Home

ଟ୍ରମ୍ପଙ୍କ ବଡ଼ ଘୋଷଣା: ଏହି ଦିନଠୁ ଭାରତ ଉପରେ ଲାଗୁ ହେବ ଟାରିଫ୍‌, ବିଦେଶୀ ସହାୟତା ଉପରେ ଲଗାଇଲେ ରୋକ

ଓ୍ବାଶିଂଟନ୍‌,୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ବୁଧବାର ଟ୍ରମ୍ପ ହାଉସ ଅଫ ରିପ୍ରେଜେଣ୍ଟେଟିଭ୍‌ସ ଚାମ୍ବରରେ କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରୁଛନ୍ତି। ଜାନୁଆରୀ ୨୦ ତାରିଖରେ ଶପଥ ନେବା ପରେ ଏହା ତାଙ୍କର ପ୍ରଥମ ଭାଷଣ । ଟ୍ରମ୍ପଙ୍କ ଏହି ଅଭିଭାଷଣ ଏପରି…

ମାଦଳୀ ମୁହାଣରେ ବଢୁଛି ଅନୁପ୍ରବେଶ

ମହାକାଳପଡ଼ା,୫ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ହୁକିଟୋଲା-ମାଦଳୀ ମୁହାଣରେ ବେଆଇନ ଭାବେ ସ୍ଥାନୀୟ କଙ୍କଡ଼ା ଧରାଳି ଓ ମତ୍ସ୍ୟଜୀବୀଙ୍କ ଆଡ୍ଡା ବଢୁଛି। ବନ ବିଭାଗ ପକ୍ଷରୁ ମାଦଳୀଠାରେ ଅସ୍ଥାୟୀ କ୍ୟାମ୍ପ୍‌ କରାଯାଇ…

ବିଧାୟକଙ୍କ ପାନଛେପ ସଫାକଲେ ବାଚସ୍ପତି

ଲକ୍ଷ୍ନୌ, ୫ା୩:ଉତ୍ତରପ୍ରଦେଶ ବିଧାନସଭାର ବଜେଟ ଅଧିବେଶନ ଜାରି ରହିଛି। ଅଧିବେଶନର ନବମ ଦିନ ଜଣେ ବିଧାୟକ ବିଧାନସଭା ହଲ୍‌ରେ ପାନ ମସାଲା ଖାଇ ଛେପ ପକାଇଥିବାର ଘଟଣା ସାମନାକୁ ଆସିଛି, ଯାହା ପୂରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବିଧାନସଭା ଗୃହର…

ପଞ୍ଚାୟତିରାଜ ଦିବସ: ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର,୫ା୩(ସୁନିତ୍‌ ମିଶ୍ର):ବିଜୁବାବୁଙ୍କ ଜୟନ୍ତୀ ଅର୍ଥାତ୍‌ ମାର୍ଚ୍ଚ ୫କୁ ପ୍ରତ୍ୟେକ ବର୍ଷ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ଭାବେ ପାଳନ କରିଆସୁଥିଲେ। ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଶାସନରୁ ହଟଛି। ପ୍ରଥମ ଥର ଲାଗି ଭାଜପା କ୍ଷମତାକୁ ଆସିବା ପରେ…

ଡିଜିଟାଲ ଯୁଗରେ ହଜିଗଲାଣି କୌଳିକ ବୃତ୍ତି: ଓଡ଼ିଆ ଅସ୍ମିତାର ଝଲକ କେନ୍ଦରା ଗୀତ

ମହାକାଳପଡ଼ା, ୫ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):ଓଡ଼ିଶାର କଳା ସଂସ୍କୃତି ପରମ୍ପରା ମହାନ୍‌। ପ୍ରାଚୀନ ଲୋକକଳା ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ଡିଜିଟାଲ ଯୁଗରେ ଚାଲିଛି ସଂଗ୍ରାମ। ବୟସର ଅପରାହ୍ନରେ ଚମ ଧୁଡୁଧୁଡୁ ଶରୀରରେ ପାଦକୁ ଅବିଶ୍ରାନ୍ତ ନାହିଁ। କେନ୍ଦରାର ସୁମଧୁର ସୁର ଆଗରେ…

ଗୋଟିଏ ଗାଁ ହେଲେ ଓଡ଼ିଶା, ଆନ୍ଧ୍ରର ପୃଥକ୍‌ ଅଙ୍ଗନଓ୍ବାଡି କେନ୍ଦ୍ର: ଚର୍ଚ୍ଚାରେ ଏହି ପଞ୍ଚାୟତ

ପାରଳାଖେମୁଣ୍ଡି,୫ା୩(ଗିରିଧାରୀ ପରିଛା):ଗଜପତି ଜିଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା। ଗୋଟିଏ ଗଁା, ହେଲେ ରହିଛି ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର। ଗୋଟିଏ ଓଡ଼ିଶା ଓ ଅନ୍ୟଟି ଆନ୍ଧ୍ରପ୍ରଦେଶର। ପୂର୍ବରୁ ସୀମା ବିବାଦକୁ ନେଇ ଚର୍ଚ୍ଚାରେ ରହିଥିବା ଏହି ପଞ୍ଚାୟତରେ ଆନ୍ଧ୍ର ଜାରି…

