Home

‘ଦୁର୍ନୀତି ଅଭିଯୋଗ ଆଣିବା ପୂର୍ବରୁ ଆତ୍ମସମୀକ୍ଷା କରନ୍ତୁ’: ଅଜିତ ପାୱାରଙ୍କୁ ପାଲଟା ଆକ୍ରମଣ କଲା ଭାଜପା

ମୁମ୍ବାଇ,୩।୧: ମହାରାଷ୍ଟ୍ରରେ ରାଜନୈତିକ ବୟାନବାଜି ପୁଣି ଥରେ ତୀବ୍ର ହୋଇଛି। ପିମ୍ପରି-ଚିଞ୍ଚୱାଡ ନଗର ନିଗମରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦୁର୍ନୀତି ଏବଂ ଋଣ ଅଭିଯୋଗର କଡ଼ା ଜବାବ ଦେଇଛି ଭାରତୀୟ ଜନତା ପାର୍ଟି। ରାଜ୍ୟ ଭାଜପା ସଭାପତି ରବିନ୍ଦ୍ର ଚହ୍ବାନ କହିଛନ୍ତି…

IPL: ‘ଏହା ସନାତନୀଙ୍କ ପାଇଁ ଏକ ବିଜୟ, ଶାହରୁଖ ଏହା ବୁଝିପାରିଛନ୍ତି…’, ମୁସ୍ତାଫିଜୁରଙ୍କ IPL ବିଦାୟ ଉପରେ କ’ଣ କହିଲେ ସଙ୍ଗୀତ ସୋମ? ଜାଣନ୍ତୁ…

ନୂଆଦିଲ୍ଲୀ,୩।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଚିବ ଦେବଜିତ ସାଇକିଆ ଆଇପିଏଲ ଫ୍ରାଞ୍ଚାଇଜ କୋଲକାତା ନାଇଟ ରାଇଡର୍ସ (କେକେଆର୍‌)କୁ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରହମାନଙ୍କୁ ମୁକ୍ତ କରିବାକୁ କହିଛନ୍ତି। ଏହି ନିଷ୍ପତ୍ତିକୁ ସ୍ବାଗତ କରି ଭାଜପା ନେତା ସଙ୍ଗୀତ ସୋମ…

ଶେଷରେ IPLରୁ ବିଦା ହେଲେ ମୁସ୍ତାଫିଜୁର ରେହମାନ: KKRର ନୁହେଁ, BCCI ନେଲା ଆକ୍ସନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) IPL ଫ୍ରାଞ୍ଚାଇଜ କୋଲକାତା ନାଇଟ ରାଇଡର୍ସ (KKR)କୁ ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ବିଦା କରିବାକୁ ନିର୍ଦ୍ଦେଶ ଦେଇଛି। ମୁସ୍ତାଫିଜୁର ଆଉ IPLରେ ଖେଳିପାରିବେ ନାହିଁ। ତାଙ୍କୁ ଲିଗରୁ ବହିଷ୍କାର କରାଯାଇଛି।…

ମନ୍ଦିରରୁ ପୂଜା ସାରି ଫେରିବାବେଳେ ପୂଜକଙ୍କୁ ପେଚ୍‌କସ୍‌ରେ ଆକ୍ରମଣ, କିଛି ସମୟ ଭିତରେ ଘଟିଲା…

ତାଳଚେର,୩ା୧(ମନୋଜ ନନ୍ଦ): ତାଳଚେର ଥାନା ସମ୍ମୁଖରେ ଥିବା ମଙ୍ଗଳା ମନ୍ଦିରରେ ଦୀର୍ଘବର୍ଷ ହେଲା ପୂଜା କରି ଆସୁଥିଲେ ବଡ଼ଦାଣ୍ଡ ସାହିର ସନ୍ତୋଷ କୁମାର ମହାପାତ୍ର(୫୦)। ଶନିବାର ମଧ୍ୟାହ୍ନରେ ପୂଜା ସାରି ଫେରୁଥିବା ବେଳେ ଥାନା ସମ୍ମୁଖରେ ଜଣେ ଯୁବକ ତାଙ୍କୁ ପେଚ୍‌କସ୍‌…

ଭେନେଜୁଏଲାରେ ବଡ଼ଧରଣର ବିସ୍ଫୋରଣ: ଖେଳିଗଲା ଆତଙ୍କ

କାରାକାସ,୩।୧: ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ହଠାତ୍‌ ଜୋରଦାର ବିସ୍ଫୋରଣ। ଫଳରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ରିପୋର୍ଟ ଅନୁଯାୟୀ, ରାଜଧାନୀ କାରାକାସ ସମେତ ଅନେକ ଅଞ୍ଚଳରେ ବିସ୍ଫୋରଣ ଶୁଣାଯାଇଛି। ବିସ୍ଫୋରଣ କେବଳ ରାଜଧାନୀ କାରାକାସ ପର୍ଯ୍ୟନ୍ତ ସୀମିତ ନ ଥିଲା।…

ଭେନେଜୁଏଲା ଉପରେ ଆକ୍ରମଣ କଲା ଆମେରିକା, ଏମରଜେନ୍ସି ଘୋଷଣା

ନୂଆଦିଲ୍ଲୀ,୩।୧: ଭେନେଜୁଏଲା ଉପରେ ଆକ୍ରମଣ କରିଛି ଆମେରିକା। ଭେନେଜୁଏଲାର ରାଜଧାନୀ କାରାକାସରେ ଅତି କମରେ ସାତୋଟି ସ୍ଥାନରେ ବିସ୍ଫୋରଣ କରିଥିବା ସୂଚନା ରହିଛି । ଏହାସହିତ ଏକ ବିମାନ ଉପରେ ମଧ୍ୟ ଆଟାକ୍ ହୋଇଥିବା ସୂଚନା ରହିଛି । ଏକ ରିପୋର୍ଟ…

ଭୋଟର ତାଲିକାରେ ଅନିୟମିତତା, ୪ ସରକାରୀ କର୍ମଚାରୀ ନିଲମ୍ବିତ

କୋଲକାତା,୩।୧: ପଶ୍ଚିମବଙ୍ଗରେ ଭୋଟର ତାଲିକା ଅନିୟମିତତାର ଏକ ପୁରୁଣା ମାମଲାରେ ଭାରତୀୟ ନିର୍ବାଚନ କମିଶନ (ECI) ପୁଣି ଥରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭୋଟର ତାଲିକାରେ ଅନିୟମିତତା ଅଭିଯୋଗରେ ନିର୍ବାଚନ କମିଶନ ଚାରି ଜଣ ଅଧିକାରୀ ଏବଂ ଜଣେ କର୍ମଚାରୀଙ୍କ…

ନିଶାରେ ତିରୁପତି ମନ୍ଦିର ଉପରକୁ ଚଢ଼ିଗଲେ ବ୍ୟକ୍ତି, କହିଲେ ମଦ ନଦେଲେ…

ନୂଆଦିଲ୍ଲୀ,୩।୧: ଆନ୍ଧ୍ରପ୍ରଦେଶର ତିରୁପତି ସହରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ସହରରେ ଅବସ୍ଥିତ ପ୍ରସିଦ୍ଧ ଶ୍ରୀ ଗୋବିନ୍ଦରାଜସ୍ୱାମୀ ମନ୍ଦିରର ଗୋପୁରମ ଶିଖର ଉପରେ ଜଣେ ଯୁବକ ଚଢ଼ି ଆତଙ୍କ ଖେଳାଇଥିଲେ । ମନ୍ଦିର ବନ୍ଦ ହେବାର କିଛି ସମୟ…

ଘୁମୁସର ବନଖଣ୍ଡରେ ୭ ପର୍ଯ୍ୟନ୍ତ ବାଘ ଗଣନା: ବାଘର ପାଦ ଚିହ୍ନ…

ଭଞ୍ଜନଗର,୩।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ଅଧୀନରେ ଥିବା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ, ଘୁମୁସର ଦକ୍ଷିଣ ବନଖଣ୍ଡ, ବଉଦ, ବ୍ରହ୍ମପୁର ଓ ବାଲିଗୁଡା ବନଖଣ୍ଡରେ ଶୁକ୍ରବାରଠାରୁ ବାଘ ଗଣନା ଆରମ୍ଭ ହୋଇଛି। ଏହା ୬…

ଭୂତ ଛଡ଼ାଉ ଛଡ଼ାଉ ଯୁବତୀ ମୃତ, କୋର୍ଟ ଶୁଣାଇଲେ ୩ ବର୍ଷ କାରାଦଣ୍ଡ

ବେଜିଂ,୩।୧: ଚାଇନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଦକ୍ଷିଣ ଚାଇନାର ଏକ କୋର୍ଟ ଜଣେ ମହିଳାଙ୍କୁ ଜେଲ ଦଣ୍ଡାଦେଶ ଦେଇଛନ୍ତି। ସେ ତାଙ୍କ ଝିଅକୁ ଭୂତ ଛଡାଇବା ସମୟରେ ଦୁର୍ଘଟଣାବଶତଃ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦକ୍ଷିଣ ଚାଇନା…

ପୋତାଗଡ଼ ମହୋତ୍ସବ ପାଇଁ ବାଟ ଫିଟିଲା, ପ୍ରତିଶ୍ରୁତି ଦେଇ ଜିଲାପାଳ କହିଲେ…

ଗଞ୍ଜାମ,୩ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ନିକଟରେ ଐତିହାସିକ ପୋତାଗଡ଼ ଅବସ୍ଥିତ। ଦୀର୍ଘଦିନ ଧରି ବନ୍ଦ ହୋଇଥିବା ଐତିହାସିକ ପୋତାଗଡ଼ ମହୋତ୍ସବ ଅନୁଷ୍ଠିତ ହେବା ପାଇଁ ବାଟ ଖୋଲିଲା। ବ୍ରହ୍ମପୁର ଗଞ୍ଜାମ ସହର ସିଟି ବସ୍‌ସେବା ପୁନର୍ବାର ପ୍ରଚଳନ ଓ ଋଷିକୂଲ୍ୟା ନଦୀକୁ…

ଗ୍ରୀନ ଷ୍ଟିକରକୁ ନେଇ ଦ୍ୱନ୍ଦ୍ୱ ରହିଛି କି? ଜାଣନ୍ତୁ କଣ କହିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୩।୧: ଗ୍ରୀନ ଷ୍ଟିକର ନେଇ ବଡ଼ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଗ୍ରୀନ ଷ୍ଟିକର ଗାଡ଼ିରେ ଲଗାଇବା ବାଧ୍ୟତାମୂଳକ ନୁହେଁ ବୋଲି କହିଲେ ପରିବହନ ମନ୍ତ୍ରୀ । ବିଭୂତି ଭୂଷଣ ଜେନାଙ୍କ କହିବା ଅନୁସାରେ, ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?