Home

ଅକ୍ଟୋବର ୨ରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨ ତାରିଖରୁ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏହି କାର୍ଯ୍ୟକୁ ତଦାରଖ କରିବା ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ୭ ଜଣିଆ କମିଟି ଗଠନ କରିଛନ୍ତି।…

ଉପକୂଳ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୪।୮(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ, ଜଗତ୍‌ସିଂହପୁର, ପୁରୀ, ସୁନ୍ଦରଗଡ ଏବଂ ସମ୍ବଲପୁର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ କେନ୍ଦ୍ରାପଡା, ମୟୂରଭଞ୍ଜ,…

ପ୍ରତିମାସ ୨୩ରେ ଛତୁଆ ମିଶ୍ରଣ, ୧ରେ ବଣ୍ଟନ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): ସମନ୍ବିତ ଶିଶୁ ବିକାଶ ଯୋଜନାରେ ରାଜ୍ୟର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ, ଗର୍ଭବତୀ ମହିଳା ଏବଂ ପ୍ରସୂତିଙ୍କ ଅତିରିକ୍ତ ପୁଷ୍ଟି ସାଧନ ପାଇଁ ଛତୁଆ ଯୋଗାଣ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଏବଂ ଉତ୍କୃଷ୍ଟ ମାନ ବଜାୟ ରଖିବା ପାଇଁ…

‘ମେକ୍‌ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ୍‌ ଭୁଆଁ

ଭୁବନେଶ୍ୱର,୨୪।୮(ବ୍ୟୁରୋ): ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟି ଢାଞ୍ଚାରେ ଓଡ଼ିଶାରେ ନିର୍ମାଣ ହେବ ଏକ ବୃହତ୍‌ ଫିଲ୍ମ ସିଟି। ଫିଲ୍ମ ସିଟିରେ ଏକାଧିକ ଫିଲ୍ମ ଷ୍ଟୁଡିଓ କମ୍ପ୍ଲେକ୍ସ ସହ ବଡ ବଡ ଲକ୍ଜୁରୀ ତଥା ତାରକା ହୋଟେଲ, ମଲ୍ଟି କୁଇଜିନ୍‌ ରେଷ୍ଟୁରାଣ୍ଟ, ବିଭିନ୍ନ…

ଟଙ୍କାଏରେ ମିଳୁଛି ପେଟପୁରା ଭୋଜନ: ଆଗକୁ ମିଳିବ ମଧ୍ୟାହ୍ନ ଭୋଜନରେ ମିଠା ଓ ସକାଳ ଜଳଖିଆ

ନୂଆଦିଲ୍ଲୀ,୨୪।୮: ଦିଲ୍ଲୀର ନୋଏଡାସ୍ଥିତ ସେକ୍ଟର-୫୫ରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଟଙ୍କାଏରେ ଲୋକଙ୍କୁ ପେଟପୁରା ଭୋଜନ ମିଳୁଛି। ଅଗଷ୍ଟ ୨୩ରୁ ଏହି ଯୋଜନା ଆରମ୍ଭ ହୋଇଛି। ଶ୍ରୀ ଚିତ୍ରଗୁପ୍ତ ସଭା ଟ୍ରଷ୍ଟ୍‌ ଏବଂ ଶ୍ରୀ ନାରାୟଣ ସାଂସ୍କୃତିକ ଚେତନା ନ୍ୟାସ ପକ୍ଷରୁ…

ଆସାମ ଏନ୍‌ଆର୍‌ସି ତାଲିକା: ବିଏସ୍‌ଏଫ୍‌ ଅଫିସର ଏବଂ ତାଙ୍କ ସ୍ତ୍ରୀ ବିଦେଶୀ ଘୋଷିତ

ଗୁଆହାଟୀ,୨୪।୮: ଆସାମ ଏନ୍‌ଆର୍‌ସି ତାଲିକାରେ ଜଣେ ବିଏସ୍‌ଏଫ୍‌ ଅଫିସର ଏବଂ ତାଙ୍କ ସ୍ତ୍ରୀଙ୍କୁ ବିଦେଶୀ ଘୋଷଣା କରାଯାଇଛି। ଏନେଇ ଜୋର୍‌ହାଟ ଟ୍ରିବ୍ୟୁନାଲ୍‌ ପକ୍ଷରୁ ସେମାନଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ୧୪୪ ବାଟାଲିୟନ୍‌ ବିଏସ୍‌ଏଫ୍‌ ସହାକାରୀ ସବ୍‌ ଇନସ୍ପେକ୍ଟର…

ମହାରାଷ୍ଟ୍ରରେ ଆଦିବାସୀ ମହିଳା ଚଲାଇବେ ସରକାରୀ ବସ୍‌

ପୁଣେ,୨୪।୮: ମହାରାଷ୍ଟ୍ର ସରକାର ଏବେ ଆଦିବାସୀ ମହିଳାମାନଙ୍କୁ ସଶକ୍ତ କରିବାକୁ ଚାହୁଁଛନ୍ତି। ଆଦିବାସୀ ମହିଳାଙ୍କୁ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ(ଏମ୍‌ଏସ୍‌ଟିଆର୍‌ସି) ବସ୍‌ ଚଳାଇବାକୁ ଏଣିକି ପ୍ରଶିକ୍ଷଣ ଦିଆଯିବ। ଶୁକ୍ରବାର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ ଏହି ପ୍ରଶିକ୍ଷଣ…

ଚିଦାମ୍ବରମ୍‌ ପଢୁ ନ ଥିଲେ ସମସ୍ତ ଫାଇଲ୍‌: ଦକ୍ଷ ଆଇଏଏସ୍‌ ଅଫିସର କରୁଥିଲେ ଏହାର ଯାଞ୍ଚ୍‌

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ସିବିଆଇ ପକ୍ଷରୁ ପଚରା ଉଚରା କରାଯାଉଛି। ସେ କହିଛନ୍ତି ଯେ ସମୟ ଅଭାବ ଯୋଗୁ ସମସ୍ତ ଫାଇଲ୍‌ ଦେଖିବା ସମ୍ଭବ ନ ଥିଲା। ଏସବୁକୁ ଏଫ୍‌ଆଇପିବି ଡିଭିଜନ୍‌ର ୭-୮ ଆଇଏଏସ୍‌ ଅଫିସର ଯାଞ୍ଚ୍‌ କରୁଥିଲେ।…

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ପାଇପ ଯୋଗେ ପ୍ରାକୃତିକ ଗ୍ୟାସ୍‌ ଯୋଗାଣର ଶୁଭାରମ୍ଭ: ଝାଡ଼ଖଣ୍ଡବାସୀଙ୍କ ଗ୍ୟାସ୍‌ ପାଇବା ସ୍ବପ୍ନ ପୂରଣ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୪।୮(ବ୍ୟୁରୋ): ଝାଡଖଣ୍ଡରେ ପିଏନ୍‌ଜି ଏବଂ ସିଏନ୍‌ଜି ଗ୍ୟାସ ପାଇବାକୁ ଥିବା ଲୋକଙ୍କ ସ୍ବପ୍ନ ପୂରଣ ହୋଇଛି। ଝାଡଖଣ୍ଡର ରାଞ୍ଚିଠାରେ ଶୁକ୍ରବାର ଅନୁଷ୍ଠିତ ପିଏମ୍‌ ଉର୍ଜା ଗଙ୍ଗା ପ୍ରକଳ୍ପ ଅଧୀନରେ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ୍‌ ଯୋଗାଣର ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ…

ଯୋଡ଼ାରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ଜିଲାପାଳ, ଏସ୍‌ପିଙ୍କୁ ରିପୋର୍ଟ ମାଗିଲେ ଏନ୍‌ଏଚ୍‌ଆରସି

ଭୁବନେଶ୍ୱର,୨୪।୮(ବ୍ୟୁରୋ): କେନ୍ଦୁଝର ଜିଲା ଯୋଡ଼ା ସହରରେ ଜୁନ୍‌ ୨୪ ରାତିରେ ଜଣେ ନାବାଳିକାଙ୍କୁ ଗଣବଳତ୍କାର କରାଯାଇଥିଲା। ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପୋଲିସ ମାମଲାକୁ ଗୁରୁତର ସହ ନେଇ ତଦନ୍ତ କରିଥିଲା। ଏହା ସହ…

ଭାଙ୍ଗିଲା ସ୍କୁଲର ଛାତ: ବର୍ତ୍ତିଲେ ଛାତ୍ରୀଛାତ୍ର

ଦେବଗଡ଼,୨୪।୮(ଡି.ଏନ.ଏ): ତିଲେଇବଣି ବ୍ଲକ ଅଧିନ କଲଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଏକ ଅଘଟଣ ଘଟିଛି। ଶନିବାର ସକାଳୁଆ ସ୍କୁଲ ଥିବାରୁ ଶ୍ରେଣୀ ଗୃହରେ ପାଠପଢ଼ା ଚାଲିଥିଲା। ସେହି ସମୟରେ ହଠାତ୍‌ ସ୍କୁଲର ଛାତ ଭାଙ୍ଗିଯାଇଥିଲା। ଛାତ୍ରୀଛାତ୍ର ଓ ଶିକ୍ଷକମାନେ ଭୟଭୀତ…

ଅନୁଚ୍ଛେଦ ୩୭୦ ଥିଲା ଆତଙ୍କବାଦର ମୁଖ୍ୟ କାରଣ: ୟୁଏଇରେ କହିଲେ ମୋଦି

ଆବୁଧାବି, ୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇ ଗସ୍ତ ସମୟରେ ଜମ୍ମୁ-କଶ୍ମୀରରୁ ଉଚ୍ଛେଦ ହୋଇଥିବ ଅନୁଚ୍ଛେଦ ୩୭୦ ଉପରେ ସୂଚନା ଦେଇଛନ୍ତି। ଏକ ସାକ୍ଷାତ୍‌କାରରେ ମୋଦି କହିଛନ୍ତି, ଏହି ଅନୁଚ୍ଛେଦ ଯୋଗୁ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିଲା। ଏହା ଆତଙ୍କବାଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?