ନୂଆଦିଲ୍ଲୀ,୧୬।୪: ନ୍ୟାୟ ପ୍ରଦାନରେ ଉନ୍ନତି ଆଣିବାକୁ ହେଲେ ବିଚାର ବିଭାଗରେ ରହିଥିବା ଖାଲିସ୍ଥାନ ପୂରଣ ହେବା ଜରୁରୀ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍.ଭି. ରମନା…
ଜୟପୁର,୧୬।୪: ରାଜସ୍ଥାନର କରୌଲିରେ ସାମ୍ପ୍ରଦାୟିକ ଦଙ୍ଗା ବେଳେ ଜଣେ ୪୮ ବର୍ଷୀୟ ମହିଳା ଦୁଃସାହସିକତା ଦେଖାଇ ୧୫ ଜଣଙ୍କୁ ସୁରକ୍ଷା ଦେଇପାରିଥିଲେ। ଗତ ୨ ତାରିଖରେ ହିନ୍ଦୁ…
ନୂଆଦିଲ୍ଲୀ,୧୬।୪: କଂଗ୍ରେସ ଦଳରେ ସାଂଗଠନିକ ନିର୍ବାଚନ ପୂର୍ବରୁ ସଭ୍ୟ ପଞ୍ଜୀକରଣ ଅଭିଯାନର ଶେଷ ଦିନରେ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମେତ ଅନେକ ନେତା ଡିଜିଟାଲ ସଦସ୍ୟ…
ନୂଆଦିଲ୍ଲୀ,୧୬।୪: ରୁଷିଆ ଭାରତକୁ ଏସ୍-୪୦୦ ମିଶାଇଲ୍ ସିଷ୍ଟମ୍ ଦ୍ୱିତୀୟ ପର୍ଯ୍ୟାୟ ଯୋଗାଣ ଆରମ୍ଭ କରିଛି। ୟୁକ୍ରେନ୍ରେ ଯୁଦ୍ଧ ଚାଲିଥିବାବେଳେ ମସ୍କୋ ଉପରେ ନାଟୋ ପକ୍ଷରୁ କଟକଣା ସତ୍ତ୍ୱେ…
ମସ୍କୋ/କିଭ୍,୧୬।୪: ପାଖାପାଖି ଦୁଇମାସ ପୂରିବାକୁ ଯାଉଛି ମସ୍କୋର ୟୁକ୍ରେନ୍ ଆକ୍ରମଣକୁ। ରୁଷୀୟ ସୈନ୍ୟଙ୍କ ଘନଘନ ରକେଟ୍ ମାଡ଼ରେ କିଭ୍ ସମେତ ଅନେକ ସହର ଶ୍ମଶାନ ପାଲଟିବାକୁ ଯାଉଛି।…
ଜେରୁଜେଲମ୍,୧୬।୪: ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ଶୁକ୍ରବାର ସଂଘର୍ଷ ଘଟିବାରୁ ଉଭୟ ପକ୍ଷର ୧୫୨ ଜଣ ଆହତ ହୋଇଛନ୍ତି। ଅଲ୍-ଅକ୍ସା ମସ୍ଜିଦ ପରିସରରେ ରମ୍ଜାନ୍ ମାସ ଆରମ୍ଭ…
ଇସ୍ଲାମାବାଦ,୧୬।୪: ଇମ୍ରାନ୍ ଖାନ୍ଙ୍କ ପ୍ରଧାନମନ୍ତ୍ରୀ ପଦ ଯିବା ପରେ ପାକିସ୍ତାନ ତେହରିକ୍-ଇ-ଇନ୍ସାଫ୍ (ପିଟିଆଇ)କୁ ଆଉ ଏକ ଝଟ୍କା ଲାଗିଛି। ପାକ୍-ଅଧିକୃତ କଶ୍ମୀର (ପିଓକେ) ପ୍ରଧାନମନ୍ତ୍ରୀ ସର୍ଦ୍ଦାର ଅବ୍ଦୁଲ…
ଡର୍ବାନ୍,୧୬।୪: ଦକ୍ଷିଣ ଆଫ୍ରିକାରେ ଏକ ଝଡ଼ ଯୋଗୁ ଲଗାଣ ବର୍ଷା ପ୍ରଳୟଙ୍କରୀ ବନ୍ୟା ଆଣିଛି। ଲକ୍ଷ ଲକ୍ଷ ଲୋକଙ୍କ ଘରଦ୍ୱାର ଭାସିଯାଇଛି। ବନ୍ୟା ବିତ୍ପାତରେ ୩୯୫ ଜଣଙ୍କ…
ନୂଆଦିଲ୍ଲୀ,୧୬।୪(ପି.ଟି.): ଭାରତର କେତେକ ସହରରେ କୋଭିଡ୍ ସଂକ୍ରମଣ ପୁଣିଥରେ ବଢ଼ିବା ଆରମ୍ଭ କରିଛି। ୯୪୯ ନୂଆ ମାମଲା ସହ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୧,୧୯୧କୁ ବୃଦ୍ଧି…
ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜଧାନୀର ମାର୍କେଟ ବିଲ୍ଡିଂରେ ଥିବା କେଶରୀ ମଲ୍ରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡି ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ…