Home

ରାଜ୍ୟର ୩୯ ଜଣଙ୍କୁ ମିଳିବ ପୋଲିସ ପଦକ

ଭୁବନେଶ୍ୱର,୧୫ା୮(ବ୍ୟୁରୋ):ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ବୁଧବାର ରାଜ୍ୟ ପୋଲିସ ପଦକ ଘୋଷଣା ହୋଇଛି। ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୩୯ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସ୍ବାଧୀନତା ଦିବସରେ ଏହି ସମ୍ମାନଜନକ ପଦକ ମିିଳିବ। ସେମାନଙ୍କ ମଧ୍ୟରୁ ୨୬ଜଣଙ୍କୁ ପୋଲିସ ସାହସିକତା…

ଧୁମ୍‌ଧାମ୍‌ରେ ୭୩ତମ ସ୍ବାଧୀନତା ଦିବସ ପାଳିତ

ଦାରିଙ୍ଗବାଡ଼ି,୧୫।୮(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ଧୁମ୍‌ଧାମ୍‌ରେ ପାଳନ କରାଯାଇଛିା ବ୍ଳକର ବିଭିନ୍ନ ବିଦ୍ୟାଳୟ ଗୁଡ଼ିକରେ ସକାଳୁ ଛାତ୍ରୀଛାତ୍ରମାନେ ପହଞ୍ଚିଥିଲେ। ସକାଳ ୭ଟା ୧୫ରୁ ୮ଟା ପର୍ଯ୍ୟନ୍ତ ବିଭିନ୍ନ ବିଦ୍ୟାଳୟ ସମେତ ସରକାରୀ ଓ ବେସରକାରୀ…

ମୋଦିଙ୍କ ନେତୃତ୍ୱରେ ଦେଶର ଦ୍ରୁତ ବିକାଶ ଜାରି ରହିଛି: ଅମିତ ଶାହ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୁରୁବାର ଦେଶବାସୀଙ୍କୁ ଟୁଇଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ଦ୍ରୁତ ବିକାଶ ଧାରା ଜାରି ରହିଛି। ଦେଶ ଶିକ୍ଷା, ସ୍ବାସ୍ଥ୍ୟ,…

ଗୋଟିଏ ଦେଶ, ଗୋଟିଏ ପତାକା

ଭୁବନେଶ୍ୱର, ୧୫ା୮(ବ୍ୟୁରୋ):ସ୍ବାଧୀନତା ଦିବସର ଦିନକ ପୂର୍ବରୁ ବୁଧବାର ଗାନ୍ଧୀ ମାର୍ଗରେ ବନ୍ଦେ ମାତରମ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ଭିତ୍ତିକ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଟିଏ ଦେଶ ଗୋଟିଏ ପତାକା ବିଷୟକୁ ନେଇ ଅନୁଷ୍ଠାନ ପକ୍ଷରୁ ଏକ ପଥପ୍ରାନ୍ତ ନାଟକ…

ଆଜି ୭୩ତମ ସ୍ବାଧୀନତା ଦିବସ:କଡ଼ା ସୁରକ୍ଷାରେ ରାଜଧାନୀ

ଭୁବନେଶ୍ୱର, ୧୫ା୮(ବ୍ୟୁରୋ):୭୩ତମ ସ୍ବାଧୀନତା ଦିବସ ପାଳନ ପାଇଁ ସାରା ରାଜ୍ୟ ପ୍ରସ୍ତୁତ ରହିଥିବାବେଳେ ଭୁବନେଶ୍ୱରର ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ଓ ରାଷ୍ଟ୍ରୀୟ ସାଲ୍ୟୁଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା…

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିଏମ୍‌ସିର ବେଖାତିର,ବେଆଇନ ଦର୍ଶାଇ ଭାଙ୍ଗିଲେ ଓମ୍‌ଫେଡ୍‌ ଦୋକାନ

ଭୁବନେଶ୍ୱର,୧୫ା୮(ବ୍ୟୁରୋ):ରାଜଧାନୀରେ ବିଏମ୍‌ସିର ଏକ ମନମାନି ଘଟଣା ସ୍ଥାନୀୟ ସିଏମ୍‌ପିଡିଆଇ କଲୋନୀରେ ଦେଖିବାକୁ ମିଳିଛି। ପିସି ନ ଦେବାରୁ ବିଏମ୍‌ସି ଅଧିକାରୀମାନେ ରମେଶ ଚନ୍ଦ୍ର ବାରିକଙ୍କ ଏକ ଓମ୍‌ଫେଡ ଦୋକାନକୁ ମିଳିତ ଉଚ୍ଛେଦକାରୀ ଦଳ ଦ୍ୱାରା ଭାଙ୍ଗି ଦେଇଛନ୍ତି। ଫଳରେ ପରିବାର ଚଳାଇବାକୁ…

