ଜେପି ନଡ୍ଡାଙ୍କ ଉପସ୍ଥିତିରେ ଭାଜପାରେ ସାମିଲ ହେଲେ ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ,୨୪।୬: ବୈଦେଶିକ ସଚିବରୁ ବୈଦେଶିକ ମନ୍ତ୍ରୀ ହୋଇଥିବା ସୁବ୍ରମଣ୍ୟମ ଜୟଶଙ୍କର ସୋମବାର ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଭାଜପାରେ ସାମିଲ ହୋଇଛନ୍ତି। ଜୟଶଙ୍କର ସଂସଦ ଭବନରେ ଅନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହେବା କେବଳ ଏକ ଆନୁଷ୍ଠାନିକ...
କଚୋଡି ବିକ୍ରି କରୁଥିବା ବ୍ୟକ୍ତିଙ୍କ ବର୍ଷକୁ ଆୟ ୬୦ ଲକ୍ଷ
ଲକ୍ଷ୍ନୌ,୨୪।୬: ଉତ୍ତରପ୍ରଦେଶର ଅଲିଗଡ଼ ସହରର ସୀମା ଟକିଜ୍ ନିକଟରେ ଥିବା ଏକ ଜଳଖିଆ ଦୋକାନୀଙ୍କ ବର୍ଷକୁ ଆୟ ୬୦ ଲକ୍ଷ ଟଙ୍କା। ଗତ ୧୦ ବର୍ଷରୁ ଦୋକାନୀ ମୁକେଶ କଚୋଡି ଓ ସିଙ୍ଗଡା ବିକ୍ରି କରିଆସୁଛନ୍ତି। ଏଥିରେ ତାଙ୍କର ବର୍ଷକୁ...
ନିଜ ଅଜାଙ୍କ ପୁରୁଣା ଫଟୋକୁ ଶେୟାର କଲେ ଅମିତାଭ
ମୁମ୍ବାଇ,୨୪।୬: ବଲିଉଡ୍ ଶେହେନ୍ସା ଅମିତାଭ ବଚ୍ଚନ ଏବେ ନିଜର ଅପ୍ କମିଂ ଫିଲ୍ମ ‘ଗୁଲାବୋ ସିତାବୋ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ତଳେ ଫିଲ୍ମରେ ଅମିତାଭଙ୍କ ଚେହେରାର ଶୁଟିଂ ସମୟରେ ୧୪ ମିନିଟ୍ର ଲମ୍ବା ଡାଇଲଗ୍ ଚର୍ଚ୍ଚାକୁ ଆସିଥିଲା।...
ଋଷି କପୁରଙ୍କୁ ଭେଟିଲେ ଆଲିଆ, ଐଶ୍ଚର୍ଯ୍ୟା
ବଲିଉଡର ଲୋକପ୍ରିୟ ଅଭିନେତା ଋଷି କପୁର କର୍କଟ ଚିକିତ୍ସା ଲାଗି ନ୍ୟୁୟର୍କରେ ଅଛନ୍ତି। ତାଙ୍କ ସହିତ ସ୍ତ୍ରୀ ନୀତୁ ସିଂହ ମଧ୍ୟ ସେଠାରେ ରହୁଛନ୍ତି। ପୁଅ ରଣବୀର କପୁର ମଧ୍ୟ ବାପାଙ୍କ ସ୍ବାସ୍ଥ୍ୟବସ୍ଥାର ଅପ୍ଡେଟ ରଖୁଛନ୍ତି। ମଝିରେ ମଝିରେ ଋଷିଙ୍କୁ...
ଅରବାଜ କିଣିଲେ ନୂଆ ଘର, ଲୁଲିଆଙ୍କ ସହ ପହଞ୍ଚିଲେ ସଲମାନ
ବଲିଉଡ ଅଭିନେତା ତଥା ସଲମାନଙ୍କ ଭାଇ ଅରବାଜ ଖାନ ମୁମ୍ବାଇରେ ଏକ ନୂଆ ଘର କିଣିଛନ୍ତି। ନିକଟରେ ନୂଆ ଘରେ ସେ ଏକ ପାର୍ଟିର ଆୟୋଜନ କରିଥିଲେ। ଏଥିଲେ ସାମିଲ ହୋଇଥିଲେ ଅରବାଜଙ୍କ ପୂରା ପରିବାର। ସଲମାନ ନିଜ ତଥାକଥିତ...
ମନ୍ଦିର ଭିତରକୁ ପଶିଆସିଲା କୁମ୍ଭୀର: ଲୋକେ କଲେ ପୂଜାର୍ଚ୍ଚନା
ଅହମ୍ମଦାବାଦ, ୨୪।୬: ଗୁଜରାଟର ମହିସାଗର ଜିଲାରେ ଥିବା ଖୋଡିୟାର ମାତା ମନ୍ଦିର ଭିତରକୁ ଏକ କୁମ୍ଭୀର ପଶିଆସିଥିଲା। ଶ୍ରଦ୍ଧାଳୁ ମାତାଙ୍କ ରୂପ ଭାବ କୁମ୍ଭୀରକୁ ପୂଜାର୍ଚ୍ଚନା କରିବାକୁ ଲାଗିପଡିଲେ। ସ୍ଥାନୀୟ ଅଞ୍ଚଳରେ କୁମ୍ଭୀରକୁ ଦେଖିବା ପାଇଁ ଭିଡ ମଧ୍ୟ ଜମିଥିଲା।...
