Home

‘ବାଂଲାଦେଶ ଆଡକୁ ଆଖି ଉଠାଇ ଦେଖିଲେ ପାକିସ୍ତାନ ମିଶାଇଲ…’, ଭାରତକୁ ପୁଣି ଧମକାଇଲାଣି ପାକିସ୍ତାନ

ଇସଲାମାବାଦ,୨୫।୧: ୧୯୭୧ ମସିହାରେ ଭାରତ ବାଂଲାଦେଶର ଲୋକମାନଙ୍କୁ ପାକିସ୍ତାନର ଅତ୍ୟାଚାରରୁ ମୁକ୍ତ କରିଥିଲା, କିନ୍ତୁ ଆଜି ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶ ପୁଣି ଥରେ ସେହି ପାକିସ୍ତାନର କବଳରେ ପଡ଼ିଛି। ଯେଉଁ ଦେଶ ବାଂଲାଦେଶର ଲୋକଙ୍କ ଉପରେ ଏତେ…

ଚାଇନା ସହ ବଢୁଥିବା ସମ୍ପର୍କକୁ ନେଇ କାନାଡାକୁ ଏମିତି ଚେତାବନୀ ଦେଲେ ଟ୍ରମ୍ପ ସମସ୍ତେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୫।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଚାନା ସହିତ ବଢୁଥିବା ସମ୍ପର୍କ ପାଇଁ କାନାଡାର ତୀବ୍ର ସମାଲୋଚନା କରିଛନ୍ତି। ସେ କାନାଡାକୁ ଚେତାବନୀ ଦେଇଛନ୍ତି ଯେ ସୀମାର ଉତ୍ତରରେ ବେଜିଂର ପ୍ରଭାବକୁ ନିୟନ୍ତ୍ରଣ କରାଯିବ ନାହିଁ। ଯଦି ଓଟାୱା ଚାଇନା…

ଏଇ ଭାରତରେ

ତାମିଲନାଡୁର କୋଏମ୍ବାଟୁରରେ ଜଳସଙ୍କଟ ଦୂର କରିବାରେ ମଣିକନ୍ଦନ ଆର୍‌ଙ୍କ ପଦକ୍ଷେପ ପ୍ରଶଂସନୀୟ। ସେଠାରେ ଥିବା ହ୍ରଦ ଓ ଅନ୍ୟ ଜଳଉତ୍ସଗୁଡ଼ିକର ଜଳଧାରଣ କ୍ଷମତା ହ୍ରାସ ପାଇବା ସହ ଅତ୍ୟଧିକ ପ୍ରଦୂଷଣ ଯୋଗୁ ଜଳ ବ୍ୟବହାରଯୋଗ୍ୟ ହୋଇପାରୁ ନ ଥିଲା। ଏହାର ସମାଧାନ…

ଭୂଗର୍ଭ ଫଙ୍ଗାଇ ବିଶ୍ଳେଷିକା

ଜଳବାୟୁ ପରିବର୍ତ୍ତନଜନିତ ବିପଦକୁ ବିଶ୍ୱବାସୀ ଭଲ ଭାବେ ଅନୁଭବ କଲେଣି। ସେଥିରୁ ରକ୍ଷା ପାଇବା ପାଇଁ ସଚେତନ ମଣିଷ ପଦକ୍ଷେପ ମଧ୍ୟ ନେଉଛି। ପ୍ରକୃତିକୁ ବିଗାଡ଼ି ଦେଉଥିବାରୁ ତା’ର କୁପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ୁଛି। ଏହାସତ୍ତ୍ୱେ ପ୍ରକୃତି ନିଜକୁ…

ନଜର ଲାଗିଗଲା କି

ନିକଟରେ ଓଡ଼ିଶା ବିଧାନସଭାରେ ସଭ୍ୟମାନଙ୍କର ମାସିକ ଦରମା, ଭତ୍ତା ଓ ପେନ୍‌ସନ୍‌ ଆଦି ବୃଦ୍ଧି କରି ଏକ ବିଲ୍‌ ସର୍ବସମ୍ମତି କ୍ରମେ ପାସ୍‌ ହୋଇଗଲା। ବିଧାୟକମାନେ ଜନମତ ନିର୍ବିଶେଷରେ ତା’ ସପକ୍ଷରେ ନାନାଦି ଯୁକ୍ତି ଉପସ୍ଥାପନ କରି ତାକୁ ଯଥାର୍ଥ ବୋଲି…

ବିଭାଜନକାରୀ ଆଇନ

ଚଳିତ ସପ୍ତାହରେ ଗୁଜରାଟ ଭଳି ରାଜସ୍ଥାନ ଏକ ପୃଥକୀକରଣ ବା ବିଭାଜନକାରୀ ଆଇନ ପାସ୍‌ କରିବାକୁ ଯାଉଛି। ଅଧିକାଂଶ ଭାରତୀୟ ଏହାର ଅସ୍ତିତ୍ୱ ବିଷୟରେ ଜାଣିପାରିବେ ନାହିଁ, କାରଣ ଗଣମାଧ୍ୟମ ଏହାକୁ ରିପୋର୍ଟ କରିବାର ସମ୍ଭାବନା କମ୍‌। ଆସନ୍ତୁ ଦେଖିବା ଏହା…

ଜନଗଣନାବେଳେ ମାତୃଭାଷା ସମ୍ବଲପୁରୀ ଲେଖିବାକୁ ଆହ୍ବାନ

ବରଗଡ଼,୨୫।୧(ପ୍ରେମାନନ୍ଦ ଖମାରୀ): ଚଳିତବର୍ଷ ଜନଗଣନା ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓଡିଶା ତଥା ନିକଟବର୍ତ୍ତୀ ଅଞ୍ଚଳର ଅଧିବାସୀ ଜନଗଣନା ସମୟରେ ଉଦ୍ଦିଷ୍ଟ କାଗଜପତ୍ରରେ ନିଜ ମାତୃଭାଷା ସମ୍ବଲପୁରୀ ବୋଲି ଉଲ୍ଲେଖ କରିବାକୁ ହେବ। ଏହାଦ୍ୱାରା ସରକାରଙ୍କ ନିକଟରେ ନିର୍ଭୁଲ ଓ…

ପ୍ଲାଷ୍ଟିକ୍‌ମୁକ୍ତ ବଣଭୋଜିକୁ ଗୁରୁତ୍ୱ

ବରଗଡ଼,୨୫।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ବୈଷ୍ଣୋଦେବୀ ମନ୍ଦିର ପୀଠ ତୁରୁଙ୍ଗାରେ ଶନିବାର ପ୍ଲାଷ୍ଟିକମୁକ୍ତ ବଣଭୋଜି ଆୟୋଜନ ଉପରେ ଏକ ସଭା ହୋଇଥିଲା। ବନାଞ୍ଚଳ ଅଧିକାରୀ ରଞ୍ଜିତ ସିଂହ ବାବୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରଗଡ଼ ବନଖଣ୍ଡ ଅଧିକାରୀ ସରୋଜ କୁମାର…

କଚରାଗଦା ଉପରେ କଂକ୍ରିଟ ରାସ୍ତା

ଭବାନୀପାଟଣା, ୨୫ା୧ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଉପକଣ୍ଠ ଭଙ୍ଗାବାରି ରାସ୍ତା ନିର୍ମାଣ ହେଉଥିବାବେଳେ କଚରାଗଦାରେ ନିମ୍ନମାନର ରାସ୍ତା ଯୋଗୁ ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସହର…

ମିଲ୍‌ରେ ସ୍ଥାନାଭାବରୁ ମଣ୍ଡିରେ ବାଧକ ଧାନ ଉଠାଣ

ଭବାନୀପାଟଣା, ୨୫ା୧(ଉତ୍ତମ କୁମାର ଦାଶ): ଚଳିତ ଖରିଫରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ନ ପାରି ହୀନସ୍ଥା ହେଉଛି। ଟୋକନ ଠିକ୍‌ ମିଳୁନାହିଁ। ଯେଉଁ ଟୋକନ ଆସୁଛି ତାହାର ସମୟ ଅବଧିକୁ ଜାଣିଶୁଣି ବୃଦ୍ଧି କରାଯାଉଛି। ମିଲର୍ସ ଆସୋସିଏଶନର ରାଜ୍ୟ…

ତ୍ରିପାକ୍ଷିକ ଆଲୋଚନା ନିଷ୍ଫଳ

କିଭ୍‌,୨୫ା୧(ରଏଟର୍ସ): ୨୦୨୨ ଫେବୃଆରୀରୁ ଚାଲିଥିବା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମାସକ ପରେ ପଞ୍ଚମ ବର୍ଷରେ ପହଞ୍ଚତ୍ବାକୁ ଥିବାବେଳେ ସଂଘର୍ଷର ଅବସାନ ଘଟାଇବା ପାଇଁ ଆମେରିକା ଚାପରେ ଉଭୟ ପକ୍ଷ ଆଲୋଚନା ଟେବୁଲକୁ ଆସିଥିଲେ। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ଶୁକ୍ରବାର ଓ…

T20 World Cup 2026 ରୁ ବାହାରି ଯିବ ପାକିସ୍ତାନ? ବାଂଲାଦେଶ ବାହାରି ଯିବା ପରେ କ’ଣ କହିଲେ ମୋହସିନ ନକଭି ଜାଣନ୍ତୁ

ନୂଆଦିଲ୍ଲୀ,୨୪।୧: ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ ନକଭି ବାଂଲାଦେଶ ପ୍ରତି ଆଇସିସିର ବ୍ୟବହାରକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପରେ ପାକିସ୍ତାନର ଅଂଶଗ୍ରହଣ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ। ମୁସ୍ତାଫିଜୁର ରହମାନଙ୍କୁ ଆଇପିଏଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?