ମୋ ବସ୍‌: ଅଫ୍‌ଲାଇନ୍‌ରେ ମ୍ୟାଜିକ୍‌ ପାସ୍‌,ଖୁବ୍‌ ଶୀଘ୍ର ପୁରୀକୁ ସେବା

ଭୁବନେଶ୍ୱର,୧୫ା୮(ବ୍ୟୁରୋ):ସ୍ବାଧୀନତା ଦିବସ ଅବସରରେ ‘ମୋ ବସ୍‌’ ସେବା ପ୍ରଦାନ କରୁଥିବା କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ ଲିମିଟେଡ୍‌ (କ୍ରୁଟ୍‌) ପକ୍ଷରୁ ଫ୍ରିଡମ୍‌ ମାସିକିଆ ପାସ୍‌ର ଶୁଭାରମ୍ଭ ହେବ। ଏଣିକି ଅଫଲାଇନ୍‌ରେ ମଧ୍ୟ ଏହି ସେବା ଉପଲବ୍ଧ ହେବ ବୋଲି କ୍ରୁଟର ପରିଚାଳନା…

ପୁଣି ମାତିଲେ ଲୁଟେରା:ମା’ ବେକରୁ ସୁନାଚେନ୍‌ ଝାମ୍ପିଲା ବେଳେ ଧରିଲା ପୁଅ

ଭୁବନେଶ୍ୱର, ୧୫ା୮(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ ୫ଟି ଏନ୍‌କାଉଣ୍ଟର ପରେ ମଧ୍ୟ ସକ୍ରିୟ ଅଛନ୍ତି ଲୁଟେରା। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭାଗବତ ସଂଧାନ ନିକଟରେ ମଙ୍ଗଳବାର ଦିନ ଦ୍ୱିପହରରେ ଜଣେ ମହିଳାଙ୍କଠାରୁ ସୁନାଚେନ ଲୁଟ୍‌ ଉଦ୍ୟମ ବେଳେ ତାଙ୍କ ସହ ଥିବା ପୁଅର ଉପସ୍ଥିତ…

ଏକ ଦେଶ ଏକ ନିୟମ ପରେ ଏବେ ଏକ ଦେଶ ଏକ ନିର୍ବାଚନ ପାଇଁ ନିଆଯିବ ପଦକ୍ଷେପ: ମୋଦି

ନୂଆଦିଲ୍ଲୀ, ୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୩ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ସୂଚନା ଦେଇଛନ୍ତି ଯେ, ଏବେ ଦେଶରେ ଏକ ନିର୍ବାଚନ ହେବ। ଏକ ଦେଶ ଏକ ନିୟମ ପରେ ଏବେ ଏକ ଦେଶ ଏକ ନିର୍ବାଚନ ପାଇଁ…

ବଢ଼ିଲା ବନ୍ୟା ମୁକାବିଲା ଚିନ୍ତା

କଟକ ଅଫିସ, ୧୫|୮:ଲଗାଣ ବର୍ଷା ଯୋଗୁ ପଶ୍ଚିମ ଓଡ଼ିଶା ପରେ ଉପକୂଳରେ ଦେଖାଦେଇଛି ବନ୍ୟା ପରିସ୍ଥିତି। ବୁଧବାର ସନ୍ଧ୍ୟା ସୁଦ୍ଧା ମହାନଦୀରେ ବନ୍ୟାଜଳ ଉଛୁଳିବାରୁ ନଦୀକୂଳିଆ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବାଙ୍କୀ, ନରସିଂହପୁର, ଆଠଗଡ଼, ବଡ଼ମ୍ବା ଆଦି ଅଞ୍ଚଳରେ ବନ୍ୟା ପରିସ୍ଥିତି…

ଦୁର୍ବଳ ବନ୍ଧ ପାଇଁ ଭୟ,୩ ସ୍ଥାନରେ ରାସ୍ତା ଉପରେ ପାଣି

ବାଙ୍କୀ/ତିଗିରିଆ, ୧୫ା୮ (ସ୍ବ.ପ୍ର./ ଡି.ଏନ୍‌.ଏ.): ମହାନଦୀରେ ବନ୍ୟାଜଳ ବୁଧବାର ପ୍ରବାହିତ ହୋଇ ବାଙ୍କୀଠାରେ ଅପରାହ୍ନ ୪ଟାରେ ୭.୭୦ମିଟର ଥିବା ଲକ୍ଷ୍ୟ କରାଯାଇଥିଲା। ଏଠାରେ ବିପଦ ସଂକେତ ୭.୭୮ମିଟର ରହିଛି। ବନ୍ୟାଜଳ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଅଧିକାଂଶ ସ୍ଥାନରେ ମହାନଦୀ ବନ୍ଧ…

କଂଗ୍ରେସରେ ରହିଛି, ରହିବି: ରଞ୍ଜୀବ

ଭୁବନେଶ୍ୱର, ୧୫ା୮(ବ୍ୟୁରୋ):ନିକଟରେ ରାଜ୍ୟ ସଭାରେ ତିନ୍‌ ତଲାକ ବିଲ୍‌ ପାସ୍‌ ହେବାବେଳକୁ ସମସ୍ତ ଦଳୀୟ ଏମ୍‌ପିଙ୍କୁ ଉପସ୍ଥିତ ରହିବା ପାଇଁ କଂଗ୍ରେସ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ମାତ୍ର ଓଡ଼ିଶାରୁ ରାଜ୍ୟ ସଭା ଯାଇଥିବା ଦଳୀୟ ନେତା ରଞ୍ଜୀବ ବିଶ୍ୱାଳ ଉପସ୍ଥିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri