ଗଞ୍ଜାମ,୨।୭(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧିନ ତେଲୁଗୁ ନୁଆଗାଁ ନିକଟରେ ଦୁଇ ଜଣଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ଆକ୍ରମଣର…
ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷାରେ ଏକାଧିକ ସମସ୍ୟା ଦେଖାଯାଇଛତ। ଗାଁ ଗାଁରେ ମାଟି ରାସ୍ତାରେ କାଦୁଅ ପଚପଚ ଯୋଗୁ…
ନୂଆଦିଲ୍ଲୀ,୨।୭: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ଏହାର କାରଣ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ। ୨୪୨ ଜଣଙ୍କ ମଧ୍ୟରୁ…
ବ୍ୟାଙ୍କକ୍,୨ା୭:ଥାଇଲାଣ୍ଡର ସାମ୍ବିଧାନିକ ଅଦାଲତ ମଙ୍ଗଳବାର ଦେଶର ପ୍ରଧାନମନ୍ତ୍ରୀ ପାଏଟୋଙ୍ଗଟାର୍ନ ଶିନାଓ୍ବାତ୍ରାଙ୍କୁ କର୍ତ୍ତବ୍ୟରୁ ନିଲମ୍ବନ କରିଛନ୍ତି। ଫଳରେ ଥାଇଲାଣ୍ଡ ସରକାରଙ୍କୁ ବଡ଼ ଝଟକା ଲାଗିଛି। କାମ୍ବୋଡିଆର ପ୍ରଭାବଶାଳୀ ପୂର୍ବତନ…
ବେଙ୍ଗାଲୁରୁ,୨ା୭:କର୍ନାଟକର ହାସନ ଜିଲାରେ ୪୦ ଦିନରେ ହୃଦ୍ଘାତରେ ୨୩ ଜଣଙ୍କର ଅଚାନକ ମୃତ୍ୟୁ ଘଟିଲାଣି। ଯୁବବର୍ଗଙ୍କ ମଧ୍ୟରେ ହୃଦ୍ଘାତ ମୃତ୍ୟୁ ବଢ଼ିବାକୁ ନେଇ ରାଜ୍ୟବ୍ୟାପୀ ଚିନ୍ତାବ୍ୟକ୍ତ କରାଯାଇଥିବାବେଳେ…
ଲକ୍ଷ୍ନୌ,୨।୭: ଉତ୍ତର ପ୍ରଦେଶର ନୋଏଡାର ଜଣେ ବ୍ୟବସାୟୀ ତାଙ୍କ ନିଜ ସ୍ତ୍ରୀଙ୍କୁ ପାକିସ୍ତାନୀ ଗୁପ୍ତଚର ବୋଲି ଅଭିଯୋଗ କରିଥିଲେ। ବ୍ୟବସାୟୀ କହିଛନ୍ତି, ତାଙ୍କ ସ୍ତ୍ରୀ ଅନେକ ଥର…
ଭୋପାଳ,୨।୭: ମଧ୍ୟପ୍ରଦେଶର ଶିବପୁରୀ ଜିଲାର କୋତୱାଲି ଥାନା ଅଞ୍ଚଳ ଅନ୍ତର୍ଗତ ମେଡିକାଲ କଲେଜରୁ ଅପହରଣର ମିଥ୍ୟା କାହାଣୀ ରଚନା କରିଥିବା ପ୍ରୀତି ଶିକ୍ଷିତ ନୁହେଁ, କିନ୍ତୁ ତାଙ୍କ…
ନୂଆଦିଲ୍ଲୀ,୨।୭: ଭାରତକୁ ଏକ ବଡ଼ କୂଟନୈତିକ ସଫଳତା ମିଳିଛି। ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ସହିତ କ୍ୱାଡ ଗ୍ରୁପର ବୈଦେଶିକ ମନ୍ତ୍ରୀମାନେ ୨୨ ଏପ୍ରିଲରେ ଜମ୍ମୁ ଏବଂ…
ବର୍ମିଂହାମ,୨।୭: ବର୍ମିଂହାମ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ବର୍ମିଂହାମ ସହରରେ ଏକ ସନ୍ଦେହଜନକ ପ୍ୟାକେଜ୍ ମିଳିଥିଲା। ଏହା ଖେଳାଳିମାନଙ୍କ…
ବାଲେଶ୍ୱର,୨ା୭(ବାଞ୍ଛାନିଧି ଦେ):ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକାରେ ପୁଣି ବନ୍ୟା ଆସି ଉତ୍ତର ବାଲେଶ୍ୱର ଉବୁଟୁବୁ ହେଉଛି। ମଙ୍ଗଳବାର ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ…