଲେ ଯଦି ଜଣେ ବ୍ୟକ୍ତି ନିଜକୁ ଅଧିକାଂଶ ସମୟ ମୋବାଇଲ୍‌ ସହ ଜଡିତ ରଖୁଛନ୍ତି ତେବେ ସେ ଟିକେ ସତର୍କ ରହିବା…

କେତେ ଅପକାରୀ ରିଫ୍ରିଜିଂ ଖାଦ୍ୟ

ଆଜିକାଲି ଖାଦ୍ୟ ହେଉ କି ପନିପରିବା-ଏଗୁଡ଼ିକ ରେଫ୍ରିଜରେଟ ବା ଫ୍ରିଜ୍‌ରେ ରଖିବା ଏକ ସାଧାରଣ କଥା ପାଲଟିଗଲାଣି। କାରଣ ତା’ ଭିତରେ ସେଗୁଡ଼ିକ ବେଶ୍‌ ସୁରକ୍ଷିତ ହୋଇ ରହିଥାଏ। ଏହି ପ୍ରଣାଳୀକୁ ‘ରିଫ୍ରିଜିଂ’ କୁହାଯାଏ। ହେଲେ ଆମେ ଆବଶ୍ୟକ ସମୟରେ ଫ୍ରିଜ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri