ଏକସଙ୍ଗରେ ୬ଟି ସନ୍ତାନ ଜନ୍ମଦେଲେ ମହିଳା: ରାଷ୍ଟ୍ରପତି ଜଣାଇଲେ ଶୁଭେଚ୍ଛା
ଓ୍ବାର୍ଶ, ୨୨।୫: ୟୁରୋପୀୟ ଦେଶ ପୋଲାଣ୍ଡରେ ଜଣେ ମହିଳା ପ୍ରଥମଥର ପାଇଁ ୬ଟି ସନ୍ତାନ ଜନ୍ମ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏହାକୁ ନେଇ ପୋଲାଣ୍ଡରେ ଏକ ଖୁସିର ମାହୋଲ ସୃଷ୍ଟି ହୋଇଛି। ସେଠାକାର ରାଷ୍ଟ୍ରପତି ଆନ୍ଦ୍ରଜେଜ ଡୁଡା ଉକ୍ତ ମାତାପିତାଙ୍କୁ ଟୁଇଟରରେ…
ହାତରେ ହାତ ଛନ୍ଦି ବୁଲୁଥିଲେ ଏହି ଯୋଡ଼ି, କ୍ୟାଚ୍ କରିନେଲା କ୍ୟାମେରା
ହାତରେ ହାତ ଛନ୍ଦି ବଲିଉଡ୍ର ଏହି ଯୋଡ଼ି କାର୍ରେ ବୁଲୁଥିଲେ। ଫଟୋଗ୍ରାଫରଙ୍କ କ୍ୟାମେରାକୁ ଦେଖି ମୁହଁ ଲୁଚାଇଦେଲେ। କିନ୍ତୁ ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି ପରି ଏହି ଯୋଡ଼ିଙ୍କୁ ସେତେବେଳକୁ କ୍ୟାଚ୍ କରି ନେଇଥିଲା କ୍ୟାମେରା। ଆମେ ଆଉ କାହା…
ମହଙ୍ଗା ପଡିଲା ମନ୍ତବ୍ୟ: ସିଦ୍ଧୁଙ୍କ ବିରୋଧରେ ବାହାରିଲେ ୬ ମନ୍ତ୍ରୀ
ଜଳନ୍ଧର, ୨୨।୫: ଭାଜପା ଛାଡି କଂଗ୍ରେସ ଯୋଗଦେବା ପରେ ବି ନବଜୋତ ସିଂହ ସିଦ୍ଧୁଙ୍କ ପିଛା ଛାଡୁନି ବିବାଦ। ଏହି ପୂର୍ବତନ କ୍ରିକେଟର ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ସିଦ୍ଧୁଙ୍କ ଅଡୁଆ ପୁଣି ବଢିଛି । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ…
ରାଜୀବ କୁମାରଙ୍କ ବଢିଲା ଚିନ୍ତା: ଜାମିନ ପାଇଁ ଗଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୨୨।୫: ସାରଦା ଚିଟ୍ଫଣ୍ଡ୍ ମାମଲାରେ ସମ୍ପୃକ୍ତ ଥିବା କୋଲକତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାର ଜାମିନ ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ପଶ୍ଚିମବଙ୍ଗରେ ଓକିଲ ଆନ୍ଦୋଳନ ଚାଲିଥିବାବେଳେ ସ୍ବତନ୍ତ୍ର ଖଣ୍ଡପୀଠରେ ଏନେଇ ଶୁଣାଣି ଲାଗି ଅଦାଲତ ମନାକରିଦେବାରୁ ଆଗୁଆ ଜାମିନ…
୫ ଲକ୍ଷ ଫଲୋଅର୍ସ ଥିବା ଟିକ୍ଟକ୍ ସେଲିବ୍ରିଟିଙ୍କୁ ହତ୍ୟା
ନୂଆଦିଲ୍ଲୀ, ୨୨।୫: ଦିଲ୍ଲୀର ନଜଫଗଡରେ ଜଣେ ଟିକ୍ଟକ୍ ସେଲିବ୍ରିଟିଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ମୃତକଙ୍କ ଜଣଙ୍କ ହେଲେ ମୋହିତ। ପେଶାରେ ସେ ଜଣେ ଜିମ୍ ଟ୍ରେନର ଭାବେ କାର୍ଯ୍ୟ କରୁଥିଲେ। ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ ଥିବା ମୋହିତଙ୍କ ଟିକ୍ଟକ୍…
କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ: ନିର୍ବାଚନୀ ଜାଲିଆତିରେ ସୁପ୍ରିମକୋର୍ଟ ମଧ୍ୟ ସମ୍ପୃକ୍ତ
ନୂଆଦିଲ୍ଲୀ, ୨୨।୫: ଇଭିଏମ ଏବଂ ଭିଭିପାଟକୁ ନେଇ ଚାଲିଥିବା ଚର୍ଚ୍ଚା ଭିତରେ କଂଗ୍ରେସ ନେତା ଉଦିତ ରାଜ ସୁପ୍ରିମକୋର୍ଟ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସୁପ୍ରିମକୋର୍ଟଙ୍କ ବିଶସନୀୟତା ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି, ସୁପ୍ରିମକୋର୍ଟ ନିର୍ବାଚନୀ ଜାଲିଆତିରେ ସମ୍ପୃକ୍ତ ଅଛନ୍ତି।…
ମର୍ମନ୍ତୁତ ସଡକ ଦୁର୍ଘଟଣା: ୪ ଏମବିବିଏସ ଛାତ୍ରୀଛାତ୍ରଙ୍କ ଗଲା ଜୀବନ
ନୋଏଡା, ୨୨।୫: ଉତ୍ତର ପ୍ରଦେଶର ନୋଏଡାରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪ ଏମବିବିଏସ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିବା ସହ ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ୫ ଜଣ ଏମବିବିଏସ ଛାଛ୍ରୀଛାତ୍ର କାରରେ ଯାଉଥିବାବେଳେ ଚାନ୍ଦିନଗର…
ଇଂଲଣ୍ଡ ଯିବା ପୂର୍ବରୁ ଶିରିଡି ସାଇ ଦର୍ଶନ କଲେ କୋଚ ରବି ଶାସ୍ତ୍ରୀ
ନୂଆଦିଲ୍ଲୀ, ୨୧।୫: ମେ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେଉଛି ବିଶ୍ୱକପ୍ ମହାସମର। ଏଥିପାଇଁ ଭାରତୀୟ କ୍ରିକେଟ ଦଳ ମଙ୍ଗଳବାର ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ କୋଚ୍ ରବି ଶାସ୍ତ୍ରୀ ଏବଂ ଫିଲ୍ଡିଂ କୋଚ୍ ଆର୍.ଶ୍ରୀଧର ଶିରିଡି ପହଞ୍ଚି…
ଅରୁଣାଚଳ ପ୍ରଦେଶରେ ଉଗ୍ରବାଦୀଙ୍କ ପକ୍ଷରୁ ବିସ୍ଫୋରଣ: ବିଧାୟକଙ୍କ ସମେତ ୧୧ ମୃତ
ଇଟ୍ଟାନଗର, ୨୧।୫: ଅରୁଣାଚଳ ପ୍ରଦେଶର ବିଧାୟକ ତିରୋଙ୍ଗ ଅବୋଙ୍କ ରାଲିରେ ଭୟାନକ ବିସ୍ଫୋରଣ ଘଟିଛି। ଏଥିରେ ବିଧାୟକଙ୍କ ସମେତ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରାଥମିକ ତଦନ୍ତରୁ ଏହା ଆତଙ୍କବାଦୀ ଆକ୍ରମଣ ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି। ସୂଚନାଯୋଗ୍ୟ,…
ପୁଣି ପରଦାରେ ଧମାଲ୍ କରିବେ ପ୍ରଭାସ୍, ଆସୁଛି ଫିଲ୍ମ ‘ସାହୋ’
ବାହୁବଳୀ ଫେମ୍ ପ୍ରଭାସ ପୁଣି ପରଦାରେ ଧମାଲ୍ କରିବାକୁ ଯାଉଛନ୍ତି। ବାହୁବଳୀ ଏବଂ ବାହୁବଳୀ ୨ ପରେ ଏବେ ଫିଲ୍ମ ‘ସାହୋ’ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ଏହି ସାଉଥ୍ ସୁପର୍ଷ୍ଟାର। ଇତିମଧ୍ୟରେ ‘ସାହୋ’ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଯାଇଛି। ପ୍ରଭାସ…
ମୋବାଇଲ୍ ଚାର୍ଜର ପାଟିରେ ପୁରାଇ ଦେବାରୁ ୨ବର୍ଷର ଶିଶୁର ଜୀବନ ଗଲା
ଲକ୍ଷ୍ନୌ, ୨୧।୫: ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ମୋବାଇଲ ଚାର୍ଜର ପାଟିରେ ପୂରେଇ ଦେବାରୁ ବିଦ୍ୟୁତ ଆଘାତ ଲାଗି ଜଣେ ଦୁଇବର୍ଷ ଶିଶୁର ମୃତ୍ୟୁ ଘଟିଛି। ଦିଲ୍ଲୀର ମୁସ୍ତଫାବାଦରେ ନିଜ ସ୍ବାମୀଙ୍କ ସହ ରହୁଥିବା ରଜିଆ…
ଟିଭି ଦେଖିବାରୁ ୫ବର୍ଷର ଶିଶୁକୁ ପିଟିପିଟି ମାରିଦେଲେ ମା’
ଚେନ୍ନାଇ, ୨୧।୫: ତାମିଲନାଡୁର ତିରୁଚିରାପଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଅଧିକ ସମୟଧରି ଟିଭି ଦେଖିୁଥିବାରୁ ୫ବର୍ଷର ଶିଶୁ ପି.ଲତିକାଙ୍କୁ ପିଟିପିଟି ମାରିଦେଇଛନ୍ତି ତାଙ୍କ ମା’। ମୃତ ଶିଶୁ ଜଣଙ୍କ ମା’ ନିଥିୟା ପାଣ୍ଡିୟାନ ଏବଂ ବାପା ଓ୍ବହ ପାଣ୍ଡିଆନଙ୍କ ଏକମାତ୍ର…
Archives