ହାର୍ଦ୍ଦିକଙ୍କ ବିସ୍ଫୋରକ ଛକା ଦେଖି ଖୁସିରେ ଡେଇଁଲେ ଗର୍ଲଫ୍ରେଣ୍ଡ

ଦୁବାଇ,୫।୩: ହାର୍ଦ୍ଦିକ ପାଣ୍ଡ୍ୟା ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୮ ରନ୍‌ରେ ଏକ ଧମାକାଦାର ଇନିଂସ ଖେଳିଥିଲେ। ସେ ଆଉଟ ହେବାବେଳେ ଭାରତ ବିଜୟର ଦ୍ୱାରଦେଶରେ ଥିଲା। ତାଙ୍କ ଇନିଂସରେ ସେ ୧୦୬ ମିଟର ଲମ୍ବା ଏକ ଛକା…

ଆଜି ଖୋଲାରହିବ ସ୍କୁଲ, କଲେଜ

ଭୁବନେଶ୍ୱର,୫।୩(ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଚଳିତବର୍ଷ ମାର୍ଚ୍ଚ ୫ ପରିବର୍ତ୍ତେ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ହେବ। ପୂର୍ବରୁ ମାର୍ଚ୍ଚ ୫ରେ ସମସ୍ତ ସ୍କୁଲ ଓ କଲେଜ ଛୁଟି ରହୁଥିଲା। ତେବେ ଏବର୍ଷ ମାର୍ଚ୍ଚ ୫ ବୁଧବାର ଦିନ…

ଦୁର୍ଘଟଣାରେ ଖବରକାଗଜ ବିତରକଙ୍କ ମୃତ୍ୟୁ ଘଟଣା:ଥାନା ଆଗରେ ମୃତଦେହ ରଖି ଧାରଣା

ବରଗଡ଼,୫।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ମିରଗିନ ଟିକ୍ରା ହନୁମାନ ମନ୍ଦିର ନିକଟରେ ଟ୍ରାକ୍ଟର ଧକ୍କାରେ ଆହତ ହୋଇଥିବା ଖବରକାଗଜ ବିତରକ ଶୁକ୍ରୁ ଭୁଏ(୩୮)ଙ୍କ ମଙ୍ଗଳବାର ସକାଳ ୯ଟାରେ ଭୀମସାର୍‌, ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ…

ଧାନରେ ରୋଗପୋକ, କାମ କରୁନି କୀଟନାଶକ

ବରଗଡ଼,୫।୩(ପ୍ରେମାନନ୍ଦ ଖମାରୀ):କୃଷିପ୍ରଧାନ ବରଗଡ଼ ଜିଲାର ଚାଷୀଙ୍କୁ ଅଧିକାଂଶ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସାମ୍‌ନା କରିବାକୁ ପଡ଼ୁଛି। କେତେବେଳେ ଜଳାଭାବରୁ ମରୁଡ଼ି ପରିସ୍ଥିତି ତ ଆଉକେବେ ରୋଗପୋକ ଉପଦ୍ରବ ଯୋଗୁ ଚାଷୀଙ୍କ ଫସଲ ଉଜୁଡ଼ି ଯାଉଛି। ବର୍ତ୍ତମାନ ଜିଲାରେ ରବି ଧାନ ଫସଲ…

ବିଶ୍ୱର ପ୍ରଥମ ଅଧିନାୟକ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା: ଧୋନୀଙ୍କୁ ପଛରେ ପକାଇଲେ

ଦୁବାଇ,୫।୩:ଭାରତ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମିଫାଇନାଲରେ ଏକ ଦୃଢ଼ ପ୍ରଦର୍ଶନ ସହିତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଦୁବାଇରେ ଖେଳାଯାଇଥିବା ମ୍ୟାଚ୍‌କୁ ଟିମ ଇଣ୍ଡିଆ ୪ ଉଇକେଟ୍‌ରେ ଜିତିଥିଲା। ଏହା ସହିତ ଭାରତ ଫାଇନାଲରେ ପହଞ୍ଚିଥିଲା। ଦଳର ବିଜୟ ସହିତ, ଅଧିନାୟକ ରୋହିତ…

ନବୀନଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ବିଜୁ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବାକୁ…

ଭୁବନେଶ୍ୱର, ୪ା୩(ସୁନିତ୍‌ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମ ହେବାକୁ ଯାଉଛି। ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ସମାରୋହକୁ ରାଜ୍ୟ ସରକାର ପାଳନ କରିବାକୁ ଯାଉଥିବା ବେଳେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ବିରୋଧୀ ଦଳ ନେତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri