Home

ବଡ଼ ଭାଇ ଜୋ’ଙ୍କ ହେବ ବିବାହ, ହେଲେ ଫ୍ରାନ୍ସରେ ରୋମାନ୍ସ କରୁଛନ୍ତି ପିସି-ନିକ୍‌

ମୁମ୍ବାଇ: ବିବାହ କରିବେ ହଲିଉଡ୍‌ ଗାୟକ ନିକ୍‌ ଜୋନାସଙ୍କ ବଡ଼ ଭାଇ ଜୋ’ ଜୋନାସ। ପୂର୍ବରୁ ଜୋ ପ୍ରେମିକା ସୋଫି ଟର୍ନରଙ୍କୁ ଗୁପ୍ତ ଭାବେ ବିବାହ କରିଥିଲେ ସୁଦ୍ଧା ପୁଣିଥରେ ପରମ୍ପରାନୁଯାୟୀ ବିବାହ କରିବେ। ଫ୍ରାନ୍ସରେ ଏହି ବିବାହ ଅନୁଷ୍ଠିତ...

ଖୋର୍ଦ୍ଧା ପୌରପରିଷଦ ବିରୋଧରେ ଜିଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ କରୁଛନ୍ତି ଭାଜପା କର୍ମୀ

ଖୋର୍ଦ୍ଧା ଅଫିସ, ୨୮ା୬: ଖୋର୍ଦ୍ଧା ପୌରପରିଷଦର ଖାମଖିଆଲି ନୀତି, ବିଭିନ୍ନ ଦୁର୍ନୀତି, ଅପରିଣାମଦର୍ଶିତା, ମାତ୍ରାଧିକ ରାଜନୈତିକ ହସ୍ତକ୍ଷେପ ଓ ଫନି କ୍ଷତିଗ୍ରସ୍ତଙ୍କ ତାଲିକାରେ ବ୍ୟାପକ ପାତର ଅନ୍ତର କରାଯାଉଥିବା ଭାଜପା ପକ୍ଷରୁ ଏକ ଅଭିଯୋଗପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଭାଜପାର...

ମାଲକାନଗିରି ପରେ ଏବେ ଏସ୍‌ସିବି: ଟିକ୍‌ଟକ୍‌ରେ ମାତିଛନ୍ତି ଆଟେଣ୍ଡାଣ୍ଟ, ଭିଡିଓ ଭାଇରାଲ

କଟକ ଅଫିସ, ୨୮।୬: ମାଲକାନଗିରି ପରେ କଟକ ଏସ୍‌ସିବି ମେଡିକାଲରେ ସମାନ ଅବସ୍ଥା। ପୂର୍ବରୁ ଅସହାୟ ରୋଗୀମାନେ ବିିଭିନ୍ନ ସମୟରେ ଚିକିତ୍ସା ନ ପାଇଁ ମୃତ୍ୟୁବରଣ କରୁଥିବା ଖବର ଏସ୍‌ସିବି ମେଡିକାଲକୁ ଯଥେଷ୍ଟ ବଦନାମ କରିଛି। ଏବେ ଅସହାୟ ରୋଗୀଙ୍କ...

ଚଳିତ ବର୍ଷ ଶେଷ ସୁଦ୍ଧା ଜମ୍ମୁ-କଶ୍ମୀରରେ ହେବ ସାଧାରଣ ନିର୍ବାଚନ: ଶାହ

ନୂଆଦିଲ୍ଲୀ,୨୮।୬: ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନକୁ ଆଉ ୬ ମାସ ବୃଦ୍ଧି କରିବା ସହ ଚଳିତ ବର୍ଷ ଶେଷ ସୁଦ୍ଧା ସେଠାରେ ସାଧାରଣ ନିର୍ବାଚନ କରିବାକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଲୋକ ସଭାରେ ସୂଚନା ଦେଇଛନ୍ତି। ଏବେ ରମଜାନ ଓ...

୩ ସଦସ୍ୟଙ୍କ ମଧ୍ୟରେ ଚାଲିଥିଲା ମିଟିଂ: ଚା’, କଫି, ଜଳଖିଆ ବିଲ୍‌ ଆସିଲା ୧.୫ ଲକ୍ଷ ଟଙ୍କା

ନାଗପୁର, ୨୮।୬: ନାଗପୁର ବିଶ୍ୱବିଦ୍ୟାଳୟରେ ବୋର୍ଡ ଅଫ୍‌ ଷ୍ଟଡିଜ୍‌ ବୈଠକରେ ସାମିଲ ଥିବା ତିନି ସଦସ୍ୟ ଚା’, କଫି ଏବଂ ଜଳଖିଆ ବିଲ୍‌ ୧.୫ ଲକ୍ଷ ଟଙ୍କା। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଇତିମଧ୍ୟରେ ମିଟିଂରେ ସାମିଲ ଥିବା...

ଆଥିୟାଙ୍କୁ ଡେଟ୍‌ କରୁଛନ୍ତି କେଏଲ୍‌ ରାହୁଲ, ସମ୍ପର୍କ ହେଉଛିି ନିବିଡ଼ !

ମୁମ୍ବାଇ: କ୍ରିକେଟର କେଏଲ୍‌ ରାହୁଲ ପୁଣି ନିଜର ଲଭ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ। ଏବେ ସେ ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟାଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି। ଉଭୟ ଉଭୟଙ୍କୁ ଡେଟ୍‌ କରୁଥିବା ବେଳେ ଲୋକ ସମ୍ମୁଖକୁ ଆସିବାକୁ ଚାହୁଁନାହାନ୍ତି। ଚଳିତ...

ଛତିଶଗଡ଼ ଏନ୍‌କାଉଣ୍ଟର: ୨ଯବାନ ଶହୀଦ

ବିଜାପୁର,୨୮।୬: ଛତିଶଗଡ଼ର କେଶକୁତୁଲ ଅଞ୍ଚଳରେ ଶୁକ୍ରବାର ମାଓବାଦୀ ଓ ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ସିଆର୍‌ପିଏଫ୍‌ର ୧୯୯ ବାଟେଲିୟନ ଓ ଛତିଶଗଡ଼ ପୋଲିସ ଆକସ୍ମିକ ଭାବେ ମାଓବାଦୀ ଲୁଚି ରହିଥିବା...

ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲେ ଅନୁଷ୍କା, ୟୁଜର୍ସ କହିଲେ ଏମିତି…

ଅଭିନେତ୍ରୀ ଅନୁଷ୍କା ଶର୍ମା ଫିଲ୍ମ ‘ଜିରୋ’ ଫ୍ଲପ୍‌ ହେବା ପରେ ଆଜିପର୍ଯ୍ୟନ୍ତ କୌଣସି ଫିଲ୍ମରେ ସାଇନ୍‌ କରିନାହାନ୍ତି। ହାତରେ ଫିଲ୍ମ ନ ଥିଲେ କ’ଣ ହେଲା ବର୍ତ୍ତମାନ ଲଣ୍ଡନରେ ଚାଲିଥିବା କ୍ରିକେଟ ବିଶ୍ୱକପ୍‌କୁ ଫୁଲ୍‌ ଏନ୍‌ଜୟ କରୁଛନ୍ତି ଅନଷ୍କା। କିଛିଦିନ...

ଉମର ଅବଦୁଲ୍ଲାଙ୍କ ପୂର୍ବତନ ସ୍ତ୍ରୀ କହିଲେ ‘ମୁଁ ଶିବଙ୍କର ଜଣେ ବଡ଼ ଭକ୍ତ’

ବାରାଣସୀ, ୨୮।୬: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ପୂର୍ବତନ ସ୍ତ୍ରୀ ପାୟଲ ନାଥ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିଛନ୍ତି। ପୁଅ ଜାହିର ଅବଦୁଲ୍ଲା ଏବଂ ଜାମିରଙ୍କ ସହ ସେ କାଳଭୈରବ ଏବଂ ଅନ୍ନପୂର୍ଣ୍ଣା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।...

ଏହି ଅଭିନେତାଙ୍କ ଝିଅଙ୍କୁ ଡେଟ୍‌ କରୁଛନ୍ତି କେ.ଏଲ ରାହୁଲ

ଭାରତୀୟ କ୍ରିକେଟରମାନେ ବଲିଉଡ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି। ଏବେ ସେହି ସୂଚୀରେ ଏକ ନୂଆ ନାଁ ସାମିଲ ହୋଇଥିବା ନେଇ ଚର୍ଚ୍ଚା...

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶକୁ ଫୁ: ସକାଳ ୯ଟା ସୁଦ୍ଧା କାର୍ଯ୍ୟାଳୟରେ କେହି ପହଞ୍ଚିଲେନି ସରକାରୀ କର୍ମଚାରୀ

ଲକ୍ଷ୍ନୌ,୨୮।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟ ସରକାରୀ କର୍ମଚାରୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ଶୁକ୍ରବାର ସକାଳ ୯ଟା ସୁଦ୍ଧା ଇନ୍ଦିରା ଭବନ ଓ ଜବାହାର ଭବନରେ କୌଣସି ସରକାରୀ କର୍ମଚାରୀ ନଜର...

ଚନ୍ଦ୍ରାବାବୁଙ୍କୁ ଅମରାବତୀ ବାସଭବନ ଖାଲି କରିବାକୁ କହିବା ସହ ୧୭ଟି ବିଲ୍ଡିଂକୁ ନୋଟିସ୍‌ ପଠାଇଲେ ଜଗନ ସରକାର

ହାଇଦ୍ରାବାଦ,୨୮।୬: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ବିରୋଧରେ ଆଉ ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅମରାବତୀରେ ଥିବା ନାଇଡୁଙ୍କ ବାସଭବନ ସମେତ ୧୭ଟି ବିଲ୍ଡିଂକୁ ନୋଟିସ୍‌ ଜାରି କରାଯାଇଛି। ଏହି ଘରଗୁଡ଼ିକୁ ବେଆଇନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri