Home

ଦିନରେ ଶୁଭେ, ହେଲେ ରାତିରେ କାହିଁକି ଶୁଣାଯାଏ ନାହିଁ AeroPlaneର ଶବ୍ଦ? କାରଣ ଜାଣିଲେ…

ପ୍ଲେନ ବା ଉଡାଜାହାଜ ଦିନ ଭଳି ରାତିରେ ମଧ୍ୟ ଉଡାଣ ଭରିଥାଏ। ଦିନରେ ଏହା ଉଡିବା ସମୟରେ ପ୍ରଚଣ୍ଡ ଶବ୍ଦ ଶୁଭିଥାଏ। ହେଲେ ରାତିରେ ସେଭଳି ହୋଇ ନ ଥାଏ। ରାତିରେ ଉଡାଜାହାଜର ଶବ୍ଦ ଶୁଭାଯାଇ ନ ଥାଏ ବୋଲି କୁହାଯାଇପାରେ।…

ସହର ଉପକଣ୍ଠରେ ନକଲି ଘିଅ ପ୍ରସ୍ତୁତି, ଅତର୍କିତ ଚଢ଼ାଉ କରି ପ୍ଲାଣ୍ଟ ସିଲ କଲା…

ବରଗଡ,୧୩।୧(ପ୍ରେମାନନ୍ଦ ଖମାରୀ)- ବରଗଡ ସହର ଉପକଣ୍ଠ ବରାହଗୋଡା ଛକ ନିକଟରେ ନକଲି ଘିଅ ପ୍ରସ୍ତୁତି ଅଭିଯୋଗ ପାଇ ପୋଲିସ, ପ୍ରଶାସନ ମଙ୍ଗଳବାର ଅତର୍କିତ ଚଢାଉ କରିଛି । ଚଢାଉରେ ବରଗଡ ଉପ ଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ ଏବଂ ଗ୍ରାମାଞ୍ଚଳ ଥାନା…

ସ୍ତ୍ରୀଙ୍କୁ ଲୁଚାଇ ଲିଙ୍ଗ ପରିବର୍ତ୍ତନ କରିଦେଇଥିଲେ ଦୁଇ ସନ୍ତାନର ବାପା; ୨ ବର୍ଷ ପରେ ସାମ୍ନାକୁ ଆସିଲା ସତ, ତା’ ପରେ…

ଲକ୍ଷ୍ନୌ,୧୩।୧: ଉତ୍ତର ପ୍ରଦେଶର ଗୋରଖପୁରରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ହୃଦୟବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ଦୁଇ ସନ୍ତାନର ପିତା ଗୁପ୍ତରେ ଲିଙ୍ଗ ପରିବର୍ତ୍ତନ (ଜେଣ୍ଡର ଚେଞ୍ଜ) କରାଇ ମହିଳା ହୋଇଯାଇଛନ୍ତି। ବିବାହର ୭ ବର୍ଷ ପରେ ଯେତେବେଳେ ପତ୍ନୀଙ୍କୁ…

‘ବାଏ ବାଏ ଡିକୁ, ଖୁସିରେ ରୁହ…’ପ୍ରେମିକାଙ୍କ ଏଭଳି ମେସେଜ ଦେଖି ସୁଇସାଇଡ୍‌ କରିନେଲେ ପ୍ରେମିକ, ଦେଢ଼ ମାସ ପରେ… 

ଜୟପୁର,୧୩।୧: ରାଜସ୍ଥାନର ଜାଲୋର ଜିଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଆହୋର ଥାନା ଅଞ୍ଚଳର ଗୋଦନ ଗାଁରେ ୨୧ ବର୍ଷୀୟ ସୁରେଶ କୁମାର ମେଘୱାଲ ୨୯ ନଭେମ୍ବର ୨୦୨୫ରେ ଘରେ ପଙ୍ଖାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ପ୍ରାରମ୍ଭିକ ତଦନ୍ତରେ…

ଚାଇନା-ପାକିସ୍ତାନକୁ ଚେତାବନୀ ଦେଲା ଭାରତ: ଆମେ ସ୍ବାର୍ଥ ରକ୍ଷା ପାଇଁ…

ନୂଆଦିଲ୍ଲୀ,୧୩।୧: ଭାରତ ପୁଣିଥରେ ଶାକ୍ସଗାମ ଉପତ୍ୟକା ସମ୍ପର୍କରେ ଚାଇନା ଏବଂ ପାକିସ୍ତାନକୁ ସ୍ପଷ୍ଟ ବାର୍ତ୍ତା ଦେଇଛି। ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପୁନର୍ବାର କହିଛନ୍ତି, ପାକିସ୍ତାନ ଏବଂ ଚାଇନା ମଧ୍ୟରେ ୧୯୬୩ରେ ହୋଇଥିବା ସୀମା ଚୁକ୍ତିନାମା ଭାରତ ପାଇଁ ସମ୍ପୂର୍ଣ୍ଣ…

ଆଉ ୧୦ ମିନିଟ୍‌ରେ ହେବନାହିଁ ଡେଲିଭରି: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୩।୧: କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଦୃଢ଼ ପଦକ୍ଷେପ ପରେ, କ୍ୱିକ କମର୍ସ କମ୍ପାନୀ ବ୍ଲିଙ୍କିଟ ଏହାର ସମସ୍ତ ବ୍ରାଣ୍ଡ ପ୍ଲାଟଫର୍ମରୁ ‘୧୦-ମିନିଟ ଡେଲିଭରି’ ଦାବିକୁ ସମ୍ପୂର୍ଣ୍ଣ ଭାବରେ ହଟାଇ ଦେଇଛି। ଡେଲିଭରି କର୍ମଚାରୀଙ୍କ ସୁରକ୍ଷା ଏବଂ…

‘ପ୍ରତ୍ୟେକ କୁକୁର କାମୁଡ଼ା ପାଇଁ କ୍ଷତିପୂରଣ ନିର୍ଦ୍ଦେଶ ଦିଆଯିବ’, ବୁଲା କୁକୁର ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩।୧: ଜାନୁଆରୀ ୧୩, ୨୦୨୬ରେ ସୁପ୍ରିମକୋର୍ଟ ବୁଲା କୁକୁର ମାମଲାର ଶୁଣାଣି କରିଥିଲେ। ସୁପ୍ରିମକୋର୍ଟ କଡ଼ା ଶବ୍ଦରେ କହିଥିଲେ, ‘ଆମେ ସରକାରଙ୍କୁ ପ୍ରତ୍ୟେକ କୁକୁର କାମୁଡ଼ା ଘଟଣା ପାଇଁ ଯଥେଷ୍ଟ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେବୁ। ଯେଉଁମାନେ କୁକୁରମାନଙ୍କୁ ଖାଦ୍ୟ ଦିଅନ୍ତି…

ସମସ୍ୟା ଦୂର ପାଇଁ ପ୍ରତିଶ୍ରୁତି ଦେଲେ ବିଡିଓ: ଭଲ ଶିକ୍ଷାଦାନକୁ ଗୁରୁତ୍ୱ

ଦାରିଙ୍ଗବାଡି,୧୩।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଭ୍ରମରବାଡ଼ି ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜକିରଣ ପ୍ରଧାନଙ୍କ ଅଧ୍ୟକ୍ଷତା ଓ ସଂସ୍କୃତ ଶିକ୍ଷକ ସୁମନ ପାଢ଼ୀଙ୍କ ମଞ୍ଚ…

ଡାକ୍ତର ସାର୍ ମୋତେ ଏହି ସାପ କାମୁଡ଼ିଛି… ନାଗକୁ ପକେଟରେ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଲକ୍ଷ୍ନୌ,୧୩।୧: ଉତ୍ତର ପ୍ରଦେଶର ମଥୁରାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କୁ ଏକ ନାଗ ସାପ କାମୁଡ଼ି ଦେଇଥିଲା ଏବଂ ସେ ଜୀବନ୍ତ ନାଗସାପକୁ ଧରି ଡାକ୍ତରଖାନାକୁ ଯାଇଥିଲେ । ଡାକ୍ତର କ’ଣ ହୋଇଛି ବୋଲି ପଚାରିବାରୁ,…

ଜଙ୍ଗଲ ଭିତରେ ଚାଲିଥିଲା ଦେଶୀ ମଦ ଭାଟି: ଅଚାନକ ପହଞ୍ଚିଲା ଅବକାରୀ ଟିମ-ପୋଲିସ, ଦେଖିକି ମାଫିଆମାନେ…

ପରଜଙ୍ଗ, ୧୩।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ଭୋର୍‌ ସମୟରେ ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ସ୍ଥାନରେ ପୋଲିସ ଏବଂ ଅବକାରୀ ଟିମ, ପ୍ରଶାସନର ମିଳିତ ଚଢାଉ ହୋଇଛି। ଚଢାଉରେ ୨୦୦୦ ଲିଟର ଦେଶୀ ମଦ ସହ ୩୦…

କେବେ ହେବ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ, ସାମ୍ନାକ ଆସିଲା ତାରିଖ! ଜାଣନ୍ତୁ କିଏ କିଏ ରହିବେ ପ୍ରସ୍ତାବକ

ନୂଆଦିଲ୍ଲୀ,୧୩।୧: ମିଳିଥିବା ବିଶେଷ ସୂତ୍ର ଅନୁଯାୟୀ, ଭାଜପା ସଭାପତି ନିର୍ବାଚନ ଜାନୁଆରୀ ୧୯-୨୦ ତାରିଖରେ ଅନୁଷ୍ଠିତ ହେବ। ଜାନୁଆରୀ ୧୯ ତାରିଖରେ ନାମାଙ୍କନ ଦାଖଲ କରାଯିବ ଏବଂ ଜାନୁଆରୀ ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ…

ଛାତି ଥରାଇଦେବ କାହାଣୀ; ନିଜ ଝିଅକୁ ଗଣବଳାତ୍କାର କରାଇଲେ ମାଆ, ଧର୍ମ ପରିବର୍ତ୍ତନ…

ଲକ୍ଷ୍ନୌ,୧୩।୧: ଉତ୍ତର ପ୍ରଦେଶର ମୋରାଦାବାଦରୁ ସମ୍ପର୍କକୁ ଲଜ୍ଜିତ କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି । ମାଜୋଲା ଥାନା ଅଞ୍ଚଳରେ, ଜଣେ ନାବାଳିକା ଝିଅ ତାଙ୍କ ନିଜ ମାଆ, ଜଣେ ଯୁବକଙ୍କ ସମେତ ଛଅ ଜଣଙ୍କ ଉପରେ ଗଣବଳାତ୍କାର ଏବଂ ଧର୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?