ବାଇପାସ୍ରେ ଯୋଡ଼ିହେବ ଆଳତୁମା-ମାଳପୁରା : ଖର୍ଚ୍ଚ ହେବ ୨୦.୧୧ କୋଟି
କାମାକ୍ଷାନଗର, ୧୦।୮(ଡି.ଏନ.ଏ.) – ଢେଙ୍କାନାଳ-କାମାକ୍ଷାନଗର ରାସ୍ତାରେ ୫୩ନଂ. ଜାତୀୟ ରାଜପଥକୁ ସଂଯୋଗ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ବାଇପାସ୍ ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତ କାର୍ଯ୍ୟ ଶେଷ ହୋଇଛି। ୭.୭ କିମି ଦୈର୍ଘ୍ୟ ବିଶିଷ୍ଟ ଉକ୍ତ…
ବିଜୟ କୁମାର ହୋଇପାରନ୍ତି ଉପରାଜ୍ୟପାଳ
ନୂଆଦିଲ୍ଲୀ,୧୦ା୮: କେନ୍ଦ୍ର ସରକାର ଅବସରପ୍ରାପ୍ତ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ବିଜୟ କୁମାରଙ୍କୁ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତ କରିପାରନ୍ତି। ୧୯୭୫ ବ୍ୟାଚ୍ ତାମିଲନାଡୁ କ୍ୟାଡର ଆଇପିଏସ୍ ଅଫିସର ବିଜୟ କୁମାର ସମ୍ପ୍ରତି ରାଜ୍ୟପାଳ ସତ୍ୟପାଲ…
ଏପ୍ରିଲ ପରେ ହେବ ଜମ୍ମୁ-କଶ୍ମୀର ନିର୍ବାଚନ
ନୂଆଦିଲ୍ଲୀ,୧୦ା୮: ଆସନ୍ତା ବର୍ଷ ଏପ୍ରିଲ ପରେ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। କାରଣ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ବିଧାନସଭା କ୍ଷେତ୍ରର ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବାକୁ ସମୟ ଲାଗିବ। ଏହା ପରେ ଉପତ୍ୟକାରେ ପ୍ରଚଣ୍ଡ…
ଗଣେଶ ପୂଜା ପାଇଁ ପ୍ରସ୍ତୁତି: ୩୮ ମଣ୍ଡପରେ ପୂଜାର୍ଚ୍ଚନା
ଢେଙ୍କାନାଳ ଅଫିସ, ୧୦।୮ – ଢେଙ୍କାନାଳ ସହରରେ ସେପ୍ଟେମ୍ବର ୨ରୁ ଆରମ୍ଭ ହେଉଛି ବିଘ୍ନରାଜ ଗଜାନନଙ୍କ ପୂଜା। ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବାକୁ ଶୁକ୍ରବାର ଅପରାହ୍ନରେ ଜିଲା କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭୂମେଶ…
ସମୁଦ୍ର ପଥରେ ଆତଙ୍କବାଦୀ
ନୂଆଦିଲ୍ଲୀ/ମୁମ୍ବାଇ,୧୦ା୮: ଅନୁଚ୍ଛେଦ ୩୭୦କୁ ହଟାଇ ଜମ୍ମୁ-କଶ୍ମୀରକୁ ଦୁଇଭାଗ କରିବା ପରେ ଉପତ୍ୟକାରେ ଭାରତର ବଳ ବୃଦ୍ଧି ପାଇଛି। ଏହାସହ ବିଚ୍ଛିନ୍ନତାବାସୀଙ୍କୁ ମୋହରା କରି କଶ୍ମୀରରେ ଉତ୍ତେଜନା ସୃଷ୍ଟି ଏବଂ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇ ଆକ୍ରମଣ ଘଟାଉଥିବା ପାକିସ୍ତାନ ଏବେ ବିଚଳିତ ହୋଇପଡ଼ିଛି।…
ଜିଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷିତ
ଭୁବନେଶ୍ୱର,୧୦ା୮(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ସବୁ ଜିଲାର ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛନ୍ତି। ମୟୂରଭଞ୍ଜ ଜିଲା କମିଟି ଅଧ୍ୟକ୍ଷ ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ନିଯୁକ୍ତ ହୋଇଥିବାବେଳେ ବାଲେଶ୍ୱର ପାଇଁ ଅନନ୍ତ ଜେନା, ଭଦ୍ରକ ପାଇଁ ବ୍ୟୋମକେଶ…
ଶିମ୍ଲା ରାଜିନାମା କ’ଣ
ନୂଆଦିଲ୍ଲୀ,୧୦ା୮: ୧୯୭୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ବାଂଲାଦେଶ ମୁକ୍ତି ଯୁଦ୍ଧ ହୋଇଥିଲା। ଏହାର ପରିଣାମ ସ୍ବରୂପ ପୂର୍ବ ପାକିସ୍ତାନ ନାମରେ ପରିଚିତ ବାଂଲାଦେଶ ପାକିସ୍ତାନ ଭୂଖଣ୍ଡରୁ ଅଲଗା ହୋଇଥିଲା। ଭାରତ ସହାୟତାରେ ବାଂଲାଦେଶ ଏକ ନୂଆ ରାଷ୍ଟ୍ର ଭାବେ ଉଭା…
ପିଏମ୍ କିଷାନ ଯୋଜନା;ଡିସେମ୍ବର ସୁଦ୍ଧା ଯୋଡି ହେବେ ୧୦କୋଟି ଚାଷୀ
ନୂଆଦିଲ୍ଲୀ,୧୦-୮: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ୍ କିଷାନ) ଯୋଜନା ଅଧୀନରେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ୧୦ କୋଟି ଚାଷୀଙ୍କୁ ସାମିଲ କରାଯିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଶୁକ୍ରବାର କହିଛନ୍ତି। ଏହି ଯୋଜନାରେ କୃଷକଙ୍କୁ ବର୍ଷରେ ୩ଟି…
୩୭୦ ଉଚ୍ଛେଦ ପରେ ଭାରତ-ପାକ୍ ବିବାଦ :ମୁଣ୍ଡ ଖେଳାଇବନି ଜାତିସଂଘ
ଜାତିସଂଘ,୧୦ା୮(ପି.ଟି./ଆଇଏଏନ୍ଏସ୍): ସମ୍ବିଧାନ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦରେ ଜାତିସଂଘ ମୁଣ୍ଡ ଖେଳାଇବ ନାହିଁ। ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଦୁଇଦେଶ କୌଣସି ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ନ ନେଇ ସର୍ବାଧିକ ସଂଯମ ଅବଲମ୍ବନ କରନ୍ତୁ।…
ଆଉଟ୍ସୋର୍ସିଂ ପ୍ରତିବାଦରେ ଧାରଣା
ବ୍ରହ୍ମପୁର ଅଫିସ,୧୦ା୮-ମଧ୍ୟାହ୍ନଭୋଜନ ଏବଂ ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଉଥିବା ମାନ୍ନା ଟ୍ରଷ୍ଟର କର୍ମଚାରୀମାନେ ଆଉଟ୍ସୋର୍ସିଂକୁ ପ୍ରତିବାଦ କରି ଶୁକ୍ରବାର ଧାରଣା ଦେବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ସେମାନେ ଅଭିଯୋଗ ଯେ, ହାଇଦ୍ରାବାଦ୍ର ମାନ୍ନା ଟ୍ରଷ୍ଟ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ରୋଷେଇଶାଳର…
ମୁସରଙ୍ଗି ଜଙ୍ଗଲରୁ ବାଘ ଉଭାନ : ବନବିଭାଗ ଛାନ୍ଭିନ୍ ଜାରି
ନୂଆପଡ଼ା ଅଫିସ,୧୦ା୮ ସ୍ଥାନୀୟ ମୁସରଙ୍ଗି ଜଙ୍ଗଲରେ ୨ ଛୁଆ ସମେତ ୪ କଲରାପତରିଆ ବାଘ ଥିବା ଜଣାପଡ଼ିବା ପରେ ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ା ବନ ବିଭାଗ ପକ୍ଷରୁ ଏ ନେଇ ବିଭିନ୍ନ ସ୍ଥାନରେ କର୍ମଚାରୀ ମୁତୟନ କରାଯାଇଥିଲା ା…
ବିଶ୍ୱ ଆଦିବାସୀ ଦିବସ ସମାରୋହ
କର୍ଲାମୁଣ୍ଡା,୧୦।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବ୍ରା ରାଜୀବଗାନ୍ଧୀ ସେବାକେନ୍ଦ୍ରଠାରେ ବ୍ଲକସ୍ତରୀୟ ବିଶ୍ୱ ଆଦିବାସୀ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ମୁଗଲାଲ ମାଝିଙ୍କ ଦ୍ୱାରା ଦେବାଦେବୀଙ୍କୁ ପୂଜାର୍ଚ୍ଚନା ପରେ ଯୋରାଡବ୍ରା ଗ୍ରାମ୍ୟ ପରିକ୍ରମା ହୋଇଥିଲା। ଏହା ପରେ ଯୋରାଡବ୍ରା…
Archives