ଗରିବର ଶୋଷ ମେଣ୍ଟାଉଛନ୍ତି ମଟ୍କା ମ୍ୟାନ
ଦିିଲ୍ଲୀର ୬୯ ବର୍ଷୀୟ ଅଲଗ୍ ନଟରାଜନ୍ ଓରଫ୍ ମଟ୍କା ମ୍ୟାନ୍ ଗରିବଙ୍କ ଶୋଷ ମେଣ୍ଟାଇବାର ନେଇଛନ୍ତି ଗୁରୁ ଦାୟିତ୍ୱ। ଅସହ୍ୟ ଗରମରେ ଦିଲ୍ଲୀ ସହରବାସୀ ପାଣି ଟୋପାଏ ପାଇଁ ଛଟପଟ ହେଉଥିବାବେଳେ ନଟରାଜନ୍ଙ୍କ ଏହି ପଦକ୍ଷେପ ସ୍ବାଗତଯୋଗ୍ୟ ହୋଇପାରିଛି। କ୍ୟାନସର୍...
ଅମୀର ଶେଖଙ୍କ ପାଇଁ କାର ଚଳାଇ ଟ୍ରୋଲ ହେଲେ ଇମ୍ରାନ: ଲୋକେ କହିଲେ, ସବୁଠାରୁ ଦାମୀ ଡ୍ରାଇଭର
ଇସ୍ଲାମାବାଦ,୨୪।୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣି ଥରେ ସୋସିଆଲ ମିଡିଆରେ ସମାଲୋଚନାର ଶୀକାର ହୋଇଛନ୍ତି। ଇମ୍ରାନ ଖାଁ କତରର ଅମୀର ଶେଖ ତମିମ ବିନ ହମ୍ମାଦ ଅଲ-ଥାନୀଙ୍କୁ ନେବା ପାଇଁ ଯାଇଥିଲେ। ତାଙ୍କର ଏହି ଭିଡିଓ ପାକିସ୍ତାନରେ ଭାଇରାଲ...
ମୋଦି ସରକାର ସୋନିଆ ଓ ରାହୁଲଙ୍କୁ ମଧ୍ୟ ମିଥ୍ୟା ଦୁର୍ନୀତି ମାମଲାରେ ଜେଲ୍ ପଠାଇବାକୁ ପଛାଇବେ ନାହିଁ: ଅଧୀର ରଞ୍ଜନ
ନୂଆଦିଲ୍ଲୀ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ସଦସ୍ୟ ଅଧୀର ରଞ୍ଜନ ଚୌଧୁରୀ। ମୋଦି ସରକାର ଚାହିଁଲେ ମିଥ୍ୟା ଦୁର୍ନୀତି ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଜେଲ୍ ପଠାଇବାକୁ ପଛାଇବେ ନାହିଁ। ମୋଦି ସରକାର...
ପାକିସ୍ତାନ ଦଳକୁ ସମର୍ଥନ କରିବାକୁ ଷ୍ଟାଡିୟମରେ ପହଞ୍ଚିଲେ ଜଣେ ଭାରତୀୟ ଦର୍ଶକ
ଲଣ୍ଡନ,୨୪।୬: ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଆଇସିସି ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୪୯ ରନରେ ପରାସ୍ତ କରିଛି। ଗତ ମ୍ୟାଚରେ ଭାରତଠାରୁ ପରାସ୍ତ ହେବାପରେ ଚାରିଆଡୁ ସମାଲୋଚନାର ଶିକାର ହୋଇଥିବା ପାକିସ୍ତାନ ଦଳ...
ଅପରେଶନ୍ ଅଲ୍ ଆଉଟ୍: ୬ ମାସରେ ୧୧୪ ଆତଙ୍କବାଦୀ ନିହତ
ଶ୍ରୀନଗର,୨୪।୬: ଜମ୍ମୁ-କଶ୍ମୀରରେ ଜାରି ରହିଥିବା ଅପରେଶନ ଅଲ୍ ଆଉଟ୍ରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଗତ ୬ ମାସ ମଧ୍ୟରେ ୧୪୪ ଜଣ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର କରାଯାଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ଚଳିତ ବର୍ଷ ଜାନୁୟାରୀଠାରୁ...
ରାଜ୍ୟ ସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଓଡ଼ିଶାର ୩ ପ୍ରାର୍ଥୀ
ଭୁବନେଶ୍ୱର, ୨୪।୬: ଓଡ଼ିଶାରେ ହେବାକୁ ଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ୩ ପ୍ରାର୍ଥୀ। ଅଚ୍ୟୁତ ସାମନ୍ତଙ୍କ ସ୍ଥାନରେ ଅମର ପଟ୍ଟନାୟକ, ପ୍ରତାପ ଦେବଙ୍କ ସ୍ଥାନରେ ସସ୍ମିତ୍ ପାତ୍ର ଏବଂ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ...
Archives